STUDY WITH KRISHNA SIR ( OSOU)
2.15K subscribers
193 photos
3 videos
77 files
192 links
ଏହି CHANNEL ରେ ସମସ୍ତ OSOU ର ଅଫିସିଆଲ୍ ନୋଟିସ, SSB CLS,UGC NET ଏହି ଭଳି ସମସ୍ତ JOB ର ତଥ୍ୟ ମଧ୍ୟ ପାଇ ପାରିବେ
Download Telegram
osou_250830153433 (1).pdf
302.5 KB
QUESTION PATTERN OF PG
Question Patter UG 2025-26.pdf
1.7 MB
Question Patter UG 2025-26.pdf
2
EXAM Time change
9😢3😁1🤯1
EXAM POSTPONED ହେଇନି ଟାଇମCHANGE ହେଇଚି
👏4
Form fillup option ଆସିଚି ଯେଉଁ ମାନେ କରି ପାରି ନଥିଲେ କରି ନେବେ ଶେଷ chance
2
Admit card ଆସିଗଲା

ଆଉ ଯେଉଁ ମାନେ form fillup କରି ପାରି ନଥିଲେ ସେମାନେ ଏବେ ହିଁ ଫର୍ମ ପୂରଣ କରି ନିଅନ୍ତୁ
ଏମିତି ସୁଯୋଗ ଆଉ ମିଳିବ ନାହିଁ
1
Form fillup last date jeun mane 2024-2025 ମସିହାରେ admission କରିଥିଲେ ସେମାନେ ଯଦି କୌଣସି କାରଣ ବଶତଃ 1ST କିମ୍ବା 2ND SEM ଦେଇ ପାରି ନଥିଲେ ସେମାନେ ଏବେ ହିଁ FORM FILLUP କରି ନିଅନ୍ତୁ କାରଣ ଆଜି ହେଉଛି ଶେଷ ଦିନ
👍1
ସମସ୍ତଙ୍କୁ ଦ୍ୱିତୀୟ ଦିନ ପରୀକ୍ଷା ରେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା
ସବୁ ଲେଖିକି ଆସିବ କୌଣସି questions chhadiba ନାହିଁ
👍11
ଯେଉଁ ମାନଙ୍କ back ଲାଗିଥିଲା ( 2020,2021,2022 batch)ସେମାନଙ୍କ ଶେଷ ସୁଯୋଗ project submit କରିବା ପାଇଁ

ଆପଣଙ୍କୁ ଆଉ କୌଣସି study center ରେ ଦେବାକୁ ପଡ଼ିବ ନାହିଁ pdf ku ଆପଣ mail ମାଧ୍ୟମରେ send କରି ଦେବେ ଆପଣ ଙ୍କ mark ଆସିଯିବ

Last date last chance 27/05/2026

ତା ପୂର୍ବରୁ synopsis କୁ ଅପଲୋଡ଼ କରିବାକୁ ହବ ଶେଷ ତାରିଖ 15/05/2026


ଯାହାକୁ ପ୍ରୋଜେକ୍ଟ ଦରକାର ସେମାନେ mote 9078507424 ରେ msg କରି ପାରିବେ

କେବଳ ଓଡ଼ିଆ ପିଲା ଙ୍କୁ ମୁ ପ୍ରୋଜେକ୍ଟ ଦେଇ ପାରିବି
2
PROJECT ସମସ୍ତଙ୍କ APPROVAL ଆସି ଯାଇଛି ଯେଉଁ ମାନଙ୍କ BACK ଅଛି ସେମାନେ ଏବେ PORJECT MAIL କରି ପାରିବେ
WITH PROPER WAY RE କରିବେ
👍1
STUDY WITH KRISHNA SIR ( OSOU) pinned «1. ଗଙ୍ଗାଧର ଙ୍କ ମାନସ ନନ୍ଦିନୀ ତପସ୍ଵିନୀ ( dtp) 1000 2. ଓଡ଼ିଆ ଲୋକ ଗଳ୍ପ ର ଏକ ଅଧ୍ୟୟନ (600) 3. ଗଙ୍ଗାଧର ଙ୍କ କାବ୍ୟ ଦୃଷ୍ଟି ରେ କୀଚକ ବଧ(500) 5. ମୋନଜ ଦାସ ଙ୍କ ଆକାଶର ଇଶରା ଉପନ୍ୟାସ ର ଏକ ଆଲୋଚନା(700) 6. ରଥ ଯାତ୍ରା ଓ ସୁନାବେଶ(500) 7. ଗଙ୍ଗାଧର ଙ୍କ କାବ୍ୟ ଦୃଷ୍ଟି ରେ ତପସ୍ଵିନୀ, କିଚକ…»
1
WebPortal | Odisha State Open University (OSOU), Sambalpur, Odisha
https://webportal.osou.ac.in/search-result.php
1
RESULT CHECK କରିବ ସବୁ ପିଲା ଙ୍କ MARK ଆସିଗଲାଣି ସବୁ ପେପର୍ ର


ଯେଉଁ ସବୁ MARK ଆସି ନଥିଲା ଆସି ଗଲାଣି


Only 2024 & 2025 February session ପିଲା ଙ୍କ