ODISHA OSSSC MOCK TEST 🎯💯🎯
194 subscribers
114 photos
24 files
18 links
Hello Dear Students In This Chenal We Can Provide OSSSC Mock Test 🎯For Your Better Preparation Thank you 😊
Download Telegram
𝐂𝐨𝐦𝐦𝐞𝐧𝐭𝐬 𝐘𝐨𝐮𝐫 𝐒𝐜𝐨𝐫𝐞 𝐎𝐮𝐭 𝐎𝐟 𝟏𝟎 𝐖𝐚𝐫𝐫𝐢𝐞𝐫 🎖️👍🏻🎯

  👇🏻👇🏻👇🏻👇🏻👇🏻
ଅପମାନର ଜବାବ କେବେ ଗାଳି ରେ ଦିଅନ୍ତୁ ନାହିଁ, ଏତେ ଉପରକୁ ଯାଆନ୍ତୁ ଯେ.. ଆପଣଙ୍କୁ ଅପମାନ ଦେଇଥିବା ଲୋକଟି ଆପଣଙ୍କ ନାଁ ଶୁଣିଲେ ମଧ୍ୟ ଲଜ୍ଜିତ ଅନୁଭବ କରିବ....

ନୀରବତାରେ ଏମିତି କାମ କରନ୍ତୁ ଯେ ଆପଣଙ୍କ ସଫଳତା ଚିତ୍କାର କରି ଜବାବ ଦେବ....

🙏🏻ଶୁଭ ରାତ୍ରୀ 🙏
*ଖବର ଆଜିର*
ତାରିଖ:୧୮/୦୫/୨୬, ସୋମବାର

୧-ଭୁବନେଶ୍ୱର:ବଦଳି ଗଲା ପେଟ୍ରୋଲ ପମ୍ପର ଚିତ୍ର, ପୂର୍ବରୁ ଧାଁ ଧୈ।ଡ, ଏବେ ଖାଁ, ଖାଁ। ସଭିଙ୍କ ଗାଡ଼ି ଟାଙ୍କି ଫୁଲ୍। ସପ୍ତାହ ଯାଏଁ ଫାଙ୍କା ରହିବ ପମ୍ପ:ସଂଘ।

୨-ଭୁବନେଶ୍ୱର:ଜୁନ୍‌ ୭ରେ ହେବ ଓସିଏସ୍‌ ପ୍ରିଲିମ୍ସ, ୩୦ରୁ ମିଳିବ ଆଡମିଟ୍ କାର୍ଡ, ଶେଷ ପ୍ରସ୍ତୁତିରେ ପରୀକ୍ଷାର୍ଥୀ।

୩-ଭୁବନେଶ୍ୱର: ପୁନଃ ମୂଲ୍ୟାୟନ ଫି କମାଇଲା ସିବିଏସଇ,ମାର୍କ ବଢ଼ିଲେ ସମସ୍ତ ଫି ଫେରସ୍ତ କରାଯିବ।

୪-ଭୁବନେଶ୍ୱର:"ତାତିରେ ତତଲା ଓଡ଼ିଶା, ଆହୁରି ବଢ଼ିବ ପାରଦ; ୨୩ ଯାଏଁ ଝଡ଼ବର୍ଷା ସତର୍କତା।

୫-ଭୁବନେଶ୍ୱର:ନଗର ଉନ୍ନୟନ ବିଭାଗରେ ଅଦଳବଦଳ,୨୩ ଫିଲ୍ଡ୍ ଇନ୍ସପେକ୍ଟର,୧୮ ଆର୍ ଆଇଙ୍କ ହେଲା ବଦଳି।

୬-ଭୁବନେଶ୍ୱର:ଲାଞ୍ଚ ନେବା ବେଳେ ଜେଇ କେଶବ ସୁବୁଦ୍ଧିଙ୍କୁ ମାଡ଼ି ବସିଲା ଭିଜିଲାନ୍ସ, ନେଉଥିଲେ ୧ ଲକ୍ଷ ୩୬ ହଜାର ଟଙ୍କା

୭-ନବରଙ୍ଗପୁର:ଟ୍ରେଲର ଓ କାର ମୁହାଁମୁହିଁ ଧକ୍କା, ଏକାସଙ୍ଗରେ ଚାଲିଗଲା ମାଆ ଓ ଝିଅଙ୍କ ଜୀବନ।

୮-ଜଗତସିଂହପୁର:ସସ୍ମିତା ଦାସ ହତ୍ୟା ଘଟଣାରେ ସୁପାରି କିଲର ଗିରଫ, ବିହାରରୁ ଗିରଫ କଲା ପୋଲିସ।

୯-ଭୁବନେଶ୍ୱର:ଅପରାଧୀଙ୍କୁ ଡିଜିପିଙ୍କ କଡ଼ା ଚେତାବନୀ; କହିଲେ, 'ଆଉ ନାହିଁ ନିସ୍ତାର, ଏନକାଉଣ୍ଟର ପାଇଁ ପ୍ରସ୍ତୁତ ରୁହ'।

୧୦-ଭୁବନେଶ୍ୱର:ସାରା ବିଶ୍ବରେ ପାଳିତ ହେଲା ଆର୍ଟ ଅଫ ଗିଭିଂ କାର୍ଯ୍ୟକ୍ରମ, ଥିମ ରହିଛି ସେୟାର ଟୁ ସାଇନ୍।

୧୧-ବୋଲ ମାନୁନି ବିଧର୍ମୀ ଇସ୍କନ; ମହାପ୍ରଭୁଙ୍କ ପରମ୍ପରା ନମାନି ଜୋହାନସବର୍ଗ ଏବଂ ଫ୍ଲୋରିଡ଼ାରେ ପୁଣି କଲା ଅଦିନିଆ ରଥଯାତ୍ରା।

୧୨-ରାଜସ୍ଥାନ ରୟାଲ୍ସକୁ ଧୂଳି ଚଟାଇଲା ଦିଲ୍ଲୀ, ଷ୍ଟାର୍କଙ୍କ ଘାତକ ବୋଲିଂ ପରେ ରାହୁଲ-ପୋରେଲ୍‌ଙ୍କ ଧମାକା।

୧୩-ଧର୍ମଶାଳା:ପ୍ଲେ ଅଫ୍ ରେ RCB,୨୩ରନ୍ ରେ ହାରିଲା ପଞ୍ଜାବ କିଙ୍ଗସ୍।

୧୪-ଦିଲ୍ଲୀରେ ମହିଳାମାନଙ୍କୁ ବିନା ଗ୍ୟାରେଣ୍ଟିରେ ମିଳିବ ୧୦ କୋଟିର ଋଣ... ରେଖା ଗୁପ୍ତା ସରକାରଙ୍କ ବଡ଼ ନିଷ୍ପତ୍ତି।

୧୫-"ଆବୁଧାବିରେ ବଡ଼ ଧରଣର ଡ୍ରୋନ୍ ଆକ୍ରମଣ: ପରମାଣୁ ପ୍ରକଳ୍ପକୁ ଲକ୍ଷ୍ୟ କରି ହେଲା ଆଟାକ୍"

୧୬-ଆଇପିଏଲରେ ବୈଭବ ସୂର୍ଯ୍ୟବଂଶୀଙ୍କ ଐତିହାସିକ ରେକର୍ଡ: ଗୋଟିଏ ସିଜନରେ ସର୍ବାଧିକ ଛକା ମାରିବାରେ ହେଲେ ପ୍ରଥମ ଭାରତୀୟ

୧୭-ଭାରତୀୟ ଶେୟାର ବଜାରରୁ ବିଦେଶୀ ପୁଞ୍ଜି ପ୍ରତ୍ୟାହାର: ମେ ମାସରେ ୨୭,୦୦୦ କୋଟି ଟଙ୍କା ଟାଣି ନେଲେ ବିଦେଶୀ ନିବେଶକ।

୧୮-ଦିଲ୍ଲୀ ପରେ ଉତ୍ତରପ୍ରଦେଶରେ ଜାରି ହେଲା ୱାର୍କ ଫ୍ରମ ହୋମ।

୧୯-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ୱିଡେନର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ, ମିଳିଲା ୩୧ତମ ଗ୍ଲୋବାଲ୍ ଆୱାର୍ଡ।

୨୦-କଙ୍ଗୋ ଓ ଉଗାଣ୍ଡାରେ ନିଆଁ ଭଳି ମାଡୁଛି ମାରାତ୍ମକ ଇବୋଲା ଭାଇରସ୍; ୨୪୬ ସନ୍ଦିଗ୍ଧ ଚିହ୍ନଟ ପରେ ଏମର୍ଜେନ୍ସୀ ଘୋଷଣା କଲା WHO।

🙏 ସୁପ୍ରଭାତ, ଗୁଡମର୍ଣିଂ🙏

@Odishaossscmocktest
17 May 2026 Current Affairs: -
------------–---------------------------------------
💥 World Hypertension day: - 17 May
* Theme 2026: - "Controlling hypertension together!"

💥 World Tele communication Day :- 17 May
* 2026 Theme :-" Digital lifelines: strengthening resilience in a connected world ".

💥Ali Falih Kadhim al-zaidi took charge as Prime Minister of Iraq recently.
* capital:- Baghdad

💥Netherlands returned the 11th century Anaimangalam copper plates to India.
* it was used in the reign of Rajaraj Chola.

💥Rajasthan's 1st semiconductor cluster was Inaugurated in Bhiwandi,Alwar district.

💥 J& K approves ₹93 Crore power projects for srinagar and adjoining areas.

💥Recently J.C.D Prabhakar(TVM) unanimously selected as the unopposed Speaker of Tamilnadu assembly 2026.

💥" Project Garuda " is associated to Space technology.
* approx.cost :- ₹109 Crore (Dhruv space )

💥Rahul Dravid became brand ambasador of Dublin franchise in European T-20 Premier League .

💥Binsar Wild Life Sanctuary is located in Uttrakhand .

@Odishaossscmocktest
1
𝐎𝐝𝐢𝐚 𝐆𝐫𝐚𝐦𝐦𝐚𝐫 𝐌𝐨𝐬𝐭 𝐈𝐦𝐩𝐨𝐫𝐭𝐚𝐧𝐭 𝐌𝐂𝐐 𝐐𝐮𝐢𝐳 𝐏𝐚𝐫𝐭 -𝟏𝟖 🎖️🎯
ODISHA OSSSC MOCK TEST 🎯💯🎯 pinned «𝐎𝐝𝐢𝐚 𝐆𝐫𝐚𝐦𝐦𝐚𝐫 𝐌𝐨𝐬𝐭 𝐈𝐦𝐩𝐨𝐫𝐭𝐚𝐧𝐭 𝐌𝐂𝐐 𝐐𝐮𝐢𝐳 𝐏𝐚𝐫𝐭 -𝟏𝟖 🎖️🎯»
ଯେଉଁ କ୍ଷେତ୍ରରେ ଵାକ୍ୟାଂଶ ବା ସମାପିକା କ୍ରିୟା ବିହୀନ ପଦଗୁଡିକ ବିଶେଷଣର କାର୍ଯ୍ୟ କରିଥାନ୍ତି, ସେଠାରେ ____ ହୋଇଥାଏ?
Anonymous Quiz
9%
ବିଶେଷ୍ୟାତ୍ମକ ଵାକ୍ୟାଂଶ
27%
ବିଶେଷଣାତ୍ମକ ବାକ୍ୟାଂଶ
18%
ବିଶେଷଣ ଉପବାକ୍ୟ
45%
କ୍ରିୟା ବିଶେଷଣାତ୍ମକ ବାକ୍ୟାଂଶ
ଧାତୁ ପୂର୍ବରୁ ଉପସର୍ଗ ଲାଗିଲେ ଧାତୁ ଉପରେ କି ପ୍ରଭାବ ପଡ଼େ ?
(A) ଅର୍ଥର ପରିବର୍ତ୍ତନ
(B) ଭାବର ପରିବର୍ତ୍ତନ (C) ରୁପର ପରିବର୍ଭନ (D) ଆକୃତିର ପରିବର୍ଭନ
Anonymous Quiz
9%
A
55%
B
36%
C
0%
D
ଅଜଣା- ଏଥିରେ ଥିବା ଉପସର୍ଗଟି କିଏ ?
(A) ଅ
(B) ଅଚ୍ଚ (C) ଅଜଣ’ (D) ଅଜଣ + ଆ
Anonymous Quiz
73%
A
9%
B
9%
C
9%
D
କୌଣପ ର ପର୍ୟ୍ୟାୟବାଚକ ଶବ୍ଦ ????
Anonymous Quiz
0%
ନିଶାକର
50%
ଅସୁର
30%
ତରଙ୍ଗିଣୀ
20%
କାସାର
'ରାଧାଶ୍ୟାମଙ୍କ ଦ୍ଵାରା ଭାଷାଣ ଭଲ ହୁଏ ।' ଏହା କେଉଁ ପ୍ରକାର ଭାବ ପ୍ରକାଶ କରୁଛି।
Anonymous Quiz
18%
କର୍ମବାଚ୍ଯ
55%
କର୍ତ୍ତା ବାଚ୍ୟ
27%
ଭାବବାଚ୍ଯ
0%
କେଉଁଟି ନୁହଁ
୧୦ ରୁ କେତୋଟି ଠିକ୍ ହେଲା ?

👇🏻👇🏻👇🏻👇🏻👇🏻
📝ଗୋଟେ କଥା ପୁରା ସତ,ଯାହାକୁ ଯେତେ ଭଲପାଇବ Miss କରିବ,Care କରିବ,ସବୁ Timeରେ ଖୋଜ ଖବର ନବ ସେ ହିଁ ତୁମକୁ Important ଦବନାହିଁ ।

🙏🏻ଶୁଭ ରାତ୍ରୀ 🙏