Latest News Aggregated by OPW
42 subscribers
12.5K photos
26.5K links
Aggregated Odia News Provider.Install our Android App http://bit.ly/2hb8ofy
Download Telegram
ଜେଲ ଯିବେ ରାହୁଲ-ସୋନିଆ? ନ୍ୟାଶନାଲ ହେରାଲଡ ମାମଲାରେ କେମିତି ଫସିଛନ୍ତି Gandhi Family ଜାଣନ୍ତୁ…
https://www.dharitri.com/will-rahul-sonia-go-to-jail-find-out-how-the-gandhi-family-got-trapped-in-the-national-herald-case/

ନୂଆଦିଲ୍ଲୀ,୨୨।୪: ନ୍ୟାଶନାଲ ହେରାଲ୍ଡ ମାମଲାରେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ବିରୋଧରେ ଇଡିର ଅଭିଯୋଗର ପ୍ରତିବାଦ କରିବା ପାଇଁ ଆୟୋଜିତ କଂଗ୍ରେସ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ ସୋମବାର ଏହି ପ୍ରଶ୍ନ ଉଠାଇଛନ୍ତି। ଏହା ହୁଏତ ସାମ୍ପ୍ରତିକ ସମୟରେ କଂଗ୍ରେସ ସାମ୍ନାରେ ଥିବା ସବୁଠାରୁ ବଡ଼ ସଙ୍କଟ, ଏବଂ ବୋଫୋର୍ସ ଦୁର୍ନୀତି ପରେ Gandhi Family ପାଇଁ ସବୁଠାରୁ ଗମ୍ଭୀର ଚ୍ୟାଲେଞ୍ଜ। ଭାରତର ସବୁଠାରୁ ଶକ୍ତିଶାଳୀ ରାଜନୈତିକ ପରିବାର ଏବେ ଆନୁଷ୍ଠାନିକ ଭାବରେ […]
The post ଜେଲ ଯିବେ ରାହୁଲ-ସୋନିଆ? ନ୍ୟାଶନାଲ ହେରାଲଡ ମାମଲାରେ କେମିତି ଫସିଛନ୍ତି Gandhi Family ଜାଣନ୍ତୁ… (https://www.dharitri.com/will-rahul-sonia-go-to-jail-find-out-how-the-gandhi-family-got-trapped-in-the-national-herald-case/) appeared first on Dharitri Odia News (https://www.dharitri.com/).
ପୋପ୍‌ ଫ୍ରାନ୍ସିସ୍‌ଙ୍କ ବିୟୋଗ: ରାଜ୍ୟ ପାଳିବ ୩ ଦିନିଆ ଶୋକ
https://www.dharitri.com/pope-francis-passes-away-state-to-observe-three-days-of-mourning/

ଭୁବନେଶ୍ୱର,୨୨।୪: ରୋମାନ କାଥୋଲିକ୍‌ ଚର୍ଚ୍ଚର ସର୍ବୋଚ୍ଚ ଧର୍ମଗୁରୁ ପୋପ୍‌ ଫ୍ରାନ୍ସିସ୍‌ଙ୍କର ବିୟୋଗରେ ରାଜ୍ୟ ୩ ଦିନିଆ ଶୋକ ପାଳିବ। ଏପ୍ରିଲ ୨୨ (ମଙ୍ଗଳବାର) ଏବଂ ଏପ୍ରିଲ ୨୩ (ବୁଧବାର) ରାଜ୍ୟ ସରକାର ଶୋକ ଦିବସ ପାଳନ କରିବେ। ସେହିଭଳି ଶେଷକୃତ୍ୟ ଦିନ ମଧ୍ୟ ରାଜ୍ୟରେ ପାଳନ ହେବ ଶୋକ ଦିବସ ବୋଲି ସୂଚନା ଦିଆଯାଇଛି। ସୂଚନା ଥାଉ କି, ପୋପ୍‌ ଫ୍ରାନ୍ସିସ୍‌ଙ୍କର ଦେହାନ୍ତରେ ଭାରତ ସରକାର ସୋମବାର ତିନି ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। ତାଙ୍କ […]
The post ପୋପ୍‌ ଫ୍ରାନ୍ସିସ୍‌ଙ୍କ ବିୟୋଗ: ରାଜ୍ୟ ପାଳିବ ୩ ଦିନିଆ ଶୋକ (https://www.dharitri.com/pope-francis-passes-away-state-to-observe-three-days-of-mourning/) appeared first on Dharitri Odia News (https://www.dharitri.com/).
କଲେଜରେ ଭଉଣୀଙ୍କୁ ଛାଡ଼ି ଫେରୁଥିଲେ: ବାଇକ୍‌ ସହ ଧକ୍କା ପରେ ଚାପିଦେଲା ହାଇଓ୍ବା, ଯୁବକ ମୃତ…
https://www.dharitri.com/a-young-man-has-died-after-being-crushed-under-a-truck-after-accident/

ତିହିଡି଼,୨୨।୪(ସଞ୍ଜିତ ବଳ):ଭଦ୍ରକ-ଚାନ୍ଦବାଲି ରାସ୍ତାର ବିନ୍ଧାବଜାରଠାରୁ କିଛି ଦୂରରେ ମଙ୍ଗଳବାର ସକାଳ ସାଢେ ୮ଟା ସମୟରେ ଏକ ହାଇୱା ତଳେ ଚାପିହୋଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକ ହେଲେ ଉତ୍ତମ କୁମାର ଶଙ୍ଖୁଆ (୨୪) ଏବଂ ତାଙ୍କ ଘର ତିହିଡି଼ ଥାନା ପୀରହାଟ ଥାନା ସାହାପୁର ପଞ୍ଚାୟତ ଅଧୀନ କଣ୍ଡରଗଡ଼ିଆ ଗ୍ରାମରେ ବୋଲି ଜଣାପଡ଼ିଛି। ସୂଚନାନୁଯାୟୀ, ଉତ୍ତମ ନିଜ ଭଉଣୀକୁ ତିହିଡି଼ କଲେଜରେ ଛାଡ଼ି ଘରକୁ ଫେରୁଥିଲେ। ବିନ୍ଧା ବଜାରଠାରୁ କିଛି ଦୂରରେ ବିପରୀତ […]
The post କଲେଜରେ ଭଉଣୀଙ୍କୁ ଛାଡ଼ି ଫେରୁଥିଲେ: ବାଇକ୍‌ ସହ ଧକ୍କା ପରେ ଚାପିଦେଲା ହାଇଓ୍ବା, ଯୁବକ ମୃତ… (https://www.dharitri.com/a-young-man-has-died-after-being-crushed-under-a-truck-after-accident/) appeared first on Dharitri Odia News (https://www.dharitri.com/).
ବିନା କ୍ୟାମେରା, ବିନା ଷ୍ଟାରରେ ମନ୍ଦିର ପୂଜାରୀ ତିଆରି କଲେ ବିଶ୍ୱର ପ୍ରଥମ AI ଫିଲ୍ମ !
https://www.dharitri.com/temple-priest-make-worlds-first-ai-film-without-cameras-without-stars/

ବେଙ୍ଗାଲୁରୁ,୨୨।୪: କର୍ନାଟକର ଜଣେ ପୂଜାରୀ AI ଉପକରଣ ସାହାଯ୍ୟରେ ବିଶ୍ୱର ପ୍ରଥମ ସମ୍ପୂର୍ଣ୍ଣ AI-ଆଧାରିତ କନ୍ନଡ ଫିଲ୍ମ ତିଆରି କରିଛନ୍ତି। ବେଙ୍ଗାଲୁରୁର ସିଦ୍ଧେହଲ୍ଲି ଗାଁର ହନୁମନ୍ତରାଇ ମନ୍ଦିରରେ ପୂଜା କରୁଥିବା ନରସିଂହ ମୂର୍ତ୍ତି ଏବେ ଏକ ନୂତନ ପରିଚୟ ସୃଷ୍ଟି କରୁଛନ୍ତି। ସେ ଦିନେରେ ମନ୍ଦିରରେ ପୂଜା କରନ୍ତି। କିନ୍ତୁ ତାଙ୍କର ପ୍ରକୃତ ଆଗ୍ରହ ହେଉଛି ଫିଲ୍ମ ତିଆରି କରିବା। ସେ ପୂର୍ବରୁ ଦୁଇଟି ଫିଚର ଫିଲ୍ମ ତିଆରି କରିଥିଲେ, କିନ୍ତୁ ଏଥର ସେ କିଛି ଭିନ୍ନ […]
The post ବିନା କ୍ୟାମେରା, ବିନା ଷ୍ଟାରରେ ମନ୍ଦିର ପୂଜାରୀ ତିଆରି କଲେ ବିଶ୍ୱର ପ୍ରଥମ AI ଫିଲ୍ମ ! (https://www.dharitri.com/temple-priest-make-worlds-first-ai-film-without-cameras-without-stars/) appeared first on Dharitri Odia News (https://www.dharitri.com/).
କଟକରେ ଭୟଙ୍କର ଦୁର୍ଘଟଣା: ପିସିଆର୍‌ ଭ୍ୟାନ୍‌କୁ ଚାପିଦେଲା ହାଇଓ୍ବା, ଚାଲିଗଲା ୨ ପୋଲିସ କର୍ମଚାରୀଙ୍କ ଜୀବନ
https://www.dharitri.com/cuttack-2-cops-killed-after-truck-completely-crushed-a-pcr-van/

କଟକ ସଦର,୨୨।୪(ସୁଶାନ୍ତ କୁମାର ଜେନା): କଟକ-ପରାଦୀପ ରାସ୍ତାର ଗତିରାଉତପାଟଣାରେ ମଙ୍ଗଳବାର ଭୋର୍‌ ସମୟରେ ଭୟଙ୍କର ଦୁର୍ଘଟଣା ଘଟିଛି। ପିସିଆର୍‌ ସହିତ ବାଲି ବୋଝେଇ ହାଇଓ୍ବା ମୁହାଁମୁହିଁ ଧକ୍କା ହେବା ଫଳରେ ୨ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ହାଇଓ୍ବା ଓଲଟି ପଡ଼ିଥିବା ବେଳେ ପିସିଆର ମଧ୍ୟ ଭାଙ୍ଗି ଚୂରମାର ହୋଇଯାଇଛି। ସିଆର୍‌ଆର୍‌ଆଇ ଥାନା ପାଟ୍ରୋଲିଂ ବେଳେ ଏହି ଦୁର୍ଘଟଣା ଘଟିଛି। ମୃତ ଦୁଇ ପୋଲିସ କର୍ମଚାରୀ ହେଲେ ପିସିଆର୍‌ ଡ୍ରାଇଭର ଜଗବନ୍ଧୁ ମହାଳି (୩୮) ଏବଂ […]
The post କଟକରେ ଭୟଙ୍କର ଦୁର୍ଘଟଣା: ପିସିଆର୍‌ ଭ୍ୟାନ୍‌କୁ ଚାପିଦେଲା ହାଇଓ୍ବା, ଚାଲିଗଲା ୨ ପୋଲିସ କର୍ମଚାରୀଙ୍କ ଜୀବନ (https://www.dharitri.com/cuttack-2-cops-killed-after-truck-completely-crushed-a-pcr-van/) appeared first on Dharitri Odia News (https://www.dharitri.com/).
IPL Cheerleader Salary: ଗୋଟିଏ ମ୍ୟାଚ୍‌ ପାଇଁ କେତେ ଟଙ୍କା ନିଅନ୍ତି ଚିୟରଲିଡର୍ସ: ଜାଣନ୍ତୁ କେଉଁ ଦଳ ଦିଏ ଅଧିକ ଟଙ୍କା
https://www.dharitri.com/ipl-cheerleader-salary-how-much-money-cheerleaders-charge-for-a-match-find-out-which-team-pays-the-most/

ନୂଆଦିଲ୍ଲୀ,୨୨।୪: IPL 2025ରେ ସମସ୍ତ ୧୦ଟି ଦଳ ସେମାନଙ୍କ ମ୍ୟାଚ ପାଇଁ ଚିୟରଲିଡର୍ସଙ୍କୁ ନିଯୁକ୍ତି ଦେଇଛନ୍ତି। ଏହା ପ୍ରତିବର୍ଷ ଘଟେ। ଏଥିରେ ବିଦେଶୀ ଯୁବତୀମାନେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରନ୍ତି। ଜଣେ ଚିୟରଲିଡର ପ୍ରତ୍ୟେକ ମ୍ୟାଚ ପାଇଁ କେତେ ଟଙ୍କା ପାଆନ୍ତି। IPLରେ କେଉଁ ଦଳର ଚିୟରଲିଡର୍ସ ସବୁଠାରୁ ଅଧିକ ରୋଜଗାର କରନ୍ତି? ଜଣେ ଚିୟରଲିଡର ଗୋଟିଏ IPL ସିଜିନରୁ ୨ ରୁ ୪ ଲକ୍ଷ ଟଙ୍କା ରୋଜଗାର କରନ୍ତି। ରିପୋର୍ଟ ଅନୁଯାୟୀ, ଚିୟରଲିଡର୍ସଙ୍କୁ ଗୋଟିଏ […]
The post IPL Cheerleader Salary: ଗୋଟିଏ ମ୍ୟାଚ୍‌ ପାଇଁ କେତେ ଟଙ୍କା ନିଅନ୍ତି ଚିୟରଲିଡର୍ସ: ଜାଣନ୍ତୁ କେଉଁ ଦଳ ଦିଏ ଅଧିକ ଟଙ୍କା (https://www.dharitri.com/ipl-cheerleader-salary-how-much-money-cheerleaders-charge-for-a-match-find-out-which-team-pays-the-most/) appeared first on Dharitri Odia News (https://www.dharitri.com/).
ସ୍ତ୍ରୀଙ୍କୁ ମାଡ଼ ମାରୁଥିଲେ ପ୍ରସିଦ୍ଧ କ୍ରିକେଟର୍‌: ଥାନାରେ ପହଞ୍ଚିଲା ମାମଲା
https://www.dharitri.com/the-wife-has-filed-a-case-against-this-indian-cricketer-and-his-family-accusing-him-of-domestic-violence-and-demanding-a-huge-amount/

ନୂଆଦିଲ୍ଲୀ,୨୨।୪: ପୂର୍ବତନ ଭାରତୀୟ କ୍ରିକେଟର ଅମିତ ମିଶ୍ରଙ୍କ ନାଁରେ ତାଙ୍କ ପତ୍ନୀ ଗରିମା ମିଶ୍ର ଯୌତୁକ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଅମିତ ତାଙ୍କୁ ଯୌତୁକ ପାଇଁ ହଇରାଣ କରିଛନ୍ତି। ତାଙ୍କୁ ୧୦ ଲକ୍ଷ ଟଙ୍କା ଏବଂ ଏକ କାର ଦେବାକୁ ମଧ୍ୟ କୁହାଯାଇଛି। ଅମିତନ୍‌ଙ୍କର ଅନ୍ୟ ମହିଳାଙ୍କ ସହିତ ସମ୍ପର୍କ ଥିବା ଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ଗରିମା। ଗରିମା ଅମିତ ଏବଂ ତାଙ୍କ ପରିବାର ବିରୋଧରେ ଘରୋଇ ହିଂସାର ମାମଲା ଦାୟର କରିଛନ୍ତି। ଏହା ସହିତ […]
The post ସ୍ତ୍ରୀଙ୍କୁ ମାଡ଼ ମାରୁଥିଲେ ପ୍ରସିଦ୍ଧ କ୍ରିକେଟର୍‌: ଥାନାରେ ପହଞ୍ଚିଲା ମାମଲା (https://www.dharitri.com/the-wife-has-filed-a-case-against-this-indian-cricketer-and-his-family-accusing-him-of-domestic-violence-and-demanding-a-huge-amount/) appeared first on Dharitri Odia News (https://www.dharitri.com/).
ଦୁର୍ଘଟଣାରେ ୨ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟଣା: ୧୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
https://www.dharitri.com/2-police-personnel-killed-in-accident-in-cuttack-cm-expresses-condolences-and-announces-assistance/

ଭୁବନେଶ୍ୱର,୨୨।୪: କଟକରେ ଦୁର୍ଘଟଣାରେ ୨ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟଣାରେ ଶୋକବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଥିସହ ସେ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ଘୋଷଣା କରିଛନ୍ତି। କଟକ-ପାରାଦୀପ ରାସ୍ତାର ଗତିରାଉତପାଟଣାରେ ସଡ଼କ ଦୁର୍ଘଟଣାରେ କର୍ତ୍ତବ୍ୟରତ ୨ଜଣ ପୋଲିସ୍ କର୍ମଚାରୀ (ଜଣେ ଓଏପିଏଫ୍‌ କନ୍‌ଷ୍ଟେବଲ୍ଏବଂ ଜଣେ ହୋମ୍‌ ଗାର୍ଡ)ଙ୍କ ପ୍ରାଣହାନି ବିଷୟରେ ଜାଣି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗଙ୍କ […]
The post ଦୁର୍ଘଟଣାରେ ୨ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟଣା: ୧୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ (https://www.dharitri.com/2-police-personnel-killed-in-accident-in-cuttack-cm-expresses-condolences-and-announces-assistance/) appeared first on Dharitri Odia News (https://www.dharitri.com/).
ଫସିଗଲେ ବାବା ରାମଦେବ, ଭର୍ତ୍ସନା କଲେ Delhi High Court
https://www.dharitri.com/baba-ramdev-gets-caught-delhi-high-court-reprimands-him/

ନୂଆଦିଲ୍ଲୀ,୨୨।୪: ଦିଲ୍ଲୀ ହାଇକୋର୍ଟ ହମଦର୍ଦ କମ୍ପାନୀ ଏବଂ ଏହାର ଲୋକପ୍ରିୟ ଉତ୍ପାଦ ରୁହ ଅଫଜା ବିରୁଦ୍ଧରେ ଆପତ୍ତିଜନକ ମନ୍ତବ୍ୟ ପାଇଁ ଯୋଗଗୁରୁ ବାବା ରାମଦେବଙ୍କୁ ଭର୍ତ୍ସନା କରିଛନ୍ତି। କୋର୍ଟ କହିଛନ୍ତି, ‘ଏହା କୋର୍ଟର ବିବେକକୁ ଦୋହଲାଇ ଦିଏ।’ ଏହା ସମ୍ପୂର୍ଣ୍ଣ ଭାବରେ ଗ୍ରହଣୀୟ ନୁହେଁ। ସୂଚାଯୋଗ୍ୟ, ବାବା ରାମଦେବ ନିକଟରେ ଦାବି କରିଥିଲେ ଯେ ହମଦର୍ଦ କମ୍ପାନୀ ମସଜିଦ ଏବଂ ମଦ୍ରାସା ନିର୍ମାଣ ପାଇଁ ଏହାର ଲାଭକୁ ବ୍ୟବହାର କରୁଛି। ଏହି ମନ୍ତବ୍ୟଗୁଡ଼ିକୁ ମାନହାନିଜନକ ବୋଲି କହି […]
The post ଫସିଗଲେ ବାବା ରାମଦେବ, ଭର୍ତ୍ସନା କଲେ Delhi High Court (https://www.dharitri.com/baba-ramdev-gets-caught-delhi-high-court-reprimands-him/) appeared first on Dharitri Odia News (https://www.dharitri.com/).
ଏମିତି ବି ଆସେ ମୃତ୍ୟୁ! ମା’ ବିଦ୍ୟୁତ ସଂସ୍ପର୍ଶରେ ଆସିବା ଦେଖି ଧାଇଁ ଯାଇଥିଲେ ପୁଅ, ଏକାଠି ଚାଲିଗଲା ଦୁହିଁଙ୍କ ଜୀବନ
https://www.dharitri.com/mother-and-son-die-together-due-to-electrocution/

ଭବାନୀପାଟଣା,୨୨।୪( ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍‌.ରାମପୁର ଥାନା ଅନ୍ତର୍ଗତ ସାଇ ଦଲଙ୍ଗା ଗ୍ରାମ ପଞ୍ଚାୟତର ଟୁର୍ଚି (ଡଙ୍ଗର ପଡ଼ା)ରୁ ମଙ୍ଗଳବାର ସକାଳୁ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। ବିଦ୍ୟୁତ ଆଘାତରେ ଜଣେ ମା’ପୁଅ ଙ୍କ ଏକାଠି ମୃତ୍ୟୁ ଘଟିବା ଖବରକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସୂଚନା ମୁତାବକ, ମଙ୍ଗଳବାର ସକାଳ ପ୍ରାୟ ୯ଟା ସମୟରେ ମଗସିର ସୁନାଙ୍କ ପତ୍ନୀ ସୁନାଫୁଲ ସୁନା(୬୨) ଓଦା କପଡ଼ା ଶୁଖାଇବାକୁ ଯାଇ ବିଦ୍ୟୁତ […]
The post ଏମିତି ବି ଆସେ ମୃତ୍ୟୁ! ମା’ ବିଦ୍ୟୁତ ସଂସ୍ପର୍ଶରେ ଆସିବା ଦେଖି ଧାଇଁ ଯାଇଥିଲେ ପୁଅ, ଏକାଠି ଚାଲିଗଲା ଦୁହିଁଙ୍କ ଜୀବନ (https://www.dharitri.com/mother-and-son-die-together-due-to-electrocution/) appeared first on Dharitri Odia News (https://www.dharitri.com/).
ବିବାହ ବାର୍ଷିକୀରେ ମା’ ହେଲେ ଜ୍ୱାଲା ଗୁଟ୍ଟା: ଖୁସି ହେଲା ଦ୍ୱିଗୁଣିତ
https://www.dharitri.com/jwala-gutta-became-a-mother-on-her-wedding-anniversary-her-happiness-doubled/

ଚେନ୍ନାଇ,୨୨।୪: ପୂର୍ବତନ ଭାରତୀୟ ବ୍ୟାଡମିଣ୍ଟନ ତାରକା ଜ୍ୱାଲା ଗୁଟ୍ଟା ମା’ ହୋଇଛନ୍ତି। ସେ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ଏହାସହ ଜ୍ୱାଲାଙ୍କ ଖୁସି ଦ୍ୱିଗୁଣିତ ହୋଇଛି। କାରଣ ସେ ବିବାହ ବାର୍ଷିକୀରେ ମା’ ହୋଇଛନ୍ତି। ଜ୍ୱାଲା ୨୨ ଏପ୍ରିଲ ୨୦୨୧ରେ ତାମିଲ ଅଭିନେତା ବିଷ୍ଣୁ ବିଶାଲଙ୍କୁ ବିବାହ କରିଥିଲେ। ଏବେ ୨୨ ଏପ୍ରିଲ ୨୦୨୫ରେ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଜ୍ୱାଲାଙ୍କ ମା’ ହେବାର ଖବର ତାଙ୍କ ସ୍ବାମୀ ବିଷ୍ଣୁ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି। […]
The post ବିବାହ ବାର୍ଷିକୀରେ ମା’ ହେଲେ ଜ୍ୱାଲା ଗୁଟ୍ଟା: ଖୁସି ହେଲା ଦ୍ୱିଗୁଣିତ (https://www.dharitri.com/jwala-gutta-became-a-mother-on-her-wedding-anniversary-her-happiness-doubled/) appeared first on Dharitri Odia News (https://www.dharitri.com/).
SpecialStory: ମୋ ଫଟୋ ଆନ୍ଦୋଳନ କରିବ
https://otvkhabar.in/videos/entertainment/odia-jatra-artist-bapi-panda-claims-his-life-is-in-danger/147445

ଓଡିଆ ଯାତ୍ରା ଜଗତର ବିବାଦ ଏବେ ବ୍ୟକ୍ତିଗତ ସ୍ତରକୁ ପଳେଇ ଆସିଲାଣି। ଜଣେ କହିଲାଣି ଶୀତଳ ଯୁଦ୍ଧ ଆରମ୍ଭ ଆଉ ଜଣେ କହୁଛି ମୋ ଜୀବନ ପ୍ରତି ବିପଦ ଅଛି। ଏ ଯାତ୍ରା କଳି ଆଉ କେତେଦିନ ?
ସରକାରୀ ବ୍ୟବସ୍ଥାକୁ ପୀରାଙ୍କ ଉପହାସ
https://otvkhabar.in/videos/odisha/95-year-old-man-visits-to-inquire-about-not-receiving-rs-3500-govt/147446

୯୫ ବର୍ଷିୟା ପୀରା ରୁହାନ। ଅଣ୍ଟା ନଇଁ ଗଲାଣି । ଚାଲିବାକୁ ଦେହରେ ଶକ୍ତି ନାହିଁ। ତଥାପି ସେ ଆସିଛି ସରକାର ଦେଉଥିବା ମାସିକ ୩୫ ଶହ ଟଙ୍କା କାହିଁକି ତାଙ୍କୁ ମିଳୁନି ବୁଝିବାକୁ ।
Internal Strife in BJD: ‘BJDକୁ ବଙ୍ଗୋପସାଗର ପାଖକୁ ନେଇଗଲେଣି, କେବଳ ସମୁଦ୍ର ଗର୍ଭରେ ବୁଡ଼ାଇବା ବାକି ଅଛି’
https://otvkhabar.in/news/politics/4-5-leaders-will-be-reason-behind-bjd-s-downfall-amaresh-jena/147447

୨୪ ବର୍ଷର ସରକାର ଥିଲା । ସେତେବେଳେ ଯାହା ଦେହରେ ହାତ ମାରିଥିଲେ ସୁନା ହୋଇଥାଆନ୍ତା । ଭଲ ସରକାରକୁ କିଛି ଲୋକ ଷଡ଼ଯନ୍ତ୍ର କରି ବିଦା କରିଛନ୍ତି ବୋଲି ଅମରେଶ ଆଣିଛନ୍ତି ସାଂଘାତିକ ଅଭିଯୋଗ।
Mahesh Babu Under ED Radar: ଅର୍ଥ ହେରଫେର ମାମଲା; ED ରାଡାରରେ ତେଲୁଗୁ ସୁପରଷ୍ଟାର ମହେଶ ବାବୁ...
https://otvkhabar.in/news/entertainment/ed-summons-south-superstar-mahesh-babu-in-real-estate-fraud-case/147448

ବହୁ ବଡ଼ ବଡ଼ ଅଭିନେତାଙ୍କ ପରେ ଏବେ ଇଡି ସ୍କାନରରେ ସାଉଥ୍ ସୁପର ଷ୍ଟର୍ ମହେଶ ବାବୁ। ଦୁଇଟି ରିଅଲ୍ ଇଷ୍ଟେଟ୍ କମ୍ପାନୀ-ସାଇ ସୂର୍ଯ୍ୟ ଡେଭଲପର୍ସ ଏବଂ ସୁରାନା ଗ୍ରୁପ୍ ଦ୍ୱାରା ହୋଇଥିବା ଠକେଇ ମାମଲାରେ ସମନ କରିଛି ଇଡି।
China-US Trade War Impact: ଆମେରିକା-ଚୀନ ସମ୍ପର୍କରେ ତିକ୍ତତା...ଫାଇଦାରେ ଭାରତ
https://otvkhabar.in/news/international/impact-of-us-china-trade-war-and-economic-slowdown-concerns/147449

ଆମେରିକା ଓ ଚୀନ ମଧ୍ୟରେ ବାଣିଜ୍ୟ ଯୁଦ୍ଧ ଜାରି ରହିଛି । ଫଳରେ ଆମେରିକା ଏବଂ ଚୀନ ମଧ୍ୟରେ ସମ୍ପର୍କ ବିଗିଡ଼ିବାରେ ଲାଗିଛି। ଅନ୍ୟ ପକ୍ଷରେ ଏହି ବାଣିଜ୍ୟ ଯୁଦ୍ଧ ଭାରତକୁ ଫାଇଦା ଦେଇଛି। ଭାରତ ସହ ଘନିଷ୍ଠତା ବଢାଇବାକୁ ଚେଷ୍ଟା ଆରମ୍ଭ କରିଦେଇଛି ଚୀନ୍‌। ଭାରତର ମନ ଜିଣିବାକୁ ଚୀନ ୮୫,୦୦୦ ଭାରତୀୟ ନାଗରିକଙ୍କ ପାଇଁ ଭିସା ଜାରି କରିଛି । ସେହିପରି ଏବେ ଭାରତରୁ ଅଧିକ ସାମଗ୍ରୀ ଆମଦାନୀ କରିବାକୁ ଚୀନ୍‌ ପ୍ରୟାସ କରୁଛି।
ନବୀନ ଅନାଉ ନଥିଲେ, ମୋହନ ମନ ବୁଝିଲେ
https://otvkhabar.in/videos/odisha/what-was-dream-for-people-in-24-years-of-bjd-govt/147450

ଯାହା ବିଜେଡି ସରକାରରେ ବିଗତ 24 ବର୍ଷରେ ହୋଇ ନ ଥିଲା ତାହା ଏବେ ହେଉଛି। ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିଲା ବେଳେ ଯାହା ଲୋକଙ୍କ ପାଇଁ ସାତ ସପନ ଥିଲା ଆଜି ତାହା ସତ ହେଉଛି। ମୁଖ୍ୟମନ୍ତ୍ରୀଙ୍କ ସମ୍ବଲପୁରରେ ଅଭିଯୋଗ ଶୁଣାଣି ପରେ ଏବେ ଲୋକେ ଖୁସ୍...
ପୁଅ IITରେ ପଢିଥାନ୍ତା ହେଲେ...
https://otvkhabar.in/videos/crime/i-hoped-for-my-son-to-study-in-iit-but-his-uncle-killed-him/147451

ଆଇ ଆଇ ଟି ପଢାଇବାକୁ ସ୍ବପ୍ନ ଦେଖିଥିଲି। ଗୋଟିଏ ବୋଲି ପୁଅ ମୋର। ପୁଅ କହିବାନୁସାରେ ମୁଁ ତାକୁ ଘରୋଇ ସ୍କୁଲରେ ପଢାଇଲି। ହେଲେ ଏମିତି ଅଘଟଣ ମୋ ପୁଅ ସହ ଘଟିବ ବୋଲି ଭାବି ନଥିଲି। ଏମିତି କହି କହି କାନ୍ଦି ପକାଉଛି ବାପା ।
SpecialStory : ଡିଜିପି ସ୍ୱାମୀଙ୍କୁ ହତ୍ୟା କଲା ସ୍ତ୍ରୀ
https://otvkhabar.in/videos/national/wife-throws-chilli-powder-at-former-karnataka-dgp-fatally-stabs-him/147452

ଡିଜିପି ସ୍ୱାମୀଙ୍କୁ ହତ୍ୟା କଲା ସ୍ତ୍ରୀ !ମହୁଁକୁ ଫିଙ୍ଗିଲା ପୁଳା ପୁଳା ଲଙ୍କା ଗୁଣ୍ଡ ! ବାରମ୍ବାର ପେଟରେ ଭୁଷିଲା ଛୁରି ! ଅବସରପ୍ରାପ୍ତ ଆଇପିଏସ୍ ଅଫିସର୍ ତଥା କର୍ଣ୍ଣାଟକର ପୂର୍ବତନ ଡିଜିପି ଓମ୍ ପ୍ରକାଶଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଏବେ ହଇଚଇ।
Bhabesh Chandra Ray Murder Case: ସଂଖ୍ୟାଲଘୁଙ୍କୁ ହତ୍ୟା, ତଥାପି ନୀରବ ୟୁନୁସ ସରକାର: ବିବାଦୀୟ ମୋଡ଼ରେ ଭାରତ-ବାଂଲାଦେଶ ସମ୍ପର୍କ
https://otvkhabar.in/news/international/bhabesh-roy-murder-case-india-bangladesh-relations-in-a-controversial-turn/147459

ଭବେଶ ରାୟଙ୍କୁ ହତ୍ୟା ଏବଂ ଏହା ପରେ ଦେଖା ଦେଇଥିବା ବିବାଦ ଭାରତ-ବାଂଲାଦେଶ ସମ୍ପର୍କକୁ ଏକ ନୂଆ ବିବାଦପୂର୍ଣ୍ଣ ମୋଡ଼ରେ ପହଞ୍ଚାଇ ଦେଇଛି । ଶେଖ ହସିନାଙ୍କୁ କ୍ଷମତାରୁ ହଟାଇବା ଏବଂ ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ମଧ୍ୟବର୍ତ୍ତୀକାଳନୀ ସରକାର ଗଠନ ହେବା ଘଟଣାକୁ ଭାରତ ଆରମ୍ଭରୁ ସତର୍କତାର ସହ ଦେଖୁଛି ।