Latest News Aggregated by OPW
42 subscribers
12.5K photos
26.6K links
Aggregated Odia News Provider.Install our Android App http://bit.ly/2hb8ofy
Download Telegram
ଟଙ୍କା ଭର୍ତ୍ତି ବ୍ୟାଗ ଝାମ୍ପିନେବାକୁ ଉଦ୍ୟମ ଧରାପଡ଼ିବା ଭୟରେ ବୋମା ପକାଇଲେ: ୫ ଗିରଫ
https://www.dharitri.com/trying-to-smuggle-a-bag-full-of-money-bomb-thrown-for-fear-of-being-caught-5-arrested/

ଭବାନୀପାଟଣା,୨୧ା୪(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ସୋମବାର ଦିନ ଦ୍ବିପ୍ରହରରେ ଲୁଟ୍‌ ଉଦ୍ୟମ ହୋଇଛି। ପୂର୍ବାହ୍ନ ୧୦ଟା ୧୦ରେ ବାହାଦୁର ବଗିଚାପଡାର ଶରତ କୁମାର ବେହେରା (୪୨) ଓ ତାଙ୍କ ସାଙ୍ଗ ଏକ ସ୍କୁଟିରେ ବ୍ୟାଙ୍କକୁ ଟଙ୍କା ଡିପୋଜିଟ କରିବାକୁ ଯାଉଥିବା ବେଳେ ମହାବୀରପଡା ପୁଷ୍ପା ଲଜ୍‌ ନିକଟରେ ୩ ଅଜଣା ଦୁର୍ବୃତ୍ତ ଏକ ପଲସରରେ ଆସି ଲଙ୍କା ଗୁଣ୍ଡ ପକାଇ ଟଙ୍କା ବ୍ୟାଗ ଝାମ୍ପି ନେବାକୁ ଉଦ୍ୟମ କରିଥିଲେ। ତେବେ ଧସ୍ତାଧସ୍ତି ବେଳେ […]
The post ଟଙ୍କା ଭର୍ତ୍ତି ବ୍ୟାଗ ଝାମ୍ପିନେବାକୁ ଉଦ୍ୟମ ଧରାପଡ଼ିବା ଭୟରେ ବୋମା ପକାଇଲେ: ୫ ଗିରଫ (https://www.dharitri.com/trying-to-smuggle-a-bag-full-of-money-bomb-thrown-for-fear-of-being-caught-5-arrested/) appeared first on Dharitri Odia News (https://www.dharitri.com/).
ସିଡିଓଙ୍କ ସମୀକ୍ଷା: ଯୋଗ୍ୟ ହିତାଧିକାରୀ ପିଏମଏୱାଇରୁ ବାଦ ପଡିିଲେ କାର୍ଯ୍ୟନୁଷ୍ଠାନ
https://www.dharitri.com/cdo-review-action-taken-if-eligible-beneficiaries-are-excluded-from-pmay/

ଭଞ୍ଜନଗର,୨୧।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ମୁଖ୍ୟ ଉନ୍ନୟନ ଅଧିକାରିଣୀ ( ସିଡିଓ) ମଧୁସ୍ମିତା ସୋମବାର ଭଞ୍ଜନଗର ବ୍ଲକର ବିଭିନ୍ନ ଗ୍ରାମକୁ ଯାଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ଅନ୍ତ୍ୟୋଦୟ ଯୋଜନାରେ ଘର ପାଇବା ପାଇଁ ଆବେଦନ କରିଥିବା ହିତାଧିକାରୀଙ୍କ ଘରକୁ ଯାଇ ଯାଞ୍ଚ କରିଥିଲେ। ଏହି ସମୟରେ ସି ଡି ଓ ମଧୁସ୍ମିତା ଯୋଗ୍ୟ ହିତାଧିକାରୀଙ୍କୁ ଯୋଜନାରେ ସାମିଲ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଯଦି କୌଣସି ଯୋଗ୍ୟ ହିତାଧିକାରୀ ଯୋଜନାରୁ ବଞ୍ଚିତ ହୁଅନ୍ତି […]
The post ସିଡିଓଙ୍କ ସମୀକ୍ଷା: ଯୋଗ୍ୟ ହିତାଧିକାରୀ ପିଏମଏୱାଇରୁ ବାଦ ପଡିିଲେ କାର୍ଯ୍ୟନୁଷ୍ଠାନ (https://www.dharitri.com/cdo-review-action-taken-if-eligible-beneficiaries-are-excluded-from-pmay/) appeared first on Dharitri Odia News (https://www.dharitri.com/).
CM Public Grievance Hearing: ସମ୍ବଲପୁରରେ ୧୪୦୦ ଜଣଙ୍କର ଦୁଃଖ ଶୁଣିଲେ ମୁଖ୍ୟମନ୍ତ୍ରୀ
https://otvkhabar.in/news/odisha/odisha-cm-mohan-charan-majhi-hold-a-public-grievance-hearing-in-sambalpur/147414

ମୁଖ୍ୟମନ୍ତ୍ରୀ କହିଛନ୍ତି, 'ସମ୍ବେଦନଶୀଳ ସରକାର ଭୁବନେଶ୍ବରରୁ ସମ୍ବଲପୁର ଆସିଛନ୍ତି । ଏଯାଏଁ ସରକାର ଶୁଣିଥିବା ସମସ୍ୟାର ୮୮ ପ୍ରତିଶତ ସମାଧାନ ହୋଇସାରିଛି ।' ଭୁବନେଶ୍ବର ବାହାରେ ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି ସଭା ହୋଇଥିବାରୁ ଲୋକଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ଭରପୁର ଉତ୍ସାହ ।
Ajay Nayak Passes Away : ଅଜୟଙ୍କୁ ହରାଇ ଝୁରୁଛି ହାସ୍ୟ ଅଭିନୟ ଜଗତ
https://otvkhabar.in/videos/odisha/the-great-odisha-political-circus-actor-ajay-nayak-passes-away/147431

କେତେବେଳ ଚୋର ତ ଆଉ କେତେବେଳେ ପୋଲିସ...କେବେ ବାବା ସାରଥୀଙ୍କ ଭକ୍ତ ତ ଆଉ କେବେ ମହାଭାରତର ସଂଜୟ।.. ତାଙ୍କ ଅଭିନୟର ଚାତୁରି ଯେତିକି ଚମତ୍କାର ଥିଲା, ଡାଇଲଗ୍ ଡେଲିଭରିରେ ବି ଥିଲେ ସେତିକି ମାହିର...।
Ajay Nayak Passes Away: ତୁମେ ଠକିଦେଇ ଚାଲିଗଲ ଅଜୟ ଭାଇ
https://otvkhabar.in/videos/odisha/comedian-ajay-nayak-passes-away-while-final-episode-airs/147409

କିଏ ଜାଣିଥିଲା ଏହା ହେବ ହାସ୍ୟ ଅଭିନେତା ଅଜୟ ନାୟକଙ୍କ ଶେଷ ଏପିସୋଡ। ଗୋଟିଏ ପଟେ ତାଙ୍କ ଅଭିନିତ କମେଡି ଟିଭିରେ ବାଜୁଥିଲା, ଆଉ ଗୋଟେ ପଟେ ହଠାତ୍ ଆସିଲା ତାଙ୍କ ହାର୍ଟ ଆଟାକ୍ ଖବର।
ରାସ୍ତାକଡ ଖାଲରୁ ବୃଦ୍ଧଙ୍କ ମୃତଦେହ ମିଳିବା ଘଟଣା: ଧକ୍କା ଦେଇଥିବା ଟ୍ରକ ଜବତ ଚାଳକ ….
https://www.dharitri.com/incident-of-an-old-mans-body-being-found-in-a-roadside-ditch-driver-of-the-truck-that-hit-him-seized/

ଦିଗପହଣ୍ଡି,୨୧।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଧରମପୁର ଗ୍ରାମ ଗୋଲା ସାହିର ବି. ଜୁରିଆ(୬୦)ଙ୍କ ମୃତଦେହ ଶୁକ୍ରବାର ରାସ୍ତାକଡ ଖାଲରୁ ମିଳିଥିଲା। ଦୁର୍ଘଟଣାରେ ତାଙ୍କ ମୃତ୍ୟୁ ଘଟିଥିବା ଜଣାପଡିବା ପରେ ପାଟପୁର ଥାନା ପୋଡ଼ାମାରି ଫାଣ୍ଡି ଅଧିକାରୀ ପରମେଶ୍ବର ମଲ୍ଲିକ ବିଭିନ୍ନ ଗାଁ ରାସ୍ତାକଡ ଦୋକାନ ମାନଙ୍କରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ ପରେ ସମ୍ପୃକ୍ତ ଟ୍ରକକୁ ଚିହ୍ନଟ କରିଥିଲେ। ପାଟପୁର ଥାନା ଆଇଆଇସି ଦୀପ୍ତି ରଞ୍ଜନ ବେହେରା ସଦଳବଳେ ଗଞ୍ଜାମ ଜିଲା କନିଶି […]
The post ରାସ୍ତାକଡ ଖାଲରୁ ବୃଦ୍ଧଙ୍କ ମୃତଦେହ ମିଳିବା ଘଟଣା: ଧକ୍କା ଦେଇଥିବା ଟ୍ରକ ଜବତ ଚାଳକ …. (https://www.dharitri.com/incident-of-an-old-mans-body-being-found-in-a-roadside-ditch-driver-of-the-truck-that-hit-him-seized/) appeared first on Dharitri Odia News (https://www.dharitri.com/).
ଡିଜିପି ସ୍ୱାମୀଙ୍କୁ ହତ୍ୟା କଲା ସ୍ତ୍ରୀ !
https://otvkhabar.in/videos/national/wife-throws-chilli-powder-at-former-karnataka-dgp/147421

ନିଜ ସ୍ୱାମୀଙ୍କ ମୁହଁକୁ ପୁଳା ପୁଳା ଲଙ୍କାଗୁଣ୍ଡ ଫିଙ୍ଗି ରୋଷେଇ ଘର ଛୁରିରେ ବାରମ୍ବର ଆଘାତ କରି ମାରିଦେଇଥିବା ସନ୍ଦେହ କରାଯାଉଛି। ପାରିପାର୍ଶ୍ବିକ ପରିସ୍ଥିତିକୁ ଦେଖି ନିଜେ ତାଙ୍କ ପତ୍ନୀ ହିଁ ଏହି ହତ୍ୟାକାଣ୍ଡର ମୁଖ୍ୟ କାର୍ପଟଦାର୍ ବୋଲି ପୋଲିସ୍ ସନ୍ଦେହ କରୁଛି।
କିପରି ହୁଏ ନୂଆ ପୋପ୍‌ ନିର୍ବାଚନ: ଜାଣନ୍ତୁ କ’ଣ ରହିଛି ପ୍ରକ୍ରିୟା
https://www.dharitri.com/how-the-new-pope-is-elected-know-what-the-process-is/

ନୂଆଦିଲ୍ଲୀ,୨୨।୪: ୧୪୦ କୋଟି କାଥୋଲିକ୍‌ଙ୍କର ଧର୍ମୀୟ ମୁଖ୍ୟ ଥିବା ପୋପ୍‌ ଫ୍ରାନ୍ସିସଙ୍କ ପରଲୋକ ପରେ ଭାଟିକାନ୍‌ ନେତୃତ୍ୱବିହୀନ ହୋଇଛି। ନୂଆ ନେତା ନିର୍ବାଚନ ହେବା ପର୍ଯ୍ୟନ୍ତ ଏକ ଏହା ଏକ ଅନ୍ତରାଳ ସମୟ ମଧ୍ୟରେ ଗତି କରିବ। କାମେରଲେଙ୍ଗୋ (ଭାଟିକାନ୍‌ର ସମ୍ପତ୍ତି ଓ ରାଜସ୍ବ ପ୍ରଶାସକ) ପ୍ରଥମେ ତାଙ୍କ ମୃତ୍ୟୁକୁ ଯାଞ୍ଚ କରିବେ। ଏଥିପାଇଁ ସେ ପୋପ୍‌ଙ୍କ ନାମକୁ ୩ ଥର ଡାକିବେ। ଯଦି କୌଣସି ଉତ୍ତର ନ ଆସେ ତେବେ ସେ ମୃତ ବୋଲି ଘୋଷଣା […]
The post କିପରି ହୁଏ ନୂଆ ପୋପ୍‌ ନିର୍ବାଚନ: ଜାଣନ୍ତୁ କ’ଣ ରହିଛି ପ୍ରକ୍ରିୟା (https://www.dharitri.com/how-the-new-pope-is-elected-know-what-the-process-is/) appeared first on Dharitri Odia News (https://www.dharitri.com/).
Government Transformation in Odisha: ୨୪ ବର୍ଷରେ ଯାହା ହୋଇ ନଥିଲା, ୧୦ ମାସରେ କରି ଦେଖାଇଲେ ମୋହନ ସରକାର...
https://otvkhabar.in/news/odisha/what-was-dream-for-people-in-24-years-of-bjd-govt-now-a-reality-under-cm/147433

ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିଲା ବେଳେ ଯାହା ଲୋକଙ୍କ ପାଇଁ ସାତ ସପନ ଥିଲା ଆଜି ତାହା ସତ ହେଉଛି। ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ହାତ ଧରି ଲୋକେ ନିଜ ଦୁଃଖକୁ ବାହୁନି ବାହୁନି କହିପାରୁଛନ୍ତି।
ଆପେ ବଞ୍ଚିଲେ ବାପର ନାଁ
https://www.dharitri.com/editorial-by-bichitra-biswal-ape-banchile-bapara-naa/

ଗୋଟେ କଥା ଅଛି ‘ଆପେ ବଞ୍ଚିଲେ ବାପର ନାଁ’। ଅନେକ ସମୟରେ ମଣିଷ ଯେତେବେଳେ ସ୍ବାର୍ଥସର୍ବସ୍ବ ହୁଅନ୍ତି, ସେତେବେଳେ ଏହି ଉକ୍ତିଟି ବ୍ୟବହାରକରି ନିଜ କାମର ଔଚିତ୍ୟ ପ୍ରଦର୍ଶନ କରିବାକୁ ଚେଷ୍ଟା କରିଥାନ୍ତି। କିନ୍ତୁ ଟିକେ ଭଲ ଭାବେ ଚିନ୍ତା କରନ୍ତୁ ତ, ସତରେ କ’ଣ କେବଳ ଆପେ ବଞ୍ଚିବା ବା ନିଜେ ବଞ୍ଚିବାଟା ହିଁ ଆମ ଜୀବନର ଦର୍ଶନ ହେବା ଉଚିତ! ମଣିଷ ଗୋଟେ ସାମାଜିକ ପ୍ରାଣୀ। ତେଣୁ କେବଳ ନିଜେ ବଞ୍ଚିବାକୁ ଚାହିଁଲେ ବି […]
The post ଆପେ ବଞ୍ଚିଲେ ବାପର ନାଁ (https://www.dharitri.com/editorial-by-bichitra-biswal-ape-banchile-bapara-naa/) appeared first on Dharitri Odia News (https://www.dharitri.com/).
ଫ୍ରାନ୍ସିସ୍‌ଙ୍କ ଯୁଗ
https://www.dharitri.com/the-age-of-francis-editorial-by-dharitri/

୨୧ ଏପ୍ରିଲରେ ପୋପ୍‌ ଫ୍ରାନ୍ସିସଙ୍କର ୮୮ ବର୍ଷ ବୟସରେ ଦେହାନ୍ତ ହୋଇଛି। ରୋମାନ କାଥୋଲିକ ଚର୍ଚ୍ଚର ୨୦୦୦ ବର୍ଷ ପୁରୁଣା ପୋପ୍‌ ଇତିହାସରେ ଏକ ବିରଳ ବ୍ୟକ୍ତିତ୍ୱର ଅନ୍ତ ଘଟିଛି। ଫ୍ରାନ୍ସିସଙ୍କ ପରେ ଅନ୍ୟ ନଅ ଜଣ ବ୍ୟକ୍ତିଙ୍କର ନାମ ଏବେ ପରବର୍ତ୍ତୀ ପୋପ୍‌ ଭାବେ ଚର୍ଚ୍ଚାକୁ ଆସିଛି। ତାଙ୍କ ଜୀବନ ଇତିହାସକୁ ଦେଖିଲେ ଜନ୍ମଠାରୁ ଆରମ୍ଭ କରି କର୍ମ ଜୀବନର ଅବସାନ ଯାଏ ଥିଲା ଅତ୍ୟନ୍ତ ପ୍ରେରଣାଦାୟକ। ସେ ୧୭ ଡିେସେମ୍ବର ୧୯୩୬ରେ ଆର୍ଜେଣ୍ଟିନାର ବୁଏନେସ୍‌ଆରିସରେ […]
The post ଫ୍ରାନ୍ସିସ୍‌ଙ୍କ ଯୁଗ (https://www.dharitri.com/the-age-of-francis-editorial-by-dharitri/) appeared first on Dharitri Odia News (https://www.dharitri.com/).
ନିର୍ବାଚନ କମିଶନ ସାଲିସ୍‌ କରିଛନ୍ତି
https://www.dharitri.com/the-election-commission-has-arbitrated/

ବାଷ୍ଟନ/ନୂଆଦିଲ୍ଲୀ,୨୨।୪: ଆମେରିକା ଗସ୍ତରେ ଯାଇଥିବା କଂଗ୍ରେସ ନେତା ତଥା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସେଠାର ଏକ କାର୍ଯ୍ୟକ୍ରମରେ ଭାରତର ନିର୍ବାଚନ କମିଶନଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ମହାରାଷ୍ଟ୍ର ନିର୍ବାଚନରେ ମତଦାନ ସଂଖ୍ୟାକୁ ନେଇ ସେ ପ୍ରଶ୍ନ ଉଠାଇବା ସହ ନିର୍ବାଚନ କମିଶନ ସାଲିସ୍‌ କରିଥିବା କହିଛନ୍ତି। ବିଦେଶ ମାଟିରେ ତାଙ୍କର ଏଭଳି ଅଭିଯୋଗକୁ ନେଇ ଭାଜପା ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ତାଙ୍କୁ ଦେଶଦ୍ରୋହୀ କହିଛି। ରବିବାର ବୋଷ୍ଟନ୍‌ରେ ଏକ […]
The post ନିର୍ବାଚନ କମିଶନ ସାଲିସ୍‌ କରିଛନ୍ତି (https://www.dharitri.com/the-election-commission-has-arbitrated/) appeared first on Dharitri Odia News (https://www.dharitri.com/).
ବିକଶିତ ରାଷ୍ଟ୍ର ହେବା ପାଇଁ ବର୍ଷକୁ ୮ ନିୟୁତ ନିଯୁକ୍ତି ସୃଷ୍ଟି ଆବଶ୍ୟକ: ସିଇଏ
https://www.dharitri.com/to-become-a-developed-nation-8-million-jobs-need-to-be-created-annually-cea/

ନୂଆଦିଲ୍ଲୀ,୨୨।୪: ୨୦୪୭ ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବାର ଲକ୍ଷ୍ୟ ହାସଲ କରିବାକୁ ହେଲେ ବର୍ଷକୁ ୮ ନିୟୁତ ହିସାବରେ ଅନୂ୍ୟନ ପରବର୍ତ୍ତୀ ୧୦ରୁ ୧୨ ବର୍ଷ ପର୍ଯ୍ୟନ୍ତ ନିଯୁକ୍ତି ସୃଷ୍ଟି କରିବାକୁ ହେବ। ଏଥିସହିତ ମୋଟ ଘରୋଇ ଉତ୍ପାଦ (ଜିଡିପି)ରେ ଉତ୍ପାଦନ କ୍ଷେତ୍ରର ଶେୟାର ବଢ଼ାଇବାକୁ ପଡ଼ିବ ବୋଲି କେନ୍ଦ୍ର ସରକାରଙ୍କ ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା (ସିଇଏ) ଭି. ଅନନ୍ଥ ନାଗେଶ୍ୱରନ୍‌ ପ୍ରସ୍ତାବ ଦେଇଛନ୍ତି। ଆଗାମୀ ୧୦ରୁ ୨୦ ବର୍ଷ ପାଇଁ ବାହ୍ୟ ପରିବେଶ ଏତେଟା […]
The post ବିକଶିତ ରାଷ୍ଟ୍ର ହେବା ପାଇଁ ବର୍ଷକୁ ୮ ନିୟୁତ ନିଯୁକ୍ତି ସୃଷ୍ଟି ଆବଶ୍ୟକ: ସିଇଏ (https://www.dharitri.com/to-become-a-developed-nation-8-million-jobs-need-to-be-created-annually-cea/) appeared first on Dharitri Odia News (https://www.dharitri.com/).
୫୬ ଲକ୍ଷରେ ନିଲାମ ହେଲା ଭଙ୍ଗା ଫୁଲଦାନି
https://www.dharitri.com/broken-flower-vase-auctioned-for-rs-5-6-lakh/

ଲଣ୍ଡନ: ବ୍ରିଟେନ୍‌ର ଏକ ଭଙ୍ଗା ଏବଂ ପୁରୁଣା ଫୁଲଦାନି ନିଲାମରେ ଏହା ୫୬ ଲକ୍ଷ ଟଙ୍କା (ପ୍ରାୟ ୬୬ ହଜାର ଡଲାର)ରେ ବିକ୍ରି ହୋଇ ଚର୍ଚ୍ଚାରେ ରହିଛି। ଏହି ଫୁଲଦାନିଟି ପ୍ରସିଦ୍ଧ ଜର୍ମାନ-ବ୍ରିଟିଶ ମୃତ୍ତିକା ଶିଳ୍ପୀ ହାନ୍ସ କୋପରଙ୍କ ଏକ ବିରଳ କଳାକୃତି ହୋଇଥିବା ନେଇ ଜଣାପଡ଼ିବା ପରେ ନିଲାମରେ ଏହାକୁ କିଣିବାକୁ ପ୍ରତିଯୋଗିତା ବଢ଼ିଥିଲା। ୧୯୬୪ ମସିହାରେ ନିର୍ମିତ ହୋଇଥିବା ଏହି ୪ ଫୁଟ ଉଚ୍ଚତା ବିଶିଷ୍ଟ ଫୁଲଦାନି ଲଣ୍ଡନର ଏକ ବଗିଚାରେ ଅନେକ ବର୍ଷ ଧରି […]
The post ୫୬ ଲକ୍ଷରେ ନିଲାମ ହେଲା ଭଙ୍ଗା ଫୁଲଦାନି (https://www.dharitri.com/broken-flower-vase-auctioned-for-rs-5-6-lakh/) appeared first on Dharitri Odia News (https://www.dharitri.com/).
ଉଦ୍‌ଘାଟନୀ ଉପକଥା
https://www.dharitri.com/editorial-of-dharitri-udghatani-upakatha/

ଟିଏ ଘଟଣା ବିଷୟରେ ଚିନ୍ତା କରାଯାଉ। ପରିବେଶ ସୁରକ୍ଷା ଉପରେ ରାଜ୍ୟସ୍ତରୀୟ କର୍ମଶାଳା ହେଉଥିବ। ଆବଦ୍ଧ ସଭାଗୃହ ମଧ୍ୟରେ ଭରି ରହିଥିବେ ଦର୍ଶକ। ସାଜସଜ୍ଜା ବେଶ୍‌ ମନଲୋଭା ହୋଇଥିବ। ରଙ୍ଗବେରଙ୍ଗର ଫୁଲରେ ସଜେଇ ହୋଇଥିବ ସଭାମଞ୍ଚ। ସମ୍ମିଳନୀ କକ୍ଷର ପରିବେଶକୁ ଶୀତଳ ରଖିବା ପାଇଁ ପ୍ରାୟ କୋଡ଼ିଏଟି ଶୀତତାପ ନିୟନ୍ତ୍ରଣ ଯନ୍ତ୍ର (ଏସି) ଚାଲିଥିବ। ଠିକ୍‌ ସମୟରେ ଅତିଥିମାନେ ସଭାମଞ୍ଚକୁ ଆସିବେ। ଆବହ ସଂଗୀତ ଗାନ ପରେ ସଂଯୋଜକ ଘୋଷଣା କରିବେ, କର୍ମଶାଳାକୁ ଉଦ୍‌ଘାଟନ କରିବା ପାଇଁ […]
The post ଉଦ୍‌ଘାଟନୀ ଉପକଥା (https://www.dharitri.com/editorial-of-dharitri-udghatani-upakatha/) appeared first on Dharitri Odia News (https://www.dharitri.com/).
କାନାଡାର ହିନ୍ଦୁ ମନ୍ଦିର, ଗୁରୁଦ୍ୱାରାରେ ଖଲିସ୍ତାନୀଙ୍କ ଆକ୍ରମଣ
https://www.dharitri.com/khalistani-attacks-on-hindu-temples-gurudwaras-in-canada/

ଓଟ୍ଟାଓ୍ବା, ୨୨।୪:କାନାଡାର ଖଲିସ୍ତାନୀ ଉଗ୍ରବାଦୀମାନେ ରବିବାର ରାତିରେ ଭାଙ୍କୋଭରସ୍ଥିତ ଖାଲ୍‌ସା ଦ୍ୱିଓ୍ବାନ୍‌ ସୋସାଇଟି (କେଡିଏସ୍‌) ଗୁରୁଦ୍ୱାରାରେ ଭଙ୍ଗାରୁଜା କରିବା ସହ ଏହାର କାନ୍ଥରେ ବିଭିନ୍ନ ପ୍ରକାରର ଚିତ୍ର ଆଙ୍କିଛନ୍ତି। ଏନେଇ ଗୁରୁଦ୍ୱାରା ପ୍ରଶାସନ ପକ୍ଷରୁ ସୋମବାର ସୂଚନା ଦିଆଯିବା ସହ କିଛି ଫଟୋକୁ ଶେୟାର କରାଯାଇଛି। ସ୍ପ୍ରେ ପେଣ୍ଟକୁ ବ୍ୟବହାର କରାଯାଇ ଗୁରୁଦ୍ୱାରାର କାନ୍ଥରେ ବିଭିନ୍ନ ଆପତ୍ତିଜନକ ଶବ୍ଦ ସହ ଖଲିସ୍ତାନ ଲେଖା ହୋଇଥିବା ନେଇ ଦେଖିବାକୁ ମିଳିଛି। ଖଲିସ୍ତାନକୁ ସମର୍ଥନ କରୁଥିବା ଏକ ସଙ୍ଗଠନର କେତେଜଣ […]
The post କାନାଡାର ହିନ୍ଦୁ ମନ୍ଦିର, ଗୁରୁଦ୍ୱାରାରେ ଖଲିସ୍ତାନୀଙ୍କ ଆକ୍ରମଣ (https://www.dharitri.com/khalistani-attacks-on-hindu-temples-gurudwaras-in-canada/) appeared first on Dharitri Odia News (https://www.dharitri.com/).
ଏଇ ଭାରତରେ
https://www.dharitri.com/editorial-ei-bharatare-by-dharitri/

ପେସାରେ ସାମ୍ବାଦିକ ହେଲେ ମଧ୍ୟ ଚାଷରେ ଏକ ନମ୍ବର। ଏମିତି ଜଣେ ସାମ୍ବାଦିକ ହେଉଛନ୍ତି କେରଳର ୫୪ ବର୍ଷୀୟ ନାରାୟଣନ୍‌ କନାଲୟାମ। ତାଙ୍କ ଫାର୍ମରେ ୮୭ ପ୍ରକାରର ବିନ୍ସ ଉପତ୍ାଦନ କରୁଛନ୍ତି। ପୁରୁଣା ପ୍ରଜାତିର ଶସ୍ୟ ସଂରକ୍ଷଣ କରିବା ଲକ୍ଷ୍ୟରେ ସେ ଏହି ଚାଷ ଜାରି ରଖିଛନ୍ତି। ୨୦୧୬ରୁ ନାରାୟଣନ୍‌ ଚାଷ ଆରମ୍ଭ କରିଥିଲେ। ଓ୍ବାୟନାଡାସ୍ଥିତ ଏମ୍‌. ଏସ୍‌. ସ୍ବାମୀନାଥନ୍‌ ରିସର୍ଚ୍ଚ ଫାଉଣ୍ଡେଶନସ୍‌ କମ୍ୟୁନିଟି ଆଗ୍ରୋବାୟୋଡାଇଭର୍ସିଟି ସେଣ୍ଟରରୁ ୨୭ ପ୍ରକାର ବିନ୍ସ ବିହନ ଆଣି ପ୍ରଥମେ ୭ […]
The post ଏଇ ଭାରତରେ (https://www.dharitri.com/editorial-ei-bharatare-by-dharitri/) appeared first on Dharitri Odia News (https://www.dharitri.com/).
କାହିଁକି ନନ ଭେଜ ଛାଡିଛନ୍ତି JD Vance? ନାହିଁ ତ ଇଣ୍ଡିଆ କନେକ୍ସନ
https://www.dharitri.com/why-did-jd-vance-leave-non-veg-have-any-india-connection/

ନୂଆଦିଲ୍ଲୀ,୨୨।୪: ସୋମବାର (୨୧ ଏପ୍ରିଲ, ୨୦୨୫) ସକାଳେ, ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ବିମାନ ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିଥିଲା, ଯେଉଁଠାରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ Vance ଏବଂ ତାଙ୍କ ପରିବାରକୁ ସ୍ବାଗତ କରିଥିଲେ। ଏହି ସମୟରେ, ଭାନ୍ସଙ୍କ ପିଲାମାନେ ବିମାନରୁ ଓହ୍ଲାଇବା ସମସ୍ତଙ୍କୁ ଖୁବ ଆନନ୍ଦ ଦେଇଥିଲା। ଭାନ୍ସଙ୍କ ଉଭୟ ପୁଅ କୁର୍ତ୍ତା ପାଇଜାମା ପିନ୍ଧିଥିଲେ, ଯେତେବେଳେ ସାନ ଝିଅ ଲେହେଙ୍ଗା ପିନ୍ଧି ତଳକୁ ଓହ୍ଲାଇଥିବାର ଦେଖାଯାଇଥିଲା, ଯାହାକୁ ଉପରାଷ୍ଟ୍ରପତି Vance ନିଜେ ତାଙ୍କ […]
The post କାହିଁକି ନନ ଭେଜ ଛାଡିଛନ୍ତି JD Vance? ନାହିଁ ତ ଇଣ୍ଡିଆ କନେକ୍ସନ (https://www.dharitri.com/why-did-jd-vance-leave-non-veg-have-any-india-connection/) appeared first on Dharitri Odia News (https://www.dharitri.com/).
ପିଅନ ପଦବୀ ପାଇଁ ଆବେଦନ କରିଛନ୍ତି ପିଏଚ୍‌. ଡି., ଏମ୍‌ବିଏ, ଲ’ ଗ୍ରାଜୁଏଟ
https://www.dharitri.com/phd-mba-law-graduates-among-24-76-lakh-applicants-for-peon-jobs/

ଜୟପୁର, ୨୨ା୪: ରାଜସ୍ଥାନ ସରକାରଙ୍କ ଅଧୀନ ରାଜସ୍ଥାନ ସବ୍‌ଅର୍ଡିନେଟ ଆଣ୍ଡ୍‌ ମିନିଷ୍ଟ୍ରିଆଲ ଷ୍ଟାଫ୍‌ ସିଲେକ୍ସନ ବୋର୍ଡ (ଆର୍‌ଏସ୍‌ଏମ୍‌ଏସ୍‌ଏସ୍‌ବି) ଦ୍ୱାରା ଜାରି ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ନିଯୁକ୍ତି ପାଇଁ ରେକର୍ଡ ସଂଖ୍ୟକ ଆବେଦନ ହୋଇଛି। ମୋଟ ୫୩,୭୪୯ ପଦବୀ ପାଇଁ ହେଉଥିବା ଏହି ନିଯୁକ୍ତିର ଆବେଦନ ପ୍ରକ୍ରିୟା ଶନିବାର ଶେଷ ହୋଇଛି। ତେବେ ଏହି ନିଯୁକ୍ତି ପାଇଁ ମୋଟ ୨୪ ଲକ୍ଷ ୭୬ ହଜାର ୩୮୩ ଜଣ ଆବେଦନ କରିଥିବା ନେଇ ଆର୍‌ଏସ୍‌ଏମ୍‌ଏସ୍‌ଏସ୍‌ବି ପକ୍ଷରୁ ସୋମବାର ସୂଚନା ଦିଆଯାଇଛି। […]
The post ପିଅନ ପଦବୀ ପାଇଁ ଆବେଦନ କରିଛନ୍ତି ପିଏଚ୍‌. ଡି., ଏମ୍‌ବିଏ, ଲ’ ଗ୍ରାଜୁଏଟ (https://www.dharitri.com/phd-mba-law-graduates-among-24-76-lakh-applicants-for-peon-jobs/) appeared first on Dharitri Odia News (https://www.dharitri.com/).
IPL 2025: ପ୍ରିତୀ ଜିଣ୍ଟାଙ୍କୁ ନିଜ ପୁଅର ଭିଡିଓ ଦେଖାଇଲେ ବିରାଟ କୋହଲି, ହସି ପକାଇଲେ ଅଭିନେତ୍ରୀ, ଦେଖନ୍ତୁ ଭିଡ଼ିଓ
https://www.dharitri.com/ipl-2025-virat-kohli-shows-preity-zinta-a-video-of-his-son-the-actress-laughed-watch-the-video/

ନୂଆଦିଲ୍ଲୀ,୨୨।୪: ରବିବାର ଅନୁଷ୍ଠିତ IPL 2025 ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପଞ୍ଜାବ କିଙ୍ଗସକୁ ୭ ୱିକେଟରେ ପରାସ୍ତ କରି ପୂର୍ବ ପରାଜୟର ପ୍ରତିଶୋଧ ନେଇଛି। ମୁଲାନପୁରରେ ଅନୁଷ୍ଠିତ ଏହି ମ୍ୟାଚରେ ବିରାଟ କୋହଲି ୫୪ ବଲରେ ଅପରାଜିତ ୭୩ ରନ କରିଥିଲେ, ଯାହା ପାଇଁ ତାଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ମନୋନୀତ କରାଯାଇଥିଲା। ମ୍ୟାଚ ପରେ, ପଞ୍ଜାବର ସମସ୍ତ ଖେଳାଳି ବିରାଟ କୋହଲିଙ୍କୁ ଭେଟିଥିଲେ, ଏହି ସମୟରେ ଦଳର ମାଲିକାଣୀ ପ୍ରୀତି ଜିଣ୍ଟା ମଧ୍ୟ କୋହଲିଙ୍କୁ […]
The post IPL 2025: ପ୍ରିତୀ ଜିଣ୍ଟାଙ୍କୁ ନିଜ ପୁଅର ଭିଡିଓ ଦେଖାଇଲେ ବିରାଟ କୋହଲି, ହସି ପକାଇଲେ ଅଭିନେତ୍ରୀ, ଦେଖନ୍ତୁ ଭିଡ଼ିଓ (https://www.dharitri.com/ipl-2025-virat-kohli-shows-preity-zinta-a-video-of-his-son-the-actress-laughed-watch-the-video/) appeared first on Dharitri Odia News (https://www.dharitri.com/).