SSC OSSC OSSSC OPSC GOVT Exam
1.55K subscribers
656 photos
28 videos
383 files
1.65K links
Free SSC OSSC OSSSC OPSC Preparation Channel
Download Telegram
*ଖବର ଆଜିର*
ତାରିଖ ୨୨/୦୨/୨୬, ରବିବାର

୧-ଗ୍ରୀଷ୍ମ ମୁକାବିଲା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ବିଭାଗର ଚିଠି, ପାନୀୟ ଜଳ ଓ ORS ପ୍ୟାକେଟ୍ ରଖିବା ପାଇଁ ନିର୍ଦ୍ଦେଶ।

୨-ବିଶ୍ୱବିଦ୍ୟାଳୟ ଦାବିରେ ରାସ୍ତାରେ ଶୈଳବାଳା ଛାତ୍ରୀ,କଲେଜରେ ପୁଲିସ୍ ମୃତୟନ।

୩-ଭୁବନେଶ୍ଵର:ଗତବର୍ଷ ଶ୍ରୀଜଗନ୍ନାଥ ମନ୍ଦିର ହୁଣ୍ଡିରୁ ୧୮ କୋଟି ୫୯ ଲକ୍ଷ ୨୩ ହଜାର ଟଙ୍କା ସଂଗ୍ରହ ହୋଇଛି।

୪-ରାଜ୍ୟକୁ ଋଣବୋଝରେ ବୁଡାଇ, ରାଜ୍ୟବାସୀଙ୍କୁ ସୁନେଲି ସ୍ୱପ୍ନ ଦେଖାଉଛନ୍ତି ସରକାର: ବିଜେଡି

୫-ଓଡ଼ିଶାରେ ମିଳିବ ବିଦେଶୀ ଭିସା ସୁବିଧା, ଭୁବନେଶ୍ୱରରେ ଖୋଲିବ ‘ଭିଏଫଏସ ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର’।

୬-ହରଭଙ୍ଗା:ପୁରୁଣା କଟକରେ ପୁଣି ବାଣ ବିସ୍ଫୋରଣ, ଆଲୋକ ଦତ୍ତ କାଣ୍ଟି ଥାନାରେ ଅଟକ।

୭-ଭୁବନେଶ୍ୱର:ରାଜ୍ୟରେ ଉପରମୁହାଁ ପାରଦ ; ଆହୁରି ୩ ରୁ ୪ ଡିଗ୍ରୀ ବଢିବ।

୮-ଏଣିକି କାଚ ବୋତଲ ନୁହେଁ, ମୋଟା କାଗଜ ଖୋଳରେ ମିଳିବ ମଦ: ଅବକାରୀ ମନ୍ତ୍ରୀ

୯-ଭୁବନେଶ୍ୱର:HLCA ବୈଠକରେ ୪୪,୨୦୦ କୋଟି ଟଙ୍କାର ପୁଞ୍ଜି ନିବେଶକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ; ସୃଷ୍ଟି ହେବ ପ୍ରାୟ ୯,୦୦୦ ନିଯୁକ୍ତି।

୧୦-ଢେଙ୍କାନାଳ:ଗଜମରା ଅଞ୍ଚଳରେ ବୁଲୁଛି ଦନ୍ତା ହାତୀ, ଭୟରେ ଘରୁ ବାହାରୁ ନାହାନ୍ତି ଲୋକେ।

୧୧-ରେଢ଼ାଖୋଲ:ଗେଣ୍ଡୁ ଫୁଲ ଚାଷକରି ଲକ୍ଷପତି ହୋଇଛନ୍ତି ଉର୍ମିଳା, ଗାଁ ମହିଳା ବି ହେଉଛନ୍ତି ଆତ୍ମ ନିର୍ଭରଶୀଳ।

୧୨-ଆଜି ସୁଦ୍ଧା ରାଜ୍ୟରେ ୪୦କେଜି ବ୍ରାଉନସୁଗାର ଜବତ, ୪୮୧ଜଣ ଗିରଫ।

୧୩-ଭୁବନେଶ୍ୱର:ସସପେନସ୍ ବଢ଼ାଉଛି ଓୟୋ ରୁମରେ ସଫ୍ଟୱେର ଇଞ୍ଜିନିୟରଙ୍କ ମୃତ୍ୟୁ, ସିସିଟିଭି ଫୁଟେଜ ଆଧାରରେ ହେବ ତଦନ୍ତ।

୧୪-ଆକ୍ସନରେ ଗୋପ ତହସିଲଦାର : ବେଆଇନ ଇଟାଭାଟି ଉପରେ ବୁଲଡୋଜର ଚଳାଇ ଉଚ୍ଛେଦ ଜାରି।

୧୫-ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଦୟାପଲ୍ଲୀ ଗାଁର ହତ୍ୟା ମାମଲା, ୮ଜଣଙ୍କୁ ଆଜୀବନ ଜେଲ୍ ଦଣ୍ଡ।

୧୬-ଓଡ଼ିଶା ହାଇକୋର୍ଟଙ୍କ ବଡ଼ ରାୟ, “ବିବାହିତା ମହିଳାଙ୍କ ସହମତିରେ ଘରକୁ ଯାଇ ଶାରୀରିକ ସମ୍ପର୍କ ରଖିବା ଅପରାଧିକ ଅନୁପ୍ରବେଶ ନୁହେଁ”

୧୭-କେନ୍ଦ୍ରାପଡା ଦୁଷ୍କର୍ମ ଘଟଣା : ପୀଡିତାଙ୍କୁ ପଚରାଉଚରା ପରେ ତଦନ୍ତ ଜାରି।

୧୮-୫ ରାଜ୍ୟରେ ନିର୍ବାଚନ ପାଇଁ ପ୍ରସ୍ତୁତି: କେରଳରୁ ପଶ୍ଚିମବଙ୍ଗ ଗସ୍ତ କରିବେ ନିର୍ବାଚନ କମିସନର ଅଧିକାରୀ।

୧୯-ବାପା ମାଙ୍କୁ ନଜଣାଇ ବିବାହ କରିପାରିବେ ନାହିଁ : ଗୁଜୁରାଟରେ ବିବାହ ପଞ୍ଜିକରଣ ନିୟମ ବଦଳିବ।

୨୦-ବିବାହ ବନ୍ଧନରେ ବାନ୍ଧି ହେଲେ ଶିଖର ଧାୱନ ଓ ସୋଫି ସାଇନି: ସୋଫି ସାଇନଙ୍କ ଘର ଆୟରଲ୍ୟାଣ୍ଡରେ। ସେ ଜଣେ ପ୍ରଡକ୍ଟ କନସଲଣ୍ଟାଣ୍ଟ।

୨୧-ଲକ୍ଷ୍ନୌ, ଲଖିମପୁର:ଜାମିନରେ ଆସି ଦୁଷ୍କର୍ମ ପୀଡ଼ିତାଙ୍କୁ ହତ୍ୟା ଧମକ ଦେଲା ଅଭିଯୁକ୍ତ, ଜୀବନ ହାରିଦେଲା ୧୪ ବର୍ଷର ନାବାଳିକା।

୨୨-ଭାରତ-ବାଜ୍ରିଲ ଦ୍ୱିପାକ୍ଷିକ ଆଲୋଚନା : ୨୦ବିଲିୟନ ଡଲାର ବାଣିଜ୍ୟ ହାସଲ ଲକ୍ଷ୍ୟ।

୨୩-ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ଟ୍ରମ୍ପଙ୍କ ଆଉ ଏକ ବଡ଼ ଘୋଷଣା, ବୈଶ୍ୱିକ ଟାରିଫକୁ ୧୦ରୁ ବଢାଇ କଲେ ୧୫%।

📣ODISHA MAHA PACK 6x2 Months pack
Use Y595 Code + Coins Price 2870

📣ODISHA MAHA PACK 12x2 Months pack
Use Y595 Code + Coins Price 3830
https://applink.adda247.com/d/z8Wp

ସୂଚନା : ନିମ୍ନରେ ଆପଣ ଯେକୌଣସି ବ୍ୟାଚ ଯଦି କିଣୁଛନ୍ତି ନିଶ୍ଚିତ ଭାବେ Y595 କୋଡ଼ର ବ୍ୟବହାର କରନ୍ତୁ।

📣OSSC CGL Prelims + Mains Foundation
https://applink.adda247.com/d/QQ7vusHVSl


📣RI, VAW,ARI, JA, AMIN, SFS & ICDS COMPLETE FOUNDATION BATCH 2026
https://applink.adda247.com/d/7IooEWMaE7



📣Forester, Forest Guard & Excise Constable Complete Foundation Batch
https://applink.adda247.com/d/GC9lWzWPBm



📣OPSC OCS 2026 Prelims Foundation Batch | Odia |
https://applink.adda247.com/d/4kivyorLyU
OSSC CGL ପାଇଁ ଆଉ ଅଧିକା ସମୟ ନାହିଁ। 1000+ Best Current Affairs କ୍ଲାସ ଚାଲିଛି ସବୁ ଦେଖନ୍ତୁ ଏବଂ ନୋଟ କରନ୍ତୁ।

https://youtu.be/w1YtUMbNscw?si=fkheFZbk4WkoJpBQOSSC CGL ପାଇଁ ଆଉ ଅଧିକା ସମୟ ନାହିଁ। 1000+ Best Current Affairs କ୍ଲାସ ଚାଲିଛି ସବୁ ଦେଖନ୍ତୁ ଏବଂ ନୋଟ କରନ୍ତୁ।

https://youtu.be/w1YtUMbNscw?si=fkheFZbk4WkoJpBQ
*ଖବର ଆଜିର*
ତାରିଖ:୨୩/୦୨/୨୬, ସୋମବାର

୧-ଭୁବନେଶ୍ୱର: ଶିଶୁ ବାଟିକା ପାଇଁ ହେବନି ଲିଖିତ ପରୀକ୍ଷା,ଦକ୍ଷତା ମାପିବେ ଶିକ୍ଷକ।

୨-ଭୁବନେଶ୍ୱର: ଦକ୍ଷିଣ -ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ,୮ ଜିଲ୍ଲାକୁ ବର୍ଷା ସମ୍ଭାବନା।

୩-ନବରଙ୍ଗପୁର:୨୧୧ ଗାଁରେ ପହଞ୍ଚି ନାହିଁ ପାନୀୟ ଜଳ। ଡାବୁଗାଁ ଓ ଝରିଗାଁ ବ୍ଲକ ବିଶେଷ ଭାବେ ପ୍ରଭାବିତ।

୪-ରାୟଗଡ଼ା ଜିଲ୍ଲାରେ ପ୍ରାଥମିକ ଶିକ୍ଷା ଅସଜଡ଼ା:୪୦୦ ବିଦ୍ୟାଳୟରେ ଜଣେ ଲେଖାଏଁ ଶିକ୍ଷକ।

୫-ଦୋଳ ପୂର୍ଣ୍ଣମୀରେ ଚନ୍ଦ୍ର ଗ୍ରହଣ। ସକାଳ ୬ଟାରୁ ହାଣ୍ଡି ଛାଡ଼। ଅପରାହ୍ନ ୩ଟା ୨୦ରେ ସ୍ପର୍ଶ। ସନ୍ଧ୍ୟା ୬ଟା ୪୭ରେ ସର୍ବମୋକ୍ଷ। ଶ୍ରୀମନ୍ଦିର ନୀତିକାନ୍ତି ପାଇଁ ମଙ୍ଗଳବାର ଛତିଶା ନିଯୋଗ ମିଟିଂ।

୬-ରେଡ୍ ଫ୍ଲାଗ୍ ଅନ୍ତର୍ଭୁକ୍ତ ହେଲା ରାଜକନିକା ଗଣଦୁଷ୍କର୍ମ ଘଟଣା, ମାମଲାଟି CAW ଟିମ୍ କୁ ହସ୍ତାନ୍ତର।

୭-ଝାରସୁଗୁଡ଼ା:ଦ୍ରୁତଗାମୀ ଟ୍ରଲର ଓ ପୋଲିସ ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା,୫ ପୋଲିସ କର୍ମଚାରୀଙ୍କ ମୃତ୍ୟୁ।

୮-ଭୁଷୁଡୁଛି ଲାଲଗଡ଼; କନ୍ଧମାଳ କରଡ଼ା ଜଙ୍ଗଲରେ ମାଓବାଦୀ-ପୋଲିସ ମୁହାଁମୁହିଁ, ଏନକାଉଣ୍ଟରରେ ୩ ମାଓବାଦୀ ନିପାତ।

୯-ଭୁବନେଶ୍ୱର:ହୋଇପାରିଲାନି ପ୍ରଭୁ ଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ୍ରା, ଅଧାରୁ ଅଟକିଲା ନୀତିକାନ୍ତି।

୧୦-ଭୁବନେଶ୍ୱର:IRS ଅଫିସରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ, ପୀଡ଼ିତାଙ୍କ ବୟାନ ରେକର୍ଡ କରିଛି କମିଶନରେଟ୍ ପୋଲିସ।

୧୧-୧୨ ଘଣ୍ଟା ପରେ ଖୋଲିଲା ଶୈଳବାଳା ମହିଳା ମହାବିଦ୍ୟାଳୟର ମୁଖ୍ୟ ଫାଟକ, ଧାରଣାରୁ ହଟିଲେ ଛାତ୍ରୀ।

୧୨-ରାଜକନିକା ନାବାଳିକା ଗଣଦୁଷ୍କର୍ମ ଘଟଣା, ସାରା ରାଜ୍ୟରେ ୨୪ ତାରିଖରେ ବିକ୍ଷୋଭ ପ୍ରଦର୍ଶନ କରିବ ବିଜେଡି।

୧୩-ସୂବର୍ଣ୍ଣପୁର:ବାହାଘର ପରେ ବନ୍ଧୁକ ଦେଖାଇ ଅଧା ରାସ୍ତାରୁ ନେଇଗଲା ପ୍ରେମିକ,ଖାଲି ହାତରେ ଫେରିଲା ବର।

୧୪-ପାରାଦୀପ ପରିବା ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୫୦ରୁ ଉର୍ଦ୍ଧ୍ବ ଦୋକାନ ଘର।

୧୫-ଛତ୍ରପୁର : ସାଇବର ଅପରାଧି ଉପରେ ଲଗାମ,ଗୋଟିଏ ଦିନରେ ୮୬ ବେନାମୀ ବ୍ୟାଙ୍କ ଆକାଉଣ୍ଟ ଚିହ୍ନଟ, ୬ ଗିରଫ।

୧୬-ଓଡ଼ିଶାର ଯୁବ ଚାଷୀ ହିରୋଦ ପଟେଲଙ୍କୁ ମୋଦିଙ୍କ ପ୍ରଶଂସା। 'ମନ୍ କି ବାତ୍' କାର୍ଯ୍ୟକ୍ରମରେ ହିରୋଦଙ୍କ ଚାଷ ଶୈଳୀକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି।

୧୭-କଟକ:OCAର ନିର୍ବାଚନ ଡିସେମ୍ବରକୁ ଘୁଞ୍ଚିଲା। ସମସ୍ତ ଅଭିଯୋଗ ଅମୂଳକ: ସଞ୍ଜୟ

୧୮-ଅହମଦାବାଦ:ସୁପର -୮ରେ ଭାରତକୁ ସହଜରେ ହରାଇଲା ଦକ୍ଷିଣ ଆଫ୍ରିକା।

୧୯-ବ୍ୟାଙ୍କକ୍-ମହିଳା ଏସିଆ କପ୍:ଟାଇଟଲ୍ ବଜାୟ ରଖିଲା ଭାରତ -ଏ।

୨୦-ନମୋ ଭାରତ ଓ ମିରଟ ମେଟ୍ରୋର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ।

୨୧-ନୂଆଦିଲ୍ଲୀ:ଏନସିପି ଅଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ ଶରଦ ପାଓ୍ବାରଙ୍କ ସ୍ଵାସ୍ଥ୍ୟଗତ ସମସ୍ୟା ପାଇଁ ପୁଣେର ଏକ ଘରୋଇ ହସ୍ପିଟାଲରେ ହେଲେ ଭର୍ତ୍ତି ।

📣ODISHA MAHA PACK 6x2 Months pack
Use Y595 Code + Coins Price 2870

📣ODISHA MAHA PACK 12x2 Months pack
Use Y595 Code + Coins Price 3830
https://applink.adda247.com/d/z8Wp

ସୂଚନା : ନିମ୍ନରେ ଆପଣ ଯେକୌଣସି ବ୍ୟାଚ ଯଦି କିଣୁଛନ୍ତି ନିଶ୍ଚିତ ଭାବେ Y595 କୋଡ଼ର ବ୍ୟବହାର କରନ୍ତୁ।

📣OSSC CGL Prelims + Mains Foundation
https://applink.adda247.com/d/QQ7vusHVSl


📣RI, VAW,ARI, JA, AMIN, SFS & ICDS COMPLETE FOUNDATION BATCH 2026
https://applink.adda247.com/d/7IooEWMaE7



📣Forester, Forest Guard & Excise Constable Complete Foundation Batch
https://applink.adda247.com/d/GC9lWzWPBm



📣OPSC OCS 2026 Prelims Foundation Batch | Odia |
https://applink.adda247.com/d/4kivyorLyU
*ଖବର ଆଜିର*
ତାରିଖ ୨୪/୦୨/୨୬, ମଙ୍ଗଳବାର

୧-ସରିଲା ହିନ୍ଦୀ, ସଂସ୍କୃତ ପରୀକ୍ଷା, ମାର୍ଚ୍ଚ ୧୯ରୁ ମାଟ୍ରିକ ଖାତା ଦେଖା, ନୋଡାଲ ସେଣ୍ଟରରୁ ଉତ୍ତର ଖାତା ସଂଗ୍ରହ ପାଇଁ ପ୍ରସ୍ତୁତି ଆରମ୍ଭ।

୨-ସରକାରୀ କର୍ମଚାରୀଙ୍କୁ ଅନ୍ତିମ ଚେତାବନୀ, ମାର୍ଚ୍ଚ ୩୧ ସୁଦ୍ଧା ଦାଖଲ କର ସମ୍ପତ୍ତି ତାଲିକା।

୩-ଭୁବନେଶ୍ୱର:ରାଜରାସ୍ତାରେ କନିଷ୍ଠ ଶିକ୍ଷକ ଆଶାୟୀ, ବଳକା ପଦବୀ ପୂରଣ କରିବାକୁ ଦାବି କରୁଛନ୍ତି ଆଶାୟୀ।

୪-ଆମ ବସ ସେବାର କଳେବର ବଢିବ: ବଜେଟରେ ୪୨୧କୋଟି ଟଙ୍କାର ବ୍ୟୟବରାଦ।

୫-ସୁବର୍ଣ୍ଣପୁର:ନବ ବଧୂକୁ ଅଧବାଟରୁ ଅପହରଣ ଘଟଣାରେ ଟ୍ବିଷ୍ଟ, ପ୍ରେମିକ ନୁହେଁ ବରଂ ପ୍ରେମିକା ରଚିଥିଲା ଷଡଯନ୍ତ୍ର।

୬-ଭୁବନେଶ୍ୱର: ଲଘୁଚାପ ସକ୍ରିୟ ଯୋଗୁଁ ଉପକୂଳକୁ ବଜ୍ରପାତ ସହ ବର୍ଷା ସତର୍କତା।

୭-ଏସଆଇଆର ପରେ ତାମିଲନାଡୁର ଚୂଡାନ୍ତ ଭୋଟର ତାଲିକା ପ୍ରକାଶ: ୯୭ଲକ୍ଷରୁ ଅଧିକ ନାମ ବାଦ।

୮-ଭୁବନେଶ୍ୱର:ଗତ ୫ ବର୍ଷରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ୩୧୦ ସରକାରୀ ବାବୁ।

୯-ରାଜଧାନୀର କୋର୍ଟ ପାଖରେ ହିଟ୍‌ ଆଣ୍ଡ ରନ୍‌ : ମହିଳାଙ୍କ ମୁଣ୍ଡ ଉପରେ ଚଢିଗଲା କାର୍‌।

୧୦-ଭୁବନେଶ୍ୱର,ପଳାସପଲ୍ଲୀ: ବୃଦ୍ଧଙ୍କ ଉପରେ ଚଢିଗଲା ଆମ ବସ୍, ଉତ୍ୟକ୍ତ ଲୋକେ ବସ୍ ଭାଙ୍ଗିଲେ, ନିଆଁ ଲଗାଇ ଦେଲେ।

୧୧-କେନ୍ଦ୍ରାପଡ଼ାର ଦାନପୁର ପଞ୍ଚାୟତରେ ହେବ ୧୦୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେଶାଲିଷ୍ଟ ଚାରିଟେବଲ୍ ହସ୍ପିଟାଲ୍; ରୋଗୀଙ୍କୁ ମାଗଣାରେ ମିଳିବ ଚିକିତ୍ସା ସେବା।

୧୨-ପିପିଲି:କିନ୍ନର ହତ୍ୟାକାଣ୍ଡ ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ, ମାତ୍ର ୩୦ ଟଙ୍କା ପାଇଁ ହତ୍ୟା ହୋଇଥିବା ସୂଚନା।

୧୩-ମୁମ୍ବାଇ:ହେତମେୟର ପଓ୍ବେଲଙ୍କ ପ୍ରହାର; ଓ୍ବେଷ୍ଟ ଇଣ୍ଡିଜ୍ ର ୧୦୭ରନରେ ବିଜୟୀ।

୧୪-ପାଲାକେଲ୍ଲେ: ବିଶ୍ବକପ୍ ସୁପର୍ ୮ ରେ ଆଜି ପାକିସ୍ତାନ - ଇଂଲଣ୍ଡ ମୁକାବିଲା।

୧୫-ବିବାହ କନଫର୍ମ କଲେ ରଶ୍ମିକା-ବିଜୟ , ଉଦୟପୁରରେ ହେବ ବିବାହ।

୧୬-ଝାଡ଼ଖଣ୍ଡରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ଏୟାର ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ;୭ ମୃତ।

୧୭-ପୁଣି ଜେଏନୟୁରେ ହିଂସା ; ବାମପନ୍ଥୀ ଏବିଭିପି ମୁହାଁମୁହିଁ,ସଂଘର୍ଷରେ ଅନେକ ଛାତ୍ର ଆହତ।

୧୮-ଭାରତକୁ ମିଳିବ ଆଇରନ୍ ଡୋମ୍ ପ୍ରଯୁକ୍ତି ! ପିଏମ୍ ମୋଦୀଙ୍କ ଇସ୍ରାଏଲ ଗସ୍ତରେ ହୋଇପାରେ ବଡ଼ ଡିଫେନ୍ସ ଡିଲ୍।

୧୯-ତୁରନ୍ତ ଇରାନ ଛାଡ..., ନିଜ ନାଗରିକଙ୍କୁ ଚେତାବନୀ ଦେଲା ଭାରତୀୟ ଦୂତାବାସ।

୨୦-ନେପାଳ, ଧାଡିଂ ଜିଲ୍ଲା:ହାଇୱେରୁ ନଦୀକୁ ଖସିଲା ବସ୍, ୧୮ ମୃତ, ୨୫ ଆହତ।

୨୧-ଟ୍ରମ୍ପଙ୍କ ବାଣିଜ୍ୟ ନୀତି ଉପରେ ଲାଗିଲା ବ୍ରେକ୍, ମଧ୍ୟରାତ୍ରରୁ ଟାରିଫ ଅସୁଲି ବନ୍ଦ।

📣ODISHA MAHA PACK 6x2 Months pack
Use Y595 Code + Coins Price 2870

📣ODISHA MAHA PACK 12x2 Months pack
Use Y595 Code + Coins Price 3830
https://applink.adda247.com/d/z8Wp

ସୂଚନା : ନିମ୍ନରେ ଆପଣ ଯେକୌଣସି ବ୍ୟାଚ ଯଦି କିଣୁଛନ୍ତି ନିଶ୍ଚିତ ଭାବେ Y595 କୋଡ଼ର ବ୍ୟବହାର କରନ୍ତୁ।

📣OSSC CGL Prelims + Mains Foundation
https://applink.adda247.com/d/QQ7vusHVSl


📣RI, VAW,ARI, JA, AMIN, SFS & ICDS COMPLETE FOUNDATION BATCH 2026
https://applink.adda247.com/d/7IooEWMaE7



📣Forester, Forest Guard & Excise Constable Complete Foundation Batch
https://applink.adda247.com/d/GC9lWzWPBm



📣OPSC OCS 2026 Prelims Foundation Batch | Odia |
https://applink.adda247.com/d/4kivyorLyU
RI ARI 2023 Mains ଅଥବା RI ARI 2025 Preliminary Exam କେତେ ଆମେ ପରୀକ୍ଷା ପାଇଁ ପ୍ରସ୍ତୁତ ଅଛୁ। ଆଜି History (ଇତିହାସ)ର ମାରାଥନ କ୍ଳାସ ଚାଲିଛି। 60 ଟା ବଛା ବଛା ପ୍ରଶ୍ନ ଦେଖିବା କିଏ କେତେ ରଖୁଛନ୍ତି।

https://www.youtube.com/live/xIdz_PKIfaE?si=07L0BDDfTrbK0dMe
*ଖବର ଆଜିର*
ତାରିଖ:୨୬/୦୨/୨୬, ଗୁରୁବାର

୧-ଭୁବନେଶ୍ୱର:ଆଜିଠୁ ମହାନଦୀ ଜଳ ବିବାଦ ପ୍ରାଧିକରଣ ଦଳଙ୍କ ୫ ଦିନିଆ ଓଡିଶା ଗସ୍ତ।

୨-କଟକ:ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ଫଳ ପ୍ରକାଶ।

୩-BMCର ବଜେଟ୍ ୧୦୫୦ କୋଟି,୧୨.୬୫% ଆୟ ବୃଦ୍ଧି ପାଇଁ ସରକାରଙ୍କ ପ୍ରସ୍ତାବ।

୪-ଭୁବନେଶ୍ୱର:ଟୋକନ କଣ୍ଟ ସରିଗଲେ ମିଳିବ ଆହୁରି ୧୫ ଦିନ ସମୟ, ଚାଷୀମାନେ ବିନା ଅସୁବିଧାରେ କରିପାରିବେ ଧାନ ବିକ୍ରି।

୫-ଦେବଗଡ଼:୨୫ କୋଟି ଟଙ୍କାର ଅଫିମ ଗଛ ନଷ୍ଟ କଲା ଅବକାରୀ ବିଭାଗ; ୨ ଏକର ସରକାରୀ ଜମିରେ ହୋଇଥିଲା ଚାଷ।

୬-ଭୁବନେଶ୍ୱର:ହୋର୍ଡିଂ ଭୁଶୁଡ଼ି ମୃତ୍ୟୁ ଘଟଣାରେ ୪ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ମିଳିବ।

୭-ବାୟୁସେନାରେ ୧ ବର୍ଷ ବଢ଼ିଲା ଅଗ୍ନିବୀର ଆବେଦନକାରୀଙ୍କ ବୟସ ସୀମା

୮-କେନ୍ଦ୍ରାପଡ଼ା:ବ୍ରହ୍ମତାଳଧ୍ୱଜ ରଥ ନିର୍ମାଣ ପାଇଁ ୧ କୋଟି ଟଙ୍କା ମଞ୍ଜୁର କଲେ ରାଜ୍ୟ ସରକାର।

୯-ପାରାଦୀପ କୋଠାତଳୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ମାମଲାର ଫିଟୁଛି ରହସ୍ୟ, ଦୁଷ୍କର୍ମ ପରେ ଛାତରୁ ଠେଲି ହତ୍ୟା ଅଭିଯୋଗ।

୧୦-ନବରଙ୍ଗପୁର:ଝିଅ ଅନ୍ୟ ଜାତିରେ ବାହା ହୋଇଥିବାରୁ ବାପାର ମୃତଦେହକୁ କାନ୍ଧ ଦେଲେନି ସାହି ପଡ଼ିଶା।

୧୧-କଟକ:ଓଡ଼ିଶା ଭିଜିଲାନ୍ସ ଇତିହାସରେ ସବୁଠାରୁ ବଡ଼ ନଗଦ ଜବତ, ଖଣି ଅଫିସର ଦେଵବ୍ରତ ମହାନ୍ତିଙ୍କ ଘରୁ ମିଳିଲା ୪ କୋଟି ୨୭ଲକ୍ଷ କ୍ୟାସ୍।

୧୨-ମିଲର୍ସଙ୍କ ଚାଉଳ ନେଉନି FCI; ସରକାରଙ୍କୁ ଦାବିପତ୍ର ପ୍ରଦାନ କଲେ ସୁବର୍ଣ୍ଣପୁର ମିଲର୍ସ ଆସୋସିଏସନ୍‌।

୧୩-କଲମ୍ବୋ: ଶ୍ରୀଲଙ୍କାର ବିଦାୟ, ସେମିଫାଇନାଲ ଦୌଡ଼ରେ ନ୍ୟୁଜଲାଣ୍ଡ।

୧୪-ଅହମଦାବାଦ:ଆଜି ସେମିଫାଇନାଲ ଲକ୍ଷରେ ଲଢ଼ିବେ ଓ୍ବେଷ୍ଟ ଇଣ୍ଡିଜ୍ ଓ ଦକ୍ଷିଣ ଆଫ୍ରିକା।

୧୫-ବିହାର, ବକ୍ସର ଜିଲ୍ଲା:ବିବାହ ଉତ୍ସବରେ ଜଘନ୍ୟ କାଣ୍ଡ; ମଞ୍ଚରେ ବରଣମାଳା ବେଳେ କନ୍ୟାକୁ ଗୁଳିମାଡ଼ କଲା ପ୍ରେମିକ।

୧୬-ମୁମ୍ବାଇ:ଫଳ ଉପରେ ଲଗାଉଥିଲେ ମୂଷା ମରା ଔଷଧ, ଦୁଇ ବ୍ୟବସାୟୀଙ୍କୁ ବାନ୍ଧିଲା ପୁଲିସ୍‌।

୧୭-କିଶୋରୀଙ୍କୁ ମିଳିବ ସର୍ଭିକାଲ କ୍ୟାନ୍ସର ବା ଜରାୟୁ କର୍କଟ ଟୀକା । ଆସନ୍ତା ୨୮ରେ ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

୧୮-NCERT ବହିରୁ ହଟିବ ବିବାଦୀୟ ଅଧ୍ୟାୟ : ନ୍ୟାୟପାଳିକାରେ ଦୁର୍ନୀତି ଚାପ୍ଟରକୁ ନେଇ ବର୍ଷିଥିଲେ ସୁପ୍ରିମକୋର୍ଟ।

୧୯-ନୂଆ ଦିଲ୍ଲୀ:ବିରଳ ମହାଜାଗତିକ ଘଟଣା: ଶନିବାର ଏକାଠି ଦିଶିବେ ୬ ଗ୍ରହ।

୨୦-ଚେନ୍ନାଇ: ଇଣ୍ଡିଗୋ ବିମାନରେ ୫ ଘଣ୍ଟା ଫସି ରହିଲେ ୨୦୦ ଯାତ୍ରୀ।

📣ODISHA MAHA PACK 6x2 Months pack
Use Y595 Code + Coins Price 2870

📣ODISHA MAHA PACK 12x2 Months pack
Use Y595 Code + Coins Price 3830
https://applink.adda247.com/d/z8Wp

ସୂଚନା : ନିମ୍ନରେ ଆପଣ ଯେକୌଣସି ବ୍ୟାଚ ଯଦି କିଣୁଛନ୍ତି ନିଶ୍ଚିତ ଭାବେ Y595 କୋଡ଼ର ବ୍ୟବହାର କରନ୍ତୁ।

📣OSSC CGL Prelims + Mains Foundation
https://applink.adda247.com/d/QQ7vusHVSl


📣RI, VAW,ARI, JA, AMIN, SFS & ICDS COMPLETE FOUNDATION BATCH 2026
https://applink.adda247.com/d/7IooEWMaE7



📣Forester, Forest Guard & Excise Constable Complete Foundation Batch
https://applink.adda247.com/d/GC9lWzWPBm



📣OPSC OCS 2026 Prelims Foundation Batch | Odia |
https://applink.adda247.com/d/4kivyorLyU
*ଖବର ଆଜିର*
ତାରିଖ:୨୭/୦୨/୨୬, ଶୁକ୍ରବାର

୧-ପୁରୀ: ଶ୍ରୀମନ୍ଦିରରେ ଦୋଳଯାତ୍ରା ନୀତି ଆରମ୍ଭ, ଚାଚେରୀ ବେଶରେ ଦର୍ଶନ ଦେଲେ ଶ୍ରୀଜୀଉ।

୨-ଭୁବନେଶ୍ୱର:ମାର୍ଚ୍ଚ ୧୬ରେ ରାଜ୍ୟ ସଭା ଭୋଟ୍ ଓ ଫଳ, ନାମାଙ୍କନ ପତ୍ର ଦାଖଲ ଶେଷ ତାରିଖ ମାର୍ଚ୍ଚ ୫।

୩-ଭୁବନେଶ୍ୱର:୪୮ ବିଧାୟକଙ୍କୁ ନବୀନ ନିବାସ ଡାକରା, ଆଜି ସଂଧ୍ୟାରେ ହେବ ବୈଠକ।

୪-ଆଜିଠାରୁ ପିଜି ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ ଆରମ୍ଭ,ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ସାମ୍ସ (SAMS) ପୋର୍ଟାଲରେ ଅନଲାଇନ୍ ରେ ଫର୍ମ ପୂରଣ।

୫-ଭୁବନେଶ୍ୱର: ମାର୍ଚ୍ଚ ପହିଲାରୁ ବଢ଼ିବ ଦିନ ଓ ରାତି ତାପମାତ୍ରା।

୬-ସରପ୍ରାଇଜ୍‌ ଦେବେ ନବୀନ, ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡି ନେଲା ୬ ସେଟ୍ ଫର୍ମ।

୭-କେନ୍ଦ୍ରାପଡ଼ା,ଜୁଣଗଡି ଗାଁ:ଧାନ ବିକି ନ ପାରି ଆଖି ବୁଜିଲେ ଚାଷୀ। ଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ।

୮-ବ୍ରହ୍ମପୁର : ବ୍ରହ୍ମପୁର ହଳଦିଆପଦର ଓଭରବ୍ରିଜରେ ଦୁର୍ଘଟଣା, ୫ ଜଣଙ୍କ ମୃତ୍ୟୁ।

୯-କେସିଙ୍ଗା: ଥାନା ପରିସରରେ ଜଳିଗଲା ୧୦ ଜବତ ଗାଡ଼ି।

୧୦-ୱେଷ୍ଟଇଣ୍ଡିଜକୁ ୯ ୱିକେଟରେ ହରାଇଲା ଦକ୍ଷିଣ ଆଫ୍ରିକା, ଟିମ୍‌ ଇଣ୍ଡିଆକୁ ଆଶ୍ୱସ୍ତି।

୧୧-ଚେନ୍ନାଇ:ଜିମ୍ବାୱେ ବିପକ୍ଷରେ ଭାରତର ବିପୁଳ ବିଜୟ, ସେମିଫାଇନାଲ ଆଶା ବଜାୟ।

୧୨-ଦିନ ମଜୁରିଆଙ୍କୁ ଦୈନିକ ୨୦୦ ଟଙ୍କା ସ୍ବତନ୍ତ୍ର ପ୍ରୋତ୍ସାହନ ଦେବ ଓଡ଼ିଶା ଜଳ ଯୋଗାଣ ବୋର୍ଡ।

୧୩-କେନ୍ଦ୍ରାପଡ଼ା,ଧୁମାନ୍ତ ଶାସନ:ଅଙ୍ଗନବାଡ଼ି କେନ୍ଦ୍ରରେ ମଦ ବ୍ୟବସାୟ, ୧୩ ବୋତଲ ଦେଶୀ ମଦ ଆସ୍କା-୪୦ ଜବତ।

୧୪-ଛତିଶଗଡ଼ରେ ନକ୍ସଲଙ୍କୁ ବଡ଼ ଝଟକା; ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ; ଏନକାଉଣ୍ଟରରେ ଟଳିଲେ୨ ହାର୍ଡକୋର ମାଓବାଦୀ।

୧୫-‘ଦ କେରଳ ଷ୍ଟୋରୀ-୨’ ରିଲିଜ୍ ଉପରେ ରୋକ ଲଗାଇଲେ ହାଇକୋର୍ଟ; CBFCକୁ ପୁନଃପରୀକ୍ଷା ପାଇଁ ନିର୍ଦ୍ଦେଶ,ସେନ୍ସର ବୋର୍ଡ ଉପରେ ଉଠିଲା ଗମ୍ଭୀର ପ୍ରଶ୍ନ।

୧୬-ଦିଲ୍ଲୀରେ ଓଡ଼ିଶା ଭବନ ପାଇଁ ୯୩.୨୭ କୋଟି ଟଙ୍କା ମଞ୍ଜୁର।

୧୭-NCERT ଉପରେ ପ୍ରଧାନମନ୍ତ୍ରୀ କ୍ଷୁବ୍ଧ, ଶିକ୍ଷାମନ୍ତ୍ରୀଙ୍କ କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି।

୧୮-ଚଳିତ ବର୍ଷର ପ୍ରଥମ ଶକ୍ତିଶାଳୀ ମହାବାତ୍ୟା 'ହୋରାସିଓ' ମରିସସର ପୂର୍ବ ଏବଂ ଦକ୍ଷିଣ-ପୂର୍ବ ଦିଗରେ କେନ୍ଦ୍ରୀଭୂତ। ରୋଡ୍ରିଗୁଏସ ଦ୍ୱୀପ ଉପରେ ପଡ଼ିଛି ଅଧିକ ପ୍ରଭାବ।।

୧୯-ଭାରତ -ଇସ୍ରାଏଲ୍ ମଧ୍ୟରେ ୧୨ ବୁଝାମଣା ସ୍ବାକ୍ଷର,ୟୁପିଆଇରେ କରିବେ ନେଣ ଦେଣ।

୨୦-ନୂଆ ଦିଲ୍ଲୀ: ସାମାଜିକ ଗଣମାଧ୍ୟମ ଇନଷ୍ଟାରେ ମୋଦୀଙ୍କ ଅନୁଗାମୀ ୧୦ କୋଟି।

📣ODISHA MAHA PACK 6x2 Months pack
Use Y595 Code + Coins Price 2870

📣ODISHA MAHA PACK 12x2 Months pack
Use Y595 Code + Coins Price 3830
https://applink.adda247.com/d/z8Wp

ସୂଚନା : ନିମ୍ନରେ ଆପଣ ଯେକୌଣସି ବ୍ୟାଚ ଯଦି କିଣୁଛନ୍ତି ନିଶ୍ଚିତ ଭାବେ Y595 କୋଡ଼ର ବ୍ୟବହାର କରନ୍ତୁ।

📣OSSC CGL Prelims + Mains Foundation
https://applink.adda247.com/d/QQ7vusHVSl


📣RI, VAW,ARI, JA, AMIN, SFS & ICDS COMPLETE FOUNDATION BATCH 2026
https://applink.adda247.com/d/7IooEWMaE7



📣Forester, Forest Guard & Excise Constable Complete Foundation Batch
https://applink.adda247.com/d/GC9lWzWPBm



📣OPSC OCS 2026 Prelims Foundation Batch | Odia |
https://applink.adda247.com/d/4kivyorLyU
*ଖବର ଆଜିର*
ତାରିଖ:୨୮/୦୨/୨୬, ଶନିବାର

OSSC CGLRE ବହୁତ କମ ଦିନରେ ପରୀକ୍ଷା ହେବାକୁ ଯାଉଛି ତେଣୁ ଯେଉଁମାନେ ନିଜର Preparationକୁ ଆହୁରି Boost କରିବାକୁ ଚାହୁଁଛ ଆଜି ହିଁ ଏହି ବ୍ୟାଚକୁ କିଣିପାରିଵ କେବଳ Y595 code ରେ ।

OSSC CGL Prelims + Mains Foundation
https://applink.adda247.com/d/QQ7vusHVSl

୧-ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର;ମେ’ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ ଫଳାଫଳ।

୨-ରାଜ୍ୟ ସଭା ସସ୍ ପେନସ୍:୩-୧ ନା ୨-୨, ଭୁବନେଶ୍ୱରରୁ ଦିଲ୍ଲୀ ଧାଁ ଧପଡ, କଂଗ୍ରେସ ଆଣିଲା ୩ ସେଟ୍ ଫର୍ମ।

୩-କଟକ:ଓଡ଼ିଆ ଅଭିନେତ୍ରୀ ନିକିତା ମୃତ୍ୟୁ ମାମଲାରେ ସ୍ୱାମୀ ଲିପନଙ୍କୁ ଆଜୀବନ କାରାଦଣ୍ଡ।

୪-କେନ୍ଦ୍ରାପଡ଼ା:ଲାଞ୍ଚ ନେଇ ଭିଜିଲାନ୍ସ ପଞ୍ଝାରେ କୋରଡ଼ା ଗଡ଼ ଆରଆଇ; ପଟ୍ଟା ସଂଶୋଧନ କରିବାକୁ ନେଉଥିଲେ ୫ ହଜାର ଟଙ୍କା।

୫-ପାରାଦ୍ୱୀପରେ ଛାତରୁ ପଡ଼ି ଯୁବତୀଙ୍କ ମୃତ୍ୟୁ ମାମଲା: ପ୍ରେମିକ ଓ ଭଡ଼ାଟିଆ ଗିରଫ।

୬-ଭୁବନେଶ୍ୱର:PCR କର୍ମଚାରୀଙ୍କୁ ପୋଲିସ୍ ର ଫତୁଆ, ଢ଼ିଲା ହେଲେ ସିଧା ନିଲମ୍ବନ।

୭-ମାର୍ଚ୍ଚ ୪ରୁ ୮ ତାରିଖ ପର୍ଯ୍ୟନ୍ତ କିଟ୍ ବିଶ୍ୱବିଦ୍ୟାଳୟରେ ବିଚ୍‍ ଭଲିବଲ୍‍ ଚାମ୍ପିଅନ୍‍ସିପ୍‍ ହେବ ଆୟୋଜିତ,୮୨ଟି ଦଳ କରିବେ ଅଂଶଗ୍ରହଣ।

୮-ଭୁବନେଶ୍ୱର:ଏଣିକି ମନଇଛା ଲଗାଇ ପାରିବେନି ହୋର୍ଡିଂ, ବିଏମସି ଅଞ୍ଚଳରେ ନେବାକୁ ପଡିବ ଅନୁମତି।

୯-ବ୍ରହ୍ମପୁରରେ ବ୍ୟବସାୟୀ ଓ ବିଲଡରଙ୍କ ଘରେ ଇଡି ରେଡ୍, ଆର୍ଥିକ ହେରଫେରକୁ କେନ୍ଦ୍ର କରି ଚଢଉ ହୋଇଥିବା ସନ୍ଦେହ।

୧୦-ବରକୁ ୬୦, କନ୍ୟାକୁ ୨୬:ଚର୍ଚ୍ଚାରେ ହକୀମ ବାବରଙ୍କ ବିବାହ, ସୋସିଆଲ ମିଡିଆରେ ୟୁଜର୍ସ କଲେ ଟ୍ରୋଲ।

୧୧-ଓଡ଼ିଶା ଆସୁଛନ୍ତି ଅମିତ ଶାହ: ଭୁବନେଶ୍ୱରରେ ଜୋରଦାର ପ୍ରସ୍ତୁତି, ମାର୍ଚ୍ଚ ୬ରେ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ରହିଛି।

୧୨-ଭୁବନେଶ୍ଵର:ଆସନ୍ତା ମାର୍ଚ୍ଚମାସ ୨ ତାରିଖ ସୋମବାର ଦିନ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ l

୧୩-ଶକ୍ତିଶାଳୀ ଭୂକମ୍ପରେ ଥରିଲା କଲିକତା; ଭୟଭୀତ ହୋଇ ଘରୁ ବାହାରକୁ ପଳାଇ ଆସିଲେ ଲୋକେ।

୧୪-ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କୁ ଆଶ୍ୱସ୍ତି, ଗିରଫଦାରୀ ଉପରେ ଲାଗିଲା ଆହ୍ଲାବାଦ ହାଇକୋର୍ଟଙ୍କ ରୋକ।

୧୫-କଲମ୍ବୋ: ନ୍ୟୁଜିଲାଣ୍ଡ ,ଇଂଲଣ୍ଡ ଠାରୁ ୪ ଓ୍ବିକେଟ୍ ରେ ପରାସ୍ତ,ସେମିକୁ ପାକିସ୍ତାନ ଯିବା ଆଶା ଜୀବିତ।

୧୬-କଲକତା:ବାପାଙ୍କ ଅନ୍ତିମ ସଂସ୍କାର ସରିବା ପରେ ପୁଣି ଟିମ୍ ଇଣ୍ଡିଆରେ ଯୋଗଦେବାକୁ ଫେରୁଛନ୍ତି ରିଙ୍କୁ ସିଂହ।

୧୭-ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲା: କେଜ୍ରିୱାଲ ଓ ସିସୋଦିଆଙ୍କ ସମେତ ୨୩ ଅଭିଯୁକ୍ତ ନିର୍ଦ୍ଦୋଷ।

୧୮-ବାୟୁସେନାର ସ୍ୱଦେଶୀ ଲଢୁଆ ହେଲିକପ୍ଟର ‘ପ୍ରଚଣ୍ଡ’ରେ ଉଡ଼ିଲେ ରାଷ୍ଟ୍ରପତି; ଐତିହାସିକ ଉଡ଼ାଣ ସହ ଦେଶର ପ୍ରଥମ ରାଷ୍ଟ୍ରପତି ହେଲେ ଦ୍ରୌପଦୀ ମୁର୍ମୁ।

୧୯-ବିନା ସିମ୍ ରେ ଚାଲିବନି ହ୍ବାଟ୍ସଆପ୍, ମାର୍ଚ୍ଚ ପହିଲାରୁ ଲାଗୁ ହେବ ନୂଆ ନିୟମ।

୨୦-ଡୁରାଣ୍ଡ ଲାଇନ୍:ପାକିସ୍ତାନ ଉପରେ ତାଲିବାନ ହମଲା, ୫୫ ପାକିସ୍ତାନୀ ସୈନ୍ୟଙ୍କ ମୃତ୍ୟୁ।

୨୧-ନୂଆ ଦିଲ୍ଲୀ:ଆମେରିକା ବିଶ୍ୱ ବିଦ୍ୟାଳୟରେ ଭାରତୀୟଙ୍କ ସଂଖ୍ୟା ୪୫% ହ୍ରାସ।

📣ODISHA MAHA PACK 6x2 Months pack
Use Y595 Code + Coins Price 2870

📣ODISHA MAHA PACK 12x2 Months pack
Use Y595 Code + Coins Price 3830
https://applink.adda247.com/d/z8Wp

ସୂଚନା : ନିମ୍ନରେ ଆପଣ ଯେକୌଣସି ବ୍ୟାଚ ଯଦି କିଣୁଛନ୍ତି ନିଶ୍ଚିତ ଭାବେ Y595 କୋଡ଼ର ବ୍ୟବହାର କରନ୍ତୁ ।


📣RI, VAW,ARI, JA, AMIN, SFS & ICDS COMPLETE FOUNDATION BATCH 2026
https://applink.adda247.com/d/7IooEWMaE7



📣Forester, Forest Guard & Excise Constable Complete Foundation Batch
https://applink.adda247.com/d/GC9lWzWPBm



📣OPSC OCS 2026 Prelims Foundation Batch | Odia |
https://applink.adda247.com/d/4kivyorLyU
*ଖବର ଆଜିର*
ତାରିଖ:୨୫/୦୨/୨୬, ବୁଧବାର

୧-ସରିଲା ପ୍ରଥମ ପର୍ଯ୍ୟାୟ ବଜେଟ୍ ଅଧିବେଶନ; ମୁଖ୍ୟମନ୍ତ୍ରୀଙ୍କ କଡ଼ା ଟାର୍ଗେଟ, ଚାଷୀଙ୍କ ନାଁରେ ହୀନ ରାଜନୀତି କରି ଗୃହ ଚଲେଇ ଦେଉନାହାନ୍ତି ବିରୋଧୀ।

୨-ସଚିବ, ଜିଲ୍ଲାପାଳଙ୍କୁ ମନ୍ତ୍ରୀଙ୍କ ଚିଠି: ନୂଆ ବିଶ୍ବ ବିଦ୍ୟାଳୟ ଇଂଞ୍ଜିନିୟରିଂ କଲେଜ ପାଇଁ ପ୍ରକ୍ରିୟା ତ୍ୱରାନ୍ୱିତ କର

୩-କଟକ:ଅପରେସନ ସାଇବର କବଚ; ୯ ହଜାର ବେନାମୀ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ, ୨୦୦ ଗିରଫ।

୪-ଚାଷୀ ସୁରକ୍ଷା ସମାବେଶରେ ନବୀନଙ୍କ ନିଶାଣ:ସେବା ଦିଅ, ପ୍ରବଚନ ନୁହେଁ, ସମସ୍ୟା ସମାଧାନ ନ ହେଲେ ସରକାରଙ୍କର ନିଦ ହଜିଯିବ।

୫-ଦୋଳପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ, ସୂଚନା ଦେଲେ ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ।

୬-ପୁରୀ: ଶ୍ରୀମନ୍ଦିରର ରତ୍ନ ଅଳଙ୍କାର ଗଣତି ପାଇଁ ୧୪ ପୃଷ୍ଠାର ଏସଓପି, ନିଯୁକ୍ତ ହେବେ ୨ଟି ଟିମ୍।

୭-ଚାଷୀ ଓ ମଣ୍ଡି ସମସ୍ୟାକୁ ନେଇ ବିରୋଧୀଙ୍କ ହଲ୍ଲାବୋଲ; ଲୋୟର ପିଏମ୍‌ଜିରେ ବିଜେଡି, ଗୃହରେ ଘେରିଲା କଂଗ୍ରେସ।

୮-ବାରିପଦାରୁ ଭୁବନେଶ୍ଵର ଏୟାର ଟ୍ୟାକ୍ସି ସେବା, ମାର୍ଚ୍ଚ ପ୍ରଥମ ସପ୍ତାହରୁ ହେବ ଆରମ୍ଭ।

୯-ଦିନରେ ଖରା ଓ ସାମାନ୍ୟ ଗୁଳୁଗୁଳି, ସନ୍ଧ୍ୟାରେ ରାଜଧାନୀରେ ପ୍ରବଳ ବର୍ଷିଲା, ହୋଡିଂ ଭୁଶୁଡି ୩ ଆହତ।

୧୦-ଶୈଳବାଳା ମହିଳା କଲେଜକୁ ବିଶ୍ବବିଦ୍ୟାଳୟ ମାନ୍ୟତା ଦାବି : ଜିଦରେ ଅଟଳ ଛାତ୍ରୀ।

୧୧-ଓଡ଼ିଶା ବଜାରରେ ଭେଜାଲ୍ ଖାଦ୍ୟ ହାଉ ଜାଉ, ପିଉଥିବା ପାଣି ବି ଅନସେଫ୍।

୧୨-ଶିଶୁପାଳ ଗଡ଼ ସୁପର ମାର୍ଟ ଅଘଟଣ:୨୩ ଘଣ୍ଟା ଜଳିଲା,୫ କୋଟି ସ୍ଵାହା,ନ ଥିଲା ଅଗ୍ନି ନିରାପତ୍ତା।

୧୩-ହାଇଦ୍ରାବାଦ,ବାପୁନଗର:ପ୍ରଥମେ ବାପା ମାଆ, ପରେ ଜୀବନ ହାରିଲା ୨୪ ବର୍ଷୀୟ ପୁଅ, କାରଣ ଅସ୍ପଷ୍ଟ।

୧୪-ଟିମ୍ ଇଣ୍ଡିଆକୁ ବଡ଼ ଝଟକା, ଟି-୨୦ ବିଶ୍ଵକପ୍ ମଝିରେ ଦଳ ଛାଡ଼ି ଘରକୁ ଫେରିଲେ ଷ୍ଟାର କ୍ରିକେଟର ରିଙ୍କୁ ସିଂ।

୧୫-IPL ପୂର୍ବରୁ ବଦଳିଲା ଲକ୍ଷ୍ନୌ ଲୋଗୋ।ଏହି ନୂତନ ପ୍ରତୀକରେ ତିନୋଟି ଶକ୍ତିଶାଳୀ ଗରୁଡ଼, ମୁକୁଟ ଏବଂ ହାତୀକୁ ଏକାଠି କରାଯାଇଛି।

୧୬-ମହିଳା ଟି୨୦ ବିଶ୍ବ କପ୍, ଇଂଲଣ୍ଡ -ଶ୍ରୀଲଙ୍କା ଉଦଘାଟନୀ ମ୍ୟାଚ୍, ଜୁନ ୧୪ରେ ଭାରତ ପାକିସ୍ତାନ ଲଢେଇ।

୧୭-କାଣ୍ଡି:ବ୍ରୁକ୍ ଙ୍କ ଶତକ, ପାକିସ୍ତାନକୁ ହରାଇ ସେମିଫାଇନାଲରେ ଇଂଲଣ୍ଡ।

୧୮-ବ୍ରିସବେନ: ମହିଳା ଦିନିକିଆ;ଭାରତକୁ ହରାଇଲା ଅଷ୍ଟ୍ରେଲିଆ।

୧୯-ମୋଦି ସରକାର ବିରୋଧରେ ଅଣଦେଖା ଅଭିଯୋଗ ଆଣିଲେ ମମତା ବାନାର୍ଜୀ, କହିଲେ-ଭୋଟ ବେଳେ ମନେପଡେ ‘ସୋନାର ବାଂଲା’।
୨୦-କେରଳ ହେଲା “କେରଳମ୍‌”: କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରୀ।

୨୧-ନୂଆଦିଲ୍ଲୀ:ଭାରତରୁ 'ପିନାକ' କ୍ଷେପଣାସ୍ତ୍ର କିଣିବ ଫ୍ରାନ୍ସ, ପ୍ରତି ୟୁନିଟ୍ ର ଦାମ୍ ରହିଛି ୨.୩ କୋଟି।

୨୨-ତେହେରାନ:ଇରାନର ସାମରିକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୪ ମୃତ।

📣ODISHA MAHA PACK 6x2 Months pack
Use Y595 Code + Coins Price 2870

📣ODISHA MAHA PACK 12x2 Months pack
Use Y595 Code + Coins Price 3830
https://applink.adda247.com/d/z8Wp

ସୂଚନା : ନିମ୍ନରେ ଆପଣ ଯେକୌଣସି ବ୍ୟାଚ ଯଦି କିଣୁଛନ୍ତି ନିଶ୍ଚିତ ଭାବେ Y595 କୋଡ଼ର ବ୍ୟବହାର କରନ୍ତୁ।

📣OSSC CGL Prelims + Mains Foundation
https://applink.adda247.com/d/QQ7vusHVSl


📣RI, VAW,ARI, JA, AMIN, SFS & ICDS COMPLETE FOUNDATION BATCH 2026
https://applink.adda247.com/d/7IooEWMaE7



📣Forester, Forest Guard & Excise Constable Complete Foundation Batch
https://applink.adda247.com/d/GC9lWzWPBm



📣OPSC OCS 2026 Prelims Foundation Batch | Odia |
https://applink.adda247.com/d/4kivyorLyU
*ଖବର ଆଜିର*
ତାରିଖ:୦୨/୦୩/୨୬, ସୋମବାର

୧-ବ୍ରହ୍ମପୁର :ଇରାନର ଘନ ଘନ ଆକ୍ରମଣ, ଦୁବାଇରେ ଓଡ଼ିଆ ଶ୍ରମିକ ଭୟଭୀତ।

୨-ମଧ୍ୟପ୍ରାଚ୍ୟ ଦେଶରେ ଚାଲିଥିବା ୟୁଦ୍ଧ ପରିସ୍ଥିତି ପାଇଁ ଆଜି ହେବାକୁ ଥିବା ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ସ୍ଥଗିତ କଲା CBSE।

୩-ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଜାରି: ଆକାଶ ମାର୍ଗରେ କଟକଣା ଯୋଗୁ ୩୫୦ ଭାରତୀୟ ବିମାନ ବାତିଲ।

୪-ଅପରେସନ ସାଇବର କବଚ:୨୨୪୫୫ ମ୍ଯୁଲ୍ ଆକାଉଣ୍ଟ ଯାଞ୍ଚ,୨୮୧ ଗିରଫ।

୫-ପୁରୀ: ଶ୍ରୀମନ୍ଦିର ନୀତି ଅବ୍ୟବସ୍ଥାରୁ ହେଲାନି ପହୁଡ଼, ମହାପ୍ରଭୁ ରାତି ଅନିଦ୍ରା।

୬-କନ୍ଧମାଳ,ନୂଆଗାଁ: ଧର୍ମ ପରିବର୍ତ୍ତନ କରିବାରୁ ୫ ପରିବାର ୨ ବର୍ଷ ବାସନ୍ଦ।

୭-ଇରାନ୍‌ ଯୁଦ୍ଧ ମଧ୍ୟରେ ସୁରକ୍ଷା ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ ମୋଦୀ

୮-ଜିଜିପି କଲୋନୀ ୟୁଟ୍ୟୁବର ହତ୍ୟା ମାମଲା : ୩ ଗିରଫ, ଛୁରୀ ଜବତ।

୯-ଆତ୍ମସମର୍ପଣ କଲେ ୧୫ ହାର୍ଡକୋର ମାଓବାଦୀ, ଥିଲା ୨୫ ଲକ୍ଷ ଟଙ୍କା ପୁରସ୍କାର।

୧୦-ନୂଆପଡ଼ା ଜିଲ୍ଲା ସୀମାନ୍ତ ଛତିଶଗଡ଼ରେ ମାଓ କ୍ୟାମ୍ପ୍ ଠାବ, ମାଟି ତଳୁ ୪୬ଲକ୍ଷ ୩୧ହଜାର ୫ଶହ ଟଙ୍କା ଉଦ୍ଧାର।

୧୧-ନାଗପୁରରେ ଡେଟୋନେଟର ତିଆରି କମ୍ପାନିରେ ବିସ୍ଫୋରଣ, ୧୭ କର୍ମଚାରୀଙ୍କ ମୃତ; ୧୮ ଆହତ।

୧୨-କୋଚ୍ ଛିଡ଼ା ହୋଇଥିଲେ,ମିସାଇଲ୍ ମାଡ଼ ହେଲା... ମହାଯୁଦ୍ଧ ଭିତରେ ଦୁବାଇରେ ଫସିଲେ ପିଭି ସିନ୍ଧୁ । ପ୍ରଧାନମନ୍ତ୍ରୀଙ୍କୁ ଗୁହାରି କଲେ ଅଭିନେତା, ଅଭିନେତ୍ରୀ।

୧୩-ମହାଯୁଦ୍ଧ ପ୍ରଭାବ, ଦିନକରେ ହୁ ହୁ ହୋଇ ବଢିଲା ସୁନା ଓ ରୁପା ଦର।୨୪ କ୍ୟାରେଟ୍ ସୁନା ଦର ୪,୩୭୦ ଟଙ୍କା ବଢିଛି।

୧୪-ଓ୍ଵେଷ୍ଟଇଣ୍ଡିଜକୁ ହରାଇ ପ୍ରତିଶୋଧ ନେଲା ଭାରତ, ସେମିରେ ଇଂଲଣ୍ଡ ସହ ମୁକାବିଲା ହେବ।

୧୫-ନୂଆ ଦିଲ୍ଲୀ:ଜିମ୍ବାୱେକୁ ହରାଇ ଶୀର୍ଷରେ ଦକ୍ଷିଣ ଆଫ୍ରିକା।

୧୬-ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ଭାରତରେ ଫସି ରହିଲା ଜିମ୍ବାୱେ ଟିମ୍। ଟେନସନରେ ଖେଳାଳି ଓ ମ୍ୟାଚ୍ ଦେଖିବାକୁ ଆସିଥିବା ଫ୍ୟାନ୍।

୧୭-ଖାମେନେଇଙ୍କ ମୃତ୍ୟୁ ନେଇ କରାଚୀରେ ହିଂସା: ୧୦ ମୃତ, ୩୦ରୁ ଅଧିକ ଆହତ।

୧୮-ଖାମେନେଇଙ୍କ ହତ୍ୟା ବିରୋଧରେ ଭାରତରେ ପ୍ରତିବାଦ।ଆମେରିକା ଏବଂ ଇସ୍ରାଏଲ ବିରୋଧୀ ସ୍ଲୋଗାନ ଜାରି।

୧୯-ଇରାନ:ଖାମନେଇଙ୍କ ମୃତ୍ୟୁ ପରେ ପ୍ରତିଶୋଧ ପ୍ରରାୟଣ ହୋଇ ପଡିଛି ଇରାନ।ରାସାୟନିକ ଅସ୍ତ୍ର ପ୍ରଯୋଗ କରିବା ନେଇ ଧମକ ଦେଲା ଇରାନ।

୨୦-ଇରାନୀ ସେନାର ନୂତନ କମାଣ୍ଡର-ଇନ୍-ଚିଫ୍ ଘୋଷିତ, ଅହମ୍ମଦ ଭାହିଦିଙ୍କୁ IRGCର ଦାୟିତ୍ୱ।

📣ODISHA MAHA PACK 6x2 Months pack
Use Y595 Code + Coins Price 2870

📣ODISHA MAHA PACK 12x2 Months pack
Use Y595 Code + Coins Price 3830
https://applink.adda247.com/d/z8Wp

ସୂଚନା : ନିମ୍ନରେ ଆପଣ ଯେକୌଣସି ବ୍ୟାଚ ଯଦି କିଣୁଛନ୍ତି ନିଶ୍ଚିତ ଭାବେ Y595 କୋଡ଼ର ବ୍ୟବହାର କରନ୍ତୁ।

📣OSSC CGL Prelims + Mains Foundation
https://applink.adda247.com/d/QQ7vusHVSl


📣RI, VAW,ARI, JA, AMIN, SFS & ICDS COMPLETE FOUNDATION BATCH 2026
https://applink.adda247.com/d/7IooEWMaE7



📣Forester, Forest Guard & Excise Constable Complete Foundation Batch
https://applink.adda247.com/d/GC9lWzWPBm



📣OPSC OCS 2026 Prelims Foundation Batch | Odia |
https://applink.adda247.com/d/4kivyorLyU
1
*ଖବର ଆଜିର*
ତାରିଖ:୦୩/୦୩/୨୬, ମଙ୍ଗଳବାର

୧-ମଧ୍ୟ ପ୍ରାଚ୍ୟରୁ ବିଶ୍ୱ ଯୁଦ୍ଧ; ଲମ୍ବା ଲଢ଼ିବ ଆମେରିକା,ଇରାନରେ ୫୫୫ ମୃତ,୭୦୦ ଆହତ।

୨-ଆମେରିକା ସାମରିକ ଘାଟିରେ ଇରାନର ଆକ୍ରମଣ,ନେତାନ୍ଯାହୁଙ୍କ କାର୍ଯ୍ୟାଳୟ ଉପରେ କ୍ଷେପଣାସ୍ତ୍ର ମାଡ଼।

୩-ଭୁବନେଶ୍ୱର:ହିଟ୍ ୱେଭଙ୍କୁ ନେଇ ସବୁ ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ କଲେଜଗୁଡିକ ପାଇଁ ଏସଓପି ଜାରି, ସକାଳୁଆ ପାଠପଢ଼ା ଓ ପରୀକ୍ଷା କରିବାକୁ ନିର୍ଦ୍ଦେଶ।

୪-ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପାଇଁ ବିଜେପି ଦେବ ୩ ପ୍ରାର୍ଥୀ, ନାମାଙ୍କନ ଦାଖଲରେ ଉପସ୍ଥିତ ରହିବେ ସମସ୍ତ ବିଧାୟକ।

୫-ଭୁବନେଶ୍ୱର:୫ରେ ରାଜ୍ୟବ୍ୟାପୀ ବିଜେଡି ପାଳିବ ବିଜୁ ଜୟନ୍ତୀ, ଶ୍ରଦ୍ଧା ସୁମନ ଅର୍ପଣ ସହିତ ହେବ ରକ୍ତଦାନ ଶିବିର।

୬-କଟକ : ସରିଲା ମାଟ୍ରିକ ପରୀକ୍ଷା । ଆସନ୍ତା ୧୯ରୁ ଆରମ୍ଭ ହେବ ଖାତାଦେଖା ।

୭-ଭୁବନେଶ୍ୱର: ଜାନୁଆରୀ -୨୬ ଶିକ୍ଷା ସତ୍ର ପାଇଁ ଇଗ୍ନୋ ନାମଲେଖା ଅବଧି ୧୫ ଯାଏଁ ବୃଦ୍ଧି।

୮-ଦେବଗଡ଼: ଓ୍ବେଷ୍ଟର୍ଣ ଅପେରା ଯାତ୍ରା ପାର୍ଟି ବସ୍ ଓଲଟି ୨୦ ଆହତ।

୯-ଶ୍ରୀମନ୍ଦିରରେ ନୀତି ବିଳମ୍ବ ପ୍ରସଙ୍ଗ, ମହାପ୍ରସାଦ ରନ୍ଧା ବନ୍ଦ ଚେତାବନୀ ଦେଲା ସୁଆର-ମହାସୁଆର ନିଯୋଗ।

୧୦-ଭଦ୍ରକ:ଡକାୟତ ଗ୍ୟାଙ୍ଗର ୪ ଗିରଫ, କେଜିଏ ସୁନା ଓ ୪ କିଲୋ ରୁପା ଅଳଙ୍କାର ଜବତ।

୧୧-ହୋଲି ପାଳନ ନେଇ ପୋଲିସର ପ୍ରସ୍ତୁତି, ସୋସିଆଲ ମିଡିଆରେ ଗୁଜବ ଓ ଉତ୍ତେଜନାମୂଳକ ପ୍ରଚାର ରୋକିବା ଉପରେ ଗୁରୁତ୍ବ।

୧୨-ଜୟପୁର:ଆତ୍ମଗୋପନ ପରେ ଆତ୍ମସମର୍ପଣ କଲେ ପୋଲିସ ବାବୁ ରାଜେଶ ବଳିଆରସିଂହ ।

୧୩-ଭୁବନେଶ୍ୱରରେ ପୁଣି ୧୨ଟି ସିମ୍ ବକ୍ସ ଜବତ, ୨ କେରଳୀ ଯୁବକ ଗିରଫ।

୧୪-ହୋଲି ପାଇଁ ଚଳଚଞ୍ଚଳ ରାଜଧାନୀ, ଜଗିବେ ୩୧ ପ୍ଲାଟୁନ ପୋଲିସ ଫୋର୍ସ।୧୦ ସ୍ଥାନରେ ରହିବେ ଓଡ଼୍ରାଫ୍ ଓ ଅଗ୍ନିଶମ କର୍ମଚାରୀ।

୧୫-ଆଫଗାନିସ୍ତାନର ଭାରତ ଗସ୍ତର କାର୍ଯ୍ୟସୂଚୀ ଘୋଷଣା କଲା ବିସିସିଆଇ,ଜୁନ ୬ରେ ଦୁଇ ଦଳ ମଧ୍ୟରେ ଏକ ମାତ୍ର ଟେଷ୍ଟ ଖେଳାଯିବ।

୧୬-ଟି୨୦ ବିଶ୍ବକପ୍ ବିଫଳତା ପରେ PCBର ଦୃଢ଼ କାର୍ଯ୍ୟାନୁଷ୍ଠାନ: ପ୍ରତ୍ୟେକ ଖେଳାଳିଙ୍କୁ ୧୬ଲକ୍ଷ ଟଙ୍କା ଅର୍ଥ ଦଣ୍ଡ।

୧୭-ସାଉଦି ଆରବର ସବୁଠୁ ବଡ ତେଲ କମ୍ପାନି ଆରାମକୋ ଉପରେ ଇରାନର ହମଲା, ଡ୍ରୋନ ଆଟାକ୍ ପରେ ସବୁ ଧୂଆଁ।

୧୮-ସେୟାର ବଜାରରେ ଯୁଦ୍ଧର ପ୍ରଭାବ; ନିବେଶକ ହରାଇଲେ ୧୧ଲକ୍ଷ କୋଟିରୁ ଅଧିକ ଟଙ୍କା।

୧୯-ନୂଆଦିଲ୍ଲୀ:ଆମେରିକା ଓ ଇରାନ ଯୁଦ୍ଧ ମଧ୍ୟରେ ଭାରତରେ ଆଲର୍ଟ, ହିଂସା ଆଶଙ୍କା ପାଇଁ ସୁରକ୍ଷା କଡାକଡି।

୨୦-ଇରାନ କମାଣ୍ଡରଙ୍କ ପାକିସ୍ତାନକୁ ଚେତାବନୀ, କହିଲେ- ଆମ ଉପରେ ଆକ୍ରମଣ ପାଇଁ ବ୍ୟବହାର ହେଉଛି ତୁମ ଏୟାରସ୍ପେସ୍।

📣ODISHA MAHA PACK 6x2 Months pack
Use Y595 Code + Coins Price 2870

📣ODISHA MAHA PACK 12x2 Months pack
Use Y595 Code + Coins Price 3830
https://applink.adda247.com/d/z8Wp

ସୂଚନା : ନିମ୍ନରେ ଆପଣ ଯେକୌଣସି ବ୍ୟାଚ ଯଦି କିଣୁଛନ୍ତି ନିଶ୍ଚିତ ଭାବେ Y595 କୋଡ଼ର ବ୍ୟବହାର କରନ୍ତୁ।

📣OSSC CGL Prelims + Mains Foundation
https://applink.adda247.com/d/QQ7vusHVSl


📣RI, VAW,ARI, JA, AMIN, SFS & ICDS COMPLETE FOUNDATION BATCH 2026
https://applink.adda247.com/d/7IooEWMaE7



📣Forester, Forest Guard & Excise Constable Complete Foundation Batch
https://applink.adda247.com/d/GC9lWzWPBm



📣OPSC OCS 2026 Prelims Foundation Batch | Odia |
https://applink.adda247.com/d/4kivyorLyU