Big Scripter
220 subscribers
274 photos
2 videos
25 files
543 links
Website -: https://imsbg.github.io

Powered by -: @ThisIsSG
ନାମରେ କଣ ଅଛି କାମ ଦେଖ ଆମର

WE R 4 U

Help & Suggestions : @bigscriptergroup
Download Telegram
1
Kya kisiko Gujarati, Bengali aur Telugu aata hai?

Aagar aata hai please mujhe @SandeepBiswal dm kariye 🙏
1
Introducing Atomic Guru! ⚛️ The second educational app from Sandeep Biswal G .
Explore all 118 elements in a beautiful, modern app available in English & Odia (ଓଡ଼ିଆ). Fully offline and privacy-focused.
Proudly Made in Odisha! 🇮🇳
ଆଜି ହିଁ ଡାଉନଲୋଡ୍ କରନ୍ତୁ!
ଡାଉନଲୋଡ୍ ଲିଙ୍କ: https://imsbg.github.io/Atomic-Guru/
Instant Payment Hai Bhaiyo ~ ₹500 Amazon Coupon Milgya 🔥

💰 Aap Log Bhi Apps Connect Kro Aur Free Me Flipkart Aur Amazon Ke Coupons Looto & Free Shopping Kro 😍

➡️ App Link :-

https://banza.xyz/invite/?code=xRNc1ckH1tsd

Refer code : xRNc1ckH1tsd
Forwarded from Big Scripter (Sandeep G ~ ଓଡ଼ିଆ)
Instant Payment Hai Bhaiyo ~ ₹500 Amazon Coupon Milgya 🔥

💰 Aap Log Bhi Apps Connect Kro Aur Free Me Flipkart Aur Amazon Ke Coupons Looto & Free Shopping Kro 😍

➡️ App Link :-

https://banza.xyz/invite/?code=xRNc1ckH1tsd

Refer code : xRNc1ckH1tsd
Please open Telegram to view this post
VIEW IN TELEGRAM
Hello! 😊
I am looking for a tester for my Google Play closed testing. Could you please install my app, open it for a while, and keep it on your phone for 14 days?
You don't need to use it every day or for a long time.
Thank you so much! 🙏
If you are interested in helping, please send your Email ID so that I can send you the app link.
"ଓଡ଼ିଆ ଭାଷା" ଆପ୍ ବର୍ତ୍ତମାନ ପ୍ଲେ-ଷ୍ଟୋରରେ ଉପଲବ୍ଧ

ଏବେହିଁ ଡାଉନଲୋଡ କରନ୍ତୁ : https://play.google.com/store/apps/details?id=in.sandeep.odiabhasa

ଆମ ୱେବସାଇଟ : https://imsbg.github.io/odiabhasa/
"ଓଡ଼ିଆ ଭାଷା" ଆପ୍‌କୁ ଆପଣଙ୍କୁ ସ୍ୱାଗତ! 🙏 |
Odia Bhasa - Read & Write

ବର୍ତ୍ତମାନ ଡିଜିଟାଲ୍ ଯୁଗରେ ଆପଣଙ୍କ ପିଲାମାନଙ୍କୁ ଓଡ଼ିଆ ଶିଖାଇବା ହେଲା ଆହୁରି ସହଜ ଏବଂ ମଜାଦାର । ଏହି ଆପ୍‌ଟି ବିଶେଷ ଭାବରେ ସେହିମାନଙ୍କ ପାଇଁ ପ୍ରସ୍ତୁତ କରାଯାଇଛି ଯେଉଁମାନେ ଆରମ୍ଭରୁ ଓଡ଼ିଆ ଭାଷା, ବର୍ଣ୍ଣମାଳା (ସ୍ଵରବର୍ଣ୍ଣ, ବ୍ୟଞ୍ଜନବର୍ଣ୍ଣ, ଯୁକ୍ତାକ୍ଷର, ଫଳା ଓ ସଂଖ୍ୟା) ଏବଂ ସଂଖ୍ୟା ଶିଖିବାକୁ ଚାହୁଁଛନ୍ତି ।
ଏଥିରେ ପ୍ରତ୍ୟେକ ବର୍ଣ୍ଣ ପାଇଁ ଉଦାହରଣ ସ୍ଵରୂପ ଶବ୍ଦ ଓ ବାକ୍ୟ ସହିତ ପଢ଼ିବାର ସୁବିଧା ରହିଛି, ଯାହା ପିଲାମାନଙ୍କର ଶିଖିବା ଆଗ୍ରହକୁ ବଢ଼ାଇବ ।

- ମୁଖ୍ୟ ବିଶେଷତ୍ୱ -

• ବର୍ଣ୍ଣମାଳା ଶିକ୍ଷା:
୧. ସ୍ୱରବର୍ଣ୍ଣ ଓ ବ୍ୟଞ୍ଜନବର୍ଣ୍ଣ: ଅ ରୁ କ୍ଷ ପର୍ଯ୍ୟନ୍ତ ପ୍ରତ୍ୟେକ ଅକ୍ଷର ଏବଂ ଶବ୍ଦ ସହ ପଢ଼ି ଶିଖନ୍ତୁ ।
୨. କେବଳ ସ୍ଵରବର୍ଣ୍ଣ ଓ ବ୍ୟଞ୍ଜନବର୍ଣ୍ଣ ଅକ୍ଷରର ଉଛାରଣ ଶୁଣନ୍ତୁ ।
୩. ମାତ୍ରା ଓ ଫଳା: ମାତ୍ରା (ା, ି, ୀ...) ଏବଂ ଫଳା (୍ୟ, ୍ର, ୍ୱ...) ର ସଠିକ୍ ବ୍ୟବହାର ଜାଣନ୍ତୁ ।
୪. ଯୁକ୍ତାକ୍ଷର: କଠିନ ଯୁକ୍ତାକ୍ଷର ଗୁଡ଼ିକୁ (ଯେପରି- ଙ୍କ, ଞ୍ଚ, ଷ୍ଟ) ସହଜ ଉଦାହରଣ ସହ ବୁଝନ୍ତୁ ।

• ସଂଖ୍ୟା ପରିଚୟ:
୧ ରୁ ୧୦୦ ପର୍ଯ୍ୟନ୍ତ ଓଡ଼ିଆ ଅଙ୍କ ଗଣିବା ଏବଂ ପଢ଼ିବା ଶିଖନ୍ତୁ ।
ସ୍କ୍ରୋଲ କରି ୧ ରୁ ୧୦୦୦ ଯାଏ ଦେଖିପାରିବେ ।

• ହାତଲେଖା ଅଭ୍ୟାସ :
୧. ଆପ୍‌ ମଧ୍ୟରେ ଥିବା ସ୍ଲେଟ୍‌ରେ ପିଲାମାନେ ଅକ୍ଷର ଉପରେ ହାତ ବୁଲାଇ ଲେଖିବା ଅଭ୍ୟାସ କରିପାରିବେ ।
୨. ଏଥିରେ ସ୍ଵରବର୍ଣ୍ଣ, ବ୍ୟଞ୍ଜନବର୍ଣ୍ଣ, ଯୁକ୍ତାକ୍ଷର ଓ ୧ ରୁ ୧୦୦ ପର୍ଯ୍ୟନ୍ତ ନିଜ ଆଙ୍ଗୁଠି / ଷ୍ଟାଇଲସ୍ ପେନ୍ ର ବ୍ୟବହାର କରି ଲେଖିପାରିବେ । ଏବଂ ଯେଉଁଠି ଛାଡ଼ିଥିବେ ସେଇଠାରୁ ଆରମ୍ଭ କରିପାରିବେ ।
୩. ଲେଖିବା ସମୟରେ ସ୍ଵରବର୍ଣ୍ଣ ଓ ବ୍ୟଞ୍ଜନବର୍ଣ୍ଣ ଅକ୍ଷରର ଉଛାରଣ ଶୁଣନ୍ତୁ ।

• ଛବିଳ ମଧୁ ବର୍ଣ୍ଣବୋଧ:
ଭକ୍ତକବି ମଧୁସୂଦନ ରାଓଙ୍କ କାଳଜୟୀ ପୁସ୍ତକ 'ଛବିଳ ମଧୁ ବର୍ଣ୍ଣବୋଧ' ଏବେ ଡିଜିଟାଲ୍ ରୂପରେ । ଏହାକୁ ଆପଣ ଡାଉନଲୋଡ୍ କରି ପଢ଼ିପାରିବେ ।

• ଓଡ଼ିଆ ବହି :
୧. ଆମ ଆପ୍ ର ଡେଭେଲପର ମାନଙ୍କ ଦ୍ବାରା ଲେଖାଯାଇଥିବା ବହି ଗୁଡିକ ପଢିପାରିବେ ।
୨. ଗଳ୍ପ, କବିତା ଇତ୍ୟାଦି ମଧ୍ୟ ପଢିପାରିବେ ।
୩. ପ୍ରତିଦିନ ବିଦ୍ୟାଳୟ ରେ ଗାଉଥିବା ପ୍ରାର୍ଥନା ଯଥା : ଆହେ ଦୟାମୟ ବିଶ୍ୱ ବିହାରୀ, ଭବ ସାଗର ତାରଣ କାରଣ ହେ, ଶ୍ରୀ ଗୁରୁ ବନ୍ଦନା, ହେ ଆନନ୍ଦମୟ କୋଟି, କରୁଣା ସାଗର ପ୍ରଭୁ ହେ, ତୁମେଟି ଜଗତ କରତା, କି ସୁନ୍ଦର ଆହା କି ଆନନ୍ଦମୟ ।
୪. ଆମର ଜାତୀୟ ସଙ୍ଗୀତ ଓ ରାଜ୍ୟ ସଙ୍ଗୀତ ଇତ୍ୟାଦି ।
୫. ଯଦି କୌଣସି ବହି ପାଇଁ ଅଡିଓ ଯୋଗକରାଯାଇଅଛି ତାହେଲେ ଆପଣ ତାହା ଶୁଣିପାରିବେ ।

• ଓଡ଼ିଆ କ୍ୟାଲେଣ୍ଡର:
ପ୍ରତି ମାସର ପର୍ବପର୍ବାଣି, ଛୁଟିଦିନ ଏବଂ ତିଥି ବିଷୟରେ ଜାଣନ୍ତୁ । (କେବଳ ୨୦୨୬ ମସିହାର)

• ଜ୍ଞାନ ଓ ଇତିହାସ:
୧. ଓଡ଼ିଶାର ଇତିହାସ ଏବଂ ଓଡ଼ିଆ ଭାଷାର ଉତ୍ପତ୍ତି ବିଷୟରେ ରୋଚକ ତଥ୍ୟ ।
୨. ଲିପ୍ୟନ୍ତର ।

• ଏହି ଆପ୍‌ଟି କାହିଁକି ଡାଉନଲୋଡ୍ କରିବେ?
ସମ୍ପୂର୍ଣ୍ଣ ମାଗଣା ଏବଂ ବ୍ୟବହାର କରିବାକୁ ଅତି ସହଜ ।
ଉଦାହରଣ ଶବ୍ଦ ସହ ବାକ୍ୟ (ଯେପରି- "ଅରଟ ରେ ସୂତା ବୁଣା ଯାଏ") ।
ଛୋଟ ପିଲାଙ୍କ ଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଉପଯୋଗୀ ।


ଆଜି ହିଁ "ଓଡ଼ିଆ ଭାଷା" ଆପ୍ ଡାଉନଲୋଡ୍ କରନ୍ତୁ ଏବଂ ନିଜ ପିଲାଙ୍କୁ ଆମ ମାତୃଭାଷା ସହିତ ଯୋଡ଼ନ୍ତୁ ।
ଆମ ଭାଷା, ଆମ ପରିଚୟ

ଡାଉନଲୋଡ୍ କରନ୍ତୁ : https://play.google.com/store/apps/details?id=in.sandeep.odiabhasa

ଆମ ୱେବସାଇଟ : https://imsbg.github.io/odiabhasa/
Sandeep Biswal G
ନମସ୍କାର, ଜୟ ଜଗନ୍ନାଥ 🙏

ଆମ ମାତୃଭାଷା 'ଓଡ଼ିଆ' କୁ ଆଜିର ଡିଜିଟାଲ୍ ଯୁଗରେ ପିଲାମାନଙ୍କ ପାଇଁ ଅଧିକ ସହଜ ଏବଂ ଆକର୍ଷଣୀୟ କରିବା ପାଇଁ ଆମେ ଏକ କ୍ଷୁଦ୍ର ପ୍ରୟାସ କରିଛୁ । ଆମେ ଏକ ନୂତନ ଆପ୍ "ଓଡ଼ିଆ ଭାଷା" ପ୍ରସ୍ତୁତ କରିଛୁ, ଯେଉଁଥିରେ ପିଲାମାନେ ସହଜରେ ଓଡ଼ିଆ ଶିଖିପାରିବେ ।

ଆପଣମାନେ ଏହି ଆପ୍‌ଟିକୁ ଥରେ ବ୍ୟବହାର କରନ୍ତୁ ଏବଂ ଏଥିରେ ଆଉ କଣ ନୂଆ ସୁବିଧା ଯୋଡ଼ାଯାଇପାରିବ ବା କ'ଣ ସୁଧାର ଅଣାଯାଇପାରିବ, ସେ ବିଷୟରେ ଆପଣଙ୍କର ମୂଲ୍ୟବାନ ମତାମତ ଦିଅନ୍ତୁ ।

ଆପ୍‌ର କିଛି ମୁଖ୍ୟ ବିଶେଷତ୍ୱ :
୧. ଅକ୍ଷର ଓ ସଂଖ୍ୟା ଶିକ୍ଷା: ସ୍ୱରବର୍ଣ୍ଣ, ବ୍ୟଞ୍ଜନବର୍ଣ୍ଣ, ମାତ୍ରା, ଫଳା ଓ ଯୁକ୍ତାକ୍ଷର ସହିତ ୧ ରୁ ୧୦୦ ପର୍ଯ୍ୟନ୍ତ ସଂଖ୍ୟା (ଉଦାହରଣ ଶବ୍ଦ ସହିତ, ଯଥା - ଅରଟ, କମଳା ଓ ସଂଖ୍ୟା ପାଇଁ ଏକ, ଦୁଇ, ତିନି) ।
୨. ଅଡିଓ ସୁବିଧା: କେବଳ ସ୍ଵରବର୍ଣ୍ଣ ଓ ବ୍ୟଞ୍ଜନବର୍ଣ୍ଣର ସଠିକ୍ ଉଚ୍ଚାରଣ ଶୁଣିବାର ସୁବିଧା ।
୩. ଉଦାହରଣ ଶବ୍ଦ ଓ ବାକ୍ୟ: ପ୍ରତ୍ୟେକ ଅକ୍ଷର ପାଇଁ ଉଦାହରଣ ଶବ୍ଦ ଓ ବାକ୍ୟ ଉପଲବ୍ଧ ଅଛି ।
୪. ଡିଜିଟାଲ୍ ସ୍ଲେଟ୍: ଆପ୍ ମଧ୍ୟରେ ହିଁ ହାତ ବୁଲାଇ ଅକ୍ଷର ଲେଖିବା ଅଭ୍ୟାସ ।
୫. ଛବିଳ ମଧୁ ବର୍ଣ୍ଣବୋଧ: ପାରମ୍ପରିକ ବର୍ଣ୍ଣବୋଧର ଡିଜିଟାଲ୍ ରୂପ ।
୬. ଓଡ଼ିଆ ବହି ଓ ଗଳ୍ପ: ବିଭିନ୍ନ ଗଳ୍ପ, କବିତା ଏବଂ ବିଦ୍ୟାଳୟ ପ୍ରାର୍ଥନା (ଅଡିଓ ସହ) ।
୭. ସାଧାରଣ ଜ୍ଞାନ, ଓଡ଼ିଶାର ଇତିହାସ ଓ ୨୦୨୬ କ୍ୟାଲେଣ୍ଡର ।

🔗 Play Storeରୁ ଆପ୍‌ଟିକୁ ଡାଉନଲୋଡ୍ କରନ୍ତୁ: https://play.google.com/store/apps/details?id=in.sandeep.odiabhasa

ଶିକ୍ଷକ ମାନଙ୍କୁ ଏବଂ ଅଭିଭାବକ ମାନଙ୍କୁ ବିଶେଷ ଅନୁରୋଧ, ଆପଣଙ୍କ ପିଲାମାନଙ୍କୁ ଏହା ଦେଖାନ୍ତୁ ଏବଂ ଆପଣଙ୍କର ଅନୁଭୂତି ଆମ ସହ ବାଣ୍ଟନ୍ତୁ । ଆପଣଙ୍କର ଗୋଟିଏ ପରାମର୍ଶ ଆମକୁ ଏହି ଆପ୍‌ଟିକୁ ଆହୁରି ଉନ୍ନତ କରିବାରେ ସାହାଯ୍ୟ କରିବ । 😊

ଆମ ଭାଷା, ଆମ ପରିଚୟ ।

ଧନ୍ୟବାଦ!
🇮🇳
https://play.google.com/store/apps/details?id=in.sandeep.plyxogames

Plyxo Games: Now Available on the Google Play Store!

Looking for a one-stop destination for your favorite classic, strategic, and educational games? Plyxo Games is officially here!

Whether you want to challenge a friend in 2-player mode or test your skills against a smart AI, we’ve packed a massive library of games into one lightweight app. From global classics to regional legends, there is a challenge waiting for everyone.

🎮 Explore the Full Game Library:
• Tic-Tac-Toe – The timeless classic, refreshed for solo or 2-player fun.
• Checkers – Pure strategy with a clean, modern design.
• Tiger & Goat (Bagha Chheli) – Experience the legendary asymmetric Indian strategy game.
• Sudoku – The ultimate numerical challenge with auto-save and hints.
• Quick Math – 10-second blitz challenges to sharpen your mental math.
• Sliding Puzzle – Move the numbers and solve the puzzle to relax your mind.
• Missing Number – Master sequences and patterns in a high-speed observation test.

🌍 A Truly Global Experience:
Plyxo Games is built for everyone! We support over 25 languages, including 13 Indian languages like Odia, Hindi, Telugu, and Bengali, alongside international languages like English, Spanish, German, and Japanese.

Why Plyxo Games?

Single Player vs. AI or Local 2-Player modes.
Educational & Brain-training focused.
Clean, modern UI/UX.
Works offline - perfect for quick sessions anywhere! (Only solo)

Ready to play? Download it now on Google Play!
🔗 https://play.google.com/store/apps/details?id=in.sandeep.plyxogames

Check out more details at: https://imsbg.github.io/Plyxo-Games/
Plyxo Games is now available on the Google Play Store as a collection of classic, strategic, and educational games.

It offers single-player vs. AI and local 2-player modes, with titles like Sudoku, Checkers, and regional favorites like Tiger & Goat.

The app supports over 25 languages, including 13 Indian languages and international ones like English and Spanish.

With an offline-friendly design and a clean UI, it's ideal for quick, brain-training sessions.

Download it now at Google Play.

https://play.google.com/store/apps/details?id=in.sandeep.plyxogames