Techno Liku 👀
33 subscribers
13 photos
6 links
In my telegram channel i will regularly upload scholarship and job related videos. So stay connected.
Download Telegram
Hdfc Scholarship Status Change, Check Now 👈
7799022509 india post payment bank balance check helpline number, only make a misscall, get your balance details 🤫
Good night 🌃
Good morning, stay connected
New Scholarship Coming
New Scholarship Apply Now
Last Date:-Oct 7
Good morning 🌞
ପ୍ରି-ମାଟ୍ରିକ୍ ସ୍କଲାରସିପ୍ ରାଶି ₹୧୦,୫୦୦ ରୁ ₹୧୬,୦୦୦ କୁ ବୃଦ୍ଧି ପାଇଛି, ଅନ୍ୱେଷା ଯୋଜନାର ସହାୟତା ₹୧୧,୦୦୦ ରୁ ₹୧୭,୦୦୦ କୁ ବୃଦ୍ଧି କରାଯାଇଛି । ସେହିପରି, ପୋଷ୍ଟ-ମାଟ୍ରିକ୍ ସ୍କଲାରସିପ୍ ରେ ବର୍ତ୍ତମାନ ଛାତ୍ରଙ୍କୁ ₹୧୬,୦୦୦ ଏବଂ ଛାତ୍ରୀମାନଙ୍କୁ ₹୧୭,୦୦୦ ଟଙ୍କା ପ୍ରଦାନ କରାଯିବ
👍1
Good morning 🌞
SCHOLARSHIP UPDATE 2025-26
ତରବର୍ ହୋଇକି SCHOLARSHIP APPLY କରିକି କେବେ ବି REVERT କରନି........

ଥରେ REVERT ହେଲେ RE-APPLY ତାରିଖ ନ ଆସିଲେ ଟଙ୍କା ମିଳିବନି
New rule
Share This Telegram Channel With Your Family And Friends.
-ଫେବ୍ରୁଆରୀ ୧୫ରୁ ୨୫ ଭିତରେ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା
-ଫେବ୍ରୁଆରୀ ୧୫ରୁ ୨୫ ମଧ୍ୟରେ ଯେକୌଣସି ତାରିଖରେ ଆରମ୍ଭ ହେବ ପରୀକ୍ଷା
-ଏନେଇ ସୂଚନା ଦେଲେ CHSE ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ ପରିଡ଼ା
-ଡିସେମ୍ବର ୧୫ ତାରିଖ ସୁଦ୍ଧା ମିଳିବ ଆଡମିଟ୍ କାର୍ଡ
-ଇଣ୍ଟରନାଲ ପରୀକ୍ଷା ଡିସେମ୍ବର ୨୨ରୁ ୩୧ ଯାଏଁ ହେବ
-ଜାନୁଆରୀ ୨ରୁ ୧୫ ଯାଏଁ ହେବ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା
-ନଭେମ୍ବର ୨୯ ସୁଦ୍ଧା ପରୀକ୍ଷା ସେଣ୍ଟରରେ ଲାଗିବ ସିସିଟିଭି କ୍ୟାମେରା
-ଏଥର ମୋଟ୍ ୧୩୪୯ ସେଣ୍ଟରରେ ହେବ ଯୁକ୍ତ ଦୁଇ ପରୀକ୍ଷା