Sukant Tutorial
12.4K subscribers
4.1K photos
5 videos
333 files
2.33K links
Hi Friends I am Sukant , Welcome to My Channel "Sukant Tutorial"
In this channel you will get
1.Educational Related all videos
2.Educational News & Letters
3.Scholarship update


Subscribe me on YouTube -: https://youtube.com/@SukantTutorial
Download Telegram
CGL , Forest Guard ସହ ଅନ୍ୟ ସବୁ Govt. Job ପାଇଁ Computer Certificate ଦରକାର ....

ସମସ୍ତେ ଏବେ ହିଁ ଘରେ ରହି Online ମାଧ୍ୟମରେ 3 Month Govt. Computer Course କରିଦିଅନ୍ତୁ ...... ଆଗକୁ ଦରକାର ହେବ

Computer Course ରେ Admission & Details Information ପାଇଁ ଯୋଗାଯୋଗ କରନ୍ତୁ

WhatApp No. +91 6372522250 (Only Message)
8
ଯଦି ଆପଣମାନଙ୍କର ସାଙ୍ଗ ସାଥି , ଭାଇ ଭଉଣୀ ମାନଙ୍କର ....

+2 ରେ 50% ରୁ କମ୍ ମାର୍କ ଅଛି ....... Scholarship Apply କରି ପାରୁ ନାହାଁନ୍ତି

ତାଙ୍କୁ କୁହନ୍ତୁ ମତେ Contact କରିବେ

WhatsApp No. : +91 6372522240
5
Happy Saraswati Puja or Vasanta Panchami 🙏..... May goddess keep blessing you always
🙏138
https://youtu.be/4rW2vYbYVzQ?si=f6qcWFN4zEIwm5N1

50% ରୁ କମ୍ ମାର୍କ ଥିଲେ APPLY କରନ୍ତୁ

ସମସ୍ତେ ନିଶ୍ଚିତ ଦେଖନ୍ତୁ👍
5👏1
https://www.instagram.com/reel/DT7FIE6gTY7/?igsh=bW1lcHQzZmhsY3lr

ସମସ୍ତେ Comments କରନ୍ତୁ👍
4
ଯେଉଁ ପିଲାମାନେ Post Matric Scholarship Apply କରିବେ ....... ଶୀଘ୍ର ଶୀଘ୍ର Contact କରନ୍ତୁ

ଆଉ ତାରିଖ ବଢ଼ିବ ନାହିଁ ..... Payment ମିଳିବା ଆରମ୍ଭ ହେବ

WhatsApp No. : +91 6372522240
4🔥1
OBC/SEBC,EBC ସମସ୍ତଙ୍କର ହେବ👍
🔥31
Here's wishing everyone a very Happy Republic Day 🇮🇳
12👍1
ବଢ଼ିଲା ଟଙ୍କା ...... ଆସିଗଲା ନୋଟିସ୍ ସମସ୍ତେ ନିଶ୍ଚିତ ଦେଖନ୍ତୁ .....

Link -
https://www.instagram.com/p/DUCl4cugZgQ/?igsh=Y2p4dTZsM2xuNTE3
4
https://youtu.be/IdcJ2HwEkVE?si=OwIMxctuATUA7Q7y

Post Matric Scholarship ଟଙ୍କା ମିଳିବା ଆରମ୍ଭ ହେଲା .....

Apply Date ବଢିବ କି ନାହିଁ ଜାଣନ୍ତୁ 👍
👍8
Post Matric Scholarship Payment ଏ ପର୍ଯ୍ୟନ୍ତ ବି ମିଳି ନାହିଁ (Official Update)

ଏଭଳି Fake News ଠାରୁ ଦୁରେଇ ରୁହନ୍ତୁ👍
8👍4
OS-CIT Govt. Online Computer Course

ଆଜି ଠାରୁ February 2026 New Batch Start ହେଲା .....

WhatsApp No. +91 6372522240
6
https://www.instagram.com/reel/DUNkC9AAbIz/?igsh=MWhoMG92eW15bzR3NA==

Finally ପିଲାଙ୍କୁ ମିଳିଲା Post Matric Scholarship ଟଙ୍କା👍
ଯେତେ ବିଳମ୍ବ କରିବେ Certificate ମିଳିବାରେ ସେତେ ବିଳମ୍ବ ହେବ👍

2026 New Batch Admission Start

Admission ପାଇଁ ଶୀଘ୍ର Contact କରନ୍ତୁ

☎️ WhatsApp No. +91 6372522240
3
🔴ସରକାରୀ ନିଯୁକ୍ତିରେ କମ୍ପ୍ୟୁଟର ଯୋଗ୍ୟତା ପାଳନକୁ କଡ଼ା ନିର୍ଦ୍ଦେଶ, ଓକେସିଏଲର ଓଏସ୍‌ସିଆଇଟି କୋର୍ସ ବାଧ୍ୟତାମୂଳକ🔴

ରାଜ୍ୟରେ ସରକାରୀ, ଅର୍ଦ୍ଧ-ସରକାରୀ ଓ ପିଏସୟୁ ନିଯୁକ୍ତିରେ କମ୍ପ୍ୟୁଟର ଯୋଗ୍ୟତା ସମ୍ପର୍କିତ ନିୟମକୁ ସଠିକ୍ ଭାବେ ପାଳନ କରିବା ପାଇଁ ରାଜ୍ୟ ସରକାର କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି । ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ପକ୍ଷରୁ ଗତ ୨୭ ତାରିଖରେ ଜାରି ହୋଇଥିବା ସରକାରୀ ପତ୍ରରେ ସମସ୍ତ ବିଭାଗ, ବିଭାଗୀୟ ମୁଖ୍ୟ, ରେଭେନ୍ୟୁ ଡିଭିଜନାଲ୍ କମିଶନର ଓ ଜିଲ୍ଲାପାଳମାନଙ୍କୁ ଏହି ନିୟମ କଢ଼ାକଡ଼ି ଭାବେ ପାଳନ କରିବାକୁ ସ୍ପଷ୍ଟ ଭାବେ କୁହାଯାଇଛି ।

ସରକାରୀ ପତ୍ରରେ ୮ ଫେବ୍ରୁଆରୀ ୨୦୨୧ ତାରିଖରେ ଜାରି ହୋଇଥିବା ନୋଟିଫିକେସନ୍‌କୁ  ଉଦ୍ଧୃତ କରାଯାଇଛି । ସେହି ନୋଟିଫିକେସନ୍ ଅନୁଯାୟୀ, ଓଡ଼ିଶା ନଲେଜ୍ କର୍ପୋରେସନ୍ ଲିମିଟେଡ୍(ଏକେସିଏଲ) ଦ୍ୱାରା ପରିଚାଳିତ ରାଜ୍ୟସ୍ତରୀୟ କମ୍ପ୍ୟୁଟର ପାଠ୍ୟକ୍ରମ (ଓଏସ୍‌ସିଆଇଟି)କୁ ସରକାରୀ ନିଯୁକ୍ତି ପାଇଁ ମୌଳିକ କମ୍ପ୍ୟୁଟର ଦକ୍ଷତାର ଏକ ମାନ୍ୟତାପ୍ରାପ୍ତ ଓ ଭରସାଯୋଗ୍ୟ ପ୍ରମାଣ ଭାବେ ସ୍ୱୀକୃତି ଦିଆଯାଇଛି । ପତ୍ରରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ୟୁଜିସି କିମ୍ବା ଏଆଇସିଟିଇ ସ୍ୱୀକୃତ ସଂସ୍ଥାରୁ ପ୍ରଦତ୍ତ ପିଜିଡିସିଏ ଓ ଡିସିଏ ସାର୍ଟିଫିକେଟ୍, ଏବଂ ଏନ୍ଆଇଇଏଲଆଇଟି "ଓ ଲେଭେଲ୍ ଯେଉଁଠାରେ କମ୍ପ୍ୟୁଟର ଯୋଗ୍ୟତା ନିର୍ଦ୍ଦିଷ୍ଟ ରହିଛି, ସେଠାରେ ଓଏସ୍ସିଆଇଟି ପାଠ୍ୟକ୍ରମକୁ ସମତୁଲ୍ୟ ଯୋଗ୍ୟତା ଭାବେ ଗ୍ରହଣ କରାଯିବ । ସରକାରଙ୍କ ଏହି ସ୍ପଷ୍ଟୀକରଣ ଦ୍ୱାରା ସରକାରୀ ଚାକିରୀ ଆକାଂକ୍ଷୀମାନଙ୍କ ମଧ୍ୟରେ ଥିବା ଦ୍ୱନ୍ଦ୍ୱ ଦୂର ହେବ । ରାଜ୍ୟସ୍ତରୀୟ କମ୍ପ୍ୟୁଟର ପାଠ୍ୟକ୍ରମ ସମ୍ପୂର୍ଣ୍ଣ କରିଥିବା ପ୍ରାର୍ଥୀମାନେ ନିଯୁକ୍ତି ପ୍ରକ୍ରିୟାରେ ସମାନ ସୁଯୋଗ ପାଇପାରିବେ ବୋଲି ଆଶା କରାଯାଉଛି।
5