Sukant Tutorial
12.4K subscribers
4.1K photos
5 videos
333 files
2.33K links
Hi Friends I am Sukant , Welcome to My Channel "Sukant Tutorial"
In this channel you will get
1.Educational Related all videos
2.Educational News & Letters
3.Scholarship update


Subscribe me on YouTube -: https://youtube.com/@SukantTutorial
Download Telegram
ଭୁଲି ଯାଉଛନ୍ତି କି !!

ଆଗକୁ ଆସୁଛି ବହୁତ ବଡ଼ Govt. Job Vacancy ........ OS-CIT Computer Certificate ଦରକାର

Os-cit Computer Course & Certificate ପାଇଁ +91 6372522240 ରେ Contact କରନ୍ତୁ
6👍2
https://youtu.be/dFxlwY72mCU?si=Z7AevyMhXb-FFwZZ

ଯଦି ଏ VIDEO ଦେଖି ନାହାଁନ୍ତି ନିଶ୍ଚିତ ଦେଖି ନିଅନ୍ତୁ
5😱1
+3 Phase-2 ପାଇଁ ସମସ୍ତେ Re-Post/Re-tweet କରନ୍ତୁ

Link-
https://x.com/SukantTutorial/status/1957101811602502133?t=wuNrmUhTieeIsfgClKacTQ&s=19

ସମସ୍ତେ Support କରନ୍ତୁ🙏
9
OS-CIT Computer Certificate ଏ ସବୁ Job ପାଇଁ ଦରକାର

OS-CIT Computer Course ରେ ଆଡ଼ମିଶନ୍ ପାଇଁ ମତେ ଯୋଗାଯୋଗ କରନ୍ତୁ

📞 Contact us :-

What's app :-
+91 6372522240
8🔥1
https://youtu.be/DpNspb6Em0A?si=uvneusk4l_4r2dKk

+3 PHASE -2 ଆଡ଼ମିଶନ୍ ପ୍ରକ୍ରିୟାରେ ସମସ୍ତଙ୍କୁ ମିଳିବ ସୁଯୋଗ

MUST WATCH & SHARE
8
https://youtu.be/LRbqTTzI4Nw?si=Z83c_KBTpvdwXE5-

କେତେ ମାର୍କ ରଖିଲେ CT Admission ପାଇଁ Selection ହେବେ 2025

Must Watch & Share
3😱1
https://youtu.be/raXtdRLCVZ4?si=KK_y5nPNEkniZnvz

Math Selection Questions 2025

Must Watch & Share👆👆
7👍1
https://youtu.be/VJ28WJM8qHw?si=xeQayv4tUpYwXORx

CT Entrance Education & General Awareness Selection Questions 2025

Must Watch & Share👆👆
1
ଆପଣଙ୍କୁ ଏମିତି ଏଡ୍ ଆସୁଥିବ ..... ଦୟାକରି ଏମିତି ଏଡ୍ ରେ କ୍ଲିକ୍ କରନ୍ତୁ ନାହିଁ କିମ୍ବା ଭୁଲରେ ବି କାହାରିକୁ ଟଙ୍କା ଦିଅନ୍ତୁ ନାହିଁ .... ଆପଣ ମାନେ ବଡ ବଡ ପିଲା ହେଲେଣି ଏମିତି ଠକାମୀରେ ପଡନ୍ତୁ ନାହିଁ ..... କେବେ ବି କାହାରିକୁ ଟଙ୍କା ଦିଅନ୍ତୁ ନାହିଁ

⚠️ ଏହି ବିଜ୍ଞାପନଗୁଡ଼ିକ ଟେଲିଗ୍ରାମ ଦ୍ୱାରା ସ୍ୱୟଂଚାଳିତ ଭାବରେ ଦେଖାଯାଏ, ଯାହାକୁ ବନ୍ଦ କରାଯାଇପାରିବ ନାହିଁ।

🚫 ଦୟାକରି କୌଣସି ସନ୍ଦେହଜନକ ଲିଙ୍କ୍, ଅଫର୍, ସ୍କିମ୍ କିମ୍ବା ମେସେଜ୍ ଉପରେ କ୍ଲିକ୍ କରନ୍ତୁ ନାହିଁ। 🚫 କୌଣସି ପ୍ରକାରର ପେମେଣ୍ଟ କିମ୍ବା ସ୍କିମ୍/ଅଫରରେ ଅଂଶଗ୍ରହଣ କରନ୍ତୁ ନାହିଁ।
5
https://youtu.be/nZn8h_oJ4Vc?si=ks305ESGSsWGWSIT

Odia Selection Questions Mini Marathon Class 2025

Must Watch & Share👆👆
5
୩ ବର୍ଷରେ ୪୫ ହଜାର ଶିକ୍ଷକ ନିଯୁକ୍ତି
ଅଗଷ୍ଟ ୩୧ ରେ ହେବନି ଓଟିଇଟି
ଆସନ୍ତା ୩ ବର୍ଷରେ ୪୫ ହଜାର ଶିକ୍ଷକ ନିଯୁକ୍ତି ହେବେ

-ତନ୍ମଧ୍ୟରୁ ୪୦ ହଜାର ନୂତନ ଶିକ୍ଷକ ପଦବୀ ସୃଷ୍ଟି ହେବ
-ଦଶମ ପର୍ଯ୍ୟନ୍ତ ସବୁ ପିଲାଙ୍କୁ ମାଗଣାରେ ପାଠ୍ୟ ପୁସ୍ତକ ଦିଆଯିବ
-ସ୍କିମାଟିକ୍‌ ପ୍ରାଥମିକ ଶିକ୍ଷକଙ୍କୁ ନିୟମିତ କରିବା ପାଇଁ ନିଷ୍ପତ୍ତି
-BSE ଓ CHSEକୁ ମିଶାଇ ଗୋଟିଏ ବୋର୍ଡ କରାଯିବ
-ମାଧ୍ୟମିକ ଶିକ୍ଷା ପରିଷଦ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ମିଶିଯିବ
-ଜାତୀୟ ଶିକ୍ଷାନୀତି ଅନୁଯାୟୀ ପ୍ରାଥମିକ ଶିକ୍ଷାରେ ହେବ ବ୍ୟାପକ ପରିବର୍ତ୍ତନ
-NCERT ଢ଼ାଞ୍ଚାରେ SCERTକୁ ବିକଶିତ କରିବାକୁ ପଦକ୍ଷେପ ନିଆଯିବ
-ଟେଷ୍ଟ ବୁକ୍‌ ପ୍ରକାଶନ ଓ ମାର୍କେଟିଙ୍ଗ ସଂସ୍ଥାର ସୁଦୃଢ଼ୀକରଣ ପାଇଁ ନିଷ୍ପତ୍ତି
8🤔1
https://youtu.be/jFB3eTee9kI?si=UxoEEdNtQ9bq4FH8

Education & General Awareness Complete Selection Questions 2025👍
OS-CIT Computer Certificate ଏ ସବୁ Job ପାଇଁ ଦରକାର

OS-CIT Computer Course ରେ ଆଡ଼ମିଶନ୍ ପାଇଁ ମତେ ଯୋଗାଯୋଗ କରନ୍ତୁ

📞 Contact us :-

What's app :-
+91 6372522240
4
https://youtu.be/HWZ5mJx1G18?si=Vy4K2AJhoJxNOkMJ

ଆସିଗଲା +3 PHASE-2 ଆଡ଼ମିଶନ୍ ପାଇଁ ନୋଟିସ୍ ..... ଗୁରୁତ୍ୱପୂର୍ଣ୍ଣ ତାରିଖ ଗୁଡିକୁ ଜାଣି ନିଅନ୍ତୁ

MUST WATCH & SHARE👆👆
2
https://youtu.be/azOeQXPHrfE?si=t5gs9iJt7UoDikU8

+3 PHASE-2 ସମସ୍ତେ APPLY କରି ପାରିବେ .....

GUIDELINES ଠିକ୍ ସେ ବୁଝନ୍ତୁ ନହେଲେ ହଇରାଣ ହେବେ ....
10
ସମସ୍ତେ ମୋ କଥା ମନ ରଖନ୍ତୁ

କୌଣସି PRIVATE SCHOLARSHIP APPLY ପୂର୍ବରୁ 10 ଥର ଭାବିବେ
🤔226🔥3
ଭୁଲନ୍ତୁ ନାହିଁ ........ ଶେଷ ସୁଯୋଗ ଆଉ ରହିଲା ମାତ୍ର ୬ ଦିନ
8