Sukant Tutorial
12.4K subscribers
4.1K photos
5 videos
333 files
2.33K links
Hi Friends I am Sukant , Welcome to My Channel "Sukant Tutorial"
In this channel you will get
1.Educational Related all videos
2.Educational News & Letters
3.Scholarship update


Subscribe me on YouTube -: https://youtube.com/@SukantTutorial
Download Telegram
🚨 ସତର୍କ ଓ ସାବଧାନ

ଯେମିତି YOUTUBE, INSTAGRAM ଇତ୍ୟାଦି ରେ AD ଆସେ। TELEGRAM ରେ ବି ସେମିତି ଆସୁଛି। ମୁଁ ସେଗୁଡ଼ିକୁ କିଛି ପୋଷ୍ଟ କରୁ ନାହୁଁ। ଏତିକି ବୁଝନ୍ତୁ। ଠକାମୀ ରୁ ବଞ୍ଚନ୍ତୁ।
😱41
ଶେଷ ସୁଯୋଗ ... ଶେଷ ତାରିଖ 31 JULY

OS-CIT Govt.& University (OSOU) Computer Course :-

1. Duration - 3 month (Online Class)
2. Fee - Certificate Saha 3k Installment Process (Admission+Exam+Certificate)
3. Exam :- ଆମ Center କୁ ଆସିବା ପାଇଁ ପଡ଼ିବ (Bhubaneswar or Puri)

ଆଡ଼ମିଶନ୍ ପାଇଁ ମତେ ଯୋଗାଯୋଗ କରନ୍ତୁ

📞 Contact us :-

What's app :-
+91 6372522240
6🔥1
Higher Education Department , Odisha (DHE Odisha) Instagram Account Hack
👍104🔥3
Ravenshaw University Website Hack
👍104👌2
B.Ed./ M.Ed. & B.H.Ed Admission
6
ଶେଷ ସୁଯୋଗ ... ଶେଷ ତାରିଖ 31 JULY

OS-CIT Govt.& University (OSOU) Computer Course :-

1. Duration - 3 month (Online Class)
2. Fee - Certificate Saha 3k Installment Process (Admission+Exam+Certificate)
3. Exam :- ଆମ Center କୁ ଆସିବା ପାଇଁ ପଡ଼ିବ (Bhubaneswar or Puri)

ଆଡ଼ମିଶନ୍ ପାଇଁ ମତେ ଯୋଗାଯୋଗ କରନ୍ତୁ

📞 Contact us :-

What's app :-
+91
6372522240
5👍1
RAVENSHAW UNIVERSITY UPDATE
9
July 28 ,2025 ଦିନ ମୁଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ Application ଲେଖିଲି ...... July 29 ରେ Scholarship Payment ମିଳିଲା


ଅନ୍ୟମାନେ ବାହା ବାହା ନେଉଛନ୍ତି ..... 😔(ନିଜେ କିଛି କରିକି ତା ପରେ କୁହ)
21🤔3😱3👍2
ଯେଉଁମାନଙ୍କୁ PAYMENT ମିଳିଛି SCREEN SHOT SEND କରନ୍ତୁ ମତେ

MY I'D - CLICK HERE
4
ଆଜି 2:30 PM ଠାରୁ POST-MATRIC SCHOLARSHIP PAYMENT ମିଳିବା ଆରମ୍ଭ ହୋଇଛି .....

ବ୍ୟସ୍ତ ନ ହୋଇକି ଅପେକ୍ଷା କରନ୍ତୁ ସମସ୍ତଙ୍କୁ ମିଳିବ (ଆଧାର ଲିଙ୍କ୍ ବ୍ୟାଙ୍କ ଆକାଉଣ୍ଟ ଚେକ୍ କରନ୍ତୁ)

କିଛି ଜାଣିବା ପାଇଁ ଚାହୁଁଥିଲେ ପଚାରନ୍ତୁ - CLICK HERE
4🔥2
ପିଲାମାନେ ତୁମ ମାନଙ୍କୁ SCHOLARSHIP PAYMENT ମିଳିଲା❤️

ଯଦି କିଛି କିଛି ସାହାଯ୍ୟ କରିବେ 1 ଟଙ୍କା ଠାରୁ 10 ଟଙ୍କା ପର୍ଯ୍ୟନ୍ତ .... ସେ ଟଙ୍କାରେ ଗରିବ ପିଲାଙ୍କୁ ସାହାଯ୍ୟ କରିବା (ଯାହାକୁ ସାହାଯ୍ୟ କରିବା ତାର ପ୍ରମାଣ ଗ୍ରୁପରେ SHARE କରିବି)

କାହାକୁ ବାଧ୍ୟ ନାହିଁ .... ଆମେ ଗରିବ ପିଲାଙ୍କୁ ସାହାଯ୍ୟ କଲେ ଭଗବାନ ଆମକୁ ବି ସାହାଯ୍ୟ କରିବେ
19🤔6👏3👍2
Sukant Tutorial
ପିଲାମାନେ ତୁମ ମାନଙ୍କୁ SCHOLARSHIP PAYMENT ମିଳିଲା❤️ ଯଦି କିଛି କିଛି ସାହାଯ୍ୟ କରିବେ 1 ଟଙ୍କା ଠାରୁ 10 ଟଙ୍କା ପର୍ଯ୍ୟନ୍ତ .... ସେ ଟଙ୍କାରେ ଗରିବ ପିଲାଙ୍କୁ ସାହାଯ୍ୟ କରିବା (ଯାହାକୁ ସାହାଯ୍ୟ କରିବା ତାର ପ୍ରମାଣ ଗ୍ରୁପରେ SHARE କରିବି) କାହାକୁ ବାଧ୍ୟ ନାହିଁ .... ଆମେ ଗରିବ ପିଲାଙ୍କୁ ସାହାଯ୍ୟ…
ମାତ୍ର 10 ଟଙ୍କା ସାହାଯ୍ୟ କଲେ...... ସମସ୍ତେ 10 ଟଙ୍କା ଦେଲେ ବହୁତ ପିଲା ସାହାଯ୍ୟ ପାଇ ପାରିବେ

ଆମେ 10 ମିନିଟ୍ ରେ 10 ଟଙ୍କା ଖର୍ଚ୍ଚ କରିଦେଉଛେ ..... ହେଲେ କଣ ପାଇଁ ଗରିବ ଲୋକ ଓ ପିଲାଙ୍କୁ ସାହାଯ୍ୟ କରୁ ନାହାଁନ୍ତି
7