Sukant Tutorial
12.4K subscribers
4.1K photos
5 videos
333 files
2.33K links
Hi Friends I am Sukant , Welcome to My Channel "Sukant Tutorial"
In this channel you will get
1.Educational Related all videos
2.Educational News & Letters
3.Scholarship update


Subscribe me on YouTube -: https://youtube.com/@SukantTutorial
Download Telegram
ସମସ୍ତେ RETWEET କର .... ନିଶ୍ଚିତ POST-MATRIC SCHOLARSHIP ତାରିଖ ବଢ଼ିବ

PLEASE DO RETWEET -
https://x.com/SukantTutorial/status/1903125531165593966?t=6Ci0TDIM43gmN7PsCdVR8w&s=19
👍124😱1
ସମସ୍ତେ ଏହି ସ୍କଲାରସିପ୍ କୁ APPLY କରିଦିଅ
👍7
ଆପଣଙ୍କୁ ପୋଷ୍ଟ-ମାଟ୍ରିକ୍ ସ୍କଲାରସିପ୍ ଟଙ୍କା ମିଳିଗଲାଣି କି ନାହିଁ ?
Anonymous Poll
31%
1. ହଁ , ମିଳିଗଲାଣି
69%
2. ନା , ମିଳିନି
😢34👍164👏4👌1
ପବିତ୍ର ଉତ୍କଳ ଦିବସ ଉପଲକ୍ଷେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ହାର୍ଦ୍ଦିକ ଅଭିନନ୍ଦନ

ବନ୍ଦେ ଉତ୍କଳ ଜନନୀ
19👍5
GOOD NEWS ...

ପିଲାଙ୍କୁ ମିଳିଲା ପୋଷ୍ଟ-ମାଟ୍ରିକ୍ ସ୍କଲାରସିପ୍ ଟଙ୍କା ......ଆଜି ଠାରୁ ମିଳିବା ଆରମ୍ଭ ହେଲା ଏବଂ APPLICATION STATUS ବି ପରିବର୍ତ୍ତନ ହେଲା ...

କେହିବି ବ୍ୟସ୍ତ ନ ହୋଇକି ଅପେକ୍ଷା କରନ୍ତୁ ସମସ୍ତଙ୍କୁ ମିଳିଯିବ
11👍3
https://youtu.be/67W0f_S1qAI

ଏଇ ଭିଡ଼ିଓ FAKE ନୁହେଁ ..... କିଛି ବି ଭୁଲ୍ INFORMATION ନୁହେଁ 👍

ଯେଉଁମାନେ ମୋ ସହ ବହୁ ପୂର୍ବରୁ ଜଡ଼ିତ ସେମାନେ ଭଲ ଭାବରେ ଜାଣିଥିବେ❤️
8😢1
କେଉଁମାନେ ଚାହୁଁଛୁ POST - MATRIC SCHOLARSHIP FRESH (NEW) , RENEWAL , RE-APPLY ତାରିଖ ବଢ଼ୁ

➡️ ମତାମତ -
CLICK HERE
👍29
ଯାହା ବି DOUBTS ଅଛି COMMENTS କରନ୍ତୁ

COMMENTS -
CLICK HERE
3👍2