Sukant Tutorial
12.4K subscribers
4.1K photos
5 videos
333 files
2.33K links
Hi Friends I am Sukant , Welcome to My Channel "Sukant Tutorial"
In this channel you will get
1.Educational Related all videos
2.Educational News & Letters
3.Scholarship update


Subscribe me on YouTube -: https://youtube.com/@SukantTutorial
Download Telegram
❇️ ନାମଲେଖା ନାଁରେ ଠକେଇ
👍31🤔1
❇️ ସରିଲା ପ୍ରଥମ ପର୍ଯ୍ୟାୟ ମେଡ଼ିକାଲ ନାମଲେଖା
👍41
❇️ ରି-ଆଡ଼ମିଶନ୍ ଫି ବୃଦ୍ଧିକୁ ବିରୋଧ
👍61👏1
❇️ ମାଗଣାରେ ବହି ମିଳିବ
👍72🤔1
ଗୁରୁବ୍ରହ୍ମା ସମ୍ମାନ - ୨୦୨୩

ଗୁରୁମାନଙ୍କୁ ସମ୍ମାନ ଜଣାଇବାକୁ ଦୈନିକ 'ସକାଳ' ଓ 'ନନ୍ଦିଘୋଷ ଟିଭି'ର ଭିନ୍ନ ଏକ ପ୍ରୟାସ ..

ଆଗ୍ରହୀ ଶିକ୍ଷକମାନେ
nandighoshatv.com ରେ login କରନ୍ତୁ , କିମ୍ବା offline ରେ ଆବେଦନ କରିପାରିବେ ...

ଆବେଦନ କରିବାର ଶେଷ ତାରିଖ ହେଉଛି ଅଗଷ୍ଟ ୧୫, ୨୦୨୩
👍84🤔1🙏1
1st Selection List for 4 Year Integrated B.A.B.ED 2023.pdf
1011.6 KB
❇️ Utkal University

❇️ 1st Selection List for 4 Year Integrated B.A.B.ED 2023
👍4🤔1😱1
‼️ ଗୁରୁଦିବସରୁ ସତ୍ୟବାଦୀ ଓଡ଼ିଆ ବିଶ୍ୱବିଦ୍ୟାଳୟରେ ଆରମ୍ଭ ହେବ ପାଠପଢା ‼️


ସତ୍ୟବାଦୀ ଓଡ଼ିଆ ବିଶ୍ୱବିଦ୍ୟାଳୟରେ ଆସନ୍ତା ସେପ୍ଟେମ୍ବର ୫ (ଗୁରୁଦିବସ)ରୁ ଆରମ୍ଭ ହେବ ପାଠପଢ଼ା। ଏ ସମ୍ପର୍କରେ ସୂଚନା ଦେଇ ଉଚ୍ଚଶିକ୍ଷା ବିଭାଗର ସ୍ୱତନ୍ତ୍ର ସଚିବ ରମାକାନ୍ତ ନାୟକ କହିଛନ୍ତି, ସେପ୍ଟେମ୍ୱର ୫ରୁ ସତ୍ୟବାଦୀ ଓଡ଼ିଆ ବିଶ୍ୱବିଦ୍ୟାଳୟରେ ପାଠ ପଢା ଆରମ୍ଭ ହେବ । ତେବେ କ୍ୟାମ୍ପସ କାମ ଶେଷ ହୋଇନ ଥିବାରୁ କିଛି ଦିନ ଅସ୍ଥାୟୀ କ୍ୟାମ୍ପସରେ ପିଲାଙ୍କୁ ପାଠ ପଢ଼ାଯାଇପାରେ ବୋଲି ସେ କହିଛନ୍ତି ।
6👍3👏1
❇️ ଗୁରୁଦିବସରୁ ସତ୍ୟବାଦୀ ଓଡ଼ିଆ ବିଶ୍ୱବିଦ୍ୟାଳୟରେ ଆରମ୍ଭ ହେବ ପାଠପଢା
👍51👏1
❇️ ଆଜି ସ୍କୁଲରେ ଅଭିଭାବକ- ଶିକ୍ଷକ ବୈଠକ
👍52👏1
❇️ ରାଜ୍ୟରେ ନିଯୁକ୍ତି ପାଇବେ ୭ହଜାର ୨୭୬ ମେଡିକାଲ୍‌ ଅଫିସର, ବିଜ୍ଞପ୍ତି ଜାରି କଲା OPSC
👍52👏1🤔1
BIG GOOD NEWS😍

କିଛି ସମୟ ଭିତରେ ଭିଡ଼ିଓ ଆସୁଛି
👍73🥰1👏1
ବାହାନଗା ଟ୍ରେନ ଟ୍ରାଜେଡି ସମୟରେ ଯେଉଁମାନେ ସାହାଯ୍ୟର ହାତ ବଢ଼ାଇଥିଲେ ସେମାନଙ୍କୁ ଆଜି ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିବେ । ବିଭିନ୍ନ ସ୍ୱେଚ୍ଛାସେବୀ ସଙ୍ଗଠନ ସମେତ ବାହାନଗାବାସୀଙ୍କୁ ପୁରସ୍କୃତ କରିବେ ମୁଖ୍ୟମନ୍ତ୍ରୀ
👍235👏1🤔1
❇️ ରାଜ୍ୟରେ ‘ନେଟ୍‌‌’କୁ ହଁ ‘ସେଟ୍‌‌’କୁ ନା, ସହକାରୀ ପ୍ରାଧ୍ୟାପକ ନିଯୁକ୍ତି ପାଇଁ ନେଟ୍‌‌ ଏକମାତ୍ର ଆଧାର
👍161🤔1
⭐️ Anyone Don't Share Any Link Without Permission Of Owner/Admin Otherwise Ban From The Group

➡️ GROUP LINK - CLICK HERE
👍7😱31🤔1
+2 2nd Phase Admission Official Notice 2023-24.pdf
891.6 KB
❇️ +2 2ND PHASE ADMISSION 2023-24

❇️ +୨ ରେ ଆଡ଼ମିଶନ୍ କରିବା ପାଇଁ ଶେଷ ସୁଯୋଗ
👍41🤔1
❇️ +2 2ND PHASE ADMISSION UPDATE 2023-24
4🤔1
❇️ ଚନ୍ଦ୍ର ଛୁଇଁବାକୁ ଆଉ ୧୫୦ କି.ମି
6😱3