Ri, amin odia grammar tcs pattern question discussion. Watch now
"ପ୍ରିୟମ୍ବଦା ଟ୍ୟୁଟୋରିଆଲ" ପକ୍ଷରୁ ଏକ ଖୁସିର ଖବର! ଆପଣଙ୍କର ପ୍ରସ୍ତୁତିକୁ ଆହୁରି ମଜବୁତ କରିବା ପାଇଁ ଆସନ୍ତା ଜୁନ୍ ୧ ତାରିଖରୁ ପୁରୀ ଜିଲ୍ଲା, ନିରାକାରପୁର ସ୍ଥିତ KBDAV କଲେଜ ନିକଟରେ ଏକ ନୂତନ ଶିକ୍ଷା କେନ୍ଦ୍ର ଶୁଭାରମ୍ଭ ହେବାକୁ ଯାଉଛି।
ଏହି କେନ୍ଦ୍ରର କିଛି ବିଶେଷତ୍ୱ:-
✔ ଶିକ୍ଷା ଓ ଶାରୀରିକ ପ୍ରଶିକ୍ଷଣ:- ଏଠାରେ କେବଳ ପାଠପଢ଼ା ନୁହେଁ, ବରଂ ପିଲାମାନଙ୍କୁ ଶାରୀରିକ ଭାବେ ସକ୍ଷମ କରିବା ପାଇଁ Physical Training ର ମଧ୍ୟ ସୁବିଧା ରହିବ।
✔ ଆବାସିକ ସୁବିଧା:- ଦୂରଦୂରାନ୍ତରୁ ଆସୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏଠାରେ ଉତ୍ତମ ରହିବା ଓ ଖାଇବା (Hostel)ର ସୁବିଧା ଉପଲବ୍ଧ କରାଯାଇଛି।
✔ ସମସ୍ତ ସୁବିଧା ସୁଯୋଗ:- ପିଲାମାନଙ୍କର ସୁବିଧାକୁ ଦୃଷ୍ଟିରେ ରଖି ଏହି ସେଣ୍ଟରରେ ସମସ୍ତ ପ୍ରକାର ଆଧୁନିକ ବ୍ୟବସ୍ଥା କରାଯାଇଛି, ଯାହାଫଳରେ ସେମାନେ କୌଣସି ଅସୁବିଧା ନଥାଇ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିପାରିବେ।
ଯଦି ଆପଣ ନିଜର କ୍ୟାରିୟର ପାଇଁ ଏକ ସୁନ୍ଦର ପରିବେଶ ଏବଂ ଉନ୍ନତ ମାନର ଶିକ୍ଷା ଖୋଜୁଛନ୍ତି, ତେବେ ଏହି ସୁଯୋଗର ନିଶ୍ଚିତ ଲାଭ ଉଠାନ୍ତୁ।
🎉🎈Admission ଆରମ୍ଭ ହୋଇ ଗଲାଣି । ଯେଉଁ ପିଲାମାନେ ପଢିବା ପାଇଁ ଚାହୁଛନ୍ତି, ସେମାନେ ଆମ ସହିତ ଯୋଗାଯୋଗ କରନ୍ତୁ ।
ଅଧିକ ସୂଚନା ପାଇଁ ଯୋଗାଯୋଗ କରନ୍ତୁ:
* ଫୋନ୍ ନମ୍ବର: 8457091577 / 7735299382
* ଠିକଣା: [Priyambada Tutorials](https://t.me/priyambadatutorials), KBDAV କଲେଜ ପାଖ, ନିରାକାରପୁର, ପୁରୀ।

Telegram
Priyambada Tutorials official
Consistency Today, Success Tomorrow.
Welcome to Your trusted platform for preparation of Government competitive exams.
Welcome to Your trusted platform for preparation of Government competitive exams.
❤2
https://cdn3.digialm.com//EForms/configuredHtml/33040/100201/login.html - forest guard, forester, Excise Constable Ans key || check karantu appication number au date of birth ku dei ki
ଯେଉଁ ପିଲାମାନେ ପରୀକ୍ଷା ଦେଇଛ, 8457091577 ନଂରେ ନିଜ ନିଜର Ans Sheet ପଠେଇବ । ଆମେ ବାସ ଯାହାବି Question ପରୀକ୍ଷାରେ ଆସିଥିଲା, ତାହାକୁ Collect କରି କି ଆଗାମୀ ପରୀକ୍ଷା ପାଇଁ ପିଲା ମାନଙ୍କୁ ପ୍ରସ୍ତୁତ କରି ପାରିବୁ ।
Priyambada Tutorials official pinned «https://cdn3.digialm.com//EForms/configuredHtml/33040/100201/login.html - forest guard, forester, Excise Constable Ans key || check karantu appication number au date of birth ku dei ki»
Forester ll forest guard ra cut off ku nei sir kn kahile ? ବ୍ୟସ୍ତ ହେବାର କୌଣସି ଆବଶ୍ୟକତା ନାହିଁ ।