ଚତୁର୍ଥ ସେମିଷ୍ଟାର 2022-24(ଓଡ଼ିଆ ସ୍ନାତକୋତ୍ତର)
1.64K subscribers
511 photos
7 videos
68 files
728 links
Download Telegram
ଆଜି ସନ୍ଧ୍ୟା ରେ ତମ ମାନଙ୍କ 10 ତାରିଖ ରେ ହେବା discussion କୁ ଆଜି ସନ୍ଧ୍ୟା 7 ଟା ରେ କରା ଯିବ YouTube ରେ ସମସ୍ତେ ଆସିବ
ସନ୍ଧ୍ୟା 7 pm କେହି ଭୂଲିବ ନାହି ବହୁତ୍ important topic SCHOLARSHIP ବିଷୟ ଠାରୁ ଆରମ୍ଭ କରି PROJECT ଏକ୍ସାମ୍ ରେ କେମିତି ଲେଖିବ ସବୁ SEM PILA ଙ୍କ ପାଇଁ LIVE ଆଲୋଚନା ONLY ON YOUTUBE

https://youtu.be/vB9lHnU_lUk
👍4
ସବୁ ବିଷୟ କୁ youtube ରେ ଅଲୋଚନା ହବ
👍7
କେମିତି ଲାଗିଲା ଆଜିର video
👍43🔥3👏3
ଆଉ ମାତ୍ର 2 ଦିନ ବାକି ରହିଲା ପ୍ରଥମ SEMESTAR EXAM AND ASSIGNMENT EXAM

ASSIGNMENT EXAM
TIME TABLE
10.03.23 ରୁ 20.03.23

SEMESTER EXAM TIME TABLE

11.03.23- MAOD 1 TIME - 2 PM ରୁ 5 PM (ପ୍ରାକ୍ ସାରଳା ସାହିତ୍ୟ)

13.03.23- MAOD 2 TIME -2PM ରୁ 5 PM(ସାରଳା ଓ ପଞ୍ଚସଖା ସାହିତ୍ୟ)

15.03.23- MAOD 3 TIME- 2PM ରୁ 5 PM(ମଧ୍ୟ ଯୁଗୀୟ ଓଡ଼ିଆ ସାହିତ୍ୟ)

17.03.23- MAOD 4 TIME - 2 PM ରୁ 5 PM ( ଭାରତୀୟ କାବ୍ୟ ତତ୍ତ୍ଵ)
👍8🔥1
ଚତୁର୍ଥ ସେମିଷ୍ଟାର 2022-24(ଓଡ଼ିଆ ସ୍ନାତକୋତ୍ତର) pinned «ଆଉ ମାତ୍ର 2 ଦିନ ବାକି ରହିଲା ପ୍ରଥମ SEMESTAR EXAM AND ASSIGNMENT EXAM ASSIGNMENT EXAM TIME TABLE 10.03.23 ରୁ 20.03.23 SEMESTER EXAM TIME TABLE 11.03.23- MAOD 1 TIME - 2 PM ରୁ 5 PM (ପ୍ରାକ୍ ସାରଳା ସାହିତ୍ୟ) 13.03.23- MAOD 2 TIME -2PM ରୁ 5 PM(ସାରଳା ଓ ପଞ୍ଚସଖା…»
କାଲି ଠାରୁ assignment ଆରମ୍ଭ ହେଇଯିବ

ତେଣୁ ଆଜି exam ପୋର୍ଟାଲ maintenance କରା ଯାଇଛି
👍3🔥1