Forwarded from SS ODIA TUTORIAL NTA NET/JRF ODIA
ଆଜି ମୁଁ ଗୋଟିଏ website ଦେଖିଲି ଯେଉଁଥିରେ SS Odia Tutorial channel ର NET class video ଗୁଡ଼ିକ upload କରାଯାଇଛି ଯାହାକି ମୋର website ନୁହେଁ | ଆପଣମାନଙ୍କୁ ଅନୁରୋଧ ଯଦିକିଛି ଏହିପରି website କି କୌଣସି app ରେ ଆମ channel ର ଭିଡ଼ିଓ ଦେଖିବେ ତାହାହେଲେ ମୋତେ ଜଣାଇବେ |