NIRVANA TUTORIAL
25.9K subscribers
884 photos
1 video
180 files
725 links
All types of GOVERNMENT JOB notifications , Daily classes. And Trending topics based on studies for all Govt aspirants ✅
Download Telegram
ସିଟି ପରୀକ୍ଷା 2026 , Mathematics Basic Concept Classes.... ଯାହାର ବି ଯେଉଁ ବିଷୟର basics କୁ ନେଇ doubt ଅଛି basic concept clear କର l ଆଜି ରାତିରେ MCQ Questions & Answers Practice କରିବା 👍🏻🔥
❤8👍3
Profit and Loss important MCQ Questions and Answers practice set 🔥
❤9
HCF & LCM MCQ QUESTIONS AND ANSWERS (15 TYPES) most important for Exam ☝️
❤9
CT ENTRANCE EXAM 2026 Mock Test Link OUT 🔥 ll Official Mock Test Details Video ☝️
❤12🤩2
TRIANGLE AND CIRCLE full Concept, All Formulas for exam... Practice MCQ questions and Answers ☝️
❤10👏1
RATIO AND PROPORTION full Concept, All Formulas for exam... Practice MCQ questions and Answers ☝️.
❤6
CT ENTRANCE EXAM 2026 MOCK TEST 🔥 90 MCQ QUESTIONS for practice. ☝️
❤10
କୌଣସି ବି ପରୀକ୍ଷା ଏତେ ବି ଜରୁରୀ ନାହିଁ କି ଆମେ ତା ପାଈଁ ଚିନ୍ତା କରିବା ଆଉ ଦୁଃଖୀ ଅନୁଭବ କରିବା ! ପିଲା ବେଳୁ ଶୁଣି ଆସୁଥିବ ଯେ ପରୀକ୍ଷା ଅଛି ଚିନ୍ତା କର, ଆଉ ପାଠ ଉପରେ ଧ୍ୟାନ ଦିଅ ! ଡର ରଖ ମୁଣ୍ଡ ଉପରେ ପରୀକ୍ଷା ଟା ଅଛି ! ସମସ୍ତେ କହି ଆସିଛନ୍ତି ଘରେ ଏହି ସବୁ... ନୁହେଁ ?! କିନ୍ତୁ ଏହା ବିଲ୍କୁଲ୍ ମିଛ କଥା.... ଚିନ୍ତା, ଦୁଃଖ, ଡର ମଣିଷ କୁ ପ୍ରଗତି ଆଡ଼କୁ ନୁହଁ ବରଂ ପଛୁଆ କରିଦିଏ LIFE ରେ । ତେଣୁ ଡରିବାର କିଛି ନାହିଁ .... ଯେ exam ଯଦି ହେଲାନି qualify ତ ମୁଁ କଣ କରିବି ! ଜୀବନରେ ଭଗବାନ ସଫଳତା ପାଇଁ ବହୁତ୍ ବାଟ ଦେଇଛନ୍ତି....! ସେଥି ପାଇଁ ଆତ୍ମବିଶ୍ବାସ ସହ ପରୀକ୍ଷା ଦେବା ପାଇଁ ଯାଓ !

ପରୀକ୍ଷା ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ କଥା:

ଭୟମୁକ୍ତ ହୁଅ: ପରୀକ୍ଷାକୁ ଚାପ ନଭାବି ଏକ ସୁଯୋଗ ଭାବରେ ଗ୍ରହଣ କର।
ସଠିକ୍ ଯୋଜନା: ସହଜ ପ୍ରଶ୍ନଗୁଡ଼ିକର ଉତ୍ତର ପ୍ରଥମେ ଦିଅ, ଯାହା ଦ୍ୱାରା ନିଜର ଆତ୍ମବିଶ୍ୱାସ ବଢ଼ିବ।
ସମୟ ପରିଚାଳନା: ପ୍ରତିଟି ପ୍ରଶ୍ନ ପାଇଁ ନିର୍ଦ୍ଦିଷ୍ଟ ସମୟ ଧାର୍ଯ୍ୟ କରି ଉତ୍ତର ଲେଖ।

ଆଜି ରାତିରେ ମନକୁ ଶାନ୍ତ ରଖ, ଭଲ ଭାବେ ଶୁଅ ଏବଂ କାଲି ସକାଳେ ଏକ ନୂଆ ଆଶା ଓ ଉତ୍ସାହ ସହ ପରୀକ୍ଷା ଦବାକୁ ଯାଅ, ଯାହା ହବ ସବୁ କିଛି ଭଲ ହିଁ ହବ ।

All the best to all for your EXAM......& Remember.... Your BEST is YET to Come 🤏🏻🤫
❤82🙏28👏5
Important Documents for CT Exam 2026 :-
1.Admit Card
2.Original ID proof ( Aadhaar Card,Voter's ID, PAN Card, Passport, Driving License, Bank pass book with photo ) any one .
3.Pen/Pencil/Rubber .
4.Photo
❤48🙏15🥰5👏4
Today CT Entrance Exam 2026 (7th August 2026) 1st shift questions analysis ☝️
❤11