NIRVANA TUTORIAL
26K subscribers
887 photos
1 video
180 files
728 links
All types of GOVERNMENT JOB notifications , Daily classes. And Trending topics based on studies for all Govt aspirants ✅
Download Telegram
ସିଟି ପରୀକ୍ଷା 2026 ..... Exam Subject details & books / 2026 target mark - check details ☝️
❤18🙏1
ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ 👉
" କମ୍ ଯୋଗ୍ୟତାର ପଦବି ପାଇଁ ଉଚ୍ଚ ଯୋଗ୍ୟତା ଗ୍ରହଣୀୟ ନୁହେଁ"
( ଶିକ୍ଷାଗତ ଯୋଗ୍ୟତା ଲୁଚାଇ କରିଥିବା ଚାକିରି ଅବୈଧ )
ଯେଉଁ ଚାକିରି ବା ପଦବି ନିର୍ଦ୍ଦିଷ୍ଟ ଭାବେ କମ୍ ଶିକ୍ଷାଗତ ଯୋଗ୍ୟତା ସମ୍ପନ୍ନ ପ୍ରାର୍ଥୀଙ୍କ ପାଇଁ ଉଦ୍ଦିଷ୍ଟ ସେଥିପାଇଁ ଜଣେ ଉଚ୍ଚ ଶିକ୍ଷାଗତ ଯୋଗ୍ୟତା ଥିବା ବ୍ୟକ୍ତିଙ୍କୁ ଚୟନ କରାଯାଇପାରିବ ନାହିଁ । ଯଦି ଉଚ୍ଚ ଶିକ୍ଷାଗତ ଯୋଗ୍ୟତା ଥିବା ବ୍ୟକ୍ତି ତାଙ୍କ ଶିକ୍ଷା ବାବଦ ତଥ୍ୟ ଲୁଚାଇ ସେହି ଚାକିରି କରିଥାନ୍ତି ତେବେ ତାହାକୁ ଅବୈଧ ବିବେଚନା କରାଯିବ ବୋଲି ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ।

ଜଷ୍ଟିସ୍ ଅହସାନୁଦ୍ଦିନ ଅମାନୁଲ୍ଲା ଏବଂ ଜଷ୍ଟିସ୍ ଆର୍. ମହାଦେବନଙ୍କ ଖଣ୍ଡପୀଠ ମାଡ୍ରାସ ହାଇକୋର୍ଟ ୨୦୧୪ରେ ଦେଇଥିବା ଏକ ରାୟକୁ ରଦ୍ଦ କରିଛନ୍ତି । ଏଥିରେ ହାଇକୋର୍ଟ ସିଣ୍ଡିକେଟ୍ ବ୍ୟାଙ୍କ ଆଟେଣ୍ଡାଣ୍ଟ ଚାକିରି ପାଇବା ଲାଗି ଗ୍ରାଜୁଏସନ ଡିଗ୍ରୀ ଲୁଚାଇଥିବା ଜଣେ ବ୍ୟକ୍ତିଙ୍କ ପକ୍ଷରେ ଫଇସଲା ଶୁଣାଇଥିଲେ । ଏଥିସହ ସେହି କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦେବାକୁ ହାଇକୋର୍ଟ ଆଦେଶ ଦେଇଥିଲେ । ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ କହିଥିଲେ, କିଛି ପଦ ପାଇଁ କମ୍ ଲେଖା-ପଢ଼ା କରିଥିବା ଲୋକଙ୍କ ପାଇଁ ସମ୍ପୂର୍ଣ୍ଣ ଭାବେ ସଂରକ୍ଷିତ ରଖାଯିବା ରଖାଯିବା ଆବଶ୍ୟକ । ଏହାଦ୍ୱାରା ସେମାନଙ୍କୁ ଅଧିକ ଯୋଗ୍ୟ ପ୍ରାର୍ଥୀଙ୍କ ସହ ପ୍ରତିଦ୍ୱନ୍ଦିତା କରିବାକୁ ପଡିବନି ।

ସୂଚନା ଅନୁସାରେ ଉକ୍ତ ବ୍ୟାଙ୍କର Attendant ପଦବି କେବଳ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିବା ବ୍ୟକ୍ତିଙ୍କ ପାଇଁ ଉଦ୍ଦିଷ୍ଟ ଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଜଣାପଡିଥିଲା ଯେ, ଚାକିରି ପାଇଥିବା ବ୍ୟକ୍ତିଜଣକ ଗ୍ରାଜୁଏଟ୍ ଏବଂ ସେ ତାଙ୍କ ଶିକ୍ଷାଗତ ଯୋଗ୍ୟତା ଲୁଚାଇ ଥିଲେ । ସେହି ବ୍ୟକ୍ତିଙ୍କୁ ଚୟନ କରାଯିବା ଭୁଲ୍ ଥିଲା ଏବଂ ଏହା ଦ୍ୱାରା ଚୟନ ପ୍ରକ୍ରିୟାର ସ୍ୱଚ୍ଛତା ପ୍ରଭାବିତ ହୋଇଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଅଦାଲତ ସ୍ପଷ୍ଟ କରିଛନ୍ତି ଯେ, ସରକାର ଜଣେ ପାରଦର୍ଶୀ ଏବଂ ସମାନ ସୁଯୋଗ ପ୍ରଦାନକାରୀ ନିଯୁକ୍ତିଦାତା ଭାବେ କାର୍ଯ୍ୟ କରିବେ ବୋଲି ଆଶା କରାଯାଏ । ଅଧିକ ଶିକ୍ଷାଗତ ଯୋଗ୍ୟତା ଥିବା ପ୍ରାର୍ଥୀମାନେ କମ୍ ଶିକ୍ଷାଗତ ଯୋଗ୍ୟତାର ଲୋକଙ୍କ ଚାକିରି ନେଇଗଲେ, କମ୍ ଯୋଗ୍ୟତାର ଲୋକଙ୍କ ପାଇଁ ସୁଯୋଗ କମିଯିବ । ସରକାରୀ ଚାକିରିରେ ନିଯୁକ୍ତି ସର୍ବଦା ବିଜ୍ଞପ୍ତିରେ ଲେଖା ଯାଇଥିବା ନିୟମ ଅନୁଯାୟୀ ହେବା ଉଚିତ । ଉଚ୍ଚ ଶିକ୍ଷାଗତ ଯୋଗ୍ୟତା ଥିବା କାରଣରୁ କାହାକୁ କମ୍ ଯୋଗ୍ୟତା ବିଶିଷ୍ଟ ପଦବୀ ପାଇଁ ଆବେଦନ କରିବାର ଅଧିକାର ମିଳିଯାଏ ନାହିଁ ।
❤29😱3✍1
ଏହାର ଅର୍ଥ ଯେଉଁ post ର notice ରେ ଯଦି ଲେଖାଯାଇଥିବ କି minimum qualification କୁ ଛାଡି ଅଧିକ qualification ଥିବା ପିଲାମାନେ apply କରିପାରିବେନି, ତାହେଲେ ସେମାନେ କରିପାରିବେନି l ନଚେତ୍ ଆଗରୁ ଯେମିତି ପୋଷ୍ଟ୍ ଗୁଡିକ ପାଇଁ apply କରିପାରୁଥିଲ, ଠିକ୍ ସେମିତି ହିଁ କରିପାରିବ ll Complete details video ରେ ଅଛି ☝️
❤20✍3
CT Entrance Exam 2026 🔥 online classes details & 2025 all stream cuttoff details video ☝️
❤17
ସିଟି ପରୀକ୍ଷା - 2026 Odia Grammar Class - 01.... video OUT now ☝️
❤11🥰4🎉2🤩1🙏1
Odia Grammar Sabda full Concept and MCQ practice questions and answers ☝️
❤14🎉2🙏2
OSSSC District cadre Group-C recruitment notice 2026 released 🔥 check all details ☝️
🙏8👍2❤1
❤7🙏1
OSSSC CRE-2023, RI ARI AMIN SFS ICDS SUPERVISOR Main Exam Result OUT ☝️
❤9🥰1
❤9🤩1
OSSSC Group-C District cadre, 5989 Nurshing Officer Recruitment notice OUT ☝️
❤7🙏1
❤10
NIRVANA TUTORIAL
Photo
CT Entrance Exam 2026, Online Apply last date - 18/06/2026 .
ଯେଉଁମାନେ Online Apply କରୁଛନ୍ତି ଯଦି କିଛି ଭୁଲ୍ ରହିଯାଇଛି, ତାହେଲେ 19th June morning 11am ru 20 june 11pm ଏତିକି ସମୟ ମଧ୍ୟରେ ନିଜର Application formକୁ edit କରିପାରିବେ l
❤17
OSSSC NURSHING OFFICER 2026 Full notice out... check district wise vacancy details ☝️
❤7