NIRVANA TUTORIAL
26K subscribers
885 photos
1 video
180 files
726 links
All types of GOVERNMENT JOB notifications , Daily classes. And Trending topics based on studies for all Govt aspirants ✅
Download Telegram
ସିଟି ପରୀକ୍ଷା - 2026 information brochure ଆସିଯାଇଛି ll Online Apply - 27/05/2026 to 18/06/2026 ....
1. Eligibility Criteria
2. Age limit
3. Total Seat
4. Exam pattern
5. Exam syllabus
6. Quota details
7. Documents
8. Admission fee
9. College preference
10. Hostel fee
All details ☝️
❤42🤩5👏4👍1
Odisha Police District Constable, OISF,Communication constable & SI vacancy 2026 notice details ☝️
❤16👍1
Odisha govt job vacancy notice 🔥 clerk,Stenographer,driver,typist check all details ☝️
❤10🙏1
Odisha Govt Food Safety Officer Recruitment 2026 official notice out 🔥 check all details ☝️
❤14
CT EXAM 2026 🔥 Complete Exam pattern and Detailed Syllabus for upcoming Exam... check all details ☝️
❤20🙏2
DSSSB released 1979 vacancy 🔥 check all details ☝️
❤12
RRB Technician grade- 1 & 3 recruitment notice 2026 .... check all details ☝️
❤9🙏2
Odisha Govt AWW & AWH recruitment 2026 details notice ☝️
❤9
ସିଟି ପରୀକ୍ଷା 2026 ..... Exam Subject details & books / 2026 target mark - check details ☝️
❤18🙏1
ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ 👉
" କମ୍ ଯୋଗ୍ୟତାର ପଦବି ପାଇଁ ଉଚ୍ଚ ଯୋଗ୍ୟତା ଗ୍ରହଣୀୟ ନୁହେଁ"
( ଶିକ୍ଷାଗତ ଯୋଗ୍ୟତା ଲୁଚାଇ କରିଥିବା ଚାକିରି ଅବୈଧ )
ଯେଉଁ ଚାକିରି ବା ପଦବି ନିର୍ଦ୍ଦିଷ୍ଟ ଭାବେ କମ୍ ଶିକ୍ଷାଗତ ଯୋଗ୍ୟତା ସମ୍ପନ୍ନ ପ୍ରାର୍ଥୀଙ୍କ ପାଇଁ ଉଦ୍ଦିଷ୍ଟ ସେଥିପାଇଁ ଜଣେ ଉଚ୍ଚ ଶିକ୍ଷାଗତ ଯୋଗ୍ୟତା ଥିବା ବ୍ୟକ୍ତିଙ୍କୁ ଚୟନ କରାଯାଇପାରିବ ନାହିଁ । ଯଦି ଉଚ୍ଚ ଶିକ୍ଷାଗତ ଯୋଗ୍ୟତା ଥିବା ବ୍ୟକ୍ତି ତାଙ୍କ ଶିକ୍ଷା ବାବଦ ତଥ୍ୟ ଲୁଚାଇ ସେହି ଚାକିରି କରିଥାନ୍ତି ତେବେ ତାହାକୁ ଅବୈଧ ବିବେଚନା କରାଯିବ ବୋଲି ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ।

ଜଷ୍ଟିସ୍ ଅହସାନୁଦ୍ଦିନ ଅମାନୁଲ୍ଲା ଏବଂ ଜଷ୍ଟିସ୍ ଆର୍. ମହାଦେବନଙ୍କ ଖଣ୍ଡପୀଠ ମାଡ୍ରାସ ହାଇକୋର୍ଟ ୨୦୧୪ରେ ଦେଇଥିବା ଏକ ରାୟକୁ ରଦ୍ଦ କରିଛନ୍ତି । ଏଥିରେ ହାଇକୋର୍ଟ ସିଣ୍ଡିକେଟ୍ ବ୍ୟାଙ୍କ ଆଟେଣ୍ଡାଣ୍ଟ ଚାକିରି ପାଇବା ଲାଗି ଗ୍ରାଜୁଏସନ ଡିଗ୍ରୀ ଲୁଚାଇଥିବା ଜଣେ ବ୍ୟକ୍ତିଙ୍କ ପକ୍ଷରେ ଫଇସଲା ଶୁଣାଇଥିଲେ । ଏଥିସହ ସେହି କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦେବାକୁ ହାଇକୋର୍ଟ ଆଦେଶ ଦେଇଥିଲେ । ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ କହିଥିଲେ, କିଛି ପଦ ପାଇଁ କମ୍ ଲେଖା-ପଢ଼ା କରିଥିବା ଲୋକଙ୍କ ପାଇଁ ସମ୍ପୂର୍ଣ୍ଣ ଭାବେ ସଂରକ୍ଷିତ ରଖାଯିବା ରଖାଯିବା ଆବଶ୍ୟକ । ଏହାଦ୍ୱାରା ସେମାନଙ୍କୁ ଅଧିକ ଯୋଗ୍ୟ ପ୍ରାର୍ଥୀଙ୍କ ସହ ପ୍ରତିଦ୍ୱନ୍ଦିତା କରିବାକୁ ପଡିବନି ।

ସୂଚନା ଅନୁସାରେ ଉକ୍ତ ବ୍ୟାଙ୍କର Attendant ପଦବି କେବଳ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିବା ବ୍ୟକ୍ତିଙ୍କ ପାଇଁ ଉଦ୍ଦିଷ୍ଟ ଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଜଣାପଡିଥିଲା ଯେ, ଚାକିରି ପାଇଥିବା ବ୍ୟକ୍ତିଜଣକ ଗ୍ରାଜୁଏଟ୍ ଏବଂ ସେ ତାଙ୍କ ଶିକ୍ଷାଗତ ଯୋଗ୍ୟତା ଲୁଚାଇ ଥିଲେ । ସେହି ବ୍ୟକ୍ତିଙ୍କୁ ଚୟନ କରାଯିବା ଭୁଲ୍ ଥିଲା ଏବଂ ଏହା ଦ୍ୱାରା ଚୟନ ପ୍ରକ୍ରିୟାର ସ୍ୱଚ୍ଛତା ପ୍ରଭାବିତ ହୋଇଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଅଦାଲତ ସ୍ପଷ୍ଟ କରିଛନ୍ତି ଯେ, ସରକାର ଜଣେ ପାରଦର୍ଶୀ ଏବଂ ସମାନ ସୁଯୋଗ ପ୍ରଦାନକାରୀ ନିଯୁକ୍ତିଦାତା ଭାବେ କାର୍ଯ୍ୟ କରିବେ ବୋଲି ଆଶା କରାଯାଏ । ଅଧିକ ଶିକ୍ଷାଗତ ଯୋଗ୍ୟତା ଥିବା ପ୍ରାର୍ଥୀମାନେ କମ୍ ଶିକ୍ଷାଗତ ଯୋଗ୍ୟତାର ଲୋକଙ୍କ ଚାକିରି ନେଇଗଲେ, କମ୍ ଯୋଗ୍ୟତାର ଲୋକଙ୍କ ପାଇଁ ସୁଯୋଗ କମିଯିବ । ସରକାରୀ ଚାକିରିରେ ନିଯୁକ୍ତି ସର୍ବଦା ବିଜ୍ଞପ୍ତିରେ ଲେଖା ଯାଇଥିବା ନିୟମ ଅନୁଯାୟୀ ହେବା ଉଚିତ । ଉଚ୍ଚ ଶିକ୍ଷାଗତ ଯୋଗ୍ୟତା ଥିବା କାରଣରୁ କାହାକୁ କମ୍ ଯୋଗ୍ୟତା ବିଶିଷ୍ଟ ପଦବୀ ପାଇଁ ଆବେଦନ କରିବାର ଅଧିକାର ମିଳିଯାଏ ନାହିଁ ।
❤29😱3✍1