ଆଜି Odisha Common PG Entrance Test ଦେବାକୁ ଯାଉଥିବା ମୋର ସମସ୍ତ ଭାଇ ଓ ଭଉଣୀ ମାନଙ୍କୁ MS ODIA TUTORIAL ତରଫରୁ ଢେର ସାରା ଶୁଭେଚ୍ଛା ଓ ଶୁଭକାମନା 💐💐💐💐💐 ଆପଣ ମାନଙ୍କର ମନସ୍କାମନା ପୂର୍ଣ୍ଣ ହେଉ ସେଥିପାଇଁ ମୁଁ ଜଗତର ନାଥ ଜଗନ୍ନାଥଙ୍କ ପାଦ ପଙ୍କଜରେ ଗୁହାରି କରୁଛି🙏🙏🙏🙏 ଭଲ ଭାବିକି ଯାଆନ୍ତୁ ଦେଖିବେ ସବୁକିଛି ଭଲ ହିଁ ହେବ 👍🏻👍🏻👍🏻 ଆପଣ ସମସ୍ତେ ଆପଣଙ୍କର ଶତ ପ୍ରତିଶତ ଦିଅନ୍ତୁ ଏବଂ ସବୁବେଳେ ସକରାତ୍ମକ ଚିନ୍ତାଧାରା ରଖନ୍ତୁ 🤗🤗 ଭାରତର ବୀର ପୁତ୍ର Dr APJ Abdul Kalamଙ୍କର କେତଟି କଥା ମୁଁ କହିବି -:
1. I Am The Best.
2. Yes, I Can Do It.
3. God Is Always With Me.
4. I Am A Winner.
5. Today Is My Day.
All The Best To All Of You 💐💐💐👍🏻👍🏻👍🏻
#msodiatutorial
1. I Am The Best.
2. Yes, I Can Do It.
3. God Is Always With Me.
4. I Am A Winner.
5. Today Is My Day.
All The Best To All Of You 💐💐💐👍🏻👍🏻👍🏻
#msodiatutorial
🙏6👍3
https://t.me/amoodiabhasa
ଜୟ ଜଗନ୍ନାଥ 🙏ଉପରେ ଦିଆଯାଇଥିବା "ଆମ ଓଡ଼ିଆ ଭାଷା " ଏକ ନୂତନ ଟେଲିଗ୍ରାମ ଗ୍ରୁପ୍ ଅଟେ । ସେଠାରେ ଆପଣଙ୍କ ପ୍ରତ୍ୟେକ ପ୍ରଶ୍ନର ଉତ୍ତର, ଆପଣ ଚାହୁଁ ଥିବା ପୁସ୍ତକର କପି , ଆପଣ ଯାହା କହିବାକୁ ଚାହୁଁଛନ୍ତି ଏବଂ ଆପଣଙ୍କର ସାହାଯ୍ୟକାରୀ ଭିଡିଓ ପାଇପାରିବେ, ତେଣୁ ଉପରେ ଦିଆଯାଇଥିବା ଲିଙ୍କରେ join ହେଇଯାଆନ୍ତୁ । ଧନ୍ୟବାଦ 🙏

👍2