Follow the MASTER BRAIN IQ channel on WhatsApp: https://whatsapp.com/channel/0029VaB2BKH3WHTOEQfS8e35
❤8
ପିଇବାର ଇଚ୍ଛା = ପିପାସା
ଜାଣିବାର ଇଚ୍ଛା = ଜିଜ୍ଞାସା
ଜୟ କରିବାର ଇଚ୍ଛା = ଜିଗୀଷା
ହତ୍ୟା କରିବାର ଇଚ୍ଛା = ଜିଘାଂସା
ଲାଭ କରିବାର ଇଚ୍ଛା = ଲିପ୍ସା
ଦେଖୁବାର ଇଚ୍ଛା = ଦିଦୃକ୍ଷା
କରିବାର ଇଚ୍ଛା = ଚିକୀର୍ଷା
ଦାନ କରିବାର ଇଚ୍ଛା = ଦିତ୍ସା
ଶୁଣିବାର ଇଚ୍ଛା = ଶୁଶ୍ରୂଷା
ମୁକ୍ତି ପାଇବାର ଇଚ୍ଛା = ମୁମୁକ୍ଷା
ମରିବାର ଇଚ୍ଛା = ମୁମୂର୍ଷା
ପିଇବାକୁ ଇଚ୍ଛୁକ = ପିପାସୁ
ଜାଣିବାକୁ ଇଚ୍ଛୁକ = ଜିଜ୍ଞାସୁ
ଲାଭକରିବାକୁ ଇଚ୍ଛୁକ = ଲିପ୍ସୁ
ଜାଣିବାର ଇଚ୍ଛା = ଜିଜ୍ଞାସା
ଜୟ କରିବାର ଇଚ୍ଛା = ଜିଗୀଷା
ହତ୍ୟା କରିବାର ଇଚ୍ଛା = ଜିଘାଂସା
ଲାଭ କରିବାର ଇଚ୍ଛା = ଲିପ୍ସା
ଦେଖୁବାର ଇଚ୍ଛା = ଦିଦୃକ୍ଷା
କରିବାର ଇଚ୍ଛା = ଚିକୀର୍ଷା
ଦାନ କରିବାର ଇଚ୍ଛା = ଦିତ୍ସା
ଶୁଣିବାର ଇଚ୍ଛା = ଶୁଶ୍ରୂଷା
ମୁକ୍ତି ପାଇବାର ଇଚ୍ଛା = ମୁମୁକ୍ଷା
ମରିବାର ଇଚ୍ଛା = ମୁମୂର୍ଷା
ପିଇବାକୁ ଇଚ୍ଛୁକ = ପିପାସୁ
ଜାଣିବାକୁ ଇଚ୍ଛୁକ = ଜିଜ୍ଞାସୁ
ଲାଭକରିବାକୁ ଇଚ୍ଛୁକ = ଲିପ୍ସୁ
👍78❤33❤🔥7🎉6🏆4👌2
ଭାରତରେ କେତେଥର ଜାତୀୟ ଜରୁରୀ କାଳୀନ ପରିସ୍ଥିତି ( National Emergency ) ଲାଗୁ ହୋଇଛି ?
Anonymous Quiz
25%
2
59%
3
12%
4
5%
5
🥰20❤14👍10😢4🎉3🏆2
❤30👍10⚡3🏆2😘2✍1👌1
State Emergency Also known as -
Anonymous Quiz
31%
National Emergency
16%
Financial emergency
12%
District emergency
42%
Constitutional Emergency
👌23❤10❤🔥6😘4⚡3🏆3