It's STUDY TIME!
49.2K subscribers
3.23K photos
59 videos
1.11K files
2.19K links
This is the official telegram channel of It's Study Time!

All class schedules, informations , important study materials are available in this telegram channel.

Contact for any request or any information - 7504511184(WhatsApp only , Don't call)
Download Telegram
PEO notification soon by OSSSC
👍154🎉1
ଆଜି ଠାରୁ 3rd phase SSD SEVAK SEVIKA district allocation start ହେଉଛି।
Reporting time ଭିତରେ OSSSC office ରେ ପହଞ୍ଚିଯିବେ।
1st sitting 9 am
2nd sitting 12 noon.
Required documents 👇
1) Intimation
2) Xerox copy of OTET, d.el.ed certificate and marksheet.
3) original aadhar / other govt id having correct name and dob as of application
4) original certificate & marksheet.

Note:-
JTS / LTR / Other job ରେ ଯେଉଁମାନେ district allocation own district ପାଇବା ଆଶା ରେ ଯାଉଛନ୍ତି। ଯଦି ନିଜ ଜିଲ୍ଲା/ ପାଖ ଜିଲ୍ଲା ପାଉନାହାଁନ୍ତି। ଯଦି ଆପଣ ସେ district ରେ join କରିବେ ନାହିଁ, ତାହେଲେ ସେଇଟି ଆପଣ ଅଫିସର ଙ୍କୁ skip କରିବେ ବୋଲି କହିପାରିବେ। ଯାହାଦ୍ବାରା ତଳ ଆଡୁ ଜଣେ needy ଆଶାୟୀ ତାହାର ସ୍ୱପ୍ନର ଚାକିରି ପାଇପାରିବ ଓ ଗୋଟିଏ ପରିବାର ଖୁସି ହୋଇପାରିବ।
Request 🙏
129🙏58👍10👏3🎉2
😱127🙏7
It's STUDY TIME!
Photo
OSSTET ରେ SEBC ରେ apply କରି LTR UR ରେ apply କରିଛନ୍ତି। ସେଥିପାଇଁ reject. Mark ପାଇଁ ନୁହେଁ। OSSTET/OTET ରେ SEBC mark ରେ qualify କଲେ ବି RHT/AT ରେ UR ରେ SELECT ହୋଇପାରିବେ। କିନ୍ତୁ RHT/AT ରେ SEBC ରେ ହିଁ APPLY କରିବେ, UR ରେ ନୁହେଁ।
👍65😱4325💯4
It's STUDY TIME! pinned «OSSTET ରେ SEBC ରେ apply କରି LTR UR ରେ apply କରିଛନ୍ତି। ସେଥିପାଇଁ reject. Mark ପାଇଁ ନୁହେଁ। OSSTET/OTET ରେ SEBC mark ରେ qualify କଲେ ବି RHT/AT ରେ UR ରେ SELECT ହୋଇପାରିବେ। କିନ୍ତୁ RHT/AT ରେ SEBC ରେ ହିଁ APPLY କରିବେ, UR ରେ ନୁହେଁ।»
OTET exam on 28th june
20
4
eSpacepdfEnclrpath (6).pdf
5.6 MB
Transfer guidelines for all government employees
8👍4🥰1🤩1
Secondary teacher transfer portal.pdf
243.6 KB
Secondary teacher transfer portal.pdf
11
D.EL.ED admission 2026
17👍1
SSD SEVAK SEVIKA UPDATE

Last 2 ଦିନ ର counselling ବାକି ରହିଲା।
ଏହି ୨ ଦିନ ପାଇଁ ଆଉ coastal district ରେ vacancy ନାହିଁ। ୨/୪ Southern district ଛାଡ଼ିଦେଲେ Maximum district ରେ UR vacancy ସରିଯାଇଛି।


ଯଦି ଆପଣ job ରେ ଅଛନ୍ତି, ନିଜ କିମ୍ବା ପାଖ ଜିଲ୍ଲା ପାଇବା ପାଇଁ ଆଶା ଅଛି ଆପଣ costal ରେ ଆଉ ଜିଲ୍ଲା ପାଇବେ ନାହିଁ।
ତେଣୁ ଆପଣ allocation କୁ ନଯିବା ଭଲ, ଯଦି ଯାଉଛନ୍ତି ଆଉ ନିଜ ଜିଲ୍ଲା ହେଉନାହିଁ, ତାହେଲେ ସେଇଟି join କରିବେନି ବୋଲି କୁହନ୍ତି। ତଳ ଆଡୁ ଗୋଟିଏ ପିଲା ଯିଏ ଯେଉଁଠି ବି ହେଲେ join କରିବ,ସେ ସେହି job ଟି ପାଇପାରିବ।

୨୭ ଭିତରେ UR category may be fill up ହୋଇଯାଇପରେ, କେତେକ ur (W) vacancy ରହିପାରେ।
ଯାହା Next phase ରେ SC,ST,SEBC ସହ intimation ଆସିବ।

Thank You
98👍35