UR & UR(W) vacancy ନେଇ ଆପଣ ଙ୍କ doubt ରହୁଛି, ମେସେଜ କରୁଛନ୍ତି।ବହୁତ୍ ଥର video ରେ ମୁଁ ବୁଝେଇଛି।
1st rank ରୁ ସବୁ candidates ଙ୍କୁ ଡକା ଯିବ। ପୁଅ ପିଲା UR ର seat ନେବେ। ଝିଅ ପିଲା UR (W) seat ନେବେ। ଯଦି କିଛି Rank ପରେ UR (W) vacancy ସରିଯାଉଛି ଓ UR ରେ vacancy ଅଛି, ଝିଅ ପିଲା UR ର seat ନେଇପାରିବେ।
କିନ୍ତୁ practically UR ର vacancy ଆଗେ ସରିଯିବ ଲାଗୁଛି, UR (W) vacancy ପରେ ସରିବ। UR (W) cut-off କମ୍ ଯାଇପାରେ 1 Mark ପାଖାପାଖି।

👍40❤22🥰2😱2
It's STUDY TIME! pinned «UR & UR(W) vacancy ନେଇ ଆପଣ ଙ୍କ doubt ରହୁଛି, ମେସେଜ କରୁଛନ୍ତି।ବହୁତ୍ ଥର video ରେ ମୁଁ ବୁଝେଇଛି। 1st rank ରୁ ସବୁ candidates ଙ୍କୁ ଡକା ଯିବ। ପୁଅ ପିଲା UR ର seat ନେବେ। ଝିଅ ପିଲା UR (W) seat ନେବେ। ଯଦି କିଛି Rank ପରେ UR (W) vacancy ସରିଯାଉଛି ଓ UR ରେ vacancy ଅଛି, ଝିଅ ପିଲା…»
SSD SEVAK SEVIKA ରେ ଆପଣ କେଉଁ category? (Intimation ଆସିଥିବା 607 candidates participate କରିବେ)
Anonymous Poll
16%
Male
5%
Female
36%
Poll check.
31%
ମୋର intimation ଆସିନାହିଁ।
16%
ମୁଁ exam ଦେଇନାହିଁ।
❤29👍3🤩2🎉1
*ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଓଡ଼ିଶା*
*ମୁଖ୍ୟମନ୍ତ୍ରୀଙ୍କ ଘୋଷଣା*
*ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୨ ପ୍ରତିଶତ ବୃଦ୍ଧି*
*ସମୁଦାୟ ମହଙ୍ଗା ଭତ୍ତା ୫୮ ରୁ ୬୦ ପ୍ରତିଶତକୁ ବୃଦ୍ଧି ପାଇଲା*
*ପିଛଲା ଭାବେ ୨୦୨୬ ଜାନୁଆରୀ’ରୁ ଲାଗୁ ହେବ*
*ପେନସନ୍ଭୋଗୀଙ୍କ ଟି.ଆଇ ରେ ମଧ୍ୟ ବୃଦ୍ଧି*
ଭୁବନେଶ୍ୱର
୧୫ ମେ ୨୦୨୬
ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ଦୁଇ ପ୍ରତିଶତ ବୃଦ୍ଧି ବିଷୟ ଘୋଷଣା କରିଛନ୍ତି।
ଏହା ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫୮ ପ୍ରତିଶତରୁ ୬୦ ପ୍ରତିଶତକୁ ବୃଦ୍ଧି ପାଇଲା। ଏହା ୨୦୨୬ ଜାନୁଆରୀ ପହିଲାରୁ ପିଚ୍ଛିଲା ଭାବରେ ଲାଗୁ ହେବ।
ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ଚଳିତ ମେ ମାସ ଦରମାରେ ନଗଦ ଆକାରରେ ମିଳିବ ।
ଏହା ସହିତ ପେନ୍ସନ ଭୋଗୀ ମାନଙ୍କ ଟି.ଆଇ ରେ ମଧ୍ୟ ଦୁଇ ପ୍ରତିଶତ ବୃଦ୍ଧି କରାଯାଇଛି। ସେମାନେ ମଧ୍ୟ ଅନୁରୂପ ଭାବେ ମେ ମାସ ପେନ୍ସନରେ ଏହି ବର୍ଦ୍ଧିତ ଟି.ଆଇ ପାଇବେ।
ଏହା ଦ୍ୱାରା ରାଜ୍ୟର ପ୍ରାୟ ସାଢେ ଆଠ ଲକ୍ଷ ସରକାରୀ କର୍ମଚାରୀ ଓ ପେନ୍ସନଭୋଗୀ ଉପକୃତ ହେବେ।

❤21
It's STUDY TIME!
SSD SEVAK SEVIKA 21 -27 may counselling.pdf
Searchable list.759 candidates ଙ୍କ roll no.
👍6❤2
କାଲି ଠାରୁ SSD SEVAK SEVIKA district allocation start ହେଉଛି।
Reporting time ଭିତରେ OSSSC office ରେ ପହଞ୍ଚିଯିବେ।
1st sitting 9 am
2nd sitting 12 noon.
Required documents 👇
1) Intimation
2) original aadhar / other govt id having correct name and dob as of application
3) Xerox copy of aadhar/other govt documents
4) original certificate & marksheet.
Note:-
JTS / LTR / Other job ରେ ଯେଉଁମାନେ district allocation own district ପାଇବା ଆଶା ରେ ଯାଉଛନ୍ତି। ଯଦି ନିଜ ଜିଲ୍ଲା/ ପାଖ ଜିଲ୍ଲା ପାଉନାହାଁନ୍ତି। ଯଦି ଆପଣ ସେ district ରେ join କରିବେ ନାହିଁ, ତାହେଲେ ସେଇଟି ଆପଣ ଅଫିସର ଙ୍କୁ skip କରିବେ ବୋଲି କହିପାରିବେ। ଯାହାଦ୍ବାରା ତଳ ଆଡୁ ଜଣେ needy ଆଶାୟୀ ତାହାର ସ୍ୱପ୍ନର ଚାକିରି ପାଇପାରିବ ଓ ଗୋଟିଏ ପରିବାର ଖୁସି ହୋଇପାରିବ।
Request 🙏

🙏244❤60👍18👏3😱3🤩2
ଆଜି ର ssd counselling update
1)Rank ଅନୁସାରେ ଡାକିବେ
2) preference ଅନୁସାରେ ଦେବେ।
3)Preference change ହେବନି।
4)Otet , d.el.ed certificate & marksheet xerox ନେବେ।
5)Nayagarh ,Puri,khorda,Jagatsinghpur ରେ UR vacancy ଆଉ ନାହିଁ।
6)Jhia pila nku UR(W) ରୁ seat diajiba. ଯଦି perticular dist. ରେ UR (W) vacancy ନାହିଁ। UR seat ନେଇପାରିବେ।
ଆଜି ୨/୩ ଜଣ ପିଲା own district ପାଇଲେନି, JTS ରେ ଅଛନ୍ତି, SSD join କରିବେ ନାହିଁ। କିନ୍ତୁ district ନେଇକି ଯାଇଛନ୍ତି। ଦୟାକରି ଆପଣ ଯଦି join କରିବେ ନାହିଁ। ତାହେଲେ ଜିଲ୍ଲା ନିଅନ୍ତୁ ନାହିଁ।
ଆପଣଙ୍କ ତଳୁ ଗୋଟାଏ ପିଲା ଚାକିରି ପାଇପାରିବ।
Request

🙏124❤70👍10👏7