Congratulations jeun mane main pain select hoichanty.
Jahara heini Assistant teacher bahut jaldi asuchi ready huantu.
Asanta Kali SSD MAIN EXAM pain planning video aniba.
Ta saha relevant documents and helpful questions set and PDFs share heba telegram re.
Kindly telegram re update ruhantu.
Thank you all.
GD night.

❤65🥰1
It's STUDY TIME! pinned «Congratulations jeun mane main pain select hoichanty. Jahara heini Assistant teacher bahut jaldi asuchi ready huantu. Asanta Kali SSD MAIN EXAM pain planning video aniba. Ta saha relevant documents and helpful questions set and PDFs share heba telegram re.…»
SSD SEVAK SEVIKA MERIT LIST 👆. You can search your roll no in this pdf.
❤2🤩2
It's STUDY TIME! pinned «SSD SEVAK SEVIKA MERIT LIST 👆. You can search your roll no in this pdf.»
Forwarded from It's STUDY TIME!
❤5🙏1
SSD SEVAK SEVIKA PRELIMINARY ALL SHIFT QUESTIONS 2025.pdf
135.2 MB
SSD SEVAK SEVIKA PRELIMINARY ALL SHIFT QUESTIONS 2025.pdf
❤15👍6
ଦୀପାବଳି ପୂର୍ବରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ଙ୍କ ଘୋଷଣା
ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ତିନି ପ୍ରତିଶତ ବୃଦ୍ଧି
ଏହା ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫୫ ପ୍ରତିଶତରୁ ୫୮ ପ୍ରତିଶତକୁ ବୃଦ୍ଧି ପାଇଲା
ଏହା ଜୁଲାଇ ପହିଲା ୨୦୨୫ରୁ ପିଚ୍ଛିଲା ଭାବରେ ଲାଗୁ ହେବ
ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ଚଳିତ ଅକ୍ଟୋବର ମାସ ଦରମାରେ ନଗଦ ଆକାରରେ ମିଳିବ
ପେନ୍ସନଭୋଗୀମାନଙ୍କ ଟି.ଆଇ ରେ ମଧ୍ୟ ତିନି ପ୍ରତିଶତ ବୃଦ୍ଧି ହୋଇଛି । ଅନୁରୂପ ଭାବେ ଅକ୍ଟୋବର ମାସ ପେନ୍ସନରେ ଏହି ବର୍ଦ୍ଧିତ ଟି.ଆଇ ମିଳିବ । ଏହା ଦ୍ୱାରା ପ୍ରାୟ ସାଢେ ଆଠ ଲକ୍ଷ ସରକାରୀ କର୍ମଚାରୀ ଓ ପେନ୍ସନଭୋଗୀ ଉପକୃତ ହେବେ।

❤44🎉1🤩1