Creative Educational Idea
37K subscribers
2.48K photos
23 videos
2.03K files
8.21K links
Download Telegram
⛈️As per the letter received from District Education Office Jajpur, Balasore, Sambalpur,Baragada, Sundargarh , Bhadrak & Keonjhar classes are suspended on 29th July, 2026 because of heavy rain and adverse weather conditions.
16
🚨 OTET Certificate Update / ସୂଚନା 🚨ସମସ୍ତ OTET ପରୀକ୍ଷାର୍ଥୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର !

📜OTET ସାର୍ଟିଫିକେଟ୍ ବୋର୍ଡ ତରଫରୁ ଆସିସାରିଛି ଏବଂ ଆପଣ ଫର୍ମ ପୂରଣ ସମୟରେ ଦେଇଥିବା ନିଜ ନିଜ ପୋଷ୍ଟ ଅଫିସ୍ Permanent Address (Post Office) ଠିକଣାରେ ମିଳିବା ଆରମ୍ଭ ହୋଇଯାଇଛି

📄 ପ୍ରଥମେ: Paper - 1 ସାର୍ଟିଫିକେଟ୍ ଆସୁଛି
📄 ତା’ପରେ: Paper - 2 ସାର୍ଟିଫିକେଟ୍ ଆସିବ

🔔 ଆଲର୍ଟ ରୁହନ୍ତୁ:

ନିଜ ସ୍ଥାନୀୟ Postman କିମ୍ବା Post Office ସହ ତୁରନ୍ତ ଯୋଗାଯୋଗରେ ରୁହନ୍ତୁ, ଯାହାଦ୍ୱାରା ସାର୍ଟିଫିକେଟ୍ ପାଇବାରେ କୌଣସି ଅସୁବିଧା ହେବ ନାହିଁ
21
🧑‍💼Swasat Mishra, an IAS officer, is allegedly holding up the teacher recruitment process. Even the Chief Minister's orders are said to have had no effect.

📌He reportedly says, "Sir, we have already appointed 26,000 teachers. There is no need for more recruitment at the moment."

So, Brothers and Sisters, look at the situation. If this IAS officer is transferred or removed from this position, teacher recruitment may move forward; otherwise, it may not. He is being blamed as the main obstacle to teacher recruitment.

🙄Why is he considered an obstacle?

✍️It is because he is the Chief Minister's Private Principal Secretary. The Chief Minister also holds the Finance portfolio.

🫸Therefore, it is being claimed that approval from the Finance Department is not coming through. According to this view, only if that IAS officer is removed from the position will any progress be possible.
👍5512
⛈️ ବର୍ଷା ଏବଂ ବାତ୍ୟା କାରଣରୁ ୩୦July ସ୍କୁଲ ଛୁଟି ଘୋଷଣା

📌 ଯାଜପୁର, ଭଦ୍ରକ, କଳାହାଣ୍ଡି, ନବରଙ୍ଗପୁର ଜିଲ୍ଲାରେ ଆସନ୍ତାକାଲି ସବୁ ସ୍କୁଲ ଛୁଟି
📢ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନର ନିଷ୍ପତ୍ତି
🏫ସବୁ ସରକାରୀ ଓ ଘରୋଇ ସ୍କୁଲ ସହ ଅଙ୍ଗନବାଡ଼ି କେନ୍ଦ୍ର ଛୁଟି
16
Creative Educational Idea pinned «⛈️ ବର୍ଷା ଏବଂ ବାତ୍ୟା କାରଣରୁ ୩୦July ସ୍କୁଲ ଛୁଟି ଘୋଷଣା 📌 ଯାଜପୁର, ଭଦ୍ରକ, କଳାହାଣ୍ଡି, ନବରଙ୍ଗପୁର ଜିଲ୍ଲାରେ ଆସନ୍ତାକାଲି ସବୁ ସ୍କୁଲ ଛୁଟି 📢ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନର ନିଷ୍ପତ୍ତି 🏫ସବୁ ସରକାରୀ ଓ ଘରୋଇ ସ୍କୁଲ ସହ ଅଙ୍ଗନବାଡ଼ି କେନ୍ଦ୍ର ଛୁଟି»
Jamia_Millia_Islamia_University_OSOU_Prospectus_2026_27_July.pdf
14.9 MB
Jamia Millia Islamia University (OSOU) Prospectus_2026_27_July.pdf
3