Sukant Tutorial
13.2K subscribers
4.08K photos
5 videos
333 files
2.31K links
Hi Friends I am Sukant , Welcome to My Channel "Sukant Tutorial"
In this channel you will get
1.Educational Related all videos
2.Educational News & Letters
3.Scholarship update


Subscribe me on YouTube -: https://youtube.com/@SukantTutorial
Download Telegram
https://youtu.be/V5WrSbAV2hM?si=2PJiUjAQZSvwYfyO

e-Medhabruti (UG Merit , PG Merit , Technical & professional Merit) , Vyasakabi Fakir Mohan Bhasabruti (VFMB)Scholarship , Gopabandhu Sikhya Sahayata Yojana (GSSY) scholarship
4
ଏବେ Scholarship କୁ ନେଇ ଯାହା ବି Problem ଅଛି ଜଣାନ୍ତୁ

Mo I'd -
@SukantTutorialAdmin
7
Sukant Tutorial
https://youtu.be/GZKGT5I62YA?si=B2HMPLCU764Ms8EV ଆଜିଠୁ ୪ ଦିନ ପର୍ଯ୍ୟନ୍ତ ସ୍କୁଲ ଓ କଲେଜ୍ ଛୁଟି ସମସ୍ତେ ନିଶ୍ଚିତ ଦେଖନ୍ତୁ👍
୮ ଜିଲ୍ଲାରେ ସ୍କୁଲ ଛୁଟି - ଗଣଶିକ୍ଷା ବିଭାଗ

'ମୋନ୍ଥା' ପାଇଁ ଦକ୍ଷିଣ ଓଡ଼ିଶାର ୮ ଜିଲ୍ଲାରେ ସ୍କୁଲ ଛୁଟି । ସ୍କୁଲ ଛୁଟି ଘୋଷଣା କଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଆସନ୍ତାକାଲିଠୁ (ଅକ୍ଟୋବର୨୮) ରୁ ଅକ୍ଟୋବର ୩୦ ଯାଏଁ ୮ ଜିଲ୍ଲାରେ ବନ୍ଦ ରହିବ ସ୍କୁଲ ।
12😢5👍2
ଏବେ SCHOLARSHIP କୁ ନେଇ ଯାହା ବି PROBLEM ଅଛି ଜଣାନ୍ତୁ

MO I'D -
@SukantTutorialAdmin
Sukant Tutorial
ଏବେ SCHOLARSHIP କୁ ନେଇ ଯାହା ବି PROBLEM ଅଛି ଜଣାନ୍ତୁ MO I'D - @SukantTutorialAdmin
Only gote problem ta ?? Naa Aau kichhi achhi (Only Renewal Naa both Fresh & Renewal)

Caste Certificate Upload Problem
👍123
ମହାବାତ୍ୟାକୁ ପୂରିଲା ୨୬ ବର୍ଷ
5👍4
ଆଜି ବି ଅକ୍ଟୋବର ୨୯ ........
10🔥3
୧୯୯୯ ଅକ୍ଟୋବର ୨୯ : ଭୟାନକ ସ୍ମୃତି ମହାବାତ୍ୟା ପରର ଖବରକାଗଜ
12👍2🔥2🤔2
ଯୁକ୍ତ ୨ ଫର୍ମ ପୂରଣ ଅବଧି ବୃଦ୍ଧି

-ବାତ୍ୟା 'ମୋନ୍ଥା' ପାଇଁ ଯୁକ୍ତ ୨ ଫର୍ମ ପୂରଣ ଶେଷ ତାରିଖ ଅବଧି ବୃଦ୍ଧି
-ନଭେମ୍ୱର ୩ ତାରିଖ ପର୍ଯ୍ୟନ୍ତ ଫର୍ମ ପୂରଣ ଅବଧି ବୃଦ୍ଧି
-ଅକ୍ଟୋବର ୨୮ ତାରିଖ ଥିଲା ଫର୍ମ ପୂରଣ ଶେଷ ତାରିଖ
-୨୦୨୬ ଯୁକ୍ତ ୨ ପରୀକ୍ଷା ପାଇଁ ଚାଲିଛି ଫର୍ମ ପୂରଣ
-କଲେଜ କର୍ତ୍ତୃପକ୍ଷଙ୍କ ନିବେଦନ ପରେ CHSEର ନିଷ୍ପତ୍ତି
6👏2💯2
ସମସ୍ତଙ୍କ ପାଇଁ ଜାଣିବା କଥା - https://www.instagram.com/p/DQYSWJwgfMh/?igsh=MTR6eHJwczZpc3Zmbg==
ସୁଯୋଗ ଥରେ ଆସେ .... କେହିବି ହାତ ଛଡ଼ା କରନ୍ତୁ ନାହିଁ : https://www.instagram.com/p/DQY2FdXjB4r/?igsh=Y3JranNjMDNlaTM5
5
OS-CIT Govt. & University Computer Course

November Batch Admission Now Start & Last Date November 30

For Admission Contact - +91 6372522240 (What's app)
3
Sukant Tutorial
OS-CIT Govt. & University Computer Course November Batch Admission Now Start & Last Date November 30 For Admission Contact - +91 6372522240 (What's app)
ବହୁତ ପିଲା Os-Cit Computer Course କରି ସାରିଲେଣି .......

ଚାକିରୀ ସମୟର Os-Cit Certificate ନିଶ୍ଚିତ ଦରକାର କିନ୍ତୁ Os-Cit University Course ତେଣୁ Urgent Certificate ମିଳିବ ନାହିଁ ......

ଯେଉଁମାନେ ଏ ପର୍ଯ୍ୟନ୍ତ ଆଡ଼ମିଶନ୍ କରି ନାହାଁନ୍ତି ଏବେ ହିଁ କରିଦିଅନ୍ତୁ
4
ଆଡ଼ମିଶନ୍ ପାଇଁ ମତେ ଯୋଗାଯୋଗ କରନ୍ତୁ

📞 Contact us :-

What's app :-
+91
6372522240
7
𝐂.𝐇.𝐀.𝐌.𝐏.𝐈.𝐎.𝐍.𝐒 🏆

Congratulations to #TeamIndia on winning their maiden ICC Women's Cricket World Cup 🇮🇳
17
ଆସିଗଲା NEW SCHOLARSHIP
🔥5🤔31