Sukant Tutorial
13.2K subscribers
4.08K photos
5 videos
333 files
2.32K links
Hi Friends I am Sukant , Welcome to My Channel "Sukant Tutorial"
In this channel you will get
1.Educational Related all videos
2.Educational News & Letters
3.Scholarship update


Subscribe me on YouTube -: https://youtube.com/@SukantTutorial
Download Telegram
Post Matric Scholarship Apply (Fresh & Renewal ) ସମୟ ଯେଉଁ Problem ହେଉଥିଲା ଠିକ୍ ହୋଇଗଲା ତ ????

Comments କର

My I'd - @SukantTutorialAdmin
7😢1
❇️ ଫେବ୍ରୁଆରୀ ୧୫ ରୁ ୨୫ ଭିତରେ ଯୁକ୍ତ ଦୁଇ ପରୀକ୍ଷା

-ଫେବ୍ରୁଆରୀ ୧୫ରୁ ୨୫ ଭିତରେ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା
-ଫେବ୍ରୁଆରୀ ୧୫ରୁ ୨୫ ମଧ୍ୟରେ ଯେକୌଣସି ତାରିଖରେ ଆରମ୍ଭ ହେବ ପରୀକ୍ଷା
-ଏନେଇ ସୂଚନା ଦେଲେ CHSE ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ ପରିଡ଼ା
-ଡିସେମ୍ବର ୧୫ ତାରିଖ ସୁଦ୍ଧା ମିଳିବ ଆଡମିଟ୍ କାର୍ଡ
-ଇଣ୍ଟରନାଲ ପରୀକ୍ଷା ଡିସେମ୍ବର ୨୨ରୁ ୩୧ ଯାଏଁ ହେବ
-ଜାନୁଆରୀ ୨ରୁ ୧୫ ଯାଏଁ ହେବ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା
-ନଭେମ୍ବର ୨୯ ସୁଦ୍ଧା ପରୀକ୍ଷା ସେଣ୍ଟରରେ ଲାଗିବ ସିସିଟିଭି କ୍ୟାମେରା
-ଏଥର ମୋଟ୍ ୧୩୪୯ ସେଣ୍ଟରରେ ହେବ ଯୁକ୍ତ ଦୁଇ ପରୀକ୍ଷା
5👍2
Post Matric Scholarship Apply Start ହେବାର ଗୋଟେ ମାସ ହେଲାଣି କିନ୍ତୁ Apply କରି ହେଉନି (Bahut Problem heuchhi)

କଣ କରିବା ନିଜ ମତାମତ ଦିଅନ୍ତୁ - CLICK HERE
7
ସୋମବାର ସ୍କୁଲ୍‌ ଛୁଟି

-ଆସନ୍ତା ସୋମବାର ଦୀପାବଳି ପାଇଁ ସ୍କୁଲ୍‌ ଛୁଟି
-ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ହେଲା ସୂଚନା
4👍1
ଦୀପାବଳି ଛୁଟି ସମ୍ବନ୍ଧିତ ଘୋଷଣା

ପବିତ୍ର ଦୀପାବଳି ନିମନ୍ତେ ରାଜ୍ୟ ସରକାର ୨୦ ଅକ୍ଟୋବର (ସୋମବାର)କୁ ଅତିରିକ୍ତ ଛୁଟି ଦିବସ ଭାବରେ ଘୋଷଣା କରିଛନ୍ତି ।
3👍2
The DElEd exam scheduled to be held on 20th October is rescheduled for 29th October in view of the declared public holiday.
👍52
ଦେଖନ୍ତୁ ଦୀପାବଳୀ ପାଇଁ କେଉଁ ଦିନ କଲେଜ ଓ ବିଶ୍ବବିଦ୍ୟାଳୟ ଛୁଟି

Link : https://www.instagram.com/p/DP83JBYAYMq/?igsh=MWp5bjRiM3kxb3Uyaw==
3
Post Matric Scholarship Apply (Fresh & Renewal ) ସମୟ ଯେଉଁ Problem ହେଉଥିଲା ଠିକ୍ ହୋଇଗଲା ତ ????

Comments କର

My I'd - @SukantTutorialAdmin
7😢2
୨ ଦିନ ସ୍କୁଲ୍‌ ଛୁଟି

-ଦୀପାବଳି ପାଇଁ ରାଜ୍ୟରେ ୨ ଦିନ ସ୍କୁଲ୍‌ ଛୁଟି
-ଉଭୟ ୨୦ ଓ ୨୧ ତାରିଖରେ ସ୍କୁଲ ଛୁଟି ରହିବ
-ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ହେଲା ସୂଚନା
👍87
ଆଜି ହିଁ ଘରେ ରହି ଅନଲାଇନ୍ ମାଧ୍ୟମରେ 3 ମାସ OS-CIT GOVT. କମ୍ପ୍ୟୁଟର କୋର୍ସ କରନ୍ତୁ

100% Govt. University ର Verified Computer Certificate Course ପାଇଁ ଆମ ସହ ଯୋଗାଯୋଗ କରନ୍ତୁ

ଆଡ଼ମିଶନ୍ ପାଇଁ ମତେ ଯୋଗାଯୋଗ କରନ୍ତୁ

📞 Contact us :-

What's app :-
+91
6372522240
5
3
Happy DIWALI to ALL🪔
9🔥1
ସମସ୍ତଙ୍କ ପାଇଁ ଆସିଲା ବହୁତ ବଡ଼ ଅପଡ଼େଟ୍

Link -
https://www.instagram.com/p/DQCP1N3ARAT/?igsh=ZHQ3N2FtbnFucHQ1

ଦେଖି ନିଅନ୍ତୁ ନହେଲେ ହଇରାଣ ହେବେ
4
ଆଜି ହିଁ ଘରେ ରହି ଅନଲାଇନ୍ ମାଧ୍ୟମରେ 3 ମାସ OS-CIT GOVT. କମ୍ପ୍ୟୁଟର କୋର୍ସ କରନ୍ତୁ

100% Govt. University ର Verified Computer Certificate Course ପାଇଁ ଆମ ସହ ଯୋଗାଯୋଗ କରନ୍ତୁ

ଆଡ଼ମିଶନ୍ ପାଇଁ ମତେ ଯୋଗାଯୋଗ କରନ୍ତୁ

📞 Contact us :-

What's app :-
+91
6372522240
4