Sukant Tutorial
13.2K subscribers
4.08K photos
5 videos
333 files
2.32K links
Hi Friends I am Sukant , Welcome to My Channel "Sukant Tutorial"
In this channel you will get
1.Educational Related all videos
2.Educational News & Letters
3.Scholarship update


Subscribe me on YouTube -: https://youtube.com/@SukantTutorial
Download Telegram
Sukant Tutorial
ତରବର୍ ହୋଇକି SCHOLARSHIP APPLY କରିକି କେବେ ବି REVERT କରନି........ ଥରେ REVERT ହେଲେ RE-APPLY ତାରିଖ ନ ଆସିଲେ ଟଙ୍କା ମିଳିବନି
କେବେ ବି PRIVATE SCHOLARSHIP APPLY କର ନାହିଁ ନହେଲେ GOVT. SCHOLARSHIP ଟଙ୍କା ମିଳିବ ନାହିଁ
7
Sukant Tutorial
କେବେ ବି PRIVATE SCHOLARSHIP APPLY କର ନାହିଁ ନହେଲେ GOVT. SCHOLARSHIP ଟଙ୍କା ମିଳିବ ନାହିଁ
ଯଦି ବିଶ୍ୱାସ ହେଉନି ସେଥିରେ ମୋର କିଛି କହିବାର ନାହିଁ ...... ଯେତେବେଳେ ଟଙ୍କା ମିଳିବନି ଜାଣି ପାରିବେ ସେତେବେଳେ କେହି କିଛି ବି କରି ପାରିବେନି
👍94🤔2
Post Matric Scholarship Apply (Fresh & Renewal ) ସମୟ କେଉଁ କେଉଁ Problem ହେଉଛି Comments କର

My I'd - @SukantTutorialAdmin
5
Post Matric Scholarship ସବୁ Problem ର ସମାଧାନ Video ଆସୁଛି କିଛି ସମୟ ଭିତରେ

Wait ......
5
Post Matric Scholarship Apply (Fresh & Renewal ) ସମୟ ଯେଉଁ Problem ହେଉଥିଲା ଠିକ୍ ହୋଇଗଲା ତ ????

Comments କର

My I'd - @SukantTutorialAdmin
6🔥1
Sukant Tutorial
Post Matric Scholarship Apply (Fresh & Renewal ) ସମୟ ଯେଉଁ Problem ହେଉଥିଲା ଠିକ୍ ହୋଇଗଲା ତ ???? Comments କର My I'd - @SukantTutorialAdmin
Tweet କରିବା Problem ଠିକ୍ କରିବା ପାଇଁ ..... ଯେଉଁ Problem ହେଉଛି ମତେ Screen Shot ଦିଅନ୍ତୁ
👍41🔥1
ସମସ୍ତେ Support , Re-Post , Re-tweet & Department କୁ Tag କରନ୍ତୁ ନିଜ Problem Comments କରନ୍ତୁ

Instagram :
https://www.instagram.com/p/DPyS6nGgSl-/?igsh=MTVvOXViMTE4d25rbw==

Tweeter :
https://x.com/SukantTutorial/status/1978043010655862984?t=YqAqNS4-AC6bafyjHkBm5g&s=19
4👍3
ଆପଣଙ୍କୁ ଏମିତି ଏଡ୍ ଆସୁଥିବ .... ଦୟାକରି ଏମିତି ଏଡ୍ ରେ କ୍ଲିକ୍ କରନ୍ତୁ ନାହିଁ କିମ୍ବା ଭୁଲରେ ବି କାହାରିକୁ ଟଙ୍କା ଦିଅନ୍ତୁ ନାହିଁ .... ଆପଣ ମାନେ ବଡ ବଡ ପିଲା ହେଲେଣି ଏମିତି ଠକାମୀରେ ପଡନ୍ତୁ ନାହିଁ ...... କେବେ ବି କାହାରିକୁ ଟଙ୍କା ଦିଅନ୍ତୁ ନାହିଁ

⚠️ ଏହି ବିଜ୍ଞାପନଗୁଡ଼ିକ ଟେଲିଗ୍ରାମ ଦ୍ୱାରା ସ୍ୱୟଂଚାଳିତ ଭାବରେ ଦେଖାଯାଏ, ଯାହାକୁ ବନ୍ଦ କରାଯାଇପାରିବ ନାହିଁ।

🚫 ଦୟାକରି କୌଣସି ସନ୍ଦେହଜନକ ଲିଙ୍କ୍, ଅଫର୍, ସ୍କିମ୍ କିମ୍ବା ମେସେଜ୍ ଉପରେ କ୍ଲିକ୍ କରନ୍ତୁ ନାହିଁ।

🚫 କୌଣସି ପ୍ରକାରର ପେମେଣ୍ଟ କିମ୍ବା ସ୍କିମ୍/ଅଫରରେ ଅଂଶଗ୍ରହଣ କରନ୍ତୁ ନାହିଁ।
6
Sukant Tutorial
https://youtu.be/GBHOw9PpQjI?si=Ai0osrP3u4Cj049Y ଆସିଗଲା କାଳିଆ ସ୍କଲାରସିପ୍ ୨୦୨୫-୨୬ ଘରେ CM Kisan ପାଉଥିଲେ ପିଲାଙ୍କୁ ବର୍ଷକୁ ମିଳିବ 60,000/- ପର୍ଯ୍ୟନ୍ତ ସ୍କଲାରସିପ୍
Important Information

UG , PG ପିଲାମାନେ Apply କରି ପାରିବେ ଏବଂ ଅନ୍ୟ ସ୍କଲାରସିପ୍ Apply କରିଥିଲେ ଏଇଟାକୁ Apply କରି ପାରିବେ ଟଙ୍କା ବି ମିଳିବ
Attention Students
If you have any questions or issues related to scholarships, feel free to call us on Scholarship Helpline Number-
0674-239112 , 0674-2391127,
0674-2391128.
6
ଆଡ଼ମିଶନ୍ ଅପଡ଼େଟ୍
👍52
Timeline for SPOT admission into U.G (+3) , P.G, 2 Years B.Ed./M.Ed., 3 Years LL.B. and 3 Years lntegrated B.Ed.- M.Ed. Courses under SAMS for the Academic Session 2025 -26
6🔥2
ଆଡ଼ମିଶନ୍ ପାଇଁ ମତେ ଯୋଗାଯୋଗ କରନ୍ତୁ

📞 Contact us :-

What's app :-
+91
6372522240
3👍3
Post Matric Scholarship Apply (Fresh & Renewal ) ସମୟ ଯେଉଁ Problem ହେଉଥିଲା ଠିକ୍ ହୋଇଗଲା ତ ????

Comments କର

My I'd - @SukantTutorialAdmin
7😢1
❇️ ଫେବ୍ରୁଆରୀ ୧୫ ରୁ ୨୫ ଭିତରେ ଯୁକ୍ତ ଦୁଇ ପରୀକ୍ଷା

-ଫେବ୍ରୁଆରୀ ୧୫ରୁ ୨୫ ଭିତରେ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା
-ଫେବ୍ରୁଆରୀ ୧୫ରୁ ୨୫ ମଧ୍ୟରେ ଯେକୌଣସି ତାରିଖରେ ଆରମ୍ଭ ହେବ ପରୀକ୍ଷା
-ଏନେଇ ସୂଚନା ଦେଲେ CHSE ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ ପରିଡ଼ା
-ଡିସେମ୍ବର ୧୫ ତାରିଖ ସୁଦ୍ଧା ମିଳିବ ଆଡମିଟ୍ କାର୍ଡ
-ଇଣ୍ଟରନାଲ ପରୀକ୍ଷା ଡିସେମ୍ବର ୨୨ରୁ ୩୧ ଯାଏଁ ହେବ
-ଜାନୁଆରୀ ୨ରୁ ୧୫ ଯାଏଁ ହେବ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା
-ନଭେମ୍ବର ୨୯ ସୁଦ୍ଧା ପରୀକ୍ଷା ସେଣ୍ଟରରେ ଲାଗିବ ସିସିଟିଭି କ୍ୟାମେରା
-ଏଥର ମୋଟ୍ ୧୩୪୯ ସେଣ୍ଟରରେ ହେବ ଯୁକ୍ତ ଦୁଇ ପରୀକ୍ଷା
5👍2