Sukant Tutorial
13.2K subscribers
4.08K photos
5 videos
333 files
2.32K links
Hi Friends I am Sukant , Welcome to My Channel "Sukant Tutorial"
In this channel you will get
1.Educational Related all videos
2.Educational News & Letters
3.Scholarship update


Subscribe me on YouTube -: https://youtube.com/@SukantTutorial
Download Telegram
⚠️ ଗୁରୁତ୍ୱପୂର୍ଣ୍ଣ: ଆପଣଙ୍କ ବ୍ୟାଙ୍କ ଆପଣଙ୍କୁ ଜଣାଇଛି କି ଆପଣଙ୍କ ଖାତା ପାଇଁ ପୁନଃ-KYC ଆବଶ୍ୟକ ଅଛି ?

ଆପଣଙ୍କ ବ୍ୟାଙ୍କ ଖାତା ସକ୍ରିୟ ରଖିବାକୁ ଦୟାକରି ଆପଣଙ୍କର KYC ଅପଡେଟ୍ କରନ୍ତୁ।

📌 KYC କିପରି ଅପଡେଟ୍ କରିବେ :

👉 ନିକଟତମ ବ୍ୟାଙ୍କ ଶାଖା କିମ୍ବା ଗ୍ରାମ ପଞ୍ଚାୟତ କ୍ୟାମ୍ପକୁ ଯାଆନ୍ତୁ
👉 ଆଧାର / ଭୋଟର ID / ଡ୍ରାଇଭିଂ ଲାଇସେନ୍ସ / ପାସପୋର୍ଟ / NREGA ଚାକିରି କାର୍ଡ ସହିତ ଯିବେ
👉 ଯଦି ବିବରଣୀରେ କୌଣସି ପରିବର୍ତ୍ତନ ନାହିଁ → ସ୍ୱଘୋଷଣା (Self-declaration) ପର୍ଯ୍ୟାପ୍ତ

ଏହା ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ପରିଚାଳିତ ଅଭିଯାନ।
18👍17🔥4🤔2💯2
ଜନ୍ମ ହେଉ ଯଥାତଥା .... ଯଦି କର୍ମ ହୁଏ ଭଲ .... କୌଣସି ବାଧା ବାଧା ନୁହେଁ ...... ଯଦି ଇଶ୍ୱର ପଥରେ ଚାଲ
30🤔4🎉4👍2🔥2
ସପ୍ତମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ - ୨୦୨୫
11🥰1
ସମସ୍ତଙ୍କୁ SHARE କରନ୍ତୁ ......
3
ଆଜି ହିଁ ଘରେ ରହି ଅନଲାଇନ୍ ମାଧ୍ୟମରେ 3 ମାସ OS-CIT GOVT. କମ୍ପ୍ୟୁଟର କୋର୍ସ କରନ୍ତୁ

100% Govt. University ର Verified Computer Certificate Course ପାଇଁ ଆମ ସହ ଯୋଗାଯୋଗ କରନ୍ତୁ

ଆଡ଼ମିଶନ୍ ପାଇଁ ମତେ ଯୋଗାଯୋଗ କରନ୍ତୁ

📞 Contact us :-

What's app :-
+91
6372522240
5👍1
ସମସ୍ତେ ନିଶ୍ଚିତ ଦେଖନ୍ତୁ ଏବଂ SHARE କରନ୍ତୁ
Sukant Tutorial
https://youtu.be/6ee8xjf_JBc?si=POVXVF1wpj05cYVF POST-MATRIC SCHOLARSHIP 2025-26 ବଦଳିଲା ନିୟମ ...... ଜାଣନ୍ତୁ କଣ ସବୁ ବଦଳିଲା ନ ଜାଣିଲେ ମିଳିବ ନାହିଁ ଟଙ୍କା
Video ଦେଖୁ ନାହାନ୍ତି ..... ଯେମିତି Scholarship Reject ହେବ ଜାଣି ପାରିବେ👍

ସବୁ ନିୟମ ବଦଳି ଯାଇଛି
🤔6
7
ଆଡ଼ମିଶନ୍ ପାଇଁ ମତେ ଯୋଗାଯୋଗ କରନ୍ତୁ

📞 Contact us :-

What's app :-
+91
6372522240
4🔥1
ମୁଁ କହିଥିଲି National Scholarship & Private Scholarship Apply କର ନାହିଁ ବୋଲି ....


ମୋ କଥା କେବେ ଶୁଣିବେ ନାହିଁ ....... ସବୁବେଳେ ତରବର୍ ହୋଇକି Apply କରିବେ
12🔥3
ମୁଁ ଯେଉଁ ସାହାଯ୍ୟ କରେ Apply ଠାରୁ Scholarship ଟଙ୍କା ପାଇଲା ପର୍ଯ୍ୟନ୍ତ ...... ତେଣୁ କେବେ ତରତର୍ ହୋଇକି Apply କରନ୍ତୁ ନାହିଁ
11👍5🔥2
ସମସ୍ତେ ନିଶ୍ଚିତ ଦେଖନ୍ତୁ ନହେଲେ ହଇରାଣ ହେବେ
5
ଆଡ଼ମିଶନ୍ ପାଇଁ ମତେ ଯୋଗାଯୋଗ କରନ୍ତୁ

📞 Contact us :-

What's app :-
+91
6372522240
2
ଯଦି OS-CIT Computer Course ରେ ଆଡ଼ମିଶନ୍ କରିବାର ଅଛି ଶୀଘ୍ର କରିଦିଅନ୍ତୁ ....... ଯେତେ ବିଳମ୍ବରେ ଆଡ଼ମିଶନ୍ କରିବେ ସେତେ ବିଳମ୍ବରେ Certificate ଆସିବ
2
ବହୁତ ବଡ଼ ଖୁସି ଖବର

ବଢ଼ିଲା Post - Matric Scholarship ଟଙ୍କା ❤️ (OBC/SEBC ,EBC ,SC ,ST)

Video କିଛି ସମୟ ମଧ୍ୟରେ ଆସୁଛି
8🔥2