Sukant Tutorial
13.2K subscribers
4.08K photos
5 videos
333 files
2.32K links
Hi Friends I am Sukant , Welcome to My Channel "Sukant Tutorial"
In this channel you will get
1.Educational Related all videos
2.Educational News & Letters
3.Scholarship update


Subscribe me on YouTube -: https://youtube.com/@SukantTutorial
Download Telegram
Sukant Tutorial
https://youtu.be/QyNciqewX3o?si=GkT4R-_aSYqTA1rD +2 ପାସ୍ ପିଲାଙ୍କୁ ମିଳିବ ବର୍ଷକୁ 30,000 ଟଙ୍କା MUST WATCH & SHARE👆👆
+2 ପାସ୍ ହୋଇକି +3 , PG , DIPLOMA କରୁଥିଲେ ନହେଲେ ଅନ୍ୟ COURSE କରୁଥିଲେ ନିଶ୍ଚିତ APPLY କରନ୍ତୁ
9
Bhubaneswar AIIMS ରେ କିଏ କାମ କରୁଛ କି ????

Contact me - Click Here
ଆଜି ହିଁ ଘରେ ରହି ଅନଲାଇନ୍ ମାଧ୍ୟମରେ 3 ମାସ OS-CIT GOVT. କମ୍ପ୍ୟୁଟର କୋର୍ସ କରନ୍ତୁ

100% Govt. University ର Verified Computer Certificate Course ପାଇଁ ଆମ ସହ ଯୋଗାଯୋଗ କରନ୍ତୁ

ଆଡ଼ମିଶନ୍ ପାଇଁ ମତେ ଯୋଗାଯୋଗ କରନ୍ତୁ

📞 Contact us :-

What's app :-
+91
6372522240
5
୫ ମାସ ହେଲାଣି ଏ ପର୍ଯ୍ୟନ୍ତ ୫୩ ହଜାର ପିଲାଙ୍କୁ ମିଳିନି ସ୍କଲାରସିପ୍ ଟଙ୍କା
15😱2👍1
ଆପଣଙ୍କୁ ଏମିତି ଏଡ୍ ଆସୁଥିବ ..... ଦୟାକରି ଏମିତି ଏଡ୍ ରେ କ୍ଲିକ୍ କରନ୍ତୁ ନାହିଁ କିମ୍ବା ଭୁଲରେ ବି କାହାରିକୁ ଟଙ୍କା ଦିଅନ୍ତୁ ନାହିଁ .... ଆପଣ ମାନେ ବଡ ବଡ ପିଲା ହେଲେଣି ଏମିତି ଠକାମୀରେ ପଡନ୍ତୁ ନାହିଁ ..... କେବେ ବି କାହାରିକୁ ଟଙ୍କା ଦିଅନ୍ତୁ ନାହିଁ

⚠️ ଏହି ବିଜ୍ଞାପନଗୁଡ଼ିକ ଟେଲିଗ୍ରାମ ଦ୍ୱାରା ସ୍ୱୟଂଚାଳିତ ଭାବରେ ଦେଖାଯାଏ, ଯାହାକୁ ବନ୍ଦ କରାଯାଇପାରିବ ନାହିଁ।

🚫 ଦୟାକରି କୌଣସି ସନ୍ଦେହଜନକ ଲିଙ୍କ୍, ଅଫର୍, ସ୍କିମ୍ କିମ୍ବା ମେସେଜ୍ ଉପରେ କ୍ଲିକ୍ କରନ୍ତୁ ନାହିଁ।

🚫 କୌଣସି ପ୍ରକାରର ପେମେଣ୍ଟ କିମ୍ବା ସ୍କିମ୍/ଅଫରରେ ଅଂଶଗ୍ରହଣ କରନ୍ତୁ ନାହିଁ।
13👍1
Jr Clerk And Peon Recruitment 2025 Upcoming.....In Fully Aided High School

Jr Clerk- 439
Peon- 1127

Total Post- 1,566
6🤔1
ଆଜି ହିଁ ଘରେ ରହି ଅନଲାଇନ୍ ମାଧ୍ୟମରେ 3 ମାସ OS-CIT GOVT. କମ୍ପ୍ୟୁଟର କୋର୍ସ କରନ୍ତୁ

100% Govt. University ର Verified Computer Certificate Course ପାଇଁ ଆମ ସହ ଯୋଗାଯୋଗ କରନ୍ତୁ

ଆଡ଼ମିଶନ୍ ପାଇଁ ମତେ ଯୋଗାଯୋଗ କରନ୍ତୁ

📞 Contact us :-

What's app :-
+91
6372522240
20🥰3👏3
6
⚠️ ଗୁରୁତ୍ୱପୂର୍ଣ୍ଣ: ଆପଣଙ୍କ ବ୍ୟାଙ୍କ ଆପଣଙ୍କୁ ଜଣାଇଛି କି ଆପଣଙ୍କ ଖାତା ପାଇଁ ପୁନଃ-KYC ଆବଶ୍ୟକ ଅଛି ?

ଆପଣଙ୍କ ବ୍ୟାଙ୍କ ଖାତା ସକ୍ରିୟ ରଖିବାକୁ ଦୟାକରି ଆପଣଙ୍କର KYC ଅପଡେଟ୍ କରନ୍ତୁ।

📌 KYC କିପରି ଅପଡେଟ୍ କରିବେ :

👉 ନିକଟତମ ବ୍ୟାଙ୍କ ଶାଖା କିମ୍ବା ଗ୍ରାମ ପଞ୍ଚାୟତ କ୍ୟାମ୍ପକୁ ଯାଆନ୍ତୁ
👉 ଆଧାର / ଭୋଟର ID / ଡ୍ରାଇଭିଂ ଲାଇସେନ୍ସ / ପାସପୋର୍ଟ / NREGA ଚାକିରି କାର୍ଡ ସହିତ ଯିବେ
👉 ଯଦି ବିବରଣୀରେ କୌଣସି ପରିବର୍ତ୍ତନ ନାହିଁ → ସ୍ୱଘୋଷଣା (Self-declaration) ପର୍ଯ୍ୟାପ୍ତ

ଏହା ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ପରିଚାଳିତ ଅଭିଯାନ।
18👍17🔥4🤔2💯2
ଜନ୍ମ ହେଉ ଯଥାତଥା .... ଯଦି କର୍ମ ହୁଏ ଭଲ .... କୌଣସି ବାଧା ବାଧା ନୁହେଁ ...... ଯଦି ଇଶ୍ୱର ପଥରେ ଚାଲ
30🤔4🎉4👍2🔥2
ସପ୍ତମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ - ୨୦୨୫
11🥰1
ସମସ୍ତଙ୍କୁ SHARE କରନ୍ତୁ ......
3
ଆଜି ହିଁ ଘରେ ରହି ଅନଲାଇନ୍ ମାଧ୍ୟମରେ 3 ମାସ OS-CIT GOVT. କମ୍ପ୍ୟୁଟର କୋର୍ସ କରନ୍ତୁ

100% Govt. University ର Verified Computer Certificate Course ପାଇଁ ଆମ ସହ ଯୋଗାଯୋଗ କରନ୍ତୁ

ଆଡ଼ମିଶନ୍ ପାଇଁ ମତେ ଯୋଗାଯୋଗ କରନ୍ତୁ

📞 Contact us :-

What's app :-
+91
6372522240
5👍1
ସମସ୍ତେ ନିଶ୍ଚିତ ଦେଖନ୍ତୁ ଏବଂ SHARE କରନ୍ତୁ