Sukant Tutorial
12.4K subscribers
4.1K photos
5 videos
333 files
2.33K links
Hi Friends I am Sukant , Welcome to My Channel "Sukant Tutorial"
In this channel you will get
1.Educational Related all videos
2.Educational News & Letters
3.Scholarship update


Subscribe me on YouTube -: https://youtube.com/@SukantTutorial
Download Telegram
Sukant Tutorial
NUA-O SCHOLARSHIP PHASE-I PAYMENT SANCTION LIST 2024 (1).pdf
ଏ ଲିଷ୍ଟ୍ GOVT. ତରଫରୁ ଆସିଛି ଏହାର PROOF ଅଛି ...

ଯେଉଁମାନଙ୍କର NAME ଥିବ ସେ ଜାଣି ଥିବ ...... VIDEO PROOF ରେ ଦେଖାଇ ହେଲା ନାହିଁ କିଛି PROSNAL DETAILS ଥିଲା 👍

କେତେ ପିଲା କେତେ କଥା କହିବେ ..... ସେମାନଙ୍କୁ ଖାତିର କରନ୍ତି
👍68🤔76🥰4😱2
Smt. Prativa Sahu ,OAS (S) Higher Education Department Scholarship

📌 ମାର୍ଚ୍ଚ ୫ ସୁଦ୍ଧା ସମସ୍ତଙ୍କୁ ମିଳିବ ନୂଆ-ଓ ସ୍କଲାରସିପ୍ ଟଙ୍କା

📌 ୧୩,୪୨୩ ପିଲାଙ୍କର ଲିଷ୍ଟ୍ ହେଉଛି NUA-O SCHOLARSHIP 1ST PHASE PAYMENT SANCTION LIST

📌 ONE BY ONE ମିଳିବ ବ୍ୟସ୍ତ ହୁଅନ୍ତୁ ନାହିଁ


ନା ମୁଁ କେବେ ଭୁଲ୍ / FAKE INFORMATION ଦେଇଛି ନା ଦେବି ..... ସେତିକି ବିଶ୍ୱାସ ରଖିଛନ୍ତି ମୋ ଉପରେ ଏତେ ପିଲା


THANKS A LOT EVERYONE❤️ LOVE FROM
@SUKANTTUTORIAL

ANY DOUBTS CONTACT -
CLICK HERE
👍8933🥰6🔥4😱1😢1
ନୂଆ-ଓ ଛାତ୍ରବୃତ୍ତି ବିତରଣ କାର୍ଯ୍ୟକ୍ରମ, ୨୬ ଫେବୃଆରୀ ୨୦୨୪ ..... ସମ୍ବଲପୁର, ଦେବଗଡ଼ ଓ ଅନୁଗୋଳ

ଉଚ୍ଚ ଶିକ୍ଷାରେ ଅର୍ଥ ଆଉ ସାଜିବନି ବାଧକ ନୂଆ-ଓ ଛାତ୍ରବୃତ୍ତି ହେବ ସହାୟକ
👍465😱1
ଯାହା କରୁଥିଲ କରୁଥିଲ FA & SA ପରୀକ୍ଷାରେ .... ମାଟ୍ରିକ୍ ପରୀକ୍ଷାକୁ ବି ଛାଡିଲନି
👍31😱156🤔4🔥2👏2🎉1
BIG GOOD NEWS NUA-O SCHOLARSHIP

ଭିଡ଼ିଓ କିଛି ସମୟ ମଧ୍ୟରେ ଆସୁଛି
19👍11🥰5👏4🔥3😱1
BIG GOOD NEWS ❤️

ଭିଡ଼ିଓ କିଛି ସମୟ ମଧ୍ୟରେ ଆସୁଛି
13👍6🤔4👏3
https://youtu.be/QMyUj7snsUs?si=er2NoiG5oQkFv6xe

ସମସ୍ତ ପିଲାଙ୍କୁ ମିଳିବ ନବୀନ ଓଡ଼ିଶା ମ୍ୟାଜିକ୍‌ କାର୍ଡ

ମାର୍ଚ୍ଚ ୫ ରୁ ନବୀନ ଓଡ଼ିଶା ମ୍ୟାଜିକ୍‌ କାର୍ଡ ଆବେଦନ

MUST WATCH & SHARE👆👆
👍23😢3🤔21
ସମସ୍ତେ ଭିଡ଼ିଓ ଦେଖନ୍ତୁ ...... ବହୁତ ବଡ଼ ଖୁସି ଖବର ଅଛି
👍14💯1
ବହୁତ ପିଲା କାଲିର ଭିଡ଼ିଓ ଦେଖି FAKE ବୋଲି କହୁଥିଲେ .. ଏବେ ଜାଣିପାରିଲ ତ ???
👍22😱42🔥2👏2
ନୂଆ-ଓ ଛାତ୍ରବୃତ୍ତି ବିତରଣ କାର୍ଯ୍ୟକ୍ରମ, ୨୭ ଫେବୃଆରୀ ୨୦୨୪ ..... ଖୋର୍ଦ୍ଧା ଓ ବେଗୁନିଆ ......

ଉଚ୍ଚ ଶିକ୍ଷାରେ ଅର୍ଥ ଆଉ ସାଜିବନି ବାଧକ ନୂଆ-ଓ ଛାତ୍ରବୃତ୍ତି ହେବ ସହାୟକ ।
👍57😱136🎉5🔥1👏1😍1
5_6257957050387533665.xlsx
844.1 KB
⭐️ NUA-O SCHOLARSHIP 2024

⭐️ NUA-O SCHOLARSHIP PHASE-2 PAYMENT SANCTION LIST

⭐️ ଦ୍ୱିତୀୟ ପର୍ଯ୍ୟାୟରେ ୧୪,୨୨୩ ପିଲାଙ୍କୁ ମିଳିଲା ନୂଆ-ଓ ସ୍କଲାରସିପ୍ ଟଙ୍କା ❤️

➡️ DETAILS VIDEO LINK        -
CLICK HERE

➡️ ANY DOUBTS CONTACT - CLICK HERE
👍45😢23💯32😱1