Sukant Tutorial
12.4K subscribers
4.1K photos
5 videos
333 files
2.33K links
Hi Friends I am Sukant , Welcome to My Channel "Sukant Tutorial"
In this channel you will get
1.Educational Related all videos
2.Educational News & Letters
3.Scholarship update


Subscribe me on YouTube -: https://youtube.com/@SukantTutorial
Download Telegram
https://youtu.be/Mz40cwOyZ70?si=tH0UgcqmyAyTNICz

ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା ୨୦୨୩-୨୪

ଆସିଗଲା ଈ-ମେଧାବୃତ୍ତି , ବ୍ୟାସକବି ଫକୀରମୋହନ ଭାଷାବୃତ୍ତି ଏବଂ ଗୋପବନ୍ଧୁ ସ୍କଲାରସିପ୍ ନୋଟିସ୍ ୨୦୨୩-୨୪

MUST WATCH & SHARE👆👆
👍141
https://youtu.be/hVP3vTrFSLg?si=aU2L6LgQSfghw3W9

ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା ୨୦୨୩-୨୪

ବଢ଼ିଲା ଈ-ମେଧାବୃତ୍ତି ସ୍କଲାରସିପ୍ ଟଙ୍କା ଓ ମେଧାବୀ ଛାତ୍ରଛାତ୍ରୀଙ୍କ ସଂଖ୍ୟା

MUST WATCH & SHARE👆👆
👍11😢1
ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା
👍254🤔2🔥1😢1
ଓଡ଼ିଶାକୁ ବାତ୍ୟା ଭୁଲି ପାରୁନି 😂 ..... ଯେଉଁ ଆଡ଼େ ଗଲେବି ଓଡ଼ିଶାକୁ ନ ଆସିଲେ ତାର ମନ ଶାନ୍ତି ହେଉ ନାହିଁ
😱31👍12💯6🤔5🔥4😢2👌2🥰1👏1
SCHOLARSHIP ANY DOUBTS

CONTACT ME -
CLICK HERE
😢10👍4👏1
🏆 ସମାଜ ରାଧାନାଥ ରଥ ଛାତ୍ରବୃତ୍ତି ୨୦୨୩-୨୪
👍72🔥1
🏆_ସମାଜ_ରାଧାନାଥ_ରଥ_ଛାତ୍ରବୃତ୍ତି_୨୦୨୩_୨୪.pdf
386.9 KB
🏆 ଆସିଗଲା ସମାଜ ରାଧାନାଥ ରଥ ଛାତ୍ରବୃତ୍ତି  ଫର୍ମ

🏆 ଏହା କେବଳ ପେପର୍ ରୁ କଟା ହୋଇ ଥିବା ଫର୍ମ ରେ ହିଁ ଆବେଦନ କରି ହେବ,ତେଣୁ ଆପଣ ମାନେ ଜଲଦି ପେପର୍ କୁ ସଂଗ୍ରହ କରି ନିଅନ୍ତ
👍106🔥1
ସମାଜ ଡଃ ରାଧାନାଥ ରଥ ଛାତ୍ରବୃତ୍ତି ୨୦୨୩-୨୪

🛎 ମୂଲ୍ୟାଙ୍କନ ସଂଖ୍ୟାର ଯୋଗ୍ୟତା

🔆 ସାଧାରଣ ବର୍ଗ- ୮୦%

🔆 ଭିନ୍ନକ୍ଷମ ବର୍ଗ - ୬୦%

( କିଛି ଜିଲ୍ଲା ପାଇଁ ଉପର ମୂଲ୍ୟାଙ୍କନ ସଂଖ୍ୟାରେ କୋହଳ କରାଯାଇଛି)

🛎 DOCUMENT REQUIRED

➡️ ୭ମ ଶ୍ରେଣୀ ବିଦ୍ୟାଳୟ ପରିତ୍ୟାଗ ପ୍ରମାଣ ପତ୍ର ଏବଂ MARKSHEET (ଅଷ୍ଟମ ରୁ ଦଶମ ଶ୍ରେଣୀ ପାଇଁ)

➡️ HSE CERIFICATE & MARKSHEET ( ଯୁକ୍ତ ଦୁଇ ଶ୍ରେଣୀ ପାଇଁ)

➡️ CHSE CERIFICATE & MARKSHEET ( ଯୁକ୍ତ ତିନି ଶ୍ରେଣୀ ପାଇଁ)

➡️ +3 MARKSHEET ( ସ୍ନାତକୋତ୍ତର ଶ୍ରେଣୀ ପାଇଁ)

➡️ INCOME CERIFICATE/ ନୂତନ ପଡ଼ିପତ୍ର(AAY)

➡️ COLLEGE IDENTITY CARD

➡️ BANK PASSBOOK XEROX

➡️ PASSPORT PHOTO

➡️ AADHAR CARD

➡️ PWD CERIFICATE ( IF ANY)

➡️ ସମସ୍ତ ଶିକ୍ଷାଗତ ପ୍ରମାଣ ପତ୍ର ଅନୁଷ୍ଠାନ ମୁଖ୍ୟଙ୍କ ଦ୍ଵାରା ସ୍ୱାକ୍ଷର ହୋଇଥିବା ଆବଶ୍ୟକ

🛎 OFFICIAL NOTICE

➡️ OFFICIAL NOTICE -
CLICK HERE

🛎 ଆବେଦନ ପ୍ରକ୍ରିୟା

➡️ ଏହା ସ୍ପିଡ ପୋଷ୍ଟ ମାଧ୍ୟମ ରେ ହିଁ ଆବେଦନ ହୁଏ

➡️ ଠିକଣା -

ଅଧ୍ୟକ୍ଷ, "ସମାଜ ରିଲିଫ୍ କମିଟି", ଲୋକସେବକ ମଣ୍ଡଳ, ଓଡ଼ିଶା ଶାଖା, ଗୋପବନ୍ଧୁ ଭବନ, ବକ୍ସି ବଜାର, କଟକ, ପିନ୍- ୭୫୩୦୦୧

🛎 ଆବେଦନର ଶେଷ ତାରିଖ

➡️ 30/12/2023

ଏହା କେବଳ ପେପର୍ ରୁ କଟା ହୋଇ ଥିବା ଫର୍ମ ରେ ହିଁ ଆବେଦନ କରି ହେବ,ତେଣୁ ଆପଣ ମାନେ ଜଲଦି ପେପର୍ କୁ ସଂଗ୍ରହ କରି ନିଅନ୍ତ

🔗 ANY DOUBT -
CLICK HERE
👍363😢3🔥2🤔1
SCHOLARSHIP ANY DOUBTS

CONTACT ME -
CLICK HERE
😢20😱4👍31👏1
ସମସ୍ତେ SUPPORT କଲେ POST-MATRIC SCHOLARSHIP DATE ବଢ଼ିବ👍
👍556🔥1👏1