Sukant Tutorial
12.4K subscribers
4.1K photos
5 videos
333 files
2.33K links
Hi Friends I am Sukant , Welcome to My Channel "Sukant Tutorial"
In this channel you will get
1.Educational Related all videos
2.Educational News & Letters
3.Scholarship update


Subscribe me on YouTube -: https://youtube.com/@SukantTutorial
Download Telegram
STATE SCHOLARSHIP & LAPTOP କୁ ନେଇ କିଛି PROBLEM ଥିଲେ କିମ୍ବା ଜାଣିବାକୁ ଚାହୁଁଥିଲେ 👇ଏଠାରେ ପଚାରନ୍ତୁ

DOUBTS CLEAR - CLICK HERE
👍42
୨୦୨୩ରେ +୨ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ଲାପଟପ୍ ପାଇଁ ଆର୍ଥିକ ସହାୟତା ପ୍ରଦାନ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି।

ଉଚ୍ଚଶିକ୍ଷା ବିଭାଗ ୱେବସାଇଟ୍ (
www.dhe.odisha.gov.in) କୁ  ଯାଇ, ଛାତ୍ରଛାତ୍ରୀ ନାମ ତାଲିକା ଦେଖିବା ସହ ଡିସେମ୍ବର ୧୭ ତାରିଖ ଯାଏ ଆବେଦନ କରିପାରିବେ।
👍126🥰3
‼️ ଆଜି ଆସିବ ଲାପଟପ୍ ର ମେରିଟ୍ ଲିଷ୍ଟ୍ ଏବଂ CUT-OFF ମାର୍କ ‼️

ଏହି GROUP ରେ PDF UPLOAD ହେବ ତେଣୁ ସମସ୍ତଙ୍କୁ ଆମ GROUP ରେ ଯୋଡନ୍ତୁ

SHARE GROUP LINK -
https://t.me/SukantTutorial
👍156
LAPTOP DBT SCHEME 2023-24.pdf
1.5 MB
❇️ LAPTOP DBT SCHEME 2023-24

❇️ Block-wse Merit list of Financial Assistance to 12th pass meritorious students for the purchase of Laptop for the year 2023
7😢4🥰3👍2
SCIENCE STUDENT MERIT LIST UPLOAD SOON ......
12👍7🤔4
SCIENCE ପିଲାଙ୍କ ଟିକେ ବିଳମ୍ବ ହେବ ଏବେ କାମ ଚାଲିଛି 👍
🥰118👍7🤔4😱3
ସମସ୍ତଙ୍କୁ ମିଳିବ ଲାପଟପ୍ ...❤️

BLOCK-WISE ପିଲାଙ୍କୁ ମିଳିବ LAPTOP ...... DETAILS VIDEO UPLOAD ହେବ
👍29😢65🤔5💯3🔥1
‼️ଆସିଗଲା ‼️ଆସିଗଲା‼️
🤔16👍21😱1
‼️ GOOD NEWS ‼️

❇️ +3 1ST YEAR (2023-24 ) ପିଲା E-MEDHABRUTI SCHOLARSHIP APPLY କଲେ ମିଳିବ 30,000/- (ଏକାଥରରେ 3 YEAR)


SCHOLARSHIP UPDATE ପାଇଁ ଆମ ସହ ଯୋଡ଼ି ରୁହନ୍ତୁ❤️

➡️ ANY DOUBTS - CLICK HERE
24👍7🤔6🥰4😱2
LAPTOP DBT SCHEME 2023-24.pdf
1.9 MB
❇️ LAPTOP DBT SCHEME 2023-24

❇️ SAME LIST + MORE INFORMATION FOR LAPTOP DBT SCHEME 2023
14👍8😢7🔥2👌1
କିଏ ଜିତିବ ବିଶ୍ୱକପ୍ ?
Anonymous Poll
58%
୧. ଭାରତ
42%
୨. ଅଷ୍ଟ୍ରେଲିଆ
58🤔16🥰7👍5🎉5😱2
ମନ ଦୁଃଖ କରନି 😢

ହାରିବାରୁ ହିଁ ଜିତିବା ଶିଖିବା❤️ ଏବେ ଆଉ କିଛି ହୋଇପାରିବ ନାହିଁ ..... ଆଉ ସବୁ ଶୋଇବାକୁ ଯାଓ 😒😒
😢114👍2015🥰8🔥6💯6👏4
Laptop DBT Scheme 2023-24

Science list will be uploaded very shortly. 

Official Update by Higher Education Department
18👍10😢4🤔3😍1