Sukant Tutorial
12.4K subscribers
4.1K photos
5 videos
333 files
2.33K links
Hi Friends I am Sukant , Welcome to My Channel "Sukant Tutorial"
In this channel you will get
1.Educational Related all videos
2.Educational News & Letters
3.Scholarship update


Subscribe me on YouTube -: https://youtube.com/@SukantTutorial
Download Telegram
❇️ ଆନ୍ଧ୍ର ବିଇଡ଼ି ପାଇଁ କ୍ଲାସ୍ କରିବା ବାଧ୍ୟତାମୂଳକ
👍5
JAY JAGANNATH🙏 GOOD NEWS ❤️

ଉଚ୍ଚଶିକ୍ଷା ବିଭାଗକୁ TWEET କରିଥିଲି ଦୟା କରିକି +୩ର ଫେଜ୍-୨ ନୋଟିସ୍ ଯଥାଶୀଘ୍ର ଆଣନ୍ତୁ ଏବଂ ସମସ୍ତଙ୍କୁ ସୁଯୋଗ ଦିଆ ଯାଉଛି ଯେଉଁମାନେ ଫେଜ୍-୧ ଆଡ଼ମିଶନ୍ କରିଛନ୍ତି ସେମାନେ କଲେଜ୍ ଓ HONOURS ବଦଳାଇ ପାରିବେ ଏବଂ ଯେଉଁମାନେ CAF APPLY / ଆଡ଼ମିଶନ୍ କରିପାରି ନାହଁନ୍ତି । ....

ମୋ ନାମ ଆଜି NEWS PAPER ପୁଣି ଥରେ ଆସିଛି👍

Published On

◆ Date : Today (1/September/2023)
◆ News Paper Name - Prameya
◆ Edition - Bhubaneswar
◆ Page No.- 20

ଆପଣମାନଙ୍କ ସହଯୋଗ ବିନା ସମ୍ଭବ ହୋଇପାରି ନ ଥାନ୍ତା .... THANKS A LOT EVERYONE🙏
👍207👏2🔥1😱1
https://youtu.be/9ejBmuFPJ0o?si=1kTms-S9xUlFaBJ1

୨୦୨୨-୨୩ ଶିକ୍ଷାବର୍ଷରେ ପିଲାଙ୍କୁ ସ୍କଲାରସିପ୍ ଟଙ୍କା ମିଳିବାର ଶେଷ ସୁଯୋଗ

MUST WATCH & SHARE👆👆
👍61🔥1👏1
ଆଜି ଶେଷ ତାରିଖ ଶୀଘ୍ର ଭିଡ଼ିଓ ଦେଖନ୍ତୁ👆
👍62🔥2
ପିଲାଙ୍କ ପାଇଁ ଆଜି ଶେଷ ସୁଯୋଗ
👍73🔥3👏2
‼️‼️‼️‼️‼️‼️‼️‼️‼️

ସମସ୍ତେ ଦୟାକରିକି RETWEET କରନ୍ତୁ

➡️
https://twitter.com/SukantTutorial/status/1697407753671889378?t=KGhB2bT33BFPdQ8PckwjUw&s=19
👍101👏1
Guideline_and_timeline_for_admission_into_Phase_II_UG_admission.pdf
149.3 KB
❇️ +3 2ND PHASE ADMISSION 2023-24

❇️ Guideline and timeline for admission into Phase-II UG admission under SAMS  
😢83👍3🔥1
❇️ +3 ADMISSION କୁ ନେଇ ସମସ୍ତେ RETWEET କରନ୍ତୁ

➡️
https://twitter.com/SukantTutorial/status/1697916500865331304?t=Px3woG1Pl2-hw2JLdnAFVQ&s=19
👍3😢32🔥2
ମାଗଣାରେ ଛାତ୍ରଛାତ୍ରୀ ପଢ଼ି ପାରିବେ ପାଠ ଜାଣନ୍ତୁ କେମିତି

◆ ମାଗଣାରେ ନାମଲେଖା  ◆ ମାଗଣାରେ ପାଠ ପଢ଼ା ◆ ମାଗଣାରେ ପରୀକ୍ଷା ◆ ମାଗଣାରେ ପାଠ୍ୟପୁସ୍ତକ

ଏଠାରେ କ୍ଲିକ୍ କରନ୍ତୁ -
https://twitter.com/SukantTutorial/status/1698269819291009318?t=CpqXkVo9rTP5lNRbCzRYyg&s=19
👍64🥰1🙏1
ସମସ୍ତଙ୍କୁ ଅନୁରୋଧ ଦୟାକରିକି +୩ ପିଲାଙ୍କ ପାଇଁ RETWEET କରନ୍ତୁ

➡️
https://twitter.com/SukantTutorial/status/1698628165512659117?t=FOc1P-ZBHpIH-xVIvf4IRw&s=19
3👍1🤔1
ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଦେବ ମହେଶ୍ୱର, ଗୁରୁ ସାକ୍ଷାତ୍ ପରଂ ବ୍ରହ୍ମ ତସ୍ମୈଶ୍ରୀ ଗୁରବେ ନମଃ....

ଗୁରୁଙ୍କୁ ନ ମଣିବ ନର ଗୁରୁ ହିଁ ସାକ୍ଷାତ ଈଶ୍ବର ......
37🙏18👍8🔥4👏2🥰1
ଗୋଟେ ପଟେ ନବୀନ ବାବୁ ଅନ୍ୟ ପଟେ ପଣ୍ଡିଆନ୍ ବାବୁ 🤣
😱12👍2👏2🤔2🔥1
Breaking News : +3 Phase-2 Admission New Guidelines

Check Details -
https://twitter.com/SukantTutorial/status/1699694592772452750?t=zVOL-Eae3ov03MBskRH3MQ&s=19
4👍2🔥1🥰1
ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କୁ ସମର୍ଥନ କରି ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ କିଛି ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି। ସେଥିରେ ଲେଖାଅଛି, 'We stand with VK Pandian Sir'। ପ୍ରଶ୍ନ ହେଲା, କୌଣସି ଶିକ୍ଷାନୁଷ୍ଠାନ ପରିସରରେ ପାଣ୍ଡିଆନଙ୍କ ପୋଷ୍ଟର ମରାଯିବା ଯୁକ୍ତିଯୁକ୍ତ କି ?
🤔15😱10👍8😢4🥰3🙏31
@tfv5555 ଏ ଭଦ୍ରବ୍ୟକ୍ତି ଜଣଙ୍କ ଆମ CHANNEL ନାମରେ TELEGRAM GROUP OPEN କରିଛନ୍ତି .....

ଏବଂ ନିଜର PERSONAL I'D ରେ ମଧ୍ୟ ଆମ CHANNEL NAME & PHOTO ରଖିଛନ୍ତି

@tfv5555 ଆପଣ ଯଥା ଶୀଘ୍ର NAME & PHOTO CHANGE କରନ୍ତୁ👍 .... ଯଦି ନ କରିବେ CYBER SECURITY POLICE STATION REPORT କରିବି ବାଧ୍ୟ ହୋଇକି 👍
👍534🔥4🙏4🥰2😱1💯1