Sukant Tutorial
12.4K subscribers
4.1K photos
5 videos
333 files
2.33K links
Hi Friends I am Sukant , Welcome to My Channel "Sukant Tutorial"
In this channel you will get
1.Educational Related all videos
2.Educational News & Letters
3.Scholarship update


Subscribe me on YouTube -: https://youtube.com/@SukantTutorial
Download Telegram
⭐️ ବଢ଼ିବ ଷ୍ଟେଟ୍ ସ୍କଲାରସିପ୍ (POST & PRE MATRIC SCHOLARSHIP) ଟଙ୍କା !

➡️ DETAILS INFORMATION - https://youtu.be/CCSFGCZu4WA
👍128😢3🥰2🔥1😱1
Meeting on State Scholarship Portal..pdf
44 KB
⭐️ MEETING ON STATE SCHOLARSHIP PORTAL

⭐️ ଆଜି ପୁଣି ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି STATE SCHOLARSHIP PORTAL କୁ ନେଇକି
👍42🔥1
‼️ GOOD NEWS FOR ALL ‼️

❇️ ଆଜି E-MEDHABRUTI SCHOLARSHIP ଟଙ୍କା ମିଳୁଛି 😍

⭐️ ଆଜି କେବଳ 4TH PHASE ପିଲାଙ୍କୁ ଈ-ମେଧାବୃତ୍ତି ଟଙ୍କା ମିଳୁଛି ..... ଯେଉଁମାନଙ୍କର NAME ଥିଲା ସେମାନଙ୍କୁ ମିଳୁଛି

⭐️ ଯେଉଁମାନଙ୍କର STATUS - PAYMENT PROCESS SHOW କରୁଛି ନିଜର AADHAR LINK BANK ACCOUNT ଚେକ୍ କରନ୍ତୁ ଆସି ଯାଇଥିବ । ଯଦି ନ ଆସିଥିବ ଅପେକ୍ଷା କରନ୍ତୁ ଆସିଯିବ

➡️ ANY DOUBTS CONTACT -
CLICK HERE
👍151
‼️BIG GOOD NEWS‼️

MORNING ରେ କହିବି❤️
30🤔22👍12🔥5💯4😢1
Extension_of_timeline_for_admission_into_U_G_and_P_G_courses_for.pdf
67.2 KB
⭐️ +3 & PG Admission 2023-24

⭐️ Extension of timeline for admission into U.G and P.G. courses for the Academic Session 2023-24 - Regarding
4👍2
UG-2nd-Semester-examination-schedule-2023.pdf
2 MB
⭐️ UTKAL UNIVERSITY UG SEMESTER

⭐️ Examination Schedule Of +3 2nd Semester (Regular & Back) CBCS Examinatin 2023
👍43🔥1
⭐️ ଓଡ଼ିଶୀ ନୃତ୍ୟ ପ୍ରତିଭାଙ୍କୁ ଜଷ୍ଟିସ୍ ଦୀପକ ମିଶ୍ର ମେଧାବୃତ୍ତି
5👍5🔥1
ଏ ଓଡ଼ିଆ ଭାଷାକୁ କ 'ଣ କହିବା

ନିଶ୍ଚିତ ଭାବରେ ଦୁର୍ଭାଗ୍ୟ ଜନକ ?

ଆମେ ସମସ୍ତଙ୍କୁ କହୁଛେ " ଆମେ ଓଡ଼ିଆ ଆମ ଭାଷା ବଢ଼ିଆ "

ତାହାଲେ ଏଇଟା କ'ଣ ???
😢47👍103🔥3🤔3🥰2
❇️ ODIA UNIVERSITY UPDATE 2023

➡️ ଚଳିତ ଶିକ୍ଷା ବର୍ଷରୁ ଚାଲିବ ସତ୍ୟବାଦୀ ଓଡ଼ିଆ ବିଶ୍ୱବିଦ୍ୟାଳୟ
➡️ ଏବେ ବିଶ୍ୱବିଦ୍ୟାଳୟ ଅଫିସ୍ ସାକ୍ଷୀଗୋପାଳ ପାନ୍ଥ ନିବାସରେ ଚାଲିବ
➡️ ଅଫିସ କାର୍ଯ୍ୟ ଲାଗି ଅସ୍ଥାୟୀ ଭାବେ କର୍ମଚାରୀ ମାଗିଲା ଉଚ୍ଚ ଶିକ୍ଷା ବିଭାଗ
➡️ ସାକ୍ଷୀଗୋପାଳ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟକୁ ମାଗିଲା
8👍2🔥2
Laptop 2022-23 pdf.pdf
2.1 MB
⭐️ LAPTOP DBT SCHEME 2022-23

⭐️ ଆସିଗଲା ୧୧୦୫ ପିଲାଙ୍କ ଲାପଟପ୍ ଲିଷ୍ଟ୍ ଅର୍ଥାତ ଏହି ପିଲାମାନେ ଲାପଟପ୍ ପାଇଁ ଆବେଦନ କରି ନାହାଁନ୍ତି .... ଶୀଘ୍ର ଆବେଦନ କରିଦିଅନ୍ତୁ


➡️ ANY DOUBTS CONTACT - CLICK HERE
7👍4🔥1👏1
Laptop 2021-22.pdf
1.4 MB
⭐️ LAPTOP DBT SCHEME 2021-22

⭐️ ଆସିଗଲା ୨୭୩ ପିଲାଙ୍କ ଲାପଟପ୍ ଲିଷ୍ଟ୍ ଅର୍ଥାତ ଏହି ପିଲାମାନେ ଲାପଟପ୍ ପାଇଁ ଆବେଦନ କରି ନାହାଁନ୍ତି .... ଶୀଘ୍ର ଆବେଦନ କରିଦିଅନ୍ତୁ


➡️ ANY DOUBTS CONTACT - CLICK HERE
👍132