Sukant Tutorial
12.4K subscribers
4.1K photos
5 videos
333 files
2.33K links
Hi Friends I am Sukant , Welcome to My Channel "Sukant Tutorial"
In this channel you will get
1.Educational Related all videos
2.Educational News & Letters
3.Scholarship update


Subscribe me on YouTube -: https://youtube.com/@SukantTutorial
Download Telegram
❇️ ଆଜିର (୨.୦୭.୨୦୨୩) ମୂଖ୍ୟ ଖବର
3👍2🔥1🥰1
🔴 IGNOU ADMISSION UPDATE 2023-24
2👍1🔥1🥰1
❇️ +2 ADMISSION UPDATE 2023-24
4👍2🔥1🥰1
ନବମ ଏବଂ ଦଶମ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର😍
10👍6🔥1
Merit_List_of_Financial_Assistance_to_12th_Pass_Meritorious_Students.pdf
4 MB
❇️ LAPTOP DBT SCHEME 2022-23

🔴 LAPTOP 1ST PHASE PAYMENT LIST DETAILS

➡️ ଏହି ଲିଷ୍ଟ୍ ରେ ଯେଉଁ ମାନଙ୍କର ନାମ ଅଛି .....

1. ଯାହାଙ୍କର APPLICATION STATUS " Approved By Department_User / Payment Processed " SHOW କରୁଛି ତାଙ୍କୁ 1ST PHASE ରେ PAYMENT ମିଳିବ

2. ଯାହାଙ୍କର APPLICATION STATUS " Applied By Students " SHOW କରୁଛି ଟଙ୍କା ଅନ୍ୟ ଏକ PHASE ମିଳିଯିବ (ଯଦି VERIFY ହୋଇଯିବ 1ST PHASE ରେ ମିଳିଯିବ)

Higher Education Department Secretariat Branch , Bhubaneswar କୁ ପିଲାଙ୍କ ଲିଷ୍ଟ୍ ଦେଇସାରିଛି ଖୁବ ଶୀଘ୍ର ଟଙ୍କା ମିଳିବା ଆରମ୍ଭ ହେବ (Payment ମିଳିବା ପରେ List ଆସିବ କେଉଁମାନଙ୍କର Success/Failed ହେଲା)

ସମସ୍ତଙ୍କୁ ଲାପଟପ୍ ବାବଦରେ ୩୦,୦୦୦ ଟଙ୍କା ମିଳିବ କେହିବି ବ୍ୟସ୍ତ ନ ହୋଇକି ଅପେକ୍ଷା କରନ୍ତୁ .....

ବି.ଦ୍ର : ସବୁ ବର୍ଷ ଅପେକ୍ଷା ଏ ବର୍ଷ ଶୀଘ୍ର ଲାପଟପ୍ ଟଙ୍କା ମିଳିବ

😜 ANY DOUBTS CONTACT - CLICK HERE
20👍20🤔6🔥4👏1
❇️ ଆଜିର (୩.୦୭.୨୦୨୩) ମୂଖ୍ୟ ଖବର
❇️ ଆଜିଠୁ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା
🥰1