Sukant Tutorial
12.4K subscribers
4.1K photos
5 videos
333 files
2.33K links
Hi Friends I am Sukant , Welcome to My Channel "Sukant Tutorial"
In this channel you will get
1.Educational Related all videos
2.Educational News & Letters
3.Scholarship update


Subscribe me on YouTube -: https://youtube.com/@SukantTutorial
Download Telegram
🔴 କ'ଣ ଆପଣମାନଙ୍କର ମନେ ଅଛି ତ ???
👍114🔥2😱2
❇️ କିଛି ଗୁରୁତ୍ୱପୂର୍ଣ୍ଣ ଖବର
👍72🤔1
‼️ସାବଧାନ ‼️ ସାବଧାନ ‼️ସାବଧାନ ‼️

❇️ କୌଣସି PRIVATE SCHOLARSHIP APPLY ପୂର୍ବରୁ ଚିନ୍ତା କରିବେ👇

1. PRIVATE SCHOLARSHIP ପିଲାଙ୍କୁ ମିଳି ପାରେ ନ ମିଳିପାରେ (ପିଲାଙ୍କୁ SCHOLARSHIP ଟଙ୍କା ମିଳୁଛି ବୋଲି ସୂଚନା ନାହିଁ)

2. PRIVATE SCHOLARSHIP APPLY ସମୟରେ ଆପଣଙ୍କର ସବୁ INFORMATION (DATA) ଦେବାକୁ ପଡ଼ିବ (ସେମାନେ କିଛି ବି କରି ପାରନ୍ତି)

➡️ ସବୁବେଳେ GOVT. SCHOLARSHIP APPLY କରନ୍ତୁ ଯେଉଁଥିରେ ନିଶ୍ଚିତ SCHOLARSHIP ଟଙ୍କା ମିଳିବ ....(GOVT. SCHOLARSHIP ବହୁତ ଅଛି)

➡️ କିଏ କଣ କହିବ ??? ... ସେ SCHOLARSHIP ଏତେ ଟଙ୍କା ମିଳୁଛି ସେତେ ଟଙ୍କା ମିଳୁଛି ...କୌଣସି କଥା କୁ ବିଶ୍ବାସ କରନ୍ତୁ ନାହିଁ .....

ଆପଣଙ୍କର ଇଚ୍ଛା ଆପଣ APPLY କରିଲେ କରିବେ ନହେଲେ ନାହିଁ


⛔️ଆପଣ APPLY କରିବେ କୌଣସି ଅସୁବିଧାରେ ପଡ଼ିଲେ ନିଜେ ହଇରାଣ ହେବ .... ଅନ୍ୟ କେହି ନୁହେଁ

➡️ ANY DOUBTS - CLICK HERE
👍337🤔3😱3😢2🔥1
PLEASE DO RETWEET- https://twitter.com/SukantTutorial/status/1673709648506126336?t=pHCZD13uStJ8sdOXoMVtwQ&s=19

ଦୟାକରି ସମସ୍ତେ RETWEET ସହ COMMENTS କରନ୍ତୁ
4🔥2👍1
ଆଜି ପବିତ୍ର ବାହୁଡ଼ାଯାତ୍ରା । ଶ୍ରୀଗୁଣ୍ଡିଚା ମନ୍ଦିରରୁ ଫେରିବେ ଶ୍ରୀଜିଉ...ପବିତ୍ର ବାହୁଡ଼ା ଦଶମୀରେ ଆପଣଙ୍କୁ ଶୁଭେଚ୍ଛା
🙏6
❇️ ଆଜିର (୨୮.୦୬.୨୦୨୩) ମୂଖ୍ୟ ଖବର
👍4