Sukant Tutorial
12.4K subscribers
4.1K photos
5 videos
333 files
2.33K links
Hi Friends I am Sukant , Welcome to My Channel "Sukant Tutorial"
In this channel you will get
1.Educational Related all videos
2.Educational News & Letters
3.Scholarship update


Subscribe me on YouTube -: https://youtube.com/@SukantTutorial
Download Telegram
PLEASE SHARE WITH ALL ODISHA😍
3👍3🔥1👏1
❇️ NIRMAN SHRAMIK KALYAN YOJANA SCHOLARSHIP 2022-23

🔴 ଆସିଲା ଲେବର୍ କାର୍ଡ଼ ସ୍କଲାରସିପ୍ ଟଙ୍କା

1. ଆଜିଠୁ ଅର୍ଥାତ ୨୧- ଜୁନ୍-୨୦୨୩ ର NIRMAN SHRAMIK KALYAN YOJANA SCHOLARSHIP (LABOUR CARD SCHOLARSHIP) ମିଳିବା ଆରମ୍ଭ ହୋଇଛି ।

2. ଯେଉଁ ପିଲାଙ୍କର APPLICATION STATUS APPROVED BY DEPARTMENT_USER କିମ୍ବା PAYMENT PROCESS SHOW କରୁଛି ସେମାନଙ୍କୁ ମିଳୁଛି SCHOLARSHIP ଟଙ୍କା ।

3. LABOUR CARD SCHOLARSHIP ଟଙ୍କା ପର୍ଯ୍ୟାୟ କ୍ରମେ ମିଳିବ ବ୍ୟସ୍ତ ନ ହୋଇକି ଅପେକ୍ଷା କରନ୍ତୁ I

4. ଯେଉଁ ପିଲାଙ୍କ APPLICATION VERIFY/APPROVED ହୋଇନି ସେମାନଙ୍କର VERIFY ହୋଇକି ମିଳିବ I

5. ଯଦି ଆପଣମାନେ ଏ ପର୍ଯ୍ୟନ୍ତ LABOUR CARD SCHOLARSHIP APPLY କରି ନାହାଁନ୍ତି ଏବେ ହିଁ APPLY କରିଦିଅନ୍ତୁ I

6. LABOUR CARD SCHOLARSHIP ONLINE APPLY LAST DATE - 31/AUGUST/2023

7. ଯଦି ଆପଣମାନେ LABOUR CARD SCHOLARSHIP ପାଇବା ପାଇଁ ଯୋଗ୍ୟ ଅଟନ୍ତି ନିଶ୍ଚିତ ମିଳିବ କେବଳ ଅପେକ୍ଷା କରନ୍ତୁ I

➡️ DETAILS VIDEO LINK -
CLICK HERE

♡ ㅤ  ❍ㅤ    ⎙ㅤ  ⌲
ˡᶦᵏᵉ  ᶜᵒᵐᵐᵉⁿᵗ  ˢᵃᵛᵉ  ˢʰᵃʳᵉ
👁‍🗨MUST SHARE
& SUPPORT🤝 ♥️

Join :
@SukantTutorial
👍102🔥1🥰1👏1
❇️ ଆଜିର (୨୨.୦୬.୨୦୨୩) ମୂଖ୍ୟ ଖବର
👍2
🔴 ADMISSION UPDATE 2023-24
❇️ +2 E-ADMISSION REVISED DATELINE 2023-24
❇️OJEE ADMISSION 2023-24

❇️NOTICE FOR 2ND/SPECIAL OJEE 2023
4🥰3👍1
❇️ ଜାଣନ୍ତୁ +2 CERTIFICATE କେବେ ମିଳିବ ???
👍3
❇️ କେଉଁ ଶ୍ରେଣୀ ପିଲା ନେବେ କେତେ ଓଜନର ସ୍କୁଲ ବ୍ୟାଗ୍‌ ? ନିୟମ ଆଣିଲେ ଏହି ସରକାର

ସରକାରୀ ସ୍କୁଲରେ କିପରି ମିଳିପାରିବ ଉତ୍ତମ ଶିକ୍ଷା ? ପିଲାମାନଙ୍କ ଶିକ୍ଷାରେ କିଭଳି ଆହୁରି ଆସିପାରିବ ଉନ୍ନତି ? ଶାରୀରିକ ଓ ମାନସିକ ସ୍ତରରେ ପିଲାମାନେ ସମ୍ପୂର୍ଣ୍ଣ ସୁସ୍ଥ ଭାବେ କିପରି ପାଠ ପଢ଼ିପାରିବେ ସେନେଇ ସରକାରଙ୍କ ପକ୍ଷରୁ ପୂର୍ବରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ନିକଟରେ ସରକାରଙ୍କ ପକ୍ଷରୁ ପିଲାମାନଙ୍କ ସ୍କୁଲ ବ୍ୟାଙ୍ଗର ଓଜନକୁ ନେଇ କିଛି ପଦକ୍ଷେପ ନିଆଯାଇଥିଲା । ଯାହା ଆଜି ଯାଏ ଲାଗୁ ହୋଇନଥିବାବେଳେ ଗୋଟିଏ ରାଜ୍ୟର ସରକାର ଏନେଇ ଏକ ନିୟମ ଲାଗୁ କରିଛନ୍ତି ।

ନିର୍ଦ୍ଦିଷ୍ଟ ଶ୍ରେଣୀ ଓ ବୟସର ପିଲାମାନଙ୍କ ପାଇଁ ସେମାନଙ୍କ ସ୍କୁଲ ବ୍ୟାଗ୍‌ର ଓଜନ କେତେ ରହିବ, ସେ ନେଇ ନିୟମ ଆଣିଛନ୍ତି କର୍ଣ୍ଣାଟକ ସରକାର । ସରକାରଙ୍କ ପକ୍ଷରୁ ରାଜ୍ୟର ବିଦ୍ୟାଳୟଗୁଡ଼ିକୁ ଏନେଇ ନିର୍ଦ୍ଦେଶ ଦିଆଯାଇଛି । କର୍ଣ୍ଣାଟକର ସ୍କୁଲ ଶିକ୍ଷା ଓ ସାକ୍ଷରତା ବିଭାଗ ବୁଧବାର ଦିନ ୨୦୧୯ ସର୍କୁଲାରକୁ କଡ଼ାକଡ଼ି କାର୍ଯ୍ୟକାରୀ କରିବାକୁ ବ୍ଲକ ସ୍ତରୀୟ ଶିକ୍ଷା ଅଧିକାରୀଙ୍କୁ କହିଛି ।
ସର୍କୁଲାର ଅନୁଯାୟୀ, ପିଲାମାନେ ସ୍କୁଲକୁ ନେଉଥିବା ବ୍ୟାଗର ଓଜନ ସେମାନଙ୍କ ଓଜନର ୧୫ ପ୍ରତିଶତରୁ ଅଧିକ ହେବା ଉଚିତ୍‌ ନୁହେଁ । ନିର୍ଦ୍ଦେଶ ଅନୁସାରେ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀର ପିଲାମାନେ ସେମାନଙ୍କ ସ୍କୁଲ ବ୍ୟାଗର ଓଜନ ଦେଢ଼ କେଜିରୁ ୨କେଜି ଭିତରେ ରହିବା ଆବଶ୍ୟକ ।

ସେହିପରି ୩ରୁ ୫ ଶ୍ରେଣୀର ପିଲାମାନଙ୍କ ସ୍କୁଲ ବ୍ୟାଗ୍‌ର ଓଜନ ୨ରୁ ୩ କେଜି ଭିତରେ ରହିବ । ଷଷ୍ଠରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀମାନେ ୩ରୁ ୪ କେ.ଜି ମଧ୍ୟରେ ସ୍କୁଲ ବ୍ୟାଗ ନେଇପାରିବେ । ଶେଷରେ ନବମ ଓ ଦଶମ ପିଲାଙ୍କ ପାଇଁ ମଧ୍ୟ ସରକାର ଏହି ନିୟମ ଅନୁସାରେ ୪ରୁ-୫କିଲୋର ବ୍ୟାଗ୍‌ ସ୍କୁଲକୁ ଆଣିପାରିବେ ବୋଲି କୁହାଯାଇଛି ।
ଖାଲି ଏତିକି ନୁହେଁ, ଏହି ନିର୍ଦ୍ଦେଶାବଳୀରେ ଆହୁରି କୁହାଇଛି ଯେ, ସପ୍ତାହରେ ଗୋଟିଏ ଦିନ ‘ସ୍କୁଲରେ ନୋ ବ୍ୟାଗ୍‌ ଡେ’ ପାଳନ କରାଯିବ । ବିଶେଷ କରି ଶନିବାର ଦିନ ଏହି ଦିବସ ସ୍କୁଲରେ ପାଳନ କରାଯିବ ବୋଲି କୁହାଯାଇଛି ।

ଡ. ଭି.ପି ନିରଞ୍ଜନରାଧ୍ୟ କମିଟି ଦେଇଥିବା ସୁପାରିଶକୁ ଆଧାର କରି ଏହି ନିର୍ଦ୍ଦେଶ ଜାରି କରାଯାଇଛି । ସ୍କୁଲ ବ୍ୟାଗ ଓଜନ ହେତୁ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଉପରେ ଦୃଷ୍ଟି ଦିଆଯାଇଛି ।

କିଛି ବର୍ଷ ପୂର୍ବରୁ ଏହି ନିୟମକୁ ଲାଗୁ କରାଯିବା ନେଇ ଏକ ରିପୋର୍ଟ ଦାଖଲ କରାଯାଇଥିଲା । ପରେ ପରେ ୨୦୧୮-୧୯ରେ ଏହାର ଅନ୍ତିମ ରିପୋର୍ଟ ଦାଖଲ ହେବା ସହ ଏହାକୁ ନେଇ ବିଚାର କରାଯାଇଥିଲା । ଯାହାକୁ ଏବେ କର୍ଣ୍ଣାଟକରେ ଲାଗୁ କରାଯିବାକୁ ସ୍ପଷ୍ଟ କରାଯାଇଛି ।
👍193🔥3🙏2
⛔️IMPORTANT MASSAGE FOR ALL

ଯେ ପର୍ଯ୍ୟନ୍ତ SUPPORT କରିନା ... ସେ ପର୍ଯ୍ୟନ୍ତ REPLY ନାହିଁ👍 (ସିଧା କଥା)

ତୁମକୁ ମୁଁ ଏତେ ସାହାଯ୍ୟ କରୁଛି ତୁମେ SUPPORT କରୁନା😢

➡️ CONTACT LINK -
CLICK HERE
👍253🔥2😢2🙏2
⛔️ IMPORTANT MASSAGE

କିଛି ଦିନ ଭିତରେ " SUKANT TUTORIAL DISCUSSION " GROUP ସବୁ ଦିନ ପାଇଁ ବନ୍ଦ କରାଯିବ

📌 SUKANT TUTORIAL DISCUSSION -
CLICK HERE

ନିଜ ଅସୁବିଧା ନିଜେ ସମାଧାନ କରିବେ ‼️
👍20🤔9😁5🔥4😢2🤮2🙏21