Sukant Tutorial
12.4K subscribers
4.1K photos
5 videos
333 files
2.33K links
Hi Friends I am Sukant , Welcome to My Channel "Sukant Tutorial"
In this channel you will get
1.Educational Related all videos
2.Educational News & Letters
3.Scholarship update


Subscribe me on YouTube -: https://youtube.com/@SukantTutorial
Download Telegram
🔴ଜୁନ୍ ୨୬ ଯାଏ ବଢ଼ିଲା +୨ ନାମଲେଖା ପାଇଁ ଆବେଦନର ଅବଧି
👍52🔥1
❇️ ରାଜ୍ୟ ସାରା ସକାଳୁଆ ସ୍କୁଲ ପାଇଁ ଦାବି
2👍2🔥1👏1
❇️ ସ୍କୁଲ ଖୋଲା ଏବଂ ଛୁଟି ଅପଡେଟ୍
👍52🔥1👏1
ନିଶ୍ଚିତ ଭାବେ ଚିନ୍ତାର ବିଷୟ 🤔
🔥3👏1😢1
ସାହାଯ୍ୟ ଦରକାର ‼️

❇️LABOUR CARD SCHOLARSHIP APPLY କରିଥିଲେ CONTACT କର .....

➡️CONTACT LINK -
CLICK HERE
👍32👏1🤔1
ଖୁସି ଖବର😍
9👍5🔥2👏1
PLEASE SHARE WITH ALL ODISHA😍
3👍3🔥1👏1
❇️ NIRMAN SHRAMIK KALYAN YOJANA SCHOLARSHIP 2022-23

🔴 ଆସିଲା ଲେବର୍ କାର୍ଡ଼ ସ୍କଲାରସିପ୍ ଟଙ୍କା

1. ଆଜିଠୁ ଅର୍ଥାତ ୨୧- ଜୁନ୍-୨୦୨୩ ର NIRMAN SHRAMIK KALYAN YOJANA SCHOLARSHIP (LABOUR CARD SCHOLARSHIP) ମିଳିବା ଆରମ୍ଭ ହୋଇଛି ।

2. ଯେଉଁ ପିଲାଙ୍କର APPLICATION STATUS APPROVED BY DEPARTMENT_USER କିମ୍ବା PAYMENT PROCESS SHOW କରୁଛି ସେମାନଙ୍କୁ ମିଳୁଛି SCHOLARSHIP ଟଙ୍କା ।

3. LABOUR CARD SCHOLARSHIP ଟଙ୍କା ପର୍ଯ୍ୟାୟ କ୍ରମେ ମିଳିବ ବ୍ୟସ୍ତ ନ ହୋଇକି ଅପେକ୍ଷା କରନ୍ତୁ I

4. ଯେଉଁ ପିଲାଙ୍କ APPLICATION VERIFY/APPROVED ହୋଇନି ସେମାନଙ୍କର VERIFY ହୋଇକି ମିଳିବ I

5. ଯଦି ଆପଣମାନେ ଏ ପର୍ଯ୍ୟନ୍ତ LABOUR CARD SCHOLARSHIP APPLY କରି ନାହାଁନ୍ତି ଏବେ ହିଁ APPLY କରିଦିଅନ୍ତୁ I

6. LABOUR CARD SCHOLARSHIP ONLINE APPLY LAST DATE - 31/AUGUST/2023

7. ଯଦି ଆପଣମାନେ LABOUR CARD SCHOLARSHIP ପାଇବା ପାଇଁ ଯୋଗ୍ୟ ଅଟନ୍ତି ନିଶ୍ଚିତ ମିଳିବ କେବଳ ଅପେକ୍ଷା କରନ୍ତୁ I

➡️ DETAILS VIDEO LINK -
CLICK HERE

♡ ㅤ  ❍ㅤ    ⎙ㅤ  ⌲
ˡᶦᵏᵉ  ᶜᵒᵐᵐᵉⁿᵗ  ˢᵃᵛᵉ  ˢʰᵃʳᵉ
👁‍🗨MUST SHARE
& SUPPORT🤝 ♥️

Join :
@SukantTutorial
👍102🔥1🥰1👏1
❇️ ଆଜିର (୨୨.୦୬.୨୦୨୩) ମୂଖ୍ୟ ଖବର
👍2