Sukant Tutorial
12.4K subscribers
4.1K photos
5 videos
333 files
2.33K links
Hi Friends I am Sukant , Welcome to My Channel "Sukant Tutorial"
In this channel you will get
1.Educational Related all videos
2.Educational News & Letters
3.Scholarship update


Subscribe me on YouTube -: https://youtube.com/@SukantTutorial
Download Telegram
🔴 ରଥଯାତ୍ରା ନିମନ୍ତେ ସ୍ୱତନ୍ତ୍ର ଟ୍ରେନ୍ ତାଲିକା
👍6🔥2
❇️ ଆସନ୍ତା ୨୧ ତାରିଖରୁ ଖୋଲିବ ସ୍କୁଲ

📌୭ ଜିଲ୍ଲାରେ ସକାଳୁଆ ସ୍କୁଲ

📌ସୁନ୍ଦରଗଡ, ସମ୍ବଲପୁର, ଝାରସୁଗୁଡା, ବରଗଡ଼, ଅନୁଗୁଳ, ସୋନପୁର, ବଲାଙ୍ଗୀର ଜିଲ୍ଲାରେ ହେବ ସକାଳୁଆ ସ୍କୁଲ

📌ଖରା ସ୍ଥିତି ଦେଖି ସ୍କୁଲ ଛୁଟି ଘୋଷଣା କରିପାରିବେ ୭ଜିଲ୍ଲାର ଜିଲ୍ଲାପାଳ

📌ସବୁ ପ୍ରକାର ପ୍ରତିଷେଧକ ବ୍ୟବସ୍ଥା ସହ ସ୍କୁଲ ଖୋଲିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ
👍12
❇️ ଆପଣମାନଙ୍କର କଣ ଅସୁବିଧା ଅଛି କୁହନ୍ତୁ ???

ଚେଷ୍ଟା କରିବା ସମାଧାନ କରିବା ପାଇଁ ସମସ୍ତଙ୍କର ଅସୁବିଧା

➡️ COMMENTS YOUR DOUBTS -
CLICK HERE
👍5😱3
❇️ Notice Regarding School Reopening
👍7🔥42🥰2
PLZ SHARE WITH ALL ODISHA😜
6👍3🔥3
ଆସ ‼️ଆସ‼️ ସମସ୍ତେ ପୁରୀ ଆସ‼️

କାଳିଆ ଠାକୁର ଦେଖିବାକୁ ଯିବା 🙏

ଆମେସବୁ କାଳିଆ ଠାକୁରକୁ ଦେଖିବାକୁ ବାହାରି ଗଲୁ
CLICK HERE

ଜୟ ଜଗନ୍ନାଥ🙏
👍11😢2🙏2
Sanction_of_funds_for_release_of_1st_phase_payment_to_11717_no_of.pdf
103.6 KB
❇️ Laptop Distribution 2022-23

❇️ Sanction of Funds For Release Of 1st Phase Payment to 11,717 nos.Of Beneficiaries Of Financial Assistance to 12th Pass Meritorious Students For Purchase Of Laptop Under " BIJU YUVA SASHAKTIKARAN YOJANA " 2022
👍62
❇️ ANY PROBLEMS PLEASE CONTACT - CLICK HERE
ତୋର ଟିକେ ଝଲକ୍ ଦେଖିବା ପାଇଁ କୋଟି କୋଟି ଭକ୍ତ ଅନେଇ ଅଛନ୍ତି🙏
🙏3913👍2🥰1
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମେତ ଚତୁର୍ଦ୍ଧାମୂର୍ତ୍ତିଙ୍କର ଦିବ୍ଯ ପହଣ୍ତି ନୀତି ସମ୍ପନ୍ନ ହୋଇଅଛି। ରଥାରୂଢ ହୋଇଛନ୍ତି ମଦନମୋହନ, ରାମକୃଷ୍ଣଙ୍କ ସମେତ ଚତୁର୍ଦ୍ଧାମୂର୍ତ୍ତି।
29🙏23👍2🥰2
❇️ ଏକାଦଶ ଶ୍ରେଣୀ ପାଇଁ SAMS ପୋର୍ଟାଲ ଜରିଆରେ ଆବେଦନ ତାରିଖକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜୁନ୍ ୨୦ ତାରିଖ ପରିବର୍ତ୍ତେ ଜୁନ୍ ୨୬ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପ୍ରଥମ ମେଧା ତାଲିକା ଜୁଲାଇ ୨ ତାରିଖ ଦିନ ପ୍ରକାଶ ପାଇବ।
👍111
🙏ଜୟ ଜଗନ୍ନାଥ 🙏
👍104🔥2🙏2
🔴ଜାଣନ୍ତୁ କାହିଁକି ସମୟରେ ପହଞ୍ଚିଲାନି ତିନିଥର ??
🔥114👍2🙏1
❇️ ଆଜିର (୨୧.୦୬.୨୦୨୩) ମୂଖ୍ୟ ଖବର
👍42🔥1🤔1