ଆଜି ପ୍ରକାଶ ପାଇବ +୨ ବିଜ୍ଞାନ ଓ ବାଣିଜ୍ୟ ଫଳ, ଜୁନ୍ ୮ସୁଦ୍ଧା କଳା ଓ ଧନ୍ଦାମୂଳକ ରେଜଲ୍ଟ
ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସଇ) ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ବାଣିଜ୍ୟ ଓ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ଆସନ୍ତାକାଲି(ବୁଧବାର) ପ୍ରକାଶ ପାଇବ। ପୂର୍ବାହ୍ନ ୧୧ଟାରେ ରେଜଲ୍ଟ ପ୍ରକାଶ ପାଇବାକୁ ଥିବାବେଳେ ପରୀକ୍ଷା ଫଳ www.orissaresults.nic.in ୱେବସାଇଟ୍ରେ ଉପଲବ୍ଧ ହେବ। ଏଥି ସହ କଲେଜଗୁଡ଼ିକର ସାମ୍ସ ‘ଇ-ସ୍ପେସ୍’ରେ ପିଲାଙ୍କ ଫଳାଫଳ ଉପଲବ୍ଧ ହେବ ବୋଲି ପରିଷଦର ପରୀକ୍ଷା ନିୟନ୍ତ୍ରକ ଡ. ଅଶୋକ କୁମାର ନାୟକ ସୂଚନା ଦେଇଛନ୍ତି। ଆଜି ବାଣିଜ୍ୟ ଓ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ ପାଇବାକୁ ଥିବାବେଳେ କଳା ଓ ଧନ୍ଦାମୂଳକ ଛାତ୍ରଛାତ୍ରୀଙ୍କ ରେଜଲ୍ଟ ଜୁନ୍ ୮ ତାରିଖ ସୁଦ୍ଧା ପ୍ରକାଶ ପାଇବ।👍7🔥2😢2❤1
https://youtu.be/3d9i4LqY9ZM
WEBSITE OPEN ହେଉନି ଏମିତି ଚେକ୍ କରନ୍ତୁ ନିଜ ନିଜ +2 RESULTS
MUST WATCH & SHARE👆👆
WEBSITE OPEN ହେଉନି ଏମିତି ଚେକ୍ କରନ୍ତୁ ନିଜ ନିଜ +2 RESULTS
MUST WATCH & SHARE👆👆
👍7❤2👏2🔥1
📌CHSE +2 RESULTS UPDATE 2023
୨ ଘଣ୍ଟା ପରେ ଦେଖିଲେ ରେଜଲ୍ଟ !
ଦୀର୍ଘ ୨ ଘଣ୍ଟା ପରେ +୨ ରେଜଲ୍ଟ ଦେଖିପାରିଲେ ପିଲା । ୱେବସାଇଟ୍ ଖୋଲୁନଥିବାରୁ ରେଜଲ୍ଟ ଦେଖି ହେଉନଥିଲା । ସର୍ଭର ଡାଉନ ଯୋଗୁଁ ୱେବସାଇଟ୍ ଖୋଲୁ ନଥିଲା
୨ ଘଣ୍ଟା ପରେ ଦେଖିଲେ ରେଜଲ୍ଟ !
ଦୀର୍ଘ ୨ ଘଣ୍ଟା ପରେ +୨ ରେଜଲ୍ଟ ଦେଖିପାରିଲେ ପିଲା । ୱେବସାଇଟ୍ ଖୋଲୁନଥିବାରୁ ରେଜଲ୍ଟ ଦେଖି ହେଉନଥିଲା । ସର୍ଭର ଡାଉନ ଯୋଗୁଁ ୱେବସାଇଟ୍ ଖୋଲୁ ନଥିଲା
👍14❤3🥰2🔥1💯1
👍6👏1
📌 ୨୦୨୪-୨୫ ଆର୍ଥିକ ବର୍ଷରୁ ସ୍କୁଲ ପାଠ୍ୟକ୍ରମରେ ପଢାଯିବ କ୍ରୀଡ଼ା ବିଷୟବସ୍ତୁ
❤3👍1🔥1