Sukant Tutorial
12.4K subscribers
4.1K photos
5 videos
333 files
2.33K links
Hi Friends I am Sukant , Welcome to My Channel "Sukant Tutorial"
In this channel you will get
1.Educational Related all videos
2.Educational News & Letters
3.Scholarship update


Subscribe me on YouTube -: https://youtube.com/@SukantTutorial
Download Telegram
ଆଜିର (୩୧.୦୫.୨୦୨୩) ମୂଖ୍ୟ ଖବର
👍41🔥1
❇️ +2 RESULTS UPDATE 2023
6👍1🔥1
📌 ସ୍କୁଲ ପିଲାଙ୍କ ପାଇଁ ସରକାରଙ୍କ ବଡ଼ ଘୋଷଣା
👍61🔥1
📌 ଖୁବ୍ ଶୀଘ୍ର ନିଯୁକ୍ତି ପାଇବେ ୩୦ ହଜାର ଶିକ୍ଷକ
👍31🔥1
📌+୨ ପିଲାଙ୍କ ପାଇଁ ଖୁସି ଖବର .... ବଢ଼ିଲା ସିଟ୍
👍51🔥1
ଆଜି ପ୍ରକାଶ ପାଇବ +୨ ବିଜ୍ଞାନ ଓ ବାଣିଜ୍ୟ ଫଳ, ଜୁନ୍‌‌ ୮ସୁଦ୍ଧା କଳା ଓ ଧନ୍ଦାମୂଳକ ରେଜଲ୍ଟ

ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସଇ) ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ବାଣିଜ୍ୟ ଓ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ଆସନ୍ତାକାଲି(ବୁଧବାର) ପ୍ରକାଶ ପାଇବ। ପୂର୍ବାହ୍ନ ୧୧ଟାରେ ରେଜଲ୍ଟ ପ୍ରକାଶ ପାଇବାକୁ ଥିବାବେଳେ ପରୀକ୍ଷା ଫଳ www.orissaresults.nic.in ୱେବସାଇଟ୍‌‌ରେ ଉପଲବ୍ଧ ହେବ। ଏଥି ସହ କଲେଜଗୁଡ଼ିକର ସାମ୍ସ ‘ଇ-ସ୍ପେସ୍‌‌’ରେ ପିଲାଙ୍କ ଫଳାଫଳ ଉପଲବ୍ଧ ହେବ ବୋଲି ପରିଷଦର ପରୀକ୍ଷା ନିୟନ୍ତ୍ରକ ଡ. ଅଶୋକ କୁମାର ନାୟକ ସୂଚନା ଦେଇଛନ୍ତି। ଆଜି ବାଣିଜ୍ୟ ଓ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ ପାଇବାକୁ ଥିବାବେଳେ କଳା ଓ ଧନ୍ଦାମୂଳକ ଛାତ୍ରଛାତ୍ରୀଙ୍କ ରେଜଲ୍ଟ ଜୁନ୍‌‌ ୮ ତାରିଖ ସୁଦ୍ଧା ପ୍ରକାଶ ପାଇବ।
👍7🔥2😢21
ପ୍ରକାଶ ପାଇଲା ଯୁକ୍ତ ୨ ରେଜଲ୍ଟ
🥰83🔥2👏1😢1
+2 RESULTS 2023 (1).pdf
383.9 KB
❇️ +2 RESULT 2023

📌 SCIENCE & COMMERCE

📌 OFFICIAL NOTICE
👍82😢2🔥1
https://youtu.be/3d9i4LqY9ZM

WEBSITE OPEN ହେଉନି ଏମିତି ଚେକ୍ କରନ୍ତୁ ନିଜ ନିଜ +2 RESULTS

MUST WATCH & SHARE👆👆
👍72👏2🔥1
ସମସ୍ତଙ୍କୁ SHARE କରିଦିଅ😍
📌CHSE +2 RESULTS UPDATE 2023

୨ ଘଣ୍ଟା ପରେ ଦେଖିଲେ ରେଜଲ୍ଟ !

ଦୀର୍ଘ ୨ ଘଣ୍ଟା ପରେ +୨ ରେଜଲ୍ଟ ଦେଖିପାରିଲେ ପିଲା । ୱେବସାଇଟ୍ ଖୋଲୁନଥିବାରୁ ରେଜଲ୍ଟ ଦେଖି ହେଉନଥିଲା । ସର୍ଭର ଡାଉନ ଯୋଗୁଁ ୱେବସାଇଟ୍ ଖୋଲୁ ନଥିଲା
👍143🥰2🔥1💯1
❇️ CHSE +2 RESULTS 2023

📌କେଉଁ ପିଲାଙ୍କର କେତେ ମାର୍କ ରହିଲା ?

👇👇👇👇👇

➡️ COMMENTS- CLICK HERE
👍6👏1