🔴ଆଜି ଘୋଷଣା ହେବ ଯୁକ୍ତ ଦୁଇ ରେଜଲ୍ଟ ତାରିଖ
ଆଜି ଘୋଷଣା ହେବ ଯୁକ୍ତ ଦୁଇ ରେଜଲ୍ଟ ତାରିଖ । ଏନେଇ ପୂର୍ବରୁ ସୂଚନା ଦେଇଥିଲା ସିଏଚଏସଇ । ପ୍ରଥମେ ବିଜ୍ଞାନ ଓ ବାଣିଜ୍ୟ ଫଳ ଓ ପରେ କଳା ଓ ଧନ୍ଦାମୂଳକ ରେଜଲ୍ଟ ପ୍ରକାଶ ପାଇବ । ସବୁ ଠିକ୍ ରହିଲେ ୩୦ କିମ୍ବା ୩୧ରେ ପ୍ରକାଶ ପାଇବ ବିଜ୍ଞାନ ଓ ବାଣିଜ୍ୟ ଫଳ । ସେହିପରି ୮ ଜୁନ ସୁଦ୍ଧା ପ୍ରକାଶ ପାଇପାରେ କଳା ଓ ଧନ୍ଦାମୂଳକ ଫଳାଫଳ । ଆଜି ଫଳ ପ୍ରକାଶ ନେଇ ତାରିଖ ଘୋଷଣା କରାଯିବ ବୋଲି ପରୀକ୍ଷା ନିୟନ୍ତ୍ରକଙ୍କ ସୂଚନା ଦେଇଥିଲେ ।
ଚଳିତବର୍ଷ ମୋଟ ୩ ଲକ୍ଷ ୫୭ ହଜାର ୯୪୨ ଛାତ୍ରଛାତ୍ରୀ ବିଜ୍ଞାନ, କଳା ଓ ବାଣିଜ୍ୟ ବିଭାଗରେ ପରୀକ୍ଷା ଦେଇଛନ୍ତି । ଏଥିରେ ୧ ଲକ୍ଷ ୭୩ ହଜାର ୫୩୪ ଜଣ ଛାତ୍ର ଥିବା ବେଳେ ଛାତ୍ରୀଙ୍କ ସଂଖ୍ୟା ୧ ଲକ୍ଷ ୮୪ ହଜାର ୪୦୮ । କଳାରେ ୨ ଲକ୍ଷ ୧୮ ହଜାର ୪୪୦ ଛାତ୍ରଛାତ୍ରୀ, ବିଜ୍ଞାନରେ ୯୧ ହଜାର ୪୫୭, ବାଣିଜ୍ୟରେ ୨୩ ହଜାର ୧୯୩ ଜଣ ପିଲା ପରୀକ୍ଷା ଦେଇଛନ୍ତି ।👍18❤4😱2🔥1🥰1😢1
https://youtu.be/CdKfYWDwq8k
କେଉଁ ସ୍କଲାରସିପରେ ପିଲାଙ୍କୁ କେତେ ଟଙ୍କା ମିଳିବ ଜାଣନ୍ତୁ ?
MUST WATCH & SHARE👆👆
କେଉଁ ସ୍କଲାରସିପରେ ପିଲାଙ୍କୁ କେତେ ଟଙ୍କା ମିଳିବ ଜାଣନ୍ତୁ ?
MUST WATCH & SHARE👆👆
YouTube
State Scholarship Payment List 2023 | Know How Much Money a Student Will Get in Which Scholarship ?
State Scholarship Payment List 2023 | Know How Much Money a Student Will Get in Which Scholarship ?
🅈🄾🅄🅁 🅀🅄🄴🅁🄸🄴🅂 :-
State Scholarship 2022-23
State Scholarship Money Received Date 2022-23
Post- Matric Scholarship Notice 2022 Full Details
Post- Matric Scholarship…
🅈🄾🅄🅁 🅀🅄🄴🅁🄸🄴🅂 :-
State Scholarship 2022-23
State Scholarship Money Received Date 2022-23
Post- Matric Scholarship Notice 2022 Full Details
Post- Matric Scholarship…
👍10❤3🔥2
ଆପଣଙ୍କର ଏହି ପରି ମତାମତ ଖୁସି ଲାଗେ ଏବଂ ଆଗକୁ ବଢ଼ିବାକୁ ପ୍ରେରଣା ଦିଏ😍
କିନ୍ତୁ ଦୁଃଖ ଲାଗେ ସତ😢 କାରଣ ସମସ୍ତଙ୍କ DOUBTS CLEAR କରି ପାରୁ ନ ଥିବାରୁ !!
କଣ DOUBTS ଅଛି ପଚାରନ୍ତୁ ଚେଷ୍ଟା କରିବି ସମସ୍ତଙ୍କୁ REPLY ଦେବାକୁ - CLICK HERE
କିନ୍ତୁ ଦୁଃଖ ଲାଗେ ସତ😢 କାରଣ ସମସ୍ତଙ୍କ DOUBTS CLEAR କରି ପାରୁ ନ ଥିବାରୁ !!
କଣ DOUBTS ଅଛି ପଚାରନ୍ତୁ ଚେଷ୍ଟା କରିବି ସମସ୍ତଙ୍କୁ REPLY ଦେବାକୁ - CLICK HERE
❤13👍8🥰3😱3🔥2
Regarding negligence in discharging Government duty..pdf
336.9 KB
❇️ REGARDING NEGLIGENCE IN DISCHARGING GOVERNMENT DUTY
❇️ COLLEGE LIST OFFICIAL NOTIFICATION
❇️ COLLEGE LIST OFFICIAL NOTIFICATION
👍6🔥2❤1
❇️ ମେ' ୩୧ ସୁଦ୍ଧା +୨ ରେଜଲ୍ଟ
📌ମେ’ ୩୧ ସୁଦ୍ଧା ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ
📌୩୧ ସୁଦ୍ଧା ପ୍ରକାଶ ପାଇବ +୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ
📌CHSE ପରୀକ୍ଷା ନିୟନ୍ତ୍ରକଙ୍କ ସୂଚନା
📌ମେ’ ୩୧ ସୁଦ୍ଧା ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ
📌୩୧ ସୁଦ୍ଧା ପ୍ରକାଶ ପାଇବ +୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ
📌CHSE ପରୀକ୍ଷା ନିୟନ୍ତ୍ରକଙ୍କ ସୂଚନା
❤7🥰3👍2🔥1
❤30👍9🔥8🥰4👌3