Sukant Tutorial
12.4K subscribers
4.1K photos
5 videos
333 files
2.33K links
Hi Friends I am Sukant , Welcome to My Channel "Sukant Tutorial"
In this channel you will get
1.Educational Related all videos
2.Educational News & Letters
3.Scholarship update


Subscribe me on YouTube -: https://youtube.com/@SukantTutorial
Download Telegram
📌 ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ +୨ ନାମଲେଖା ବିଜ୍ଞାପନ
👍82🔥2
ଆଉ କେଉଁ ଖୁସି ଖବର ଆସିଲେ VIDEO କୁ SHARE କରିବେ ଏବଂ LIKE କରିବେ😢
👍15😢62
CHIEF MINISTER'S MERIT SCHOLARSHIP 2023 & SCHOLARSHIP MONEY INCREASED😍
👍6🔥21
ଆଜିର (୨୮.୦୫.୨୦୨୩) ମୂଖ୍ୟ ଖବର
🔥31👍1👏1
📌ADMISSION UPDATE 2023-24
3👍1🔥1
📌10TH SUPPLEMENTARY HSE EXAMINATION 2023 (REGULAR & EX-REGULAR)
👍21🔥1😁1
📌 BED ENTRANCE EXAM UPDATE 2023
👍21🔥1
📌 CT ENTRANCE EXAM UPDATE 2023
🔥31👍1💯1
ଆଜି ଘୋଷଣା ହେବ +୨ ରେଜଲ୍ଟ ତାରିଖ 😍
👍7🔥32
🔴ଆଜି ଘୋଷଣା ହେବ ଯୁକ୍ତ ଦୁଇ ରେଜଲ୍ଟ ତାରିଖ

ଆଜି ଘୋଷଣା ହେବ ଯୁକ୍ତ ଦୁଇ ରେଜଲ୍ଟ ତାରିଖ । ଏନେଇ ପୂର୍ବରୁ ସୂଚନା ଦେଇଥିଲା ସିଏଚଏସଇ । ପ୍ରଥମେ ବିଜ୍ଞାନ ଓ ବାଣିଜ୍ୟ ଫଳ ଓ ପରେ କଳା ଓ ଧନ୍ଦାମୂଳକ ରେଜଲ୍ଟ ପ୍ରକାଶ ପାଇବ । ସବୁ ଠିକ୍ ରହିଲେ ୩୦ କିମ୍ବା ୩୧ରେ ପ୍ରକାଶ ପାଇବ ବିଜ୍ଞାନ ଓ ବାଣିଜ୍ୟ ଫଳ । ସେହିପରି ୮ ଜୁନ ସୁଦ୍ଧା ପ୍ରକାଶ ପାଇପାରେ କଳା ଓ ଧନ୍ଦାମୂଳକ ଫଳାଫଳ । ଆଜି ଫଳ ପ୍ରକାଶ ନେଇ ତାରିଖ ଘୋଷଣା କରାଯିବ ବୋଲି ପରୀକ୍ଷା ନିୟନ୍ତ୍ରକଙ୍କ ସୂଚନା ଦେଇଥିଲେ ।

ଚଳିତବର୍ଷ ମୋଟ ୩ ଲକ୍ଷ ୫୭ ହଜାର ୯୪୨ ଛାତ୍ରଛାତ୍ରୀ ବିଜ୍ଞାନ, କଳା ଓ ବାଣିଜ୍ୟ ବିଭାଗରେ ପରୀକ୍ଷା ଦେଇଛନ୍ତି । ଏଥିରେ ୧ ଲକ୍ଷ ୭୩ ହଜାର ୫୩୪ ଜଣ ଛାତ୍ର ଥିବା ବେଳେ ଛାତ୍ରୀଙ୍କ ସଂଖ୍ୟା ୧ ଲକ୍ଷ ୮୪ ହଜାର ୪୦୮ । କଳାରେ ୨ ଲକ୍ଷ ୧୮ ହଜାର ୪୪୦ ଛାତ୍ରଛାତ୍ରୀ, ବିଜ୍ଞାନରେ ୯୧ ହଜାର ୪୫୭, ବାଣିଜ୍ୟରେ ୨୩ ହଜାର ୧୯୩ ଜଣ ପିଲା ପରୀକ୍ଷା ଦେଇଛନ୍ତି ।
👍184😱2🔥1🥰1😢1