Sukant Tutorial
12.4K subscribers
4.1K photos
5 videos
333 files
2.33K links
Hi Friends I am Sukant , Welcome to My Channel "Sukant Tutorial"
In this channel you will get
1.Educational Related all videos
2.Educational News & Letters
3.Scholarship update


Subscribe me on YouTube -: https://youtube.com/@SukantTutorial
Download Telegram
ଆଜିର (୨୬.୦୫.୨୦୨୩) ମୂଖ୍ୟ ଖବର
👍133🔥1
https://youtu.be/E8O7gopWElY

ଯାହାର STATUS Pending " For Disbursement " SHOW କରୁଛି ସେମାନଙ୍କୁ ମିଳିଲା ସ୍କଲାରସିପ୍ ଟଙ୍କା ??

ଯେଉଁମାନଙ୍କୁ ସ୍କଲାରସିପ୍ ଟଙ୍କା ମିଳିନି କେବେ ମିଳିବ ଜାଣନ୍ତୁ ?

MUST WATCH & SHARE👆👆
👍63🔥1
❇️ ରାଜ୍ୟରେ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ପାଇଁ ଆସନ୍ତା ଶିକ୍ଷାବର୍ଷରୁ ସବୁ କଲେଜ, ବୈଷୟିକ ଶିକ୍ଷାନୁଷ୍ଠାନ ଓ ୟୁନିଭର୍ସିଟିରେ ଛାତ୍ରଛାତ୍ରୀଙ୍କୁ ମାଗଣା ୱାଇଫାଇ ସୁବିଧା ମିଳିବ। ଏଥିସହ ପ୍ରତି ଛାତ୍ରଛାତ୍ରୀଙ୍କୁ ମାଗଣା ୱାନ୍ ଜିବି ଡାଟା ଯୋଗାଇଦେବା ଦିଗରେ ରାଜ୍ୟର ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗ କାର୍ଯ୍ୟ କରିବ।
7👍3😁3🔥2🥰2
ଆଜିର (୨୭.୦୫.୨୦୨୩) ମୂଖ୍ୟ ଖବର
👍41🔥1