Sukant Tutorial
12.3K subscribers
4.1K photos
5 videos
333 files
2.33K links
Hi Friends I am Sukant , Welcome to My Channel "Sukant Tutorial"
In this channel you will get
1.Educational Related all videos
2.Educational News & Letters
3.Scholarship update


Subscribe me on YouTube -: https://youtube.com/@SukantTutorial
Download Telegram
ଚଳିତ ବର୍ଷ ମାଟ୍ରିକ ପାସ୍‌ ହାର ୯୬.୪୦ ପ୍ରତିଶତ😍
ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ
5👍2🔥2
❇️ ସପ୍ଲିମେଣ୍ଟାରୀ ପରୀକ୍ଷା ହେବ

📌ଚଳିତ ବର୍ଷ ହେବ ସପ୍ଲିମେଣ୍ଟାରୀ ପରୀକ୍ଷା
📌ଏନେଇ ସୂଚନା ଦେଲେ ମନ୍ତ୍ରୀ ପ୍ରମିଳା ମଲ୍ଲିକ
📌ଗତବର୍ଷ ସପ୍ଲିମେଣ୍ଟାରୀ ପରୀକ୍ଷା ହୋଇ ପାରି ନଥିଲା, ଏଥର ହେବ
📌ଫେଲ୍‌ କିମ୍ବା ଡ୍ରପଆଉଟ୍ ହୋଇଥିବା ପିଲାଙ୍କ ପାଇଁ ହେବ ପରୀକ୍ଷା
📌ଖୁବଶୀଘ୍ର ତାରିଖ ଘୋଷଣା ହୋଇ ସପ୍ଲିମେଣ୍ଟାରୀ ପରୀକ୍ଷା ହେବ
👍1
ପୁଅଙ୍କୁ ପଛରେ ପକାଇଲେ ଝିଅ

ଏଇଟା ସବୁବେଳେ ହେଉଛି ... କିଛି ନୂଆ କଥା ନୁହେଁ😂
😁25👍9🥰5🔥3
❇️ ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ । ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ଅଧିକ
👍1
❇️ ମାଟ୍ରିକ ପରୀକ୍ଷା ଫଳ । କେଉଁ ଗ୍ରେଡରେ କେତେ ପାସ୍ ?
❇️ ମାଟ୍ରିକ୍ ରେଜଲ୍ଟ ୨୩ରୁ ରିଚେକିଂ

📌୨୩ରୁ ରିଚେକିଂ ପାଇଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ
📌ହାଇସ୍କୁଲ ପାଇଁ ଅନଲାଇନରେ ଆବେଦନ କରିପାରିବେ
📌ମଧ୍ୟମା ଓ ଷ୍ଟେଟ୍‌ ଓପନ୍‌ ସ୍କୁଲ ପାଇଁ ଅଫ୍‌ଲାଇନ ଆବେଦନ
📌ସୂଚନା ଦେଲେ ବୋର୍ଡ ଉପସଭାପତି ନିହାର ମହାନ୍ତି
❇️ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି ।

ପରୀକ୍ଷା ଫଳ ନିମ୍ନ ପ୍ରଦତ୍ତ ୱେବସାଇଟ୍ ମାଧ୍ୟମରେ ଦେଖି ପାରିବେ:👇

➡️
bseodisha.ac.in
➡️
orissaresults.nic.in

SMS: OR10<ସ୍ପେସ୍> ରୋଲ ନମ୍ବର ଟାଇପ୍ କରି 5676750 ନମ୍ବରକୁ ପଠାନ୍ତୁ।

📢 ୨୩ ତାରିଖରୁ ରିଚେକିଙ୍ଗ୍ ପାଇଁ ଆବେଦନ କରିପାରିବେ।
👍3
❇️ ଚଳିତ ବର୍ଷ ମେଟ୍ରିକ ପରୀକ୍ଷାରେ ପାସ ହାର ୯୬.୪୦% ରହିଛି। ଛାତ୍ରୀଙ୍କ ପାସ ହାର ୯୭.୦୫% ଓ ଛାତ୍ରଙ୍କ ୯୫.୭୫% ରହିଛି। ଚଳିତ ବର୍ଷ ଏ-୧ରେ ୪୧୫୮ ଜଣ ଛାତ୍ରଛାତ୍ରୀ, ଏ-୨ରେ ୨୯୮୩୮, ବି-୧ରେ ୭୭,୫୬୭ ଏବଂ ବି-୨ରେ ୧,୧୮,୭୫୦ ଜଣ ପାସ୍ ହୋଇଛନ୍ତି। ମୋଟ ୫,୧୬,୪୩୫ ପିଲା ପରୀକ୍ଷା ଦେଇଥିଲେ ସେଥି ମଧ୍ଯରୁ ୫,୦୮,୪୦୫ ଜଣ ପାସ୍ ହୋଇଛନ୍ତି।
👍7
❇️ ମେଟ୍ରିକ୍ ପରୀକ୍ଷାରେ ଛାତ୍ର ଓ ଛାତ୍ରୀଙ୍କ ପାସ୍‌ହାର ସମ୍ବନ୍ଧୀତ ବିବରଣୀ:
👏9👍61🔥1🌚1💯1
BIG GOOD NEW😍

📌VIDEO COMING SOON

WAIT ❗️ WAIT ❗️WAIT ❗️
👍9🥰21🔥1
ଏବେ LIKE ,SHARE ନ କଲେ ଆଉ କେବେ କରିବେ
👍24🤮3🥰2👏2
ଆସିଗଲା SCHOLARSHIP ର ନୂଆ ନିୟମ - CLICK HERE
👍42
❇️ ମେଧାବୃତ୍ତି (SCHOLARSHIP) 😍 ...

📌 କେଉଁ SCHOLARSHIP ରେ କେଉଁ CLASS ପିଲାଙ୍କୁ କେତେ ଟଙ୍କା କେତେ ପିଲାଙ୍କୁ ମିଳିଛି ଏବଂ DISTRICT & BLOCK WISE ଚେକ୍ କରି କରିବେ କେତେ ପିଲାଙ୍କୁ କେତେ ଟଙ୍କା ମିଳିଛି SCHOLARSHIP ?

➡️ ଏହାର ସଂପୂର୍ଣ୍ଣ ତଥ୍ୟ ଆବଶ୍ୟକ କି -
CLICK HERE
8👍6👏3🥰1
ଆଜିର (୧୯.୦୫.୨୦୨୩) ମୂଖ୍ୟ ଖବର
👍21🔥1