Sukant Tutorial
12.3K subscribers
4.1K photos
5 videos
333 files
2.33K links
Hi Friends I am Sukant , Welcome to My Channel "Sukant Tutorial"
In this channel you will get
1.Educational Related all videos
2.Educational News & Letters
3.Scholarship update


Subscribe me on YouTube -: https://youtube.com/@SukantTutorial
Download Telegram
📣 BIG UPDATE 😍

❇️ POST-MATRIC SCHOLARSHIP ଟଙ୍କା ମିଳିବା ପରେ STATUS -
" PAYMENT SUCCESS " SHOW କରୁଛି ତାପରେ ପୁଣି " SANCTIONED BY APPROVED AUTHORITY " SHOW କରୁଛି ......

🛑 ଆଉ SCHOLARSHIP ଟଙ୍କା ମିଳିବ କି ??🤔

➡️ ଆପଣଙ୍କ ମତାମତ ଦିଅନ୍ତୁ -
CLICK HERE
👍75😱3🔥1👏1
https://youtu.be/BIsw1bcLQ4E

PAYMENT SUCCESS ପରେ STATUS SHOW କରୁଛି SANCTIONED BY APPROVED AUTHORITY ଆଉ ମିଳିବ କି SCHOLARSHIP ଟଙ୍କା ??

ଯେଉଁମାନଙ୍କୁ ମିଳିନି SCHOLARSHIP ଟଙ୍କା କେବେ ମିଳିବ ଜାଣନ୍ତୁ ?

MUST WATCH & SHARE👆👆
👍52🔥1
ଯାହାର ଯାହାର DOUBTS ଅଛି VIDEO କୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ 👆....ସବୁ DOUBTS CLEAR ହେବ
8👍2🔥1
Reminder_for_furnishing_details_of_teaching_and_Non_teaching_Staff.pdf
121.6 KB
Reminder for furnishing details of teaching and Non-teaching Staff approved GIA Order, 1994, 2004, 2009 and 2014.
👍61🔥1
+୨ ପାସ୍ ପିଲା ସମସ୍ତେ APPLY କରିଦିଅ ...😍
👍82
ଆଜିର (୧୦.୦୫.୨୦୨୩) ମୂଖ୍ୟ ଖବର
👍5🔥31
ନୂତନ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର ଶିକ୍ଷକ ଓ କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାର ଇପିଏଫ ଓ ଅନୁକମ୍ପାମୂଳକ ସହାୟତା ନିୟମର ସଂଶୋଧନ କରିଛନ୍ତି। ଏହା ଅନୁଯାୟୀ ମୃତକଙ୍କ କ୍ଷେତ୍ରରେ ₹୨ ଲକ୍ଷରୁ ₹୫ ଲକ୍ଷ ଓ ସମ୍ପୂର୍ଣ୍ଣ ଅକ୍ଷମ କର୍ମଚାରୀଙ୍କ ପାଇଁ ଅନୁଦାନ ରାଶି ₹୧.୫୦ ଲକ୍ଷରୁ ₹୩.୫୦ ଲକ୍ଷକୁ ବୃଦ୍ଧି କରାଯାଇଛି।
👍51🔥1
ଆଜିର (୧୧.୦୫.୨୦୨୩) ମୂଖ୍ୟ ଖବର
👍31🔥1🥰1