Forwarded from State Topper (9th,10th)
ଆପଣ ସୋସିଆଲ୍ ମିଡିଆକୁ ବ୍ୟବହାର କରୁଛନ୍ତି... ନା ସୋସିଆଲ୍ ମିଡିଆ ଆପଣଙ୍କୁ ବ୍ୟବହାର କରୁଛି?
ଗୋଟିଏ Like... ଗୋଟିଏ Share... ଗୋଟିଏ Comment... କାହାର ଜୀବନ ଗଢ଼ି ମଧ୍ୟ ପାରେ, ପୁଣି ଭାଙ୍ଗି ମଧ୍ୟ ପାରେ।
ଆଜିର ଡିଜିଟାଲ୍ ଯୁଗରେ ସୋସିଆଲ୍ ମିଡିଆ କେବଳ ମନୋରଞ୍ଜନର ମାଧ୍ୟମ ନୁହେଁ; ଏହା ରାଷ୍ଟ୍ର ଗଠନ, ସମାଜ ପରିବର୍ତ୍ତନ ଓ ଜନସଚେତନତାର ଏକ ଶକ୍ତିଶାଳୀ ଅସ୍ତ୍ର। କିନ୍ତୁ ଦୁଃଖର ବିଷୟ, ଏହି ଶକ୍ତିକୁ ଅନେକେ ମିଥ୍ୟା ଅପପ୍ରଚାର, ଟ୍ରୋଲିଂ, ରୋଷ୍ଟିଂ, ଚରିତ୍ର ହନନ ଓ ଘୃଣା ପ୍ରଚାର ପାଇଁ ବ୍ୟବହାର କରୁଛନ୍ତି।
କାହାର ବର୍ଷ ବର୍ଷର ପରିଶ୍ରମ, ତ୍ୟାଗ, ସଂଘର୍ଷ ଓ ସମ୍ମାନକୁ କେବଳ କିଛି ମିନିଟ୍ର ଭାଇରାଲ୍ ଭିଡିଓ, ମିଥ୍ୟା ପୋଷ୍ଟ କିମ୍ବା ଅଶ୍ଳୀଳ ଟିପ୍ପଣୀ ମାଧ୍ୟମରେ କ୍ଷତିଗ୍ରସ୍ତ କରାଯାଉଛି।
ଆଜି ଭାଇରାଲ୍ ହେବାର ଦୌଡ଼ରେ ସତ୍ୟ ପଛରେ ପଡ଼ିଯାଉଛି। ଚରିତ୍ର ହନନ କଣ୍ଟେଣ୍ଟ ହୋଇଯାଇଛି। ଅପମାନ ମନୋରଞ୍ଜନ ହୋଇଯାଇଛି। ଆଉ ମିଥ୍ୟା ଖବର ଅନେକଙ୍କ ପାଇଁ ରୋଜଗାରର ମାଧ୍ୟମ ପାଲଟିଯାଇଛି।
କେବଳ କିଛି Likes, Views ଓ Followers ପାଇଁ କାହାର ସମ୍ମାନ ସହ ଖେଳିବା କେବେଠାରୁ "Content Creation" ହୋଇଗଲା !!
ଆଜି AI ସାହାଯ୍ୟରେ ଜଣେ ବ୍ୟକ୍ତିଙ୍କ ଫଟୋକୁ ଅନ୍ୟ ଫଟୋ ସହ ଯୋଡ଼ି ମିଥ୍ୟା Caption ଦେଇ ଲକ୍ଷ ଲକ୍ଷ ଲୋକଙ୍କ ପାଖକୁ ପହଞ୍ଚାଯାଉଛି। Fake ID ରୁ ଅଶ୍ଳୀଳ Comment, Cyber Bullying, Online Harassment ଓ Character Assassination ଆଜି ହଜାର ହଜାର ପରିବାରର ଶାନ୍ତି କଢ଼ାଇ ନେଉଛି।
ମନେରଖନ୍ତୁ—ସ୍କ୍ରିନ୍ ପଛରେ ଥିବା ପ୍ରତ୍ୟେକ ପ୍ରୋଫାଇଲ୍ ପଛରେ ଜଣେ ମଣିଷ ଅଛନ୍ତି, ଯାହାର ଭାବନା ଅଛି, ପରିବାର ଅଛି, ସମ୍ମାନ ଅଛି।
ଆମେ ନାରୀଙ୍କୁ ଦେବୀ କହୁ, କିନ୍ତୁ ସୋସିଆଲ୍ ମିଡିଆରେ ଅନେକ ମା', ଭଉଣୀ ଓ ଝିଅ ଆଜି ଅଶ୍ଳୀଳ ଭାଷା, ଅପମାନ ଓ ମାନସିକ ନିର୍ଯାତନାର ଶିକାର। ଯଦି ଆମର ସଂସ୍କାର କେବଳ ପୋଷ୍ଟରେ ସୀମିତ, ତେବେ ସେହି ସଂସ୍କାରର ମୂଲ୍ୟ କ'ଣ?
ଜୀବିତ ଥିବାବେଳେ ଟ୍ରୋଲିଂ... ମୃତ୍ୟୁ ପରେ RIP ଓ ଶ୍ରଦ୍ଧାଞ୍ଜଳି। ଏହା ସମ୍ମାନ ନୁହେଁ, ଏହା ଆମ ସାମାଜିକ ଚରିତ୍ରର ବିଫଳତା।
ଗୋଟିଏ ପ୍ରଶ୍ନ...
ଆପଣ ଇତିହାସ ଗଢ଼ିବାକୁ ଚାହୁଁଛନ୍ତି... ନା କେବଳ ଭାଇରାଲ୍ ହେବାକୁ?
ଆପଣଙ୍କ ପାଖରେ ସବୁଠାରୁ ବଡ଼ ଶକ୍ତି ଅଛି—Digital Power।
ଏହି ଶକ୍ତି ଦେଶକୁ ଆଗକୁ ନେଇପାରେ... ପୁଣି ସମାଜକୁ ଅନ୍ଧକାରକୁ ମଧ୍ୟ ଠେଲିପାରେ। ନିଷ୍ପତ୍ତି ଆପଣଙ୍କର।
Trend ବଦଳାଇବା ଠାରୁ ବଡ଼ କଥା ହେଉଛି Society ବଦଳାଇବା।
ମନେରଖନ୍ତୁ—ରାଷ୍ଟ୍ର ନିର୍ମାଣ କେବଳ ସରକାରଙ୍କ କାମ ନୁହେଁ; ପ୍ରତ୍ୟେକ ସଚେତନ ନାଗରିକଙ୍କ ଦାୟିତ୍ୱ। ପ୍ରତ୍ୟେକ ପୋଷ୍ଟ, ପ୍ରତ୍ୟେକ କମେଣ୍ଟ ଓ ପ୍ରତ୍ୟେକ Share ସମାଜକୁ ଗଢ଼ି ମଧ୍ୟ ପାରେ, ଭାଙ୍ଗି ମଧ୍ୟ ପାରେ।
ଆସନ୍ତୁ, ଦଳ, ଧର୍ମ, ଜାତି ଓ ପେଶାର ଉର୍ଦ୍ଧ୍ୱରେ ଉଠି ଏକ ସୁରକ୍ଷିତ, ସଚେତନ ଓ ଦାୟିତ୍ୱବୋଧ ସମ୍ପନ୍ନ ଡିଜିଟାଲ୍ ସମାଜ ଗଠନ କରିବା।
ସେଥିପାଇଁ "ସମ୍ମାନିତା" ଆରମ୍ଭ କରୁଛି ଏକ ସ୍ୱତନ୍ତ୍ର Cyber Crime Awareness Campaign।
ଆସନ୍ତୁ ମିଶି Fake ID, Cyber Bullying, Online Harassment, AI Misuse, Fraud, Scam, Character Assassination ଓ ଘୃଣାର ରାଜନୀତି ବିରୋଧରେ ସଚେତନତାର ବିପ୍ଲବ ଆରମ୍ଭ କରିବା।
ଯଦି ଆପଣ Cyber Bullying କିମ୍ବା Online Harassment ର ଶିକାର ହୋଇଛନ୍ତି, ଚୁପ୍ ରୁହନ୍ତୁ ନାହିଁ। ଆପଣଙ୍କ କାହାଣୀ ଅନ୍ୟ କାହାର ଜୀବନ ବଞ୍ଚାଇପାରେ।
ମନେରଖନ୍ତୁ...
ଭାଇରାଲ୍ ପୋଷ୍ଟ କିଛି ଦିନ ବଞ୍ଚେ।
କିନ୍ତୁ ଭଲ କାମ ପିଢ଼ି ପିଢ଼ି ବଞ୍ଚି ରହେ।
ଆସନ୍ତୁ, କେବଳ Content Creator ନୁହେଁ... Character Creator ହେବା।
କେବଳ Influencer ନୁହେଁ... Nation Builder ହେବା।
**ସୋସିଆଲ୍ ମିଡିଆରେ ଟ୍ରେଣ୍ଡ ନୁହେଁ, ଦାୟିତ୍ୱ ଭାଇରାଲ୍ ହେଉ।
ଘୃଣା ନୁହେଁ, ମାନବିକତା ଭାଇରାଲ୍ ହେଉ।
ମିଥ୍ୟା ନୁହେଁ, ସତ୍ୟ ଭାଇରାଲ୍ ହେଉ।

❤7👍1
Pile
Don't worry ame +3 note dabu hela tike time lagiba daba pai hela au +2 au +3 nija friends ku add karathu

👍5
🔴 +2 ADMISSION 2026
🔴 Publication of the First Selection Merit List and downloading of Intimation Letter in the Student Login
🔅08.07.2026 (11.45 AM)

😍2
🙏1
💯1
*💠ପ୍ରକାଶ ପାଇଲା ଯୁକ୍ତଦୁଇ ନାମଲେଖା ନେଇ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା:*
- ପ୍ରଥମ ପର୍ଯ୍ୟାୟରେ ୪,୨୯,୨୧୯ ଛାତ୍ରଛାତ୍ରୀ ମନୋନୀତ
- କଟ୍-ଅଫ୍ ମାର୍କରେ ଆଗରେ ରହିଛି ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ
- କଳା, ବାଣିଜ୍ୟ, ବିଜ୍ଞାନରେ ଆଗରେ ରେଭେନ୍ସା
- ବିଜ୍ଞାନରେ ସର୍ବାଧିକ କଟ୍-ଅଫ୍ ୯୩.୪୦%
- ବାଣିଜ୍ୟରେ ସର୍ବାଧିକ କଟ୍-ଅଫ୍ ୮୨.୪୦%
- କଳାରେ ସର୍ବାଧିକ କଟ୍-ଅଫ୍ ୮୧ ପ୍ରତିଶତ
- ଜୁଲାଇ ୨୩ତାରିଖରୁ ଆରମ୍ଭ ହେବ ଯୁକ୍ତଦୁଇ ପ୍ରଥମ ବର୍ଷର ପାଠପଢ଼ା
https://share.google/65h07B54mmwGBE59d

Pile nija nija friends ku add karathu sa bi sabu IMFROMEMISON pai paribe
👍2
Forwarded from State Topper (9th,10th)
*💠ଛାତ୍ରଛାତ୍ରୀଙ୍କ ପାଇଁ ଯୋଗ୍ୟତା ସର୍ତ୍ତ ଜାରି:*
- କେଜିରୁ ପିଜି ମାଗଣା ପାଠପଢ଼ା ପ୍ରସଙ୍ଗ, ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ଯୋଗ୍ୟତା ସର୍ତ୍ତ ଜାରି
- ଶ୍ରେଣୀଗୃହରେ ୭୫% ଉପସ୍ଥାନ ବାଧ୍ୟତାମୂଳକ, ସର୍ବନିମ୍ନ ଉପସ୍ଥାନ ୬୫% ରୁ କମ୍ ହେଲେ ମିଳିବନି ସୁବିଧା
- SAMSରେ ଯୋଗ୍ୟ ଶିକ୍ଷାନୁଷ୍ଠାନରେ ନାମ ଲେଖାଇବା ଆବଶ୍ୟକ
- UG ଓ PG ପ୍ରଥମ ନାମଲେଖା ସହ ପୁନଃ-ନାମଲେଖାରେ ମଧ୍ୟ ଲାଗୁ
- ଯୋଗ୍ୟତା ପୂରଣ କଲେ ହିଁ ମିଳିବ ଯୋଜନାର ଲାଭ
*💠୪ଟି କିସ୍ତିରେ କଲେଜକୁ ମିଳିବ ଛାତ୍ରଛାତ୍ରୀଙ୍କ ଟଙ୍କା:*
- ନାମଲେଖା ପରେ ପ୍ରଥମ କିସ୍ତିରେ ମିଳିବ ୧୦% ଟଙ୍କା
- ଦ୍ବିତୀୟ କିସ୍ତିରେ ୧୫%, ୩ୟ ଓ ୪ର୍ଥ କିସ୍ତିରେ ୨୫% ଟଙ୍କା
- ପ୍ରତି ଶିକ୍ଷାବର୍ଷରେ ପର୍ଯ୍ୟାୟକ୍ରମେ ଟଙ୍କା ପ୍ରଦାନ ହେବ

👍1