REAL HERO FOUJI ODISHA
113 subscribers
185 photos
73 files
70 links
Hello dear friend,this is my teligram chennal. ଏହି chennal ରେ ସମସ୍ତ ଓଡିଶା Gov Defence Job, ARMY,ODISHA POLICE, IRB,OSAP, FIREMAN, ଏହିଭଳି ସମସ୍ତ ପ୍ରକାର ସରକାରୀ ଚାକିରୀ ର NOTIFICATION PDF ଏହି CHENNAL ରେ ସର୍ବ ପ୍ରଥମେ ପାଇପାରିବ । THANK YOU 👍🙏
Download Telegram
SSC CGL 2024 application date extended till 27.07.2024..
✅ RRB ALP Application Modify Window Notice (29 July to 7 Aug)
RRB ALP CEN01/2024 Application Status Messages✉️

➡️@realherofouji
RRB JE Short Notice Out

Total Post : 7934

Qualification : B.E/B.Tech or Diploma in Related Field

Apply Online : 30 July to 29 August

Age Limit : 18 to 36 Years

Pay level : 4600 & 4200 GP

Application Fee : 500

@realherofouji
📌 ଅଗ୍ନିବୀରଙ୍କ ପାଇଁ ୧୦% ସଂରକ୍ଷଣ: ମୁଖ୍ୟମନ୍ତ୍ରୀ

🔆 ଅଗ୍ନିବୀରଙ୍କ ପାଇଁ ସଂରକ୍ଷଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

🔆 ୟୁନିଫର୍ମ ସେବାରେ ୧୦% ସଂରକ୍ଷଣ ପ୍ରଦାନ କରିବାକୁ ଘୋଷଣା

🔆 ବୟସ କ୍ଷେତ୍ରରେ ମଧ୍ୟ ୫ ବର୍ଷ କୋହଳ କରାଯିବ କହିଲେ
🔥 *SSC Stenographer Notification*

🧿Last Date - 17/08/24

🧿Exam - Oct-Nov 2024

🧿Total Vacancy - 2006
✉️ ପ୍ୟାରିସ ରେ Olympic ଉଦଘାଟିତ
📮OSSC CGL Admit Card OUT
REAL HERO FOUJI ODISHA
Photo
OSSSC pharmacist and multipurpose exam Date and Time
New Vacancy
👍1
*RRB JE Recruitment Short Official Notice*
Forms: 30 July to 29 Aug
Vacancies: 7934
😔😢
REAL HERO FOUJI ODISHA
Photo
🔰 OSSSC Forest guard Physical August ରେ ହେବ।
ODISHA POLICE NEW VACANCY
SSC ଦ୍ୱାରା ପରିଚାଳିତ ପରୀକ୍ଷାରେ SSC GD ଚଳିତ ବର୍ଷର ଶେଷ ନିଯୁକ୍ତି ହେବ .. ଯାହାକି 15 ଅଗଷ୍ଟ ରେ ଯେଉଁ ଭର୍ତ୍ତି ଆସିବ
ତାହା ହେଉଛି Last SSC GD ଭର୍ତ୍ତି ହୋଇପାରେ, ଏହା ପରେ SSC ଆଗାମୀ ବର୍ଷର କ୍ୟାଲେଣ୍ଡରରେ ଅନ୍ୟ କୌଣସି ନିଯୁକ୍ତି ବାହାର କରିବ ନାହିଁ ...
* ଏହାର ଅର୍ଥ ହେଉଛି ଚଳିତ ବର୍ଷ ଦିଲ୍ଲୀ ପୋଲିସର Recruitment ଆସିବ ତାହାର କୌଣସି ଆଶା ନାହିଁ ... *😲😲😞