REAL HERO FOUJI ODISHA
Battalion Vacancy.pdf
Telegram ତଥା YouTube ରେ ଥିବା ଆମର Subscriber ଭାଇ ଓ ଭଉଣୀ ମାନେ ଓଡିଶା ପୋଲିସ୍ ତଥା ବାଟାଲିୟନ VACANCY ଆସିବା ଲାଗି ଏ ହେଉଛି ଏକ grievance Latter PDF ଏହାକୁ ସମସ୍ତେ Print out ବାହାର କରି Register Post କିମ୍ବା Speed POST କର ଆପଣ ମନଙ୍କୁ ଏହା ଅନୁରୋଧ, ଯେଉଁମାନେ କି VACANCY ଆସୁ ବୋଲି ଚାହୁଁଛ ସେଥିପାଇଁ CM ଙ୍କ ପାଖକୁ ସମସ୍ତେ ଗୋଟେ ଗୋଟେ Grievance ଦିଅ Address ମୁଁ send କରି ଦେଇଛି ।
REAL HERO FOUJI ODISHA
Battalion Vacancy.pdf
Send kariba ra address
To
Honorable CM Mohan Majhi (CM OF ODIHSA)
AT - 3rd Floor, State Secretariat, Sachivalaya Marg, Bhubaneswar, Odisha 751001
ଏହା ହେଉଛି ପୋଷ୍ଟ କରିବା ର address ।
To
Honorable CM Mohan Majhi (CM OF ODIHSA)
AT - 3rd Floor, State Secretariat, Sachivalaya Marg, Bhubaneswar, Odisha 751001
ଏହା ହେଉଛି ପୋଷ୍ଟ କରିବା ର address ।
Follow the REAL HERO FOUJI ODISHA channel on WhatsApp: https://whatsapp.com/channel/0029VahzuL8C1FuBamttoT1X
WhatsApp.com
REAL HERO FOUJI ODISHA | WhatsApp Channel
REAL HERO FOUJI ODISHA WhatsApp Channel. Hello dear friend,this is my WhatsApp Channel. ଏହି chennal ରେ ସମସ୍ତ ଓଡିଶା Gov Defence Job, ARMY,ODISHA POLICE, IRB,OSAP, FIREMAN, ଏହିଭଳି ସମସ୍ତ ପ୍ରକାର ସରକାରୀ ଚାକିରୀ ର NOTIFICATION PDF ଏହି CHENNAL ରେ ସର୍ବ ପ୍ରଥମେ ପାଇପାରିବ…
REAL HERO FOUJI ODISHA
Follow the REAL HERO FOUJI ODISHA channel on WhatsApp: https://whatsapp.com/channel/0029VahzuL8C1FuBamttoT1X
ଆମର ଭାଈ ଓ ଭଉଣୀ ମାନେ , ଯେଉଁମାନେ WhatsApp Chennal ରେ Join ହୋଇନାହଁ ଏବେ ହିଁ Join କରି ଯାଅ, ସେଠାରେ ତୁମେ ମାନେ ସମସ୍ତେ Important Updated ପାଇପାରିବ । ଧନ୍ୟବାଦ୍ Jai hind 🙏🙏🇮🇳
SSC GD 2024 PHYSICAL ପାଇଁ VIRAL ହେଉଥିବା ନୋଟିସ,ଏହା CRPF ଜାରି କରିନାହିଁ ମୁଁ WEBSITE CHEAK କରିଛି, ତୁମେ ମାନେ PHYSICAL ଜାରି ରଖ, କାରଣ ନୋଟିସ ଆସିବା ମାତ୍ରେ ଆଉ ସମୟ ହୁଏତ ନ ମିଳିପାରେ, ଯେତିକି ସମୟ ମିଳିଛି ଆଉ ଯେତିକି ସମୟ ମିଳିବ 5KM RUNNING ସମସ୍ତେ CLEAR କରି ପାରୁଥିବା ଦରକାର, ଥରେ ହାତ ଛଡ଼ା ହୋଇଗଲେ ଆଉ କିଛି ନଥିବ ତେଣୁ କରି PHYSICAL ପ୍ରତି ଧ୍ୟାନ ଦିଅ VERY VERY VERY IMPORTANT ତୁମ ପାଈଁ। JAI HIND 🙏🙏🇮🇳