REAL HERO FOUJI ODISHA
113 subscribers
185 photos
73 files
70 links
Hello dear friend,this is my teligram chennal. ଏହି chennal ରେ ସମସ୍ତ ଓଡିଶା Gov Defence Job, ARMY,ODISHA POLICE, IRB,OSAP, FIREMAN, ଏହିଭଳି ସମସ୍ତ ପ୍ରକାର ସରକାରୀ ଚାକିରୀ ର NOTIFICATION PDF ଏହି CHENNAL ରେ ସର୍ବ ପ୍ରଥମେ ପାଇପାରିବ । THANK YOU 👍🙏
Download Telegram
REAL HERO FOUJI ODISHA
Follow the REAL HERO FOUJI ODISHA channel on WhatsApp: https://whatsapp.com/channel/0029VahzuL8C1FuBamttoT1X
All Friends ସମସ୍ତେ WhatsApp Chennal ରେ Join ହୋଇଯାଅ , Job information ସେଠାରେ ମଧ୍ୟ ପାଇପାରିବ, କାରଣ WhatsApp ଆମେ ଅଧିକ use କରନ୍ତି ସେଠାରେ Notification ଗଲେ ତୁମେ ମାନେ ଶୀଘ୍ର ଜାଣି ପାରିବ । Thank you 🙏🙏🙏🙏
REAL HERO FOUJI ODISHA
Photo
SSC CALANDER UPDATE 2024-25
SSC GD INCREASE VACANCY 2024
Good morning 🌅 all
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ୨୦୨୪-୨୫ ବର୍ଷର ପୂର୍ଣାଙ୍ଗ ବଜେଟ୍ ପ୍ରସ୍ତୁତି ପାଇଁଜନସାଧାରଣଙ୍କର ମତାମତ ଆହ୍ବାନ କରିଛନ୍ତି। ଆପଣଙ୍କ ମତାମତ ଇମେଲ୍ ଦ୍ୱାରା odisha.budget@gov.in ଠିକଣାରେ, ୱାଟସଆପ୍ ମାଧ୍ୟମରେ (+91)9438161111 ନମ୍ବରକୁ ଏବଂ ଅର୍ଥ ବିଭାଗର ସାମାଜିକ ଗଣମାଧ୍ୟମ ଦ୍ୱାରା ମଧ୍ୟ ପଠାଇ ପାରିବେ।
ଖାଲି ପଡ଼ିଥିବା VACANCY ଏବେ ଆସିବ ବହୁତ୍ ଶୀଘ୍ର NOTIFICATION ଦେଖିବା ପାଇଁ ମିଳିବ🙏JAI HIND 🙏
REAL HERO FOUJI ODISHA
Battalion Vacancy.pdf
Telegram ତଥା YouTube ରେ ଥିବା ଆମର Subscriber ଭାଇ ଓ ଭଉଣୀ ମାନେ ଓଡିଶା ପୋଲିସ୍ ତଥା ବାଟାଲିୟନ VACANCY ଆସିବା ଲାଗି ଏ ହେଉଛି ଏକ grievance Latter PDF ଏହାକୁ ସମସ୍ତେ Print out ବାହାର କରି Register Post କିମ୍ବା Speed POST କର ଆପଣ ମନଙ୍କୁ ଏହା ଅନୁରୋଧ, ଯେଉଁମାନେ କି VACANCY ଆସୁ ବୋଲି ଚାହୁଁଛ ସେଥିପାଇଁ CM ଙ୍କ ପାଖକୁ ସମସ୍ତେ ଗୋଟେ ଗୋଟେ Grievance ଦିଅ Address ମୁଁ send କରି ଦେଇଛି ।
Send kariba ra address

To
Honorable CM Mohan Majhi (CM OF ODIHSA)
AT - 3rd Floor, State Secretariat, Sachivalaya Marg, Bhubaneswar, Odisha 751001
👍1
REAL HERO FOUJI ODISHA
Battalion Vacancy.pdf
Send kariba ra address

To
Honorable CM Mohan Majhi (CM OF ODIHSA)
AT - 3rd Floor, State Secretariat, Sachivalaya Marg, Bhubaneswar, Odisha 751001
ଏହା ହେଉଛି ପୋଷ୍ଟ କରିବା ର address ।
REAL HERO FOUJI ODISHA
Follow the REAL HERO FOUJI ODISHA channel on WhatsApp: https://whatsapp.com/channel/0029VahzuL8C1FuBamttoT1X
ଆମର ଭାଈ ଓ ଭଉଣୀ ମାନେ , ଯେଉଁମାନେ WhatsApp Chennal ରେ Join ହୋଇନାହଁ ଏବେ ହିଁ Join କରି ଯାଅ, ସେଠାରେ ତୁମେ ମାନେ ସମସ୍ତେ Important Updated ପାଇପାରିବ । ଧନ୍ୟବାଦ୍ Jai hind 🙏🙏🇮🇳